କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ରୟାଲ ଲୁଟେରା । ଦାମୀ ରୟାଲ ଏନଫିଲ୍ଡ ଗାଡିକୁ ଟାର୍ଗେଟ କରୁଛନ୍ତି । ଆଉ ଏହିଭଳି କିଛି ରୟାଲ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ଥାନାରେ ଧାଡି ଧାଡି ହୋଇ ଥୁଆ ହୋଇଛି ବୁଲେଟ୍ ଏବଂ ନୂଆ ନୂଆ ଦାମୀ ବାଇକ୍ । ଥାନାରେ ହଠାତ ଏହି ଦୃଶ୍ୟରୁ ଦେଖି ଯେକେହି ବି ଭାବିବ ୟେ କୌଣସି ବୁଲେଟ ସୋ ରୁମର । କିନ୍ତୁ ବାସ୍ତବContinue reading “ରାଜଧାନୀରେ ମାତିଛନ୍ତି ବୁଲେଟ୍ ଚୋର । ୩ ବାଇକ୍ ଲୁଟେରାଙ୍କୁ ବାନ୍ଧିଲା ଖଣ୍ଡଗିରି ପୋଲିସ”
Category Archives: News
ବିଜୟ ପରେ କଂଗ୍ରେସକୁ ସମାଲୋଚନା । ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ । ସେପଟେ ପ୍ରିୟଙ୍କାଙ୍କ ଥଟ୍ଟାର ଜବାବ ଦେଲେ ସିନ୍ଧିଆ
କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପି ବିପୁଳ ବିଜୟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଭଳି କି ଭଳି ପ୍ରତିକ୍ରିୟା ସବୁ ଦେଖିବାକୁ ମିଳିଛି । କଂଗ୍ରେସକୁ ପରାଜୟ ନେଇ ବିଜେପିର ବରିଷ୍ଠ ନେତାମାନେ ଜୋରଦାର ସମାଲୋଚନା କରିଛନ୍ତି । ବିଜୟ ପରେ କଂଗ୍ରେସକୁ ସମାଲୋଚନା ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମଜାକ ଉଡାଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ । ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପିରContinue reading “ବିଜୟ ପରେ କଂଗ୍ରେସକୁ ସମାଲୋଚନା । ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ । ସେପଟେ ପ୍ରିୟଙ୍କାଙ୍କ ଥଟ୍ଟାର ଜବାବ ଦେଲେ ସିନ୍ଧିଆ”
କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର
କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ମୋଦୀଙ୍କ ସେଲଫି ପଏଣ୍ଟ ହେବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । – ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଥ୍ରି-ଡି ସେଲଫି ପଏଣ୍ଟ କଲେଜ କ୍ୟାମ୍ପସରେ ରହିବ – ନୂତନ-ଶିକ୍ଷାନୀତିରେ ନିଆଯାଇଥିବା ପଦକ୍ଷେପ ଓ ଯୋଜନା, ଏକ ଭାରତ ଶ୍ରେଷ୍ଠ ଭାରତ ଆଦି ବିଭିନ୍ନ ବିଷୟ ସ୍ଥାନ ପାଇବ – ସେଲଫି ପଏଣ୍ଟରେ ଫଟୋ ଉଠାଇ ସୋସିଆଲ୍Continue reading “କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର”
ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ପ୍ରଥମ ଦିନରେ ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ । ବିଜୟର ଖୁସି ମନାଇଲେ ବିଜେପି ସାଂସଦ
କନକ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । ଆଉ ଗୃହରେ ଦେଖିବାକୁ ମିଳିଛି ବିଜେପି ବିଜୟର ପ୍ରଭାବ । ମୋଦୀ ମୋଦୀ ନାରା ସହ କମ୍ପି ଉଠିଥିଲା ସଂସଦ ଭବନ । ସେପଟେ, ପରାଜୟର ରାଗ ଗୃହରେ ନ ବାହାର କରିବାକୁ ବିରୋଧୀ ସାଂସଦଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକସଭାରେ ଝଲସିଲା ବିଜୟ ଖୁସି ମୋଦୀ ନାରାରେ କମ୍ପିଲା ଗୃହ ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନContinue reading “ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ପ୍ରଥମ ଦିନରେ ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ । ବିଜୟର ଖୁସି ମନାଇଲେ ବିଜେପି ସାଂସଦ”
ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପନେଲା ‘ମିଗଜୋମ’ । ପ୍ରଭାବରେ ଓଡ଼ିଶାରେ ପବନ କମ୍, ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି ‘ମିଗଜୋମ୍’ । ଏହାର ବଡ଼ ପ୍ରଭାବ ପଡିଛି ତାମିଲନାଡୁ ଉପକୂଳ ଅଞ୍ଚଳରେ । ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଘର ଭିତରେ ପାଣି ପଶି ଗଲାଣି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ରାସ୍ତା ଉପରେ ଅନେକ ଗାଡିContinue reading “ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପନେଲା ‘ମିଗଜୋମ’ । ପ୍ରଭାବରେ ଓଡ଼ିଶାରେ ପବନ କମ୍, ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା”
ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପୁରୁଣା ନା ନୂଆ ଚେହେରା ଦେଖିବେ ରାଜ୍ୟବାସୀ, ଚାଲିଛି ଅଙ୍କକଷା
କନକ ବ୍ୟୁରୋ: ୩ଟି ରାଜ୍ୟରେ ବିଜେପିର ଦମଦାର ବିଜୟ ପରେ କିଏ ହେବ ମୁଖମନ୍ତ୍ରୀ ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପୁରୁଖା ନେତାଙ୍କ ଉପରେ ବିଜେପି ଭରସା କରିବ ନା ନୂଆ ମୁହଁ ଆଣି ସରପ୍ରାଇଜ ଦେବ ତା ଉପରେ ସାରା ଦେଶର ନଜର ରହିଛି । ଆଉ ଏହାରି ଭିତରେ ତେଲେଙ୍ଗାନାରେ ବି ମୁଖ୍ୟମନ୍ତ୍ରୀ ବାଛିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ୫ ରାଜ୍ୟରେ ବିଧାନସଭା ନିର୍ବାଚନContinue reading “ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପୁରୁଣା ନା ନୂଆ ଚେହେରା ଦେଖିବେ ରାଜ୍ୟବାସୀ, ଚାଲିଛି ଅଙ୍କକଷା”
ତିନି ରାଜ୍ୟରେ ବିପୁଳ ବିଜୟ ପରେ ଉତ୍ସବମୁଖର ବିଜେପି । ମୋଦୀ ମୋଦୀ ନାରାରେ କମ୍ପିଲା ସଂସଦ ଭବନ । ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
କନକ ବ୍ୟୁରୋ: ତିନି ରାଜ୍ୟରେ ବିଜୟ ପରେ ଭାରତୀୟ ଜନତା ପାର୍ଟି ଉତ୍ସାହିତ । ସଡକରୁ ସଂସଦ ଉତ୍ସବ ମନାଉଛନ୍ତି ବିଜେପି ନେତା । ଗତକାଲିଠାରୁ ବିଜେପି ନେତା ଓ କର୍ମୀ ସାରଦେଶରେ ଉତ୍ସବ ମନାଉଥିବାବେଳେ ଆଜି ସଂସଦରେ ଦେଖିବାକୁ ମିଳିଥିଲା ତାର ଝଲକ । ଶୀତକାଳିନ ଅଧିବେଶନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପହଞ୍ଚିବା ମାତ୍ରେ, ଭବ୍ୟ ସ୍ୱାଗତ କରିଥିଲେ ବିଜେପି ଓ ସହଯୋଗୀ ଦଳର ସାଂସଦ । ସାଂସଦମାନେ ନିଜ ନିଜ ଆସନରେContinue reading “ତିନି ରାଜ୍ୟରେ ବିପୁଳ ବିଜୟ ପରେ ଉତ୍ସବମୁଖର ବିଜେପି । ମୋଦୀ ମୋଦୀ ନାରାରେ କମ୍ପିଲା ସଂସଦ ଭବନ । ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ”
ନିର୍ବାଚନ ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଢ଼ିଲା ଚର୍ଚ୍ଚା, କଂଗ୍ରେସ କହିଲା ବିଜେଡି-ବିଜେପି ଏକ
କନକ ବ୍ୟୁରୋ : ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ରାଜ୍ୟରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି-ବିଜେପି ଏକ ବୋଲି ବାରମ୍ବାର କହି ଆସୁଛି କଂଗ୍ରେସ । ଆଉ ଏବେ ଯେତେବେଳେ ମୋଦୀଙ୍କୁ ନବୀନ ଫୋନ କରି ବିଜୟ ଅଭିନନ୍ଦନ ଜଣାଇଛନ୍ତି, ସେତେବେଳେ କଂଗ୍ରେସକୁ ଆଉ ସୁଯୋଗ ମିଳିଯାଇଛିContinue reading “ନିର୍ବାଚନ ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଢ଼ିଲା ଚର୍ଚ୍ଚା, କଂଗ୍ରେସ କହିଲା ବିଜେଡି-ବିଜେପି ଏକ”
୩ ରାଜ୍ୟରେ ପରାଜୟ ପରେ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା । ବିରୋଧୀଙ୍କ ବୈଠକରେ ସାମିଲ ହେବନି ତୃଣମୂଳ କଂଗ୍ରେସ ।
କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପିର ବଡ ବିଜୟ ପରେ ଏବେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ ଝଟକା । ଆସନ୍ତା ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଥିବାବେଳେ, ଏହି ବୈଠକରେ ଯୋଗଦେବେନି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ତେବେ ଏହି ବୈଠକରେ ତୃଣମୂଳ କଂଗ୍ରେସର କୌଣସି ବି ନେତା ଯୋଗ ଦେବେନି ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ବିରୋଧୀ ମେଣ୍ଟର ଏହି ବୈଠକ ନେଇContinue reading “୩ ରାଜ୍ୟରେ ପରାଜୟ ପରେ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା । ବିରୋଧୀଙ୍କ ବୈଠକରେ ସାମିଲ ହେବନି ତୃଣମୂଳ କଂଗ୍ରେସ ।”
୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀକୁ ହତ୍ୟା ଉଦ୍ୟମ । ପାକିସ୍ଥାନ ଜେଲରେ ଖାଦ୍ୟରେ ଦିଆଯାଇଛି ବିଷ । ! ଆର୍ମି ହସ୍ପିଟାଲରେ ଭର୍ତ୍ତି ।
ଗତ କିଛିଦିନ ଧରି ପାକିସ୍ଥାନ ମାଟିରେ ଭାରତର ଶତ୍ରୁ ମାନଙ୍କୁ ଅଜଣା ଆତତାୟୀ ଦ୍ଵାରା ହତ୍ୟା କରାଯାଉ ଥିବାର ଖବର ପ୍ରାୟ ସବୁ ଖବରକାଗଜର ମୁଖ୍ୟ ପୃଷ୍ଠା ମଣ୍ଡନ କରୁଛି । ଏହିକ୍ରମରେ ଆଜି ଆଉଏକ ଚଞ୍ଚଲ୍ୟକର ଖବର ସାମନାକୁ ଆସିଛି । ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ର କୁଖ୍ୟାତ ଆତଙ୍କବାଦୀ ସାଜିଦ ମୀରକୁ ପାକିସ୍ଥାନର ଏକ ଜେଲରେ ବିଷ ଦେଇଥିବାର ଅଭିଯୋଗ ହୋଇଛି । ତାକୁ ବାହାବଲପୁରରContinue reading “୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀକୁ ହତ୍ୟା ଉଦ୍ୟମ । ପାକିସ୍ଥାନ ଜେଲରେ ଖାଦ୍ୟରେ ଦିଆଯାଇଛି ବିଷ । ! ଆର୍ମି ହସ୍ପିଟାଲରେ ଭର୍ତ୍ତି ।”