କନକ ବ୍ୟୁରୋ : ବଢୁଛି ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଚିନ୍ତା । ଚିଲିକାରେ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଆଯାଇଛି ନିଆରା ପଦକ୍ଷେପ । ଏବେଠୁ ଚିଲିକାରେ ଅତିଥି ପକ୍ଷୀଙ୍କୁ ଜଗିବ ଡ୍ରୋନ୍ କ୍ୟାମେରା । ଏନେଇ ଚିଲିକା ପକ୍ଷୀ ସୁରକ୍ଷା ପାଇଁ ନିଆରା ପଦକ୍ଷେପ । ଶୀତର ଆଗମନରେ ବିଦେଶୀ ପକ୍ଷୀଙ୍କ ଲାଗିଛି ଭିଡ । ହେଲେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଶିିକାରୀ ମଧ୍ୟ ସକ୍ରିୟ ହେବାରେ ଲାଗିଛନ୍ତି । ପକ୍ଷୀ ଶିକାର ରୋକିବାContinue reading “ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଚିନ୍ତା । ଚିଲିକା ଉପରେ ଉଡୁଛି ଡ୍ରୋନ୍ କ୍ୟାମେରା । ସଜାଗ ବନବିଭାଗ”
Category Archives: News
ଓଭରବ୍ରିଜ୍ ପାଇଁ ଚାହିଁବସିଛନ୍ତି ରାଜଗାଙ୍ଗପୁର ବାସୀ । କାମ ଆରମ୍ଭ ନହେଉଣୁ ବିବାଦ
କନକ ବ୍ୟୁରୋ : ରାଜଗାଙ୍ଗପୁର ବହୁ ପ୍ରତିକ୍ଷୀତ ବ୍ରିଜ୍ ପାଇଁ ଚାହିଁବସିଛନ୍ତି ଲୋକେ । ହେଲେ ବ୍ରିଜ୍ କାମ ନେଇ ଦେଖାଦେଇଛି ଅନିଶ୍ଚିତତା । ଓଭରବ୍ରିଜ କାମ ନେଇି ବିବାଦ ଆରମ୍ଭ ହୋଇଛି । କାମ ଖୁବ ଶିଘ୍ର ଶେଷ ହୋଇଯିବାର ଅଧୀକ୍ଷଣ ଯନ୍ତ୍ରୀ କହୁଥିବା ବେଳେ ଏବେ ସୁଦ୍ଧା ଜମି କ୍ରୟ ହୋଇପାରିନି । ଅନ୍ୟପଟେ ସରକାରୀ ଘରେ ରହୁଥିବା ଲୋକଙ୍କ ଥଇଥାନ କରିବାପାଇଁ ନିର୍ଦ୍ଦେଶ କରାଯାଇସାରିଲାଣି । ଯାହକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛିContinue reading “ଓଭରବ୍ରିଜ୍ ପାଇଁ ଚାହିଁବସିଛନ୍ତି ରାଜଗାଙ୍ଗପୁର ବାସୀ । କାମ ଆରମ୍ଭ ନହେଉଣୁ ବିବାଦ”
ଦୁର୍ଗମ ଅଞ୍ଚଳର ଦେବଦୂତ ଡାକ୍ତର ଶ୍ରୀକାନ୍ତ ପାଢୀ । ଧରାକୋଟର ବିଭିନ୍ନ ବ୍ଳକରେ ବୁଲି ବୁଲି କରୁଛନ୍ତି ଚିକିତ୍ସା । ନିସ୍ୱାର୍ଥପର ସେବା ପାଇଁ ମିଳୁଛି ପ୍ରଶଂସା
କନକ ବ୍ୟୁରୋ : ବଣପାହାଡ ଘେରା ଅଞ୍ଚଳରେ ଦେବଦୂତ ପାଲଟିଛନ୍ତି ଡାକ୍ତର । ଯେଉଁଠି ସ୍ୱାସ୍ଥ୍ୟସେବା ଅପହଞ୍ଚ ଯେଉଁଠି ଚିକତ୍ସା ପାଇଁ ଲୋକେ ଡହଳ ବିକଳ ହୁଅନ୍ତି ସେଠି ପହଞ୍ଚିଯାନ୍ତି ଡାକ୍ତର ଜଣକ । ଗଞ୍ଜାମ ଜିଲ୍ଲାର ଶେରଗଡର ହୋମିଓପ୍ୟାଥିକ ଡାକ୍ତର ଶ୍ରୀକାନ୍ତ କୁମାର ପାଢି ଉପାନ୍ତ ଅଞ୍ଚଳରେ ଲୋକଙ୍କ ପାଇଁ ଦେବ ଦୂତ ସାଜିଛନ୍ତି । ଧରାକୋଟ ବ୍ଲକର ସାଆବା, ମାଣିକ୍ୟପୁରରୁ ନେଇ ବଳରାମପୁର ଆଦି ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ଚକିତ୍ସା କରୁଛନ୍ତିContinue reading “ଦୁର୍ଗମ ଅଞ୍ଚଳର ଦେବଦୂତ ଡାକ୍ତର ଶ୍ରୀକାନ୍ତ ପାଢୀ । ଧରାକୋଟର ବିଭିନ୍ନ ବ୍ଳକରେ ବୁଲି ବୁଲି କରୁଛନ୍ତି ଚିକିତ୍ସା । ନିସ୍ୱାର୍ଥପର ସେବା ପାଇଁ ମିଳୁଛି ପ୍ରଶଂସା”
ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର । ଦୀର୍ଘ ୬ ବର୍ଷ ହେଲା ପାଇଖାନା ଘରେ ଜୀବନ ବିତାଉଛନ୍ତି ନୀଳଗିରୀ ଗୁଜୁଡିହାର ୮୦ ବର୍ଷୀୟା ବୃଦ୍ଧା
କନକ ବ୍ୟୁରୋ : ଠିକାଦାରଙ୍କ ଠକାମିର ଶିକାର ୮୦ ବର୍ଷିୟ ବୃଦ୍ଧା । ୬ବର୍ଷ ହେଲା ପାଇଖାନାରେ କଟୁଛି ବୃଦ୍ଧାଙ୍କ ଜୀବନ । ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାନ ପର୍ଯ୍ୟନ୍ତ ସମସ୍ତଙ୍କ ଗୁହାରି ହେଲେ ବି ମିଳୁନି କୌଣସି ସହାୟତା । ଶେଷରେ ଭାଗ୍ୟକୁ ଆଦରି ପାଇଖାନାରେ ଜୀବନ ବିତାଉଛନ୍ତି ବାଲୋଶ୍ୱ ଜିଳ୍ଲା ନୀଳଗିରିର ଆଶାମଣି । ଅସହାୟ ବୃଦ୍ଧାଙ୍କ ପାଇଁ ପାଇଖାନା ପାଲଟିଛି, ବେଡରୁମ, କିଚେନ ଓ ଡାଇନିଂ ରୁମ । ୮ଫୁଟ ଉଚ୍ଚContinue reading “ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର । ଦୀର୍ଘ ୬ ବର୍ଷ ହେଲା ପାଇଖାନା ଘରେ ଜୀବନ ବିତାଉଛନ୍ତି ନୀଳଗିରୀ ଗୁଜୁଡିହାର ୮୦ ବର୍ଷୀୟା ବୃଦ୍ଧା”
ଆଇପିଏସରୁ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ, ଲାଲଦୁହୋମାଙ୍କ ରାଜନୈତିକ କ୍ୟାରିୟର ।
କନକ ବ୍ୟୁରୋ: ମିଜୋରାମରେ ବଦଳିବ ସରକାର । ଭୋଟ୍ ଗଣତିର ଟ୍ରେଣ୍ଡ ଅନୁସାରେ ଏଠାରେ ଆଗରେ ରହିଛି ବିରୋଧୀ ଦଳ ଜେଡପିଏମ୍ । ପୂର୍ବରୁ ମିଜୋରାମରେ ଶାସନ କରୁଥିବା ଏମଏନଏଫକୁ ପଛରେ ପକାଇ ଲାଲଦୁହୋମାଙ୍କ ଜୋରାମ ପିପୁଲ ମୁଭମେଣ୍ଟ ଆଗରେ ରହିଛି । ତେବେ ଜନମତର ଏହି ଟ୍ରେଣ୍ଡ ପରେ ଲାଲଦୁହୋମା ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହେଇଛି । ତେବେ ଜଣେ ପ୍ରଶାସନିକ ଅଧିକାରୀରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାବିଦାର ହେବା ପର୍ଯ୍ୟନ୍ତContinue reading “ଆଇପିଏସରୁ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ, ଲାଲଦୁହୋମାଙ୍କ ରାଜନୈତିକ କ୍ୟାରିୟର ।”
ତିନି ରାଜ୍ୟରେ ବିଜେପିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଚାଲିଛି ଅଙ୍କକଷା
କନକ ବ୍ୟୁରୋ : ସରିଲା ନିର୍ବାଚନ, ୩ ରାଜ୍ୟରେ ସତାକୁ ଆସିଲା ବିଜେପି । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଜାରି ରହିଛି ଅଙ୍କକଷା । ବିଶେଷକରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ସସପେନ୍ସ ଦେଖାଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଯଦିଓ ଏହି ଦୌଡ଼ରେ ଆଗରେ ଥିବା କୁହାଯାଉଛି, କିନ୍ତୁ ୨୦୧୮ରେ ବିବାଦ ଦେଖା ଦେବାରୁ ବିଜେପି କ୍ଷମତାଚ୍ୟୁତ ହୋଇଥିଲା । ସେହିପରି ଛତିଶଗଡ଼ରେ ବିଜେପି ସରକାର ଗଢ଼ିବାContinue reading “ତିନି ରାଜ୍ୟରେ ବିଜେପିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଚାଲିଛି ଅଙ୍କକଷା “
ଇଣ୍ଡୋନେସିଆରେ ଆଗ୍ନେୟଗିରି ଲାଭା ଉଦ୍ଗୀରଣ । ୧୧ ଜଣ ଲୋକ ପୋଡି ପାଉଁଶ ହୋଇଗଲେ
ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଥିବା ଆଗ୍ନେୟଗିରିରେ ଭୟଙ୍କର ଲାଭା ଉଦ୍ଗୀରଣ ; ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟଗିରିରେ ଲାଭା ଉଦ୍ଗୀରଣ ହୋଇଛି । ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଏଥିସହ ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି ବୋଲି ସୂତ୍ରରୁ ପ୍ରକାଶ । ସେମାନଙ୍କୁ ଖୋଜିବାକୁ ସେନା ମୃତୟନ ହୋଇଛନ୍ତି । ରିଲିଫ ଓContinue reading “ଇଣ୍ଡୋନେସିଆରେ ଆଗ୍ନେୟଗିରି ଲାଭା ଉଦ୍ଗୀରଣ । ୧୧ ଜଣ ଲୋକ ପୋଡି ପାଉଁଶ ହୋଇଗଲେ”
ରାସ୍ତାରେ ଥିବା ସବୁ ନନଭେଜ୍ ଷ୍ଟଲକୁ ହଟାଅ । ଆସୁ ଆସୁ ଆକ୍ସନ ମୋଡରେ ବିଜେପି ବିଧାୟକ ବାଲମୁକୁନ୍ଦ
କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି । ସରକାର ଗଢିବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ ଫଳାଫଳ ଆସିବାର ୨୪ଘଣ୍ଟା ନବିତୁଣୁ ଆକ୍ସନ ମୋଡକୁ ଆସିଯାଇଛନ୍ତି ନବନିର୍ବାଚିତ ବିଧାୟକ ବାଲମୁକୁନ୍ଦ । ବିଜେପି ବିଧାୟକ ବାଲମୁକୁନ୍ଦ ଜଣେ ସରକାରୀ ଅଧିକାରୀଙ୍କୁ ଫୋନ୍ କରି ରାସ୍ତା କଡରେ ଥିବା ସମସ୍ତ ନନଭେଜ୍ ଷ୍ଟଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଂଧ୍ୟା ସୁଦ୍ଧା ରାସ୍ତା କଡରେ ଥିବାContinue reading “ରାସ୍ତାରେ ଥିବା ସବୁ ନନଭେଜ୍ ଷ୍ଟଲକୁ ହଟାଅ । ଆସୁ ଆସୁ ଆକ୍ସନ ମୋଡରେ ବିଜେପି ବିଧାୟକ ବାଲମୁକୁନ୍ଦ”
ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ । ଏଡେନ୍ ମାର୍କରମଙ୍କୁ ମିଳିଲା ଦିନିକିଆ ଏବଂ ଟି-୨୦ରେ ଅଧିନାୟକ ଦାୟିତ୍ୱ ।
କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ ତିନୋଟି ଟି-୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିବାବେଳେ, ଏହି ସିରିଜ୍ ପାଇଁ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ । ତେବେ ଏହାପୂର୍ବରୁ ଭାରତୀୟ ଦଳ ନିଜର ଦଳ ଘୋଷଣା କରିସାରିଥିବାବେଳେ, ଆଜି ନିଜର ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା ।Continue reading “ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ । ଏଡେନ୍ ମାର୍କରମଙ୍କୁ ମିଳିଲା ଦିନିକିଆ ଏବଂ ଟି-୨୦ରେ ଅଧିନାୟକ ଦାୟିତ୍ୱ ।”
ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଆଶ୍ୱସ୍ତି । ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍
କନକ ବ୍ୟୁରୋ : ଅର୍ଚ୍ଚନା ନାଗଙ୍କୁ ବଡ଼ ଆଶ୍ୱସ୍ତି । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ପକ୍ଷରୁ ମିଳିଛି ଜାମିନ୍ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ମିଳିସାରିଛି । ସମସ୍ତ ୩ଟି ମାମମଲାରେ ଜାମିନ୍ ମିଳିଥିବାରୁ ଖୁବଶୀଘ୍ର ଅର୍ଚ୍ଚନା ନାଗ ଜେଲକୁ ମୁକୁଳିପାରନ୍ତି । ପୂର୍ବରୁ ନୟାପଲ୍ଲୀ ଥାନା ମାମଲା ଓ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟିContinue reading “ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଆଶ୍ୱସ୍ତି । ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍”