କନକ ବ୍ୟୁରୋ : ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ପିଏମ୍-ଉଷା ଯୋଜନାକୁ କାର୍ଯ୍ୟକାରୀ କରିବା ତଥା ଏହି ଯୋଜନାର ଲାଭ ନେବା ପାଇଁ ନିରନ୍ତର ସମର୍ଥନ ଓ ସହଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି ।Continue reading “ପିଏମ୍-ଉଷା ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରିବାରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଦିଗରେ ହେବ ସହାୟକ”
Category Archives: News
ଦିନେ ବନ୍ଧୁକ ଧରି ଆଦିବାସୀଙ୍କ ଅଧିକାର ପାଇଁ ଜଙ୍ଗଲରେ କରୁଥିଲେ ଲଢେଇ, ଆଜି ରେବାନ୍ତଙ୍କ ସରକାରରେ ମନ୍ତ୍ରୀ ଭାବେ ନେଲେ ଶପଥ
କନକ ବ୍ୟୁରୋ : ଦନସାରୀ ଅନସୁୟା ସୀତାକ୍କା । ନାମ ଯେମିତି ଦମଦାର କାମ ବି ସେମିତି ଦମଦାର । ଲୋକମାନେ ତାଙ୍କୁ ସ୍ନେହଁରେ ସୀତାକ୍କା ବୋଲି ଡାକିଥାନ୍ତି । ଏବେ ସେ ତେଲେଙ୍ଗାନାର ରେବାନ୍ତ ରେଡ୍ଡୀଙ୍କ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ମୁଲୁଗା ଆସନରୁ ନିର୍ବାଚିତ ହୋଇଥିବା ସୀତାକ୍କା ଯେତେବେଳେ ଶପଥ ନେବାକୁ ମଞ୍ଚ ଉପରକୁ ଆସିଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ । କାରଣContinue reading “ଦିନେ ବନ୍ଧୁକ ଧରି ଆଦିବାସୀଙ୍କ ଅଧିକାର ପାଇଁ ଜଙ୍ଗଲରେ କରୁଥିଲେ ଲଢେଇ, ଆଜି ରେବାନ୍ତଙ୍କ ସରକାରରେ ମନ୍ତ୍ରୀ ଭାବେ ନେଲେ ଶପଥ”
୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ଜନସମ୍ପର୍କ ସ୍ଥାପନ କରିବାକୁ ଦେଲେ ଆହ୍ୱାନ, କର୍ମୀଙ୍କୁ ଦେଲେ ବିଜୟର ଶ୍ରେୟ ।
କନକ ବ୍ୟୁରୋ : ‘ମୋଦୀ ଜୀ’ ନକହି ମୋଦୀ ବୋଲି ସମ୍ବୋଧନ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଦଳୀୟ ନେତାଙ୍କୁ ଏଭଳି ଆହ୍ୱାନ କରିଛନ୍ତି । ହିନ୍ଦୀ ହାର୍ଟଲ୍ୟାଣ୍ଡର ହାରିବା ପରେ ଗୋଟିଏ ପଟେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ଭୁଲରୁ ଶିକ୍ଷାଲାଭ କରି ସାଧାରଣ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଜେପି ଏବେ ତିନି ରାଜ୍ୟରେ ବିଜୟୀ ହୋଇ ଉତ୍ସାହିତ । ଆଉ କୌଣସିContinue reading “୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ଜନସମ୍ପର୍କ ସ୍ଥାପନ କରିବାକୁ ଦେଲେ ଆହ୍ୱାନ, କର୍ମୀଙ୍କୁ ଦେଲେ ବିଜୟର ଶ୍ରେୟ ।”
ଅବ ତକ୍ ୨୨
କିଛି ବର୍ଷ ପୂର୍ବେ ନାନା ପାଟେକରଙ୍କ ଏକ ଫିଲ୍ମ ଆସିଥିଲା ତା ନାଁ ଥିଲା ‘ଅବ ତକ୍ ଛପନ୍” , ଚଳଚ୍ଚିତ୍ରର ମୁଖ୍ୟ ନାୟକ ଜଣେ ଏନକାଉଣ୍ଟର ସ୍ପେସାଲିଷ୍ଟ । ସେ ମାରିଥିବା ଅପରାଧୀଙ୍କ ସଂଖ୍ୟା ହେଉଛି ୫୬ । ଯାହାକୁ କୁହା ଯାଉଥିଲା ‘ଅବ ତକ୍ ଛପନ୍” ଅର୍ଥ ସେ ପର୍ଯ୍ୟନ୍ତ ସିଏ ୫୬ ଜଣଙ୍କୁ ଏନକାଉଣ୍ଟର କରିଛନ୍ତି । ସମ୍ପୂର୍ଣରୂପେ ସେମିତି ନହେଲେ ମଧ୍ୟ ସେହି ଭଳି ପାକିସ୍ଥାନରେ ଜଣକ ପରେ ଜଣେ ହେଇContinue reading “ଅବ ତକ୍ ୨୨”
ଚମକାଇ ଦେଲା ଜାତୀୟ କ୍ରାଇମ ବ୍ୟୁରୋର ରିପୋର୍ଟ । ଦେଶରେ ୧୨ ପ୍ରତିଶତ ବୃଦ୍ଧି ପାଇଛି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା
କନକ ବ୍ୟୁରୋ : ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ଏକ ନୂଆ ତଥ୍ୟ ମୁତାବକ ୨୦୨୧ ତୁଳନାରେ ୨୦୨୨ ରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ୧୨.୫ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୧ ରେ ଦେଶରେ ହୃଦଘାତରେ ୨୮,୪୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧିପାଇ ୩୨,୪୫୭ରେ ପହଂଚିଛି । ରିପୋର୍ଟରେ ଏହା ବି ଖୁଲାସା କରାଯାଇଛି କି, କୋଭିଡ ମହାମାରୀ ପରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟାContinue reading “ଚମକାଇ ଦେଲା ଜାତୀୟ କ୍ରାଇମ ବ୍ୟୁରୋର ରିପୋର୍ଟ । ଦେଶରେ ୧୨ ପ୍ରତିଶତ ବୃଦ୍ଧି ପାଇଛି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା”
ଦୁନିଆର ସବୁଠୁ ଥଣ୍ଡା ସହର । ଏଠାରେ ଟିକିଏ ବି ଭୁଲ ନେଇଯାଇପାରେ ଜୀବନ
କନକ ବ୍ୟୁରୋ : ବିଶ୍ୱର ସବୁଠୁ ଥଣ୍ଡା ସହର । ଯେଉଁଠି ତାପମାତ୍ରା ମାଇନସ୍ ୫୮ଡିଗ୍ରୀକୁ ଖସିଆସିଥାଏ । ଏଠାରେ ଖାଦ୍ୟପଦାର୍ଥ ସବୁକିଛି ପଥର ଭଳି ଟାଣ ହୋଇଯାଇଥାଏ । ଲୋକଙ୍କୁ ଏଠାରେ ଜୀବନ ବଞ୍ଚିବା ପାଇଁ ପ୍ରତି ମୁହୁର୍ତ୍ତରେ ସଂଘର୍ଷ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁଠି ରହିଛି ଏପରି ସହର । ଋଷର ରାଜଧାନୀ ମସ୍କୋଠୁ ୫ହଜାର କିଲୋମିଟର ଦୂରରେ ପୂର୍ବ ଦିଶାରେ ଦୁନିଆର ସବୁଠୁ ଥଣ୍ଡା ସହର ରହିଛି ।Continue reading “ଦୁନିଆର ସବୁଠୁ ଥଣ୍ଡା ସହର । ଏଠାରେ ଟିକିଏ ବି ଭୁଲ ନେଇଯାଇପାରେ ଜୀବନ”
କେନ୍ଦୁଝର, ସୁନ୍ଦରଗଡର ଟ୍ରକ୍ ମାଲିକ ସଂଘର ପ୍ରତିବାଦ । ପରିବହନ ପାଇଁ ଉଚିତ୍ ମୂଲ୍ୟ ମିଳୁନଥିବା ଅଭିଯୋଗ ।
କନକ ବ୍ୟୁରୋ: କେନ୍ଦୁଝର ଓ ସୁନ୍ଦରଗଡର ବିଭିନ୍ନ ଟ୍ରକ୍ ମାଲିକ ସଂଘ ପକ୍ଷରୁ ପ୍ରତିବାଦ । ଏହି ଦୁଇଟି ଜିଲ୍ଲା ଖଣି ଖନନ ପାଇଁ ଜଣାଯାଏ, ଆଉ ଏହା ଉପରେ ନିର୍ଭର କରନ୍ତି ହଜାର ହଜାର ଟ୍ରକ୍ ମାଲିକ । ମାଲ ପରିବହନ କରିବା ଏମାନଙ୍କ ମୁଖ୍ୟ ବ୍ୟବସାୟ । ହେଲେ ଏବେ ସ୍ଲରୀ ପାଇପ ଲାଇନ୍ ଟ୍ରକ୍ ମାଲିକଙ୍କ ଚିନ୍ତା ବଢାଇ ଦେଇଛି । ଏହା ସାଙ୍ଗକୁ ବାହାର ରାଜ୍ୟର ଟ୍ରଲର କମ୍ ମୂଲ୍ୟରେ ଲୁହାପଥରContinue reading “କେନ୍ଦୁଝର, ସୁନ୍ଦରଗଡର ଟ୍ରକ୍ ମାଲିକ ସଂଘର ପ୍ରତିବାଦ । ପରିବହନ ପାଇଁ ଉଚିତ୍ ମୂଲ୍ୟ ମିଳୁନଥିବା ଅଭିଯୋଗ ।”
ଆଇଟି ରେଡରେ ରାଜନୀତି ରଙ୍ଗ । ବିଧାୟିକା କୁସୁମ୍ ଟେଟେଙ୍କ ସାଂଘାତିକ ଅଭିଯୋଗ: କହିଲେ, ବିଜେଡି ନେତାଙ୍କ ମା’, ଭାଇଙ୍କ ନାଁରେ ଥିଲା ମଦ ଭାଟି ମାଲିକାନା ।
କନକ ବ୍ୟୁରୋ: ଆଇଟି ରେଡରେ ଲାଗିଲା ରାଜନୀତିର ରଙ୍ଗ । ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି ନେତା । ସୁନ୍ଦରଗଡ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରି ୨୦୦ କୋଟି ଜବତ କରିଥିବା ଜଣାପଡିଛି । ବିଡା ବିଡା ନୋଟ ଜବତର ଦୃଶ୍ୟ ଏବେ ସମସ୍ତଙ୍କୁ ଜଳକା କରିଛି । ଏହାରି ଭିତରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଏକ ସାଂଘାତିତ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେଉଁ ମଦ କଂପାନୀContinue reading “ଆଇଟି ରେଡରେ ରାଜନୀତି ରଙ୍ଗ । ବିଧାୟିକା କୁସୁମ୍ ଟେଟେଙ୍କ ସାଂଘାତିକ ଅଭିଯୋଗ: କହିଲେ, ବିଜେଡି ନେତାଙ୍କ ମା’, ଭାଇଙ୍କ ନାଁରେ ଥିଲା ମଦ ଭାଟି ମାଲିକାନା ।”
“ମୁଁ ରେବନ୍ତ ରେଡ୍ଡୀ ଇଶ୍ୱରଙ୍କ ନାମରେ ଶପଥ କରୁଛି…” । ତେଲେଙ୍ଗନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । ୧୧ ମନ୍ତ୍ରୀ ମଧ୍ୟ ନେଲେ ଶପଥ ।
କନକ ବ୍ୟୁରୋ: ତେଲେଙ୍ଗାନାରେ ଆଜିଠୁ ଆରମ୍ଭ ହେଲା ରେବାନ୍ତ ରାଜ୍ । ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ରେବାନ୍ତ ରେଡ୍ଡୀ । ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ରାଜ୍ୟପାଳ ରେବନ୍ତଙ୍କୁ ଶପଥ ପାଠ କରାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନଙ୍କ ଖଡଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା,Continue reading ““ମୁଁ ରେବନ୍ତ ରେଡ୍ଡୀ ଇଶ୍ୱରଙ୍କ ନାମରେ ଶପଥ କରୁଛି…” । ତେଲେଙ୍ଗନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । ୧୧ ମନ୍ତ୍ରୀ ମଧ୍ୟ ନେଲେ ଶପଥ ।”
ଯୌତୁକ ଦାବି କରିବାରୁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା । ୧୫୦ ଭରି ସୁନା, ଜମି, ବିଏମଡବ୍ଲ୍ୟ କାର ଦାବି କରିଥିଲେ ପୁଅ ଘର ଲୋକ ।
କନକ ବ୍ୟୁରୋ: କଥାରେ ଅଛି ଯିଏ ଯେତେ ଧନୀ ତାର ସେତେ ଲୋଭ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳ ଥିରୁବନନ୍ତପୁରମରେ । ସୁହାନା ନାମକ ଜଣେ ମହିଳା ଡାକ୍ତର ଅନ୍ୟ ଜଣେ ଡାକ୍ତରଙ୍କୁ ଭଲ ପାଉଥିଲେ । ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପୁଅ ଘର ଲୋକେ ଯୌତୁକ ଆକାରରେ ୧୫୦ ଭରି ଅର୍ଥାତ୍ ଦେଢ କିଲୋ ସୁନା, ଏକ ବିଏମଡବ୍ଲ୍ୟୁ କାର ସହ ୧୫ ଏକରContinue reading “ଯୌତୁକ ଦାବି କରିବାରୁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା । ୧୫୦ ଭରି ସୁନା, ଜମି, ବିଏମଡବ୍ଲ୍ୟ କାର ଦାବି କରିଥିଲେ ପୁଅ ଘର ଲୋକ ।”