ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ଦେବ ଦୀପାବଳି । ୩ ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ଦେବ ଦୀପାବଳି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । ଆଜି ବଡଦାଣ୍ଡରେ ହେବ ସମୂହ ଦୀପଦାନ । ଓଡିଶା ଇଂଟରନ୍ୟାସନାଲ ସେଂଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ । ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ ଉଦ୍ଦେଶ୍ୟରେ ସମୂହContinue reading “ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ଦେବ ଦୀପାବଳି । ୩ ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ ।”

ବିଶ୍ୱକପ ବିଜୟର ଯୋଦ୍ଧା ଯୁବରାଜ ସିଂ: ସିକ୍ସର କିଙ୍ଗଙ୍କୁ ଜନ୍ମଦିନର ଶୁଭେଚ୍ଛା

କନକ ବ୍ୟୁରୋ: ଯୁବରାଜ… କେବଳ ନାଁ ହିଁ କାଫି । ଦିନିକିଆ ହେଉ କି ଟି-୨୦ ବ୍ୟାଟ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ୍ । ସେଥିପାଇଁ ତ ତାଙ୍କ ନାଁ ଯୁବରାଜ । କ୍ରିକେଟରେ ତାଙ୍କୁ କୁହାଯାଏ ସିକ୍ସର କିଙ୍ଗ । ଟିମ ଇଣ୍ଡିଆ ପାଇଁ ସେ ଥିଲେ ସଙ୍କଟ ମୋଚକ । ସେ ଯେତେବେଳେ ପଡିଆ ମଝିରେ ବ୍ୟାଟ ଧରି ଛିଡା ହୁଅନ୍ତି ସେତେବେଳେ ବଡ ବଡ ବୋଲରଙ୍କ ନିଦ ହଜିଯାଏ ।Continue reading “ବିଶ୍ୱକପ ବିଜୟର ଯୋଦ୍ଧା ଯୁବରାଜ ସିଂ: ସିକ୍ସର କିଙ୍ଗଙ୍କୁ ଜନ୍ମଦିନର ଶୁଭେଚ୍ଛା”

ଧାରା ୩୭୦ ଉଚ୍ଛେଦ କାଏମ ପରେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପାଦକୀୟ । କହିଲେ, ସୁପ୍ରିମକୋର୍ଟଙ୍କ ରାୟ ଭାରତର ଅଖଣ୍ଡତାକୁ ବଜାୟ ରଖିଛି ।

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପାଦକୀୟ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରାୟ ଜରିଆରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରହିଛି । ଜମ୍ମୁ କାଶ୍ମୀରରେ ଯାହା ଘଟିଛି, ତାହା ଆମ ଦେଶ ଓ ସେଠାରେ ରହୁଥିବା ଲୋକଙ୍କ ପ୍ରତି ଏକ ବଡ଼ ବିଶ୍ୱାସଘାତକତା ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା । ମୋଦୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଲୋକଙ୍କ ପ୍ରତିContinue reading “ଧାରା ୩୭୦ ଉଚ୍ଛେଦ କାଏମ ପରେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପାଦକୀୟ । କହିଲେ, ସୁପ୍ରିମକୋର୍ଟଙ୍କ ରାୟ ଭାରତର ଅଖଣ୍ଡତାକୁ ବଜାୟ ରଖିଛି ।”

ପ୍ରହସନ ପାଲଟିଲା କଇଁଛ ସୁରକ୍ଷା । ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ ବେଳେ ମଝି ସମୁଦ୍ରରେ ଚାଲିଥିଲା ଡିଲ୍ ।

କନକ ବ୍ୟୁରୋ: ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଆଉ ସେହିଦିନ ମଝି ସମୁଦ୍ରରେ ହୋଇଥିଲା ଡିଲ୍ । ଭିତରକନିକାରେ ଦୁଇଟି ଟ୍ରଲର ଜବତ ହୋଇଥିବା ବେଳେ ବନ ବିଭାଗ ପେଟ୍ରୋଲିଂ ଟିମ୍ ଗୋଟିଏକୁ ଧରି କୂଳକୁ ଆସିଥିଲେ । ଏହା ସହ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ହେଲେ ଅନ୍ୟ ଏକ ଟ୍ରଲରକୁ ଫୋନ୍ କଲ ପାଇ ମଝିContinue reading “ପ୍ରହସନ ପାଲଟିଲା କଇଁଛ ସୁରକ୍ଷା । ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ ବେଳେ ମଝି ସମୁଦ୍ରରେ ଚାଲିଥିଲା ଡିଲ୍ ।”

ରାଜଧାନୀରେ ଗରୀବଙ୍କ ପାଇଁ ପୋଷାକ ପସରା । ଉହ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋଲିଛି ଷ୍ଟଲ ।

କନକ ବ୍ୟୁରୋ: ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ବାପୁଜୀନଗର ସ୍ଥିତ ପ୍ୟାରିସ୍ ବେକରୀ ଠାରେ ଏହାର ଆରମ୍ଭ ହୋଇଛି । ଦୀର୍ଘ ୮ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କଠାରୁ ନୂଆ-ପୁରୁଣା ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟା ଯାଉଛି । କିଛି ବର୍ଷ ହେବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କର ଅଭୁତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳାଇବାContinue reading “ରାଜଧାନୀରେ ଗରୀବଙ୍କ ପାଇଁ ପୋଷାକ ପସରା । ଉହ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋଲିଛି ଷ୍ଟଲ ।”

ଖୋର୍ଦ୍ଧାରେ କାଉ ମଡକ । ବାର୍ଡ ଫ୍ଲୁ ଯୋଗୁଁ ରାସ୍ତାରେ ମରି ପଡୁଛନ୍ତି କାଉ ।

କନକ ବ୍ୟୁରୋ: କାଉ ମଡ଼କ, ଖୋର୍ଦ୍ଧାରେ ବାର୍ଡ ଫ୍ଲ୍ୟୁ ଆଶଙ୍କା । ଖୋର୍ଦ୍ଧା ପୁର୍ବସାହି ଅଂଚଳରେ କାଉ ମଡକ ଦେଖିବାକୁ ମିଳିଛି । ଦୁଇ ଦିନ ହେବ ଗାଁରେ ଥିବା ଏକ ମନ୍ଦିର ଏବଂ ବଜାରରେ ୨୦ରୁ ଅଧିକ କାଉ ମରିପଡିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଲୋକେ ବାର୍ଡ ଫ୍ଲ୍ୟୁ ଆଶଙ୍କା କରି ପ୍ରାଣୀଧନ ବିଭାଗ ଖବର ଦେଇଥିଲେ । ପାଣୀଧନ ବିଭାଗର ଉପନିର୍ଦ୍ଦେଶକ ଡ. ମାନସContinue reading “ଖୋର୍ଦ୍ଧାରେ କାଉ ମଡକ । ବାର୍ଡ ଫ୍ଲୁ ଯୋଗୁଁ ରାସ୍ତାରେ ମରି ପଡୁଛନ୍ତି କାଉ ।”

କଟକରେ ଘନଘନ ଚୋରୀ । ଗୋଟିଏ ରାତିରେ ୭ ଘରେ କଳାକନା ବୁଲାଇଲେ ଚୋର ।

କନକ ବ୍ୟୁରୋ: କଟକ ଜିଲ୍ଲା କିଶନନଗର ଥାନା ଅଂଚଳରୁ ଘନଘନ ଚୋରି । ତରଡପଡା ଗାଁରୁ ଗୋଟିଏ ରାତିରେ ୭ଟି ଘରୁ ସୁନା, ରୁପା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ପୋଲିସକୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ । ବାରମ୍ବାର କିଶନନଗର ଥାନା ଅଞ୍ଚଳରେ ଏହିପରି ଚୋରି ହେଉଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇContinue reading “କଟକରେ ଘନଘନ ଚୋରୀ । ଗୋଟିଏ ରାତିରେ ୭ ଘରେ କଳାକନା ବୁଲାଇଲେ ଚୋର ।”

ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ।

କନକ ବ୍ୟୁରୋ: ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟା ହେବ ଏବଂ ଭୋର ୫ଟା ୨୦ରୁ ପହିଲି ଭୋଗ ନୀତି ହେବ । ଡିସେମ୍ବର ୧୫ରୁ ଜାନୁଆରି ୧୫ ତାରିଖ ଯାଏ ଭକ୍ତଙ୍କ ଦର୍ଶନ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଖୋଲିବ । ରାତି ୧୧ଟାରେ ପହୁଡ ପଡିବ । ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ । ଏଥିପାଇଁ ସଅଳ ନୀତିକାନ୍ତ ହେବା ସହContinue reading “ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ।”

କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର । ଗୋଟିଏ ଛାତ ତଳେ ଖେଳାଳିଙ୍କ ପାଇଁ ରହିଛି ସବୁପ୍ରକାରର ସୁବିଧା ।

କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି  ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଖେଳାଳିଙ୍କ ପାଇଁ ଗୋଟିଏ ଛାତତଳେ ସବୁ ପ୍ରକାରର ବ୍ୟବସ୍ଥା ରହିଛି । ଖେଳାଳିଙ୍କୁ ଫିଟ୍ ରଖିବାରେ ଏହି  କେନ୍ଦ୍ର ସହାୟକ ହେବ । କ୍ରୀଡା ବିଜ୍ଞାନ କେନ୍ଦ୍ରରେ ବିଶ୍ୱସ୍ତରୀୟ ଉପକରଣ ଲଗାଯାଇଛି । ରହିବାଠାରୁ ଆରମ୍ଭ କରି ପ୍ରଶିକ୍ଷଣ ଯାଏଁ ସବୁପ୍ରକାରର ସୁବିଧା ଏଠାରେ ରହିଛିContinue reading “କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର । ଗୋଟିଏ ଛାତ ତଳେ ଖେଳାଳିଙ୍କ ପାଇଁ ରହିଛି ସବୁପ୍ରକାରର ସୁବିଧା ।”

ଡିସେମ୍ବର ୧୯ରେ ୨୦୨୪ ଆଇପିଏଲ ପାଇଁ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର ।ଦୁବାଇରେ ହେବ ନିଲାମୀ ।  

କନକ ବ୍ୟୁରୋ: ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ  । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଂଚାଇଜିଙ୍କ ନଜର ରଖିଛନ୍ତି । ଗୁଜରାଟ ପକେଟରେ ଅଛି ସର୍ବାଧିକ ଟଙ୍କା ରହିଛି । ୨ କୋଟି ବେସ ପ୍ରାଇସରେ ୨୩ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ଭାରତୀୟ ଖେଳାଳି ହର୍ସଲ ପଟେଲ, ଉମେଶ ଯାଦବ ଏବଂ ଶାର୍ଦୁଲ ଠାକୁରଙ୍କ ନାଁ ରହିଛି । ତେବେ ୨୦୨୪Continue reading “ଡିସେମ୍ବର ୧୯ରେ ୨୦୨୪ ଆଇପିଏଲ ପାଇଁ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର ।ଦୁବାଇରେ ହେବ ନିଲାମୀ ।  “

Design a site like this with WordPress.com
Get started