ମଦଭାଟି ମ୍ୟାନେଜରଙ୍କ ଘରୁ ୧୯ଟି ବ୍ୟାଗରେ ଟଙ୍କା ବୋହିଲେ ଶ୍ରମିକ । ନୋଟ୍ ଗଣିବାକୁ ଆସିଲେ ଅଧିକ ମେସିନ୍ ଓ କର୍ମଚାରୀ ।

କନକ ବ୍ୟୁରୋ: ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି । ସୂଚନା ଅନୁସାରେ, ପ୍ରାୟ ୫୦ କୋଟି ଟଙ୍କା ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟିContinue reading “ମଦଭାଟି ମ୍ୟାନେଜରଙ୍କ ଘରୁ ୧୯ଟି ବ୍ୟାଗରେ ଟଙ୍କା ବୋହିଲେ ଶ୍ରମିକ । ନୋଟ୍ ଗଣିବାକୁ ଆସିଲେ ଅଧିକ ମେସିନ୍ ଓ କର୍ମଚାରୀ ।”

ଚହଳ ପକାଇଲା ବଲିଉଡ ହାର୍ଟଥ୍ରୋବ ହ୍ରିତକ ରୋଶନଙ୍କ ଫାଇଟରର ପ୍ରଥମ ଟିଜର । ଦମଦାର ଚରିତ୍ରରେ ହ୍ରିତିକ, ଦୀପିକା ଓ ଅନୀଲଙ୍କ ଅଭିନୟ

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଟିଜର ଜାରି କରିଛି ପ୍ରଯୋଜନା ସଂସ୍ଥା । ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସିବେ ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସିଛନ୍ତି । ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟ ।Continue reading “ଚହଳ ପକାଇଲା ବଲିଉଡ ହାର୍ଟଥ୍ରୋବ ହ୍ରିତକ ରୋଶନଙ୍କ ଫାଇଟରର ପ୍ରଥମ ଟିଜର । ଦମଦାର ଚରିତ୍ରରେ ହ୍ରିତିକ, ଦୀପିକା ଓ ଅନୀଲଙ୍କ ଅଭିନୟ”

ଶ୍ରୀସନ୍ଥଙ୍କୁ ‘ମ୍ୟାଚ୍ ଫିକ୍ସର’ କହିଲେ ଗମ୍ଭୀର । କ୍ରିକେଟ ପଡ଼ିଆରେ ଗମ୍ଭୀର-ଶ୍ରୀସନ୍ଥ ମୁହାଁମୁହିଁ

କନକ ବ୍ୟୁରୋ : ବୁଧବାର ସୁରଟରେ ଆୟୋଜିତ ହୋଇଥିଲା ଲିଜେଣ୍ଡ ଲିଗ କ୍ରିକେଟ ଏଲିମିନେଟର ମ୍ୟାଚ । କ୍ରିକେଟ ମଇଦାନରେ ଚାଲିଥାଏ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଜିଆଂଟ ମଧ୍ୟରେ ଫାଇଟ । ସେପଟେ ଗ୍ୟାଲେରିରେ ଥିବା ଦର୍ଶକ ବି ମ୍ୟାଚର ଭରପୂର ମଜା ନେଉଥିଲେ । ହଠାତ ଧ୍ୟାନ ଆକର୍ଷଣ କରିଥିଲା ଦୁଇ ଖେଳାଳୀଙ୍କ ମୁହାଁମୁହିଁ ଘଟଣା । ଲିଜେଣ୍ଡ ଲିଗ କ୍ରିକେଟ ଏଲିମିନେଟର ମ୍ୟାଚରେ ଭାରତର ଦୁଇ ପୂର୍ବତନ ଖେଳାଳୀ ଗୌତମ ଗମ୍ଭୀର ଓContinue reading “ଶ୍ରୀସନ୍ଥଙ୍କୁ ‘ମ୍ୟାଚ୍ ଫିକ୍ସର’ କହିଲେ ଗମ୍ଭୀର । କ୍ରିକେଟ ପଡ଼ିଆରେ ଗମ୍ଭୀର-ଶ୍ରୀସନ୍ଥ ମୁହାଁମୁହିଁ”

ଦେଖିବାକୁ ମିଳିଲା ବୁଲେଟ ଟ୍ରେନ ଟର୍ମିନାଲର ପ୍ରଥମ ଝଲକ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଭିଡିଓ ଜାରି

କନକ ବ୍ୟୁରୋ : ଖୁବଶିଘ୍ର ଭାରତରେ ଗଡିବ ବୁଲେଟ ଟ୍ରେନ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ ଟ୍ରେନ ଟର୍ମିନାଲର ଭିଡିଓ ଜାରି କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଗୁଜରାଟ ଅହମଦାବାଦ ସାବରମତୀରେ ନିର୍ମିତ ଆକର୍ଷଣୀୟ ବୁଲେଟ ଟ୍ରେନ ଟର୍ମିନାଲ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଏହି ଭିଡିଓ ପୋଷ୍ଟ କରିବା ପରେ ୟୁଜରର୍ସ ଏହାକୁ ଖୁବ ପସନ୍ଦ କରିଛନ୍ତି । ବୁଲେଟ ଟ୍ରେନ ଷ୍ଟେସନରେ ଭାରତ କଳା ସଂସ୍କୃତି ଓContinue reading “ଦେଖିବାକୁ ମିଳିଲା ବୁଲେଟ ଟ୍ରେନ ଟର୍ମିନାଲର ପ୍ରଥମ ଝଲକ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଭିଡିଓ ଜାରି”

ବିଦେଶରେ ସୁରକ୍ଷିତ ନୁହେଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ । ୨୦୧୮ରୁ ଏବେ ସୁଦ୍ଧା ଗଲାଣି ୪୦୩ଜଣଙ୍କ ଜୀବନ

କନକ ବ୍ୟୁରୋ : ବିଦେଶରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ରଛାତ୍ରୀ । ୨୦୧୮ରୁ ଏବେ ସୁଦ୍ଧା ୪୦୩ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇସାରିଛି । ବିଶ୍ୱର ୩୪ଟି ଦେଶକୁ ନେଇ ଏକ ରେକର୍ଡ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ୪୦୩ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ ପ୍ରାଣହାନି କାନାଡ଼ାରେ ହୋଇଛି । କାନାଡ଼ାରେ ୯୧ଜଣ, ବ୍ରିଟେନରେ ୪୮, ରୁଷରେ ୪୦, ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧, ଜର୍ମାାନୀରେ ୨୦ ସାଇପ୍ରସରେ ୧୪,Continue reading “ବିଦେଶରେ ସୁରକ୍ଷିତ ନୁହେଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ । ୨୦୧୮ରୁ ଏବେ ସୁଦ୍ଧା ଗଲାଣି ୪୦୩ଜଣଙ୍କ ଜୀବନ”

କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ କିଏ ହେବେ ପ୍ରାର୍ଥୀ? ପୁରୁଣା ନା ନୂଆ ଚେହେରା କରିବେ ଲଢ଼େଇ?

କନକ ବ୍ୟୁରୋ: ଆଗାମି ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରୁ ସାଂସଦ ପ୍ରାର୍ଥୀ ହେବ କିଏ?ବିଜେପିରୁ ବସନ୍ତ ପଣ୍ଡା, ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ, କଂଗ୍ରେସରୁ ଭକ୍ତ ଚରଣ ଦାସ ନା ଆଉ କିଏ? ସବୁ ଦଳରୁ ଏକାଧିକ ଆଶାୟୀ ଥିବାବେଳେ କାହାକୁ ଦଳର ହାଇକମାଣ୍ଡ ଟିକେଟ ଦେବେ ତାହା ସ୍ପଷ୍ଟ ହୋଇନି । ତେବେ ଭିନ୍ନ ଭିନ୍ନ ନାଁକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । କଳାହାଣ୍ଡି ଲୋକସଭା ଆସନର ତିନି ଟାଣୁଆ ନେତା । ୨୦୧୯ରେ ଏହି ତିନିContinue reading “କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ କିଏ ହେବେ ପ୍ରାର୍ଥୀ? ପୁରୁଣା ନା ନୂଆ ଚେହେରା କରିବେ ଲଢ଼େଇ?”

ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତିତ । ଋଣଧାରୀ ନିରାଶ, କମ ହେବନି ଲୋନ EMI

କନକ ବ୍ୟୁରୋ : ତ୍ରୈମାସିକ ମୁଦ୍ରାନୀତି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ । କ୍ରମାଗତ ପଂଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତିତ ରଖିଛି ଆରବିଆଇ । ରେପୋ ରେଟ୍ ୬ ଦଶମିକ ୫ ପ୍ରତିଶତ ଅପରିବର୍ତିତ ରଖିବାକୁ ଆରବିଆଇ ମନିଟାରୀ ପଲିସି କମିଟି ନିଷ୍ପତି ଗ୍ରହଣ କରିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଫଳରେ ମହଙ୍ଗା ହେବନି ଇଏମ୍ଆଇ । ଯାହା ଦ୍ୱାରା ଋଣ ନେଇଥିବା ଲୋକେ ଆଶ୍ୱସ୍ତ ପାଇବେ ।Continue reading “ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତିତ । ଋଣଧାରୀ ନିରାଶ, କମ ହେବନି ଲୋନ EMI”

ପୁଣି ପୁଟିନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା । ରୁଷ ରାଷ୍ଟ୍ରପତି କହିଲେ ଭାରତୀୟଙ୍କ ସ୍ୱାର୍ଥ ପାଇଁ ମୋଦୀଙ୍କ ଆଭିମୁଖ୍ୟ ପ୍ରଂଶସନୀୟ

କନକ ବ୍ୟୁରୋ : କେବଳ ବିଜେପି କି ବିଜେପିକୁ ସମର୍ଥନ କରୁଥିବା ଜନତା ମୋଦୀ ଗ୍ୟାରେଟିଂ କଥା ଉପରେ ବିଶ୍ୱାସ ପ୍ରକଟ କରୁନାହାଁନ୍ତି ବଂର ରୁଷ ରାଷ୍ଟ୍ରପତି ମଧ୍ୟ ଏକଥା ମାନିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଂଶସା କରି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ମୋଦୀ ଗ୍ୟାରେଂଟି କଥା ଉପରେ ବୟାନ ଦେଇଛନ୍ତି । ପୁଟିନ କହିଛନ୍ତି ମୋଦୀଙ୍କ ବିଦେଶ ନୀତି ଗ୍ୟାରେଂଟିରେ ଦୁଇ ଦେଶ ମଧ୍ୟରେ ମଜବୁତ ସର୍ମ୍ପକ ତିଆରି ହୋଇପାରିଛି ଭାରତୀୟଙ୍କ ସ୍ୱାର୍ଥ ରକ୍ଷାContinue reading “ପୁଣି ପୁଟିନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା । ରୁଷ ରାଷ୍ଟ୍ରପତି କହିଲେ ଭାରତୀୟଙ୍କ ସ୍ୱାର୍ଥ ପାଇଁ ମୋଦୀଙ୍କ ଆଭିମୁଖ୍ୟ ପ୍ରଂଶସନୀୟ”

ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ । ୩ ରାଜ୍ୟ ପାଇଁ ୩ ଜଣ ଲେଖାଏଁ ନେତାଙ୍କୁ ମିଳିଲା ଦାୟିତ୍ୱ

କନକ ବ୍ୟୁରୋ : ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଚୟନ ପାଇଁ ଘୋଷଣା ହେଲେ ବିଜେପିର ୯ଜଣ ପର୍ଯ୍ୟବେକ୍ଷକ । ରାଜସ୍ଥାନ ପାଇଁ ତିନି ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି । ଦାୟିତ୍ୱରେ ଅଛନ୍ତି ରାଜନାଥ ସିଂହ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେ । ସେହିପରି ମଧ୍ୟପ୍ରଦେଶ ପାଇଁ ମନହୋରଲାଲ, କେ ଲକ୍ଷ୍ମଣ ଓ ଆଶା ଲକ୍ଡାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ଛତିଶଗଡରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଅର୍ଜୁନ ମୁଣ୍ଡା, ସର୍ବାନନ ସୋଁନ୍ୱାଲ ଓ ଦୁଷ୍ୟନ୍ତ ଗୌତମଙ୍କୁContinue reading “ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ । ୩ ରାଜ୍ୟ ପାଇଁ ୩ ଜଣ ଲେଖାଏଁ ନେତାଙ୍କୁ ମିଳିଲା ଦାୟିତ୍ୱ”

ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ମହଙ୍ଗା ପଡ଼ିଲା ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲା । ଏଥିକ୍ସ କମିଟିର ରିପୋର୍ଟ ଶୁକ୍ରବାର ଲୋକସଭାରେ ଉପସ୍ଥାପନ କରାଯିବା ପରେ ମହୁଆଙ୍କ ବହିଷ୍କୃତ କରାଯାଇଛି । କମିଟିର ରିପୋର୍ଟ ଆଧାରରେ ଲୋକସଭା ବାଚସ୍ପତି ଓମବିର୍ଲା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମହୁଆଙ୍କ ଆଚରଣ ଅନୈତିକ ବୋଲି କହିଛନ୍ତି ବାଚସ୍ପତି । ସେପଟେ ଲୋକସଭାରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମହୁଆ । ଏଥିକ୍ସContinue reading “ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ”

Design a site like this with WordPress.com
Get started