ଭାରତର ଟି -90 ଏବଂ ଅର୍ଜୁନ ଟ୍ୟାଙ୍କକୁ ଡରିଗଲା ପାକିସ୍ଥାନ । ତୁର୍କୀରୁ ଆଣୁଛି ଟ୍ୟାଙ୍କ ବିଧ୍ଵଂସୀ କ୍ଷେପଣାସ୍ତ୍ର

ପାକିସ୍ତାନ ତୁର୍କୀରୁ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ଅସ୍ତ୍ରଶସ୍ତ୍ର ସିଷ୍ଟମ (ATGW) କିଣୁଛି । ତୁର୍କୀ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀ ରୋକେଟସନ କମ୍ପାନୀ ଠାରୁ ପାକିସ୍ତାନ ଏହି ଅସ୍ତ୍ରବ୍ୟବସ୍ଥା ପାଇବାକୁ ଯାଉଛି । ପାକିସ୍ତାନ ମଧ୍ୟ ରୋକେସନଙ୍କ ସହ ATGW ର ସହ-ଉତ୍ପାଦନ ଉପରେ ବିଚାର କରୁଛି ।  ପାକିସ୍ତାନ ଆଣିବାକୁ ଯାଉଥିବା ଏହି ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର ଶତ୍ରୁ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ପରିକଳ୍ପନା କରାଯାଇଛି । ଆଣ୍ଟି-ଟ୍ୟାଙ୍କ ଗାଇଡ୍ ଅସ୍ତ୍ର ପ୍ରଣାଳୀ କିମ୍ବା କ୍ଷେପଣାସ୍ତ୍ରଗୁଡିକContinue reading “ଭାରତର ଟି -90 ଏବଂ ଅର୍ଜୁନ ଟ୍ୟାଙ୍କକୁ ଡରିଗଲା ପାକିସ୍ଥାନ । ତୁର୍କୀରୁ ଆଣୁଛି ଟ୍ୟାଙ୍କ ବିଧ୍ଵଂସୀ କ୍ଷେପଣାସ୍ତ୍ର”

ମହିଳା IASଙ୍କର ମଣ୍ଡଳ କାରାଗାରରେ ଅତର୍କିତ ଚଢଉ । ସାହାସକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଏବେ ଚର୍ଚ୍ଚାରେ । ଅଚାନକ ମଣ୍ଡଳକାରାଗାରରେ ଚଢଉ କରିଥିଲେ ଆଇଏଏସ୍ ଦୁର୍ଗାଶକ୍ତି ନାଗପାଲ । ସେଠାରେ ଜେଲରେ ଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀର ସେଲ ଭିତରକୁ ଯାଇ ନିଜେ ତଲାସି କରିଥିଲେ । ଆଉ ଗୋଟିଏ କୋଣରେ ଜାକିଜୁକି ହୋଇ ଛିଡା ହୋଇଥିଲା ଅନସାରୀ । ଆଇଏଏସ୍ ଦୁର୍ଗାଶକ୍ତିଙ୍କ ଏଭଳି ସାହାସକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି । ଚଢଉ ବେଳେ ତାଙ୍କ ସହ ଥିଲେContinue reading “ମହିଳା IASଙ୍କର ମଣ୍ଡଳ କାରାଗାରରେ ଅତର୍କିତ ଚଢଉ । ସାହାସକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ।”

ଟନେଲରେ ଡ୍ରିଲିଂ କାମ ଶେଷ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ପାଇପ୍ । ଟନେଲ ବାହାରେ ପହଞ୍ଚିଲା ଆମ୍ବୁଲାନ୍ସ, ଡାକ୍ତର ଟିମ୍ ।

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲରେ ଡ୍ରିଲିଂ କାମ ଶେଷ ହୋଇଛି । ଶ୍ରମିକଙ୍କ ପାଖରେ ପହଞ୍ଚିସାରିଛି ପାଇପ୍ । ଏହା ସାହାଯ୍ୟରେ ଶ୍ରମିକଙ୍କୁ ବାହାରକୁ କଢାଯିବ । ଏନେଇ ଉତରାଖଣ୍ଡ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୫୫.୩ମିଟର ପର୍ଯ୍ୟନ୍ତ ପାଇପ ପ୍ରବେଶ କରାଯାଇଛି । ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗContinue reading “ଟନେଲରେ ଡ୍ରିଲିଂ କାମ ଶେଷ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ପାଇପ୍ । ଟନେଲ ବାହାରେ ପହଞ୍ଚିଲା ଆମ୍ବୁଲାନ୍ସ, ଡାକ୍ତର ଟିମ୍ ।”

ବୈପାରୀଗୁଡ଼ା ଆଇଆଇସିଙ୍କ ଠାରୁ ଜବତ ହେଲାଣି ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା । ମେସିନ ସହାୟତାରେ ଚାଲିଛି ଟଙ୍କା ଗଣା

କନକ ବ୍ୟୁରୋ : ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ନଗଦ ୩୭ଲକ୍ଷ ୨୭ହଜାର ଟଙ୍କା ଜବତ । ଗତକାଲି ତାଙ୍କ ନିକଟରୁ, ଅଫିସ ଚାମ୍ବରରୁ ଓ ଘରୁ ନଗଦ ୭ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ଆଜି, ସକାଳୁ କଟକ ବକ୍ସିବଜାର ସରକାରୀ ବାସଭବନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ମିଳିଛି । ଏବେବି ଚାଲିଛି ତଲାସି । ବିପୁଳ ପରିମାଣର ୫ଶହ ଓ ଶହେ ଟଙ୍କିଆ ନୋଟ ଜବତContinue reading “ବୈପାରୀଗୁଡ଼ା ଆଇଆଇସିଙ୍କ ଠାରୁ ଜବତ ହେଲାଣି ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା । ମେସିନ ସହାୟତାରେ ଚାଲିଛି ଟଙ୍କା ଗଣା”

ମଣିଷ ଦେହରେ ଘୁଷୁରି ଜୀବାଣୁ । ଟେନ୍ସନ୍ ରେ ବ୍ରିଟେନ ।

ବ୍ରିଟେନରେ ପ୍ରଥମ ଥର ପାଇଁ ଘୁଷୁରି ଶରୀରରେ ଦେଖାଯାଉଥିବା ଏକ ପ୍ରକାର ଜୀବାଣୁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହା ବ୍ରିଟେନ ପାଇଁ ଚିନ୍ତାର କାରଣ ସାଜିଛି । ବାସ୍ତବରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା ।  ସେ ନିଶ୍ୱାସପ୍ରଶ୍ବାସ  ନେବାରେ ଅସୁବିଧା ଅନୁଭବ କରୁଥିଲେ ।  ଯେତେବେଳେ ଏହା ପରୀକ୍ଷା କରାଯାଇଥିଲା, ଏହା ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ H1N2 ବୋଲି ଚିହ୍ନଟ ହୋଇଛି । ବ୍ରିଟେନରେ ଏକ ଚିନ୍ତାଜନକ ଘଟଣାContinue reading “ମଣିଷ ଦେହରେ ଘୁଷୁରି ଜୀବାଣୁ । ଟେନ୍ସନ୍ ରେ ବ୍ରିଟେନ ।”

ଅଳିଆ ହଟାଇବାକୁ ବିଜେପିର ସତ୍ୟାଗ୍ରହ । ସୈନିକ ସ୍କୁଲ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ।

କନକ ବ୍ୟୁରୋ: ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ । ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ସ୍ଥାନୀୟ ଅଂଚଳବାସୀ ଅତିଷ୍ଠ ହୋଇଥିବା ବେଳେ ଚୁପ୍ ବସିଛି ବିଏମସି । ଡମ୍ପିୟାର୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି । ରାଜଧାନୀର ଛାତି ଉପରେ ଅଳିଆ ପାହାଡର କାୟା ବୃଦ୍ଧି ପାଉଥିବା ସମସସ୍ୟାର ସ୍ଥାୟୀ ସମାଧାନ ନକରି ମହଲତ ଦେବାରେ ଲାଗିଛି ବିଏମସି । ତୁରନ୍ତ ଏହି ଅସ୍ଥାୟୀ ଡମ୍ପିୟାର୍ଡକୁ ସମ୍ପୂର୍ଣ୍ଣContinue reading “ଅଳିଆ ହଟାଇବାକୁ ବିଜେପିର ସତ୍ୟାଗ୍ରହ । ସୈନିକ ସ୍କୁଲ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ।”

ଆଉ ମାତ୍ର ୩ମିଟର । ଖୁବ୍ ଶୀଘ୍ର ଉଦ୍ଧାର ହେବେ ୪୧ ଶ୍ରମିକ । ସୂଚନା ଦେଲେ ଟନେଲ ବିଶେଷଜ୍ଞ କ୍ରିସ କୁପରଙ୍କ ସୂଚନା ।

କନକ ବ୍ୟୁରୋ: ଖୁବଶୀଘ୍ର ଟନେଲରୁ ବାହାରିବେ ଫସିଥିବା ଶ୍ରମିକ । ଉଦ୍ଧାରକାରୀ ଦଳଙ୍କ ଠାରୁ ଆଉ ୩ ମିଟର ଦୂରରେ ଥିବା କୁହାଯାଉଛି । ଯଦି ବିନା ବାଧାରେ ସବୁକିଛି ଠିକ୍ ଠାକ୍ ଚାଲେ ତାହାଲେ ଖୁବଶୀଘ୍ର ଟନେଲରୁ ଶ୍ରମିକମାନେ ଉଦ୍ଧାର ହେବେ ।ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଞ୍ଚିିବା ଖବର ଆସିବା ପରେ ଟନେଲ ବାହାର ଅଞ୍ଚଳ ଅଧିକ ଚଳଚଞ୍ଚଳ ହୋଇଛି ।ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି ।Continue reading “ଆଉ ମାତ୍ର ୩ମିଟର । ଖୁବ୍ ଶୀଘ୍ର ଉଦ୍ଧାର ହେବେ ୪୧ ଶ୍ରମିକ । ସୂଚନା ଦେଲେ ଟନେଲ ବିଶେଷଜ୍ଞ କ୍ରିସ କୁପରଙ୍କ ସୂଚନା ।”

ସାମାନ୍ୟ ବଚସାରୁ ବୋମାମାଡ । ଜଟଣୀ ତରାବୋଇ ଗାଁରେ ଗୋଷ୍ଠୀ ସଂଘର୍ଷ, ବ୍ୟାପକ ଭଙ୍ଗାରୁଜା । ଗାଁରେ ପୋଲିସ ଛାଉଣି ।

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଥାନା ତରାବୋଇ ଗାଁରେ ଗୋଷ୍ଠୀ ସଂଘର୍ଷ । ବୋମାମାଡ ଓ ଗାଡି ଭଂଗାରୁଜା । ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଗଣ୍ଡଗୋଳରୁ ଉଭୟ ଗୋଷ୍ଠୀର ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ପୂର୍ବ ଘଟଣାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ଏବଂ ଉତ୍ତେଜନାକୁContinue reading “ସାମାନ୍ୟ ବଚସାରୁ ବୋମାମାଡ । ଜଟଣୀ ତରାବୋଇ ଗାଁରେ ଗୋଷ୍ଠୀ ସଂଘର୍ଷ, ବ୍ୟାପକ ଭଙ୍ଗାରୁଜା । ଗାଁରେ ପୋଲିସ ଛାଉଣି ।”

‘ଭୋକ ଶୋଷରେ ମୋତେ ପାହାଚ ଚଢାଇଲେ…୩ ଥର ବେହୋସ୍ ହୋଇଗଲି’: ଜଣାଶୁଣା ବ୍ୟବସାୟୀ ଗୌତମ ସିଂଘାନିଆଙ୍କ ଉପରେ ପତ୍ନୀଙ୍କ ଅଭିଯୋଗ

କନକ ବ୍ୟୁରୋ: ରେମଣ୍ଡ କମ୍ପାନୀର ସିଏମଡି ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନବାଜ ମୋଦୀଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି । ଯେବେଠୁ ଛାଡପତ୍ର ପାଇଁ ଗୌତମ ସିଂଘାନିଆ ଘୋଷଣା କରିଛନ୍ତି ସେବେଠୁ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି ପତ୍ନୀ ନବାଜ । ୩୨ ବର୍ଷର ସମ୍ପର୍କ ତୁଟିବାକୁ ଯାଉଛି । ଦୀପାବଳି ପରେ ଗୌତମ , ପତ୍ନୀ ନବାଜ୍ ମୋଦୀଙ୍କୁ ଛାଡପତ୍ର ଦେବେ ବୋଲି ଘୋଷଣା କରିଥିଲେContinue reading “‘ଭୋକ ଶୋଷରେ ମୋତେ ପାହାଚ ଚଢାଇଲେ…୩ ଥର ବେହୋସ୍ ହୋଇଗଲି’: ଜଣାଶୁଣା ବ୍ୟବସାୟୀ ଗୌତମ ସିଂଘାନିଆଙ୍କ ଉପରେ ପତ୍ନୀଙ୍କ ଅଭିଯୋଗ”

ମେସିନ୍ ଫେଲ ମାରିଲା, ଏବେ ମଣିଷ ଖୋଳୁଛନ୍ତି ଗାତ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ରାଟ୍ ହୋଲ ମାଇନିଙ୍ଗ ଟିମ୍ ।

କନକ ବ୍ୟୁରୋ: ଦୁଇ ସପ୍ତାହରୁ ଅଧିକ ଦିନ ହୋଇଥିଲେ ବି ଉତ୍ତରକାଶୀ ଟନେଲରେ ଫଶିଥିବା ୪୧ ଜଣ ଶ୍ରମିକଙ୍କୁ ଏଯାଏଁ ଉଦ୍ଧାର କରାଯାଇପାରିନାହିଁ । ସେମାନଙ୍କୁୁ ଉଦ୍ଧାର ପାଇଁ ଆମେରିକାରୁ ଅଗର ମେସିନ ଆସିଥିଲେ ବି ତାହା ବି ମଝିରେ ଫଶିଗଲା । ଏମିତି କେକେ ମେସିନ୍ ବିଫଳ ହେଲାଣି । ଶେଷରେ ମଣିଷ ଆରମ୍ଭ କରିଛନ୍ତି ପାହାଡ ଖୋଳି ଶ୍ରମିକଙ୍କୁ ଉଦ୍ଧାର କରିବା କାମ । ଏହା ଏବେ କରୁଛି ରାଟ୍ ହୋଲ ମାଇନିଙ୍ଗ ଗ୍ରୁପ୍Continue reading “ମେସିନ୍ ଫେଲ ମାରିଲା, ଏବେ ମଣିଷ ଖୋଳୁଛନ୍ତି ଗାତ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ରାଟ୍ ହୋଲ ମାଇନିଙ୍ଗ ଟିମ୍ ।”

Design a site like this with WordPress.com
Get started