୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ସଂସଦୀୟ ବୋର୍ଡ ବୈଠକରେ ଜନସଂପର୍କ ବୃଦ୍ଧି ଓ ଭାରତ ବିକାଶ ସଂକଳ୍ପ ଯାତ୍ରା ଉପରେ ଗୁରୁତ୍ୱ

କନକ ବ୍ୟୁରୋ : ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପହଂଚିବା ପରେ ତାଙ୍କୁ ଦଳର ସାଂସଦମାନେ ଅଭିନନ୍ଦନ ଜଣାଇଥିଲେ । ଏହି ସମୟରେ ବୈଠକ ସ୍ଥଳ ମୋଦୀ ଜୀ ସ୍ୱାଗତ ହୈରେ ପ୍ରକମ୍ପିତ ହୋଇଥିଲା । ତେବେ ବେଶ ରୋଚକ ଥିଲା ସେହି ଦୃଶ୍ୟ ଯେଉଁଠି ମୋଦୀ କହିଥିଲେ ଦଳ ପାଇଥିବା ବିଜୟ କୌଣସି ଜଣେ ବ୍ୟକ୍ତି ବିଜୟ ନୁହେଁ । ସଂଗଠନର ବିଜୟ । ତେଣୁContinue reading “୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ସଂସଦୀୟ ବୋର୍ଡ ବୈଠକରେ ଜନସଂପର୍କ ବୃଦ୍ଧି ଓ ଭାରତ ବିକାଶ ସଂକଳ୍ପ ଯାତ୍ରା ଉପରେ ଗୁରୁତ୍ୱ”

ବେକାରି ତଥ୍ୟ ଦେଲେ କେନ୍ଦ୍ର ସରକାର: ଭାରତ ତୁଳନାରେ ଓଡିଶାର ବେକାରି ହାର ଅଧିକ

କନକ ବ୍ୟୁରୋ: ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ । ଦେଶରେ ଏହି ହାର ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ରହିଛି ୩.୯ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ତେଜିଛି ରାଜନୀତି । କଂଗ୍ରେସ ଓ ବିଜେପି ଏହାକୁ ନେଇ ବିଜେଡିକୁ ଘେରିଛନ୍ତି । ପ୍ରତିକ୍ରିୟାରେ ବିଜେଡି କହିଛି ଓଡିଶାରେ ନିଯୁକ୍ତି ଓ ରୋଜଗାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ । ଦେଶରେ ବେକାରି ସମସ୍ୟାକୁ ନେଇ ବଡ ବିତର୍କContinue reading “ବେକାରି ତଥ୍ୟ ଦେଲେ କେନ୍ଦ୍ର ସରକାର: ଭାରତ ତୁଳନାରେ ଓଡିଶାର ବେକାରି ହାର ଅଧିକ”

ରେଡରେ ଲାଗିଲା ରାଜନୀତିର ରଙ୍ଗ: ମୁହାଁମୁହିଁ କୁସୁମ ଟେଟେ- ଯୋଗେଶ ସିଂ

କନକ ବ୍ୟୁରୋ: ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ମିଳିବା ପରେ ଏହି ଟଙ୍କା କୁଆଡୁ ଆସିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଇଟି ରେଡରେ ଲାଗିଛି ରାଜନୀତିର ରଙ୍ଗ । ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସୁନ୍ଦରଗଡର ବିଜେପି ବିଧାୟିକା କୁସୁମ ଟେଟେ ସାଂଘାତିତ ଅଭିଯୋଗ ଆଣି କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ରେଡ୍ ହୋଇଛି ତା’ର ଜମିର ମାଲିକାନା ବିଜେଡି ନେତା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲାContinue reading “ରେଡରେ ଲାଗିଲା ରାଜନୀତିର ରଙ୍ଗ: ମୁହାଁମୁହିଁ କୁସୁମ ଟେଟେ- ଯୋଗେଶ ସିଂ”

ଭାରି ପଡିଲା କି ନରମ ହିନ୍ଦୁତ୍ୱ ଆଭିମୁଖ୍ୟ? କଂଗ୍ରେସ ଶିବିରରେ ମାନସ ମନ୍ଥନ, ବଦଳିବ କି ଦଳର ଏଜେଣ୍ଡା?

କନକ ବ୍ୟୁରୋ: ୩ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳ ଭିତରେ ଓ ବାହାରେ ଜୋରଦାର ବିତର୍କ ଆରମ୍ଭ ହୋଇଛି । ଦେଶର ବିଜେପିକୁ ମାତ ଦେବା ପାଇଁ ହିନ୍ଦୁତ୍ୱକୁ ନେଇ ନରମ ଆଭିମୁଖ୍ୟ ଦେଖାଇ ଆସୁଥିଲା କଂଗ୍ରେସ । ପ୍ରଚାର ବେଳେ ରାହୁଲ ଗାନ୍ଧି ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ଚିତ୍ର ବାରମ୍ବାର ସାମ୍ନାକୁ ଆସୁଥିଲା । କୁହାଯାଉଛି, ଦଳର ଏହି ଆଭିମୁଖ୍ୟ ଭୋଟରଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇଲା ନାହିଁ ।Continue reading “ଭାରି ପଡିଲା କି ନରମ ହିନ୍ଦୁତ୍ୱ ଆଭିମୁଖ୍ୟ? କଂଗ୍ରେସ ଶିବିରରେ ମାନସ ମନ୍ଥନ, ବଦଳିବ କି ଦଳର ଏଜେଣ୍ଡା?”

ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ । ‘ବାହୁବଳୀ’ ଷ୍ଟାଇଲରେ ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

କନକ ବ୍ୟୁରୋ : ଏଭଳି ନିଆରା ଅନ୍ଦାଜରେ ଶପଥପାଠ ସହ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ୍ । ଦେଶର ସର୍ବକନିଷ୍ଠ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦମଦାର ଅନ୍ଦାଜରେ ଶପଥ ପାଠ କରିଛନ୍ତି ରେବନ୍ତ ରେଡ୍ଡୀ । ବାହୁବଳୀ ଫିଲ୍ମ ସମସ୍ତଙ୍କର ମନେ ଥିବ, ଫିଲ୍ମରେ ମାହିସ୍ମତି ସାମ୍ରାଜ୍ୟର ସେନାଧ୍ୟକ୍ଷ ଭାବେ ଯେଉଁଭଳି ଭାବେ ଶପଥ ନେଇଥିଲେ ଅମରେନ୍ଦ୍ର ବାହୁବଳୀ, ଠିକ୍ ସେମିତି ଅନ୍ଦାଜରେContinue reading “ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ । ‘ବାହୁବଳୀ’ ଷ୍ଟାଇଲରେ ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ”

ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼ । ଟଙ୍କା ଗଣି ଗଣି ହାଲିଆ ହେଲେ ଆୟକର ଅଧିକାରୀ, ଟ୍ରକରେ ବୁହାହେଲା ନୋଟ୍

କନକ ବ୍ୟୁରୋ : ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ଜବତ ହୋଇଛି ଏହି ବିପୁଳ ପରିମାଣର ଟଙ୍କା । ପୁରୁଣା ରଦି କାଗଜ ଭଳି ବନ୍ଧା ହୋଇଛି ବିଡା ବିଡା ନୋଟ୍ । ସେମିତି ଆଲମିରା ଭିତରେ ଥାକ ମରା ହୋଇ ରହିଛି ବିଡା ବିଡା ନୋଟ୍ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ତଦନ୍ତକାରୀ ଅଧିକାରୀ । ମଦବ୍ୟବସାୟୀଙ୍କ ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁରର ବିଭିନ୍ନContinue reading “ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼ । ଟଙ୍କା ଗଣି ଗଣି ହାଲିଆ ହେଲେ ଆୟକର ଅଧିକାରୀ, ଟ୍ରକରେ ବୁହାହେଲା ନୋଟ୍”

ଚୀନ ବିଦେଶ ମନ୍ତ୍ରୀଙ୍କୁ ହତ୍ୟା । ଆମେରିକା ପାଇଁ ଗୁପ୍ତଚରଗିରି କରୁଥିଲେ ଚୀନ ବିଦେଶମନ୍ତ୍ରୀ କିନ୍‌ ଗ୍ୟାଙ୍ଗ । ରୁଷର ସୂଚନା ଆଧାରରେ ଚୀନ କଲା ହତ୍ୟା ।

ଚୀନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗଙ୍କ ହତ୍ୟା ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି । ହତ୍ୟା ପୂର୍ବରୁ କିନ୍‌ଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଥିବା ଦାବି କରାଯାଉଛି । ଜୁନ୍ ମାସରୁ ସେ ନିଖୋଜ ଥିଲେ ।  ଜୁଲାଇ ମାସରେ ତାଙ୍କୁ ମନ୍ତ୍ରୀ  ପଦରୁ ବହିଷ୍କାର କରାଯାଇଥିଲା ତ। ତାଙ୍କ ସ୍ଥାନରେ ୱାଙ୍ଗ ୟିଙ୍କୁ ନିୟୋଜିତ କରାଯାଇଥିଲା । ତାଙ୍କୁ ଜଣେ ଟିଭି ସାମ୍ବାଦିକଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ହୋଇଥିଲା । ଜୁନ୍ ମାସରୁ ଚୀନରେContinue reading “ଚୀନ ବିଦେଶ ମନ୍ତ୍ରୀଙ୍କୁ ହତ୍ୟା । ଆମେରିକା ପାଇଁ ଗୁପ୍ତଚରଗିରି କରୁଥିଲେ ଚୀନ ବିଦେଶମନ୍ତ୍ରୀ କିନ୍‌ ଗ୍ୟାଙ୍ଗ । ରୁଷର ସୂଚନା ଆଧାରରେ ଚୀନ କଲା ହତ୍ୟା ।”

ପରିଣତ ବୟସରେ ଚଳଚଂଚଳ ହାତ । ଦୃଢ ମନବଳ ଆଗରେ ହାରି ଯାଇଛି ବୟସ, ଅସଜଡା ମାଇକ୍ ମେସିନକୁ ସଜାଡୁଛନ୍ତି ୭୦ ବର୍ଷିୟ ସ୍ୱାମୀ

କନକ ବ୍ୟୁରୋ : ଦୋକାନରେ ପଶିଲେ ବାଜୁଛି ମୁଣ୍ଡ। କିନ୍ତୁ ଗରାଖ ଆଜି ବି ଭୁଲି ନାହାନ୍ତି ମାଇଲ୍ ମେକାନିକ୍ ମହମ୍ମଦ ଅଫସରଙ୍କ ଏହି ମାଇକ ସଜଡ଼ା ଦୋକାନକୁ। ଛୋଟିଆ ଦୋକାନଟିଏ ମୁଣ୍ଡ ଗୁଞ୍ଜିବାକୁ ନାଁ ଅଛି ଜାଗା, ନା ଜିନିଷ ପତର ରଖିବା ପାଇଁ ସ୍ଥାନ । ତେଣୁ ଅସଜଡ଼ା ହୋଇପଡ଼ିଛି ଦୋକାନଟି। ସେଇଠି ବସି କାମ କରନ୍ତି ଅଫସର ଭାଇ ଓ ତାଙ୍କ ପତ୍ନୀ ରୋସନଆରା। ୩ ପୁଅ, ୩ ଝିଅଙ୍କୁ ନେଇ ଅଫସରContinue reading “ପରିଣତ ବୟସରେ ଚଳଚଂଚଳ ହାତ । ଦୃଢ ମନବଳ ଆଗରେ ହାରି ଯାଇଛି ବୟସ, ଅସଜଡା ମାଇକ୍ ମେସିନକୁ ସଜାଡୁଛନ୍ତି ୭୦ ବର୍ଷିୟ ସ୍ୱାମୀ”

ଯୋଜନାର ହୋଡିଂ ତଳେ ରହିଯାଇଛନ୍ତି ବ୍ରହ୍ମପୁରର କିଛି ବାସହୀନ ପରିବାର । ବର୍ଷ ବର୍ଷ ଧରି ଖରା ବର୍ଷା ଓ ଶୀତ ଦିନେ ଖୋଲା ଆକାଶ ତଳେ କଟୁଛି ଜୀବନ

କନକ ବ୍ୟୁରୋ : ୪୨ ଓାର୍ଡ ବିଶିଷ୍ଠ ବ୍ରହ୍ମପୁର ମହାନଗର ନିଗମ । ନିଗମର ବିଭିନ୍ନ ସାହି ଓ ଗଳି ଠାରୁ ଆରମ୍ଭ କରି ସହର ସାରା ଲୋକଙ୍କୁ ବିକାଶ ମୁଳକ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ମାଳମାଳ ହୋଡିଂ ଲଗାଯାଇଛି । ହେଲେ ଦୀପ ତଳ ଅନ୍ଧାର ଭଳି ହୋଡିଂ ତଳେ ବର୍ଷ ବର୍ଷ ଧରି ରହିଯାଇଛନ୍ତି କିଛି ବାସହୀନ ପରିବାର । ପାର୍ବତୀଙ୍କContinue reading “ଯୋଜନାର ହୋଡିଂ ତଳେ ରହିଯାଇଛନ୍ତି ବ୍ରହ୍ମପୁରର କିଛି ବାସହୀନ ପରିବାର । ବର୍ଷ ବର୍ଷ ଧରି ଖରା ବର୍ଷା ଓ ଶୀତ ଦିନେ ଖୋଲା ଆକାଶ ତଳେ କଟୁଛି ଜୀବନ”

ଦୁର୍ନୀତିର ଗନ୍ତାଘର ପାଲଟିଛି ରାଜନଗର ବ୍ଲକର କୋଇଲପୁର ପଂଚାୟତ । ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର୍ସ ନିର୍ମାଣ ନକରି ଅନୁଦାନ ଚଳୁ କରି ଦେଇଥିବା ଅଭିଯୋଗ

କନକ ବ୍ୟୁରୋ : କୋଠାଘର ବା ବିଲ୍ଡିଂ ଗାଏବ । କଥାଟା ଅଡୁଆ ଅଡୁଆ ଲାଗୁଥିଲେ ବି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଏପରି ଦୁର୍ନୀତି ସମ୍ଭବ ହୋଇପାରୁଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରର ପତା ମିଳୁନି । ସରକାରୀ ରେକର୍ଡରେ ନୂତନ କୋଠା ପାଇଁ ୬ ଲକ୍ଷ ୨୨ ହଜାର ଟଙ୍କା ଅନୁଦାନ ଆସିଥିବା ସରକାରୀ ତଥ୍ୟରେ ଦର୍ଶା ଯାଇଛି । କିନ୍ତୁ ପ୍ରକୃତରେ ପ୍ରଶ୍ନ ପଂଚାୟତContinue reading “ଦୁର୍ନୀତିର ଗନ୍ତାଘର ପାଲଟିଛି ରାଜନଗର ବ୍ଲକର କୋଇଲପୁର ପଂଚାୟତ । ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର୍ସ ନିର୍ମାଣ ନକରି ଅନୁଦାନ ଚଳୁ କରି ଦେଇଥିବା ଅଭିଯୋଗ”

Design a site like this with WordPress.com
Get started