ସରୁନି ଟଙ୍କା ଗଣତି । ଗଣା ହେବାକୁ ଆହୁରି ବାକି ୧୩୬ ପ୍ୟାକେଟ୍ ନୋଟ୍ ।  ନିୟୋଜିତ ହୋଇଛନ୍ତି ୨୫ମେସିନ୍, ୧୫୦ କର୍ମଚାରୀ ।

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି । ବଲାଙ୍ଗୀର ଏସବିଆଇ ଶାଖା ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୭୬ ପ୍ୟାକେଟ ନୋଟ୍ ଜବତ ହୋଇଛି । ତାଭିତରୁ ୪୦ଟି ପ୍ୟାକେଟ ଗଣତି ସରିଛି । ସେଥିରୁ ପ୍ରାୟ ୪୬ କୋଟି ଟଙ୍କା ବାହାରିଛି । କାଲିଠୁ ଦୁଇContinue reading “ସରୁନି ଟଙ୍କା ଗଣତି । ଗଣା ହେବାକୁ ଆହୁରି ବାକି ୧୩୬ ପ୍ୟାକେଟ୍ ନୋଟ୍ ।  ନିୟୋଜିତ ହୋଇଛନ୍ତି ୨୫ମେସିନ୍, ୧୫୦ କର୍ମଚାରୀ ।”

ଭାଙ୍ଗିଗଲା ସୁଖର ସଂସାର ଗଢିବା ସ୍ୱପ୍ନ । ଶାଶୁଘର ଲୋକଙ୍କ ନିର୍ଯାତନା ଉଜାଡିଦେଲା ଜୀବନ । ଯନ୍ତ୍ରଣାରେ ରଶ୍ମୀତା ।

କନକ ବ୍ୟୁରୋ:ସବୁ ଝିଅଙ୍କ ଭଳି ବିବାହ କରି ସ୍ୱାମୀ ଓ ପରିବାର ସହ ସୁଖର ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖିଥିଲେ ଗୁଣୁପୁର ଜଗନ୍ନାଥ ନଗରର ଉଚ୍ଚ ଶିକ୍ଷିତ ଝିଅ ରଶ୍ମୀତା । କିନ୍ତୁ ସେହି ବିବାହ ଯେ ତାଙ୍କ ଜୀବନର ମୋଡକୁ ସମ୍ପୂର୍ଣ୍ଣ ବଦଳାଇ ଦେବ, ମରଣ ମୁହଁକୁ ଠେଲିଦେବ, ପ୍ରତି ଦିନ ମରି ମରି ବଂଚିବାକୁ ବାଧ୍ୟ କରିବ ତାହା ହୁଏତ ସେ ଭାବିନଥିଲେ । ହେଲେ ଶାଶୁଘର ଲୋକଙ୍କ ନିର୍ଯାତନାର ଶିକାର ହେବାContinue reading “ଭାଙ୍ଗିଗଲା ସୁଖର ସଂସାର ଗଢିବା ସ୍ୱପ୍ନ । ଶାଶୁଘର ଲୋକଙ୍କ ନିର୍ଯାତନା ଉଜାଡିଦେଲା ଜୀବନ । ଯନ୍ତ୍ରଣାରେ ରଶ୍ମୀତା ।”

ଓଡ଼ିଶାର ବରପୁତ୍ର  ବିଜୁ ବାବୁଙ୍କୁ ବି ଛାଡିଲେନି । ରିଲ୍ସ ବନାଇବାକୁ ଷ୍ଟାଚ୍ୟୁରୁ ଚଷମା ନେଇ ପିନ୍ଧିଲେ, ପୋଜ୍ ଦେଲେ ରାଜନଗର ଛାତ୍ର । 

କନକ ବ୍ୟୁରୋ: ଓଡ଼ିଶାର ବରପୁତ୍ର ଙ୍କୁ ବି ଛାଡ଼ିଲେନି । ରିଲ୍ସ କରିବାର ସବୁ ସୀମା ଟପିଗଲେ ଯୁବକ । କେନ୍ଦ୍ରାପଡ଼ା ରାଜନଗରର ଜଣେ ଛାତ୍ର ବିଜୁବାବୁଙ୍କ ଷ୍ଟାଚ୍ୟୁ ସହିତ ରିଲସ୍ କରୁଥିବାର ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।  ଛାତ୍ର ଜଣଙ୍କ ହେଉଛନ୍ତି ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଆଜାଦ କୁମାର ଦାସ । ବିଜୁ ବାବୁଙ୍କ ଷ୍ଟାଚ୍ୟୁରେ ଥିବା ଚଷମାରେ ବିଭିନ୍ନ ପୋଜ ଦେବା ସହ ତାଙ୍କ କାନ୍ଧରେ ହାତ ପକାଇContinue reading “ଓଡ଼ିଶାର ବରପୁତ୍ର  ବିଜୁ ବାବୁଙ୍କୁ ବି ଛାଡିଲେନି । ରିଲ୍ସ ବନାଇବାକୁ ଷ୍ଟାଚ୍ୟୁରୁ ଚଷମା ନେଇ ପିନ୍ଧିଲେ, ପୋଜ୍ ଦେଲେ ରାଜନଗର ଛାତ୍ର । “

ପୁଣି ଚର୍ଚ୍ଚାରେ ସୀମାପାର ପ୍ରେମ । ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ । ପ୍ରେମିକ ନାଁରେ କଲେ ଲିଖିତ ଅଭିଯୋଗ ।

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୀମା ପାର ପ୍ରେମ । ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ । ସେ ତାଙ୍କ ପ୍ରେମିକ ନାଁରେ ଅଭିଯୋଗ କରିଛନ୍ତି । ଲଖିତ ଅଭିଯୋଗ ପରେ ମାମଲା ରୁଜୁ କରିଛି କମର୍ଦ୍ଦା ପୋଲିସ । କିଛି ଦିନ ତଳେ ଯୁବତୀ ଜଣଙ୍କ ବାଂଲାଦେଶରୁ ବାଲେଶ୍ୱର ଆସିଥିଲେ । କମର୍ଦ୍ଦା ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସେ ବିବାହ କରିଥିବା ଦାବି କରିଛନ୍ତି । ସେମାନଙ୍କ ମଧ୍ୟରେ ୬ ବର୍ଷରContinue reading “ପୁଣି ଚର୍ଚ୍ଚାରେ ସୀମାପାର ପ୍ରେମ । ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ । ପ୍ରେମିକ ନାଁରେ କଲେ ଲିଖିତ ଅଭିଯୋଗ ।”

ଆଶ୍ରମ ସ୍କୁଲ ପାଚେରୀ ଡେଇଁ ଅଭିଯୋଗ ପାଇଁ ଗଲେ ଛାତ୍ର । ୨୦ କିଲୋମିଟର ଚାଲି ଚାଲି ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଲେ ।

କନକ ବ୍ୟୁରୋ: ଅଭିଯୋଗ କରିବା ପାଇଁ ପାଚେରୀ ଡେଇଁ ଚାଲିଲେ ୨୦ କିଲୋମିଟର ଚାଲିଲେ ଛାତ୍ର । ରାଇସିଙ୍ଗା ଆଶ୍ରମ ସ୍କୁଲର ଅବ୍ୟବସ୍ଥା ସର୍ମ୍ପକରେ ଅଭିଯୋଗ କରିବା ପାଇଁ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଛନ୍ତି ରାଇସିଙ୍ଗା ଆଶ୍ରମ ସ୍କୁଲ ଛାତ୍ର । ଆଶ୍ରମ ସ୍କୁଲର ପଂଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪ଜଣ ଛାତ୍ର ଭୋର ୩ଟା ବେଳେ ପାଚେରୀ ଡେଇଁ ଚାଲି ଚାଲି ୨୦ କିଲୋମିଟର ଆସିବା ପରେ ସେଠାରୁ ପୁଣି ବସ୍ ଯୋଗେ ଆସି ଜିଲ୍ଲାପାଳଙ୍କContinue reading “ଆଶ୍ରମ ସ୍କୁଲ ପାଚେରୀ ଡେଇଁ ଅଭିଯୋଗ ପାଇଁ ଗଲେ ଛାତ୍ର । ୨୦ କିଲୋମିଟର ଚାଲି ଚାଲି ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଲେ ।”

ଧୀରଜ ସାହୁଙ୍କ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ଠିକଣାରେ ଆଜି ବି ଚାଲିଛି ରେଡ୍ । କନକ ନ୍ୟୁଜ୍ ହାତରେ ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ ।

କନକ ବ୍ୟୁରୋ: ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଆଜି ବି ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି ଆୟକର ଅଧିକାରୀ । ବଲାଙ୍ଗୀରରେ ପହଂଚିଛି ହାଇଦ୍ରାବାଦର ଆନାଲିସିସ୍ ଟିମ୍ । ୨୫ ଜଣିଆ ଆନାଲିସିସ୍ ଟିମ୍ ବଲାଙ୍ଗୀରରେ ପହଂଚିଛନ୍ତି । ଏମାନେ ଚଡାଉ ହେଉଥିବା ସ୍ଥାନରେ କମ୍ପ୍ୟୁଟରର ଯାଂଚ କରିବେ । ଟଙ୍କାContinue reading “ଧୀରଜ ସାହୁଙ୍କ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ଠିକଣାରେ ଆଜି ବି ଚାଲିଛି ରେଡ୍ । କନକ ନ୍ୟୁଜ୍ ହାତରେ ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ ।”

ବଲାଙ୍ଗୀରରେ ଆୟକର ବିଭାଗର ୨୫ ଜଣିଆ ଆନାଲିସିସ୍ ଟିମ୍ । ରେଡ କରୁଛନ୍ତି ୧୫୦ ଆଇଟି ଅଧିକାରୀ

କନକ ବ୍ୟୁରୋ: ସମ୍ବଲପୁରରେ ବ୍ୟାଙ୍କରେ ଟଙ୍କା ଗଣାଯାଉଥିବାର ଦୃଶ୍ୟ କନକ ନ୍ୟୁଜ୍ ହାତରେ ଲାଗିଛି । ଷ୍ଟେଟ ବ୍ୟାଙ୍କ ଶାଖାରେ ବିଡା ବିଡା ଟଙ୍କା ଗଣାଯାଉଛି । ଆଉ ଟଙ୍କା ଗଣିବାରେ ଲାଗିଛନ୍ତି ଏକାଧିକ ଅଧିକାରୀ । କେବଳ ସମ୍ବଲପୁର ନୁହଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ରେଡ୍ କରାଯାଉଛି । ସୁନ୍ଦରଗଡ଼ରେ ମଧ୍ୟ ରେଡ୍ କରାଯାଉଛି । ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘର ଓ ଅଫିସରରେ ଆୟକର ବିଭାଗ ଚଢାଉ କରୁଛି । ୪Continue reading “ବଲାଙ୍ଗୀରରେ ଆୟକର ବିଭାଗର ୨୫ ଜଣିଆ ଆନାଲିସିସ୍ ଟିମ୍ । ରେଡ କରୁଛନ୍ତି ୧୫୦ ଆଇଟି ଅଧିକାରୀ”

ଏକର ଏକର ଜମିରେ ପଶିଲା ପାଉଁଶ ପାଣି । ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

କନକ ବ୍ୟୁରୋ: ଏକର ଏକର ଜମିରେ ପଶିଲା ପାଉଁଶ ପାଣି । ଝାରସୁଗୁଡ଼ା କୁମ୍ଭାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ସରଧାପାଲି-କଣ୍ଟା ଟିକ୍ରା ନିକଟରେ ଆସପଣ୍ଡ ଭାଙ୍ଗି ଏଭଳି ସ୍ଥିତି ଦେଖାଦେଇଛି । ଆସପଣ୍ଡ ଭାଙ୍ଗିବା ଯୋଗୁଁ ସବୁଆଡ଼େ ଖାଲି ପାଣି ଆଉ ପାଣି । ଏକର ଏକର ଜମିରେ ପାଉଁଶ ପାଣି ପସିଥିବାରୁ ଫସଲ ନଷ୍ଟ ହେବା ସହ ଜମିର ଉର୍ବର ନଷ୍ଟ ହେବାର ଆଶଙ୍କା ରହିଛି । The post ଏକର ଏକର ଜମିରେ ପଶିଲା ପାଉଁଶContinue reading “ଏକର ଏକର ଜମିରେ ପଶିଲା ପାଉଁଶ ପାଣି । ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ”

୪ଦିନ ହେଲା ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କନକ ନ୍ୟୁଜ୍ ହାତରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ ।

କନକ ବ୍ୟୁରୋ: ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଗତକାଲି ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟିContinue reading “୪ଦିନ ହେଲା ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କନକ ନ୍ୟୁଜ୍ ହାତରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ ।”

ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ଚଢଉ ଭୟରେ ଟଙ୍କା ଫିଙ୍ଗିଦେଇଥିବା ସନ୍ଦେହ ।

କନକ ବ୍ୟୁରୋ: ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ବୌଦ୍ଧରେ ଥିବା ବଡ ସ୍ପିରିଟ କାରଖାନା ବିଡିପିଏଲ ତଥା ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ଚାଲିଥିବା ବେଳେ ପାଚେରୀ ବାହାରେ ଚିରା ୫ଶହ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ସ୍ପିରିଟ କାରଖାନା ଉପରେ ୩ଦିନ ହେଲା ଆୟକର ଚଢ଼ାଉ ଚାଲିଥିବା ବେଳେ ୫ଶହ ଟଙ୍କିଆ ଚିରା ନୋଟ୍ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟContinue reading “ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ଚଢଉ ଭୟରେ ଟଙ୍କା ଫିଙ୍ଗିଦେଇଥିବା ସନ୍ଦେହ ।”

Design a site like this with WordPress.com
Get started