କୋବି ଚାଷୀଙ୍କ ଦୁଃଖ । ଏଥର ଗଞ୍ଜାମ ଜିଲ୍ଲାରେ ହୋଇଛି ଭଲ ଫୁଲକୋବି ଚାଷ ହେଲେ କିଲୋ ପିଛା ମାତ୍ର ୨ ଟଙ୍କା । ଖର୍ଚ୍ଚ ଦର ବି ମିଳୁନି ।

କନକ ବ୍ୟୁରୋ: ଶୀତ ଋତୁ, ଫୁଲକୋବି ଅମଳର ସମୟ । ଏବେ ବଜାରରେ ଫୁଲ କୋବି ୨୦ ଟଙ୍କାରେ ବିକ୍ରି ହେଉଛି । ହେଲେ ଏଥର ଗଞ୍ଜାମ ଜିଲ୍ଲାରେ ପ୍ରଚୁର ଫୁଲକୋବି ହୋଇଛି । ସ୍ଥିତି ଏମିତି ହୋଇଛି ଯେ, କିଲୋ ପିଛା ମାତ୍ର ୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବେପାରୀମାନେ କିଲୋପ୍ରତି ୨ଟଙ୍କାରେ କୋବି କିଣି ନେଉଛନ୍ତି । କ୍ଷେତରେ ସତେଜ ଫୁଲକୋବି ସଢୁଥିବା ବେଳେ ତାକୁ କାଟି ବିକ୍ରିContinue reading “କୋବି ଚାଷୀଙ୍କ ଦୁଃଖ । ଏଥର ଗଞ୍ଜାମ ଜିଲ୍ଲାରେ ହୋଇଛି ଭଲ ଫୁଲକୋବି ଚାଷ ହେଲେ କିଲୋ ପିଛା ମାତ୍ର ୨ ଟଙ୍କା । ଖର୍ଚ୍ଚ ଦର ବି ମିଳୁନି ।”

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ । ୮୩ ବର୍ଷ ବୟସରେ କଟକ ସଡିଏରେ ବାସଭବନରେ ବୁଜିଲେ ଆଖି ।

କନକ ବ୍ୟୁରୋ: ପରଲୋକରେ ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିିସ ଅଧିକାରୀ ଅନାଦି ସାହୁ । କଟକ ସଡିଏ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବ୍ରହ୍ମପୁରରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୋଲିସ ଚାକିରି ବେଳେ ସେ ଅନେକ ମେଡାଲ ମଧ୍ୟ ପାଇଥିଲେ । ଅନାଦି ଚରଣ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀContinue reading “ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ । ୮୩ ବର୍ଷ ବୟସରେ କଟକ ସଡିଏରେ ବାସଭବନରେ ବୁଜିଲେ ଆଖି ।”

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠିକଣାରେ ଏବେ ବି ଚାଲିଛି ରେଡ୍ । ରାଉରକେଲାରୁ ନଗଦ ୩ କୋଟି ଟଙ୍କା ଓ କେଜିଏ ସୁନା ଜବତ ।

କନକ ବ୍ୟୁରୋ: କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠିକଣାରେ ଏବେ ବି ଚାଲିଛି ଆୟକର ବିଭାଗର ରେଡ୍ । ରାଉରକେଲାରୁ ନଗଦ ୩ କୋଟି ଟଙ୍କା ଓ କେଜିଏ ସୁନା ଜବତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଓଡିଶା, ଛତିଶଗଡ ସମେତ ମୋଟ୍ ୧୦ଟି ଠିକଣାରେ ଏହି ରେଡ୍ ଚାଲିଛି । ଓଡିଶାରେ ରାଉରକେଲା, ସୁନ୍ଦରଗଡ, ବିଲେଇ ମୁଣ୍ଡା, ରାଏଗଡର ୭ଟି ସ୍ଥାନରୁ ବ୍ୟବସାୟୀଙ୍କର ବହୁମୂଲ୍ୟବାନ କାଗଜପତ୍ର ଜବତ ହୋଇଛି । ଚଢାଉରେ ୧୦୦ରୁContinue reading “କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠିକଣାରେ ଏବେ ବି ଚାଲିଛି ରେଡ୍ । ରାଉରକେଲାରୁ ନଗଦ ୩ କୋଟି ଟଙ୍କା ଓ କେଜିଏ ସୁନା ଜବତ ।”

ସଫଳ ହେଲା ଜାପାନର ମୁନ୍ ମିଶନ୍ । ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ଓହ୍ଲାଇଲା ଜାପାନ ।

କନକ ବ୍ୟୁରୋ: ମହାକାଶରେ ଜାପାନ ରଚିଲା ଇତିହାସ । ୫ମ ଦେଶ ଭାବେ ଜହ୍ମରେ ଅବତରଣ କଲା ଜାପାନ । ଏହାପୂର୍ବରୁ ଆମେରିକା, ଋଷ, ଚୀନ୍ ଏବଂ ଭାରତ ଜହ୍ନରେ ଅବତରଣ କରିସାରିଛନ୍ତି । ଜାପାନର ମୁନ୍-ସ୍ନାଇପର ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ୫ମ ଦେଶ ସଫଳ ଅବତରଣ କରିଛି । ପ୍ରଥମ ପ୍ରୟାସରେ ଅବତରଣ କରିବାରେ ସଫଳ ହୋଇଛି ଜାପାନ । ଜାପାନର ସ୍ଥାନୀୟ ସମୟ ଅନୁଯାୟୀ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନContinue reading “ସଫଳ ହେଲା ଜାପାନର ମୁନ୍ ମିଶନ୍ । ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ଓହ୍ଲାଇଲା ଜାପାନ ।”

ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ନୂଆ ଫଟୋ । ବସ୍ତ୍ର, ଅଳଙ୍କାରରେ ସଜେଇ ହୋଇଛନ୍ତି ରାମଲାଲା । ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ ।

କନକ ବ୍ୟୁରୋ: ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ମଝିରେ ଆଉ ଗୋଟିଏ ଦିନର ଅପେକ୍ଷା । ଏହା ପରେ ସମସ୍ତଙ୍କୁ ଦେଖାଦେବେ ପ୍ରଭୁ ରାମଲାଲା । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ ଯେତେ ପାଖଉଛି, ଭକ୍ତ ସେତେ ବିଭୋର ହୋଇ ପଡ଼ୁଛନ୍ତି । ଏବେ ରାମଲାଲାଙ୍କ ପ୍ରତିମାର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ବସ୍ତ୍ର ଓ ଅଳଙ୍କାର ପିନ୍ଧି ଅତି ସୁନ୍ଦର ଦିଶୁଛନ୍ତି ଭଗବାନ ଶ୍ରୀରାମ । ଡାହାଣ ହାତରେ ଆଶୀର୍ବାଦ ଦେଉଛନ୍ତିContinue reading “ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ନୂଆ ଫଟୋ । ବସ୍ତ୍ର, ଅଳଙ୍କାରରେ ସଜେଇ ହୋଇଛନ୍ତି ରାମଲାଲା । ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ ।”

ଆଜି ଶାମ୍ବ ଦଶମୀ । ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଲୋକଙ୍କ ଭିଡ । ଗାଁଠୁ ସହର ସବୁଠି ହେଉଛି ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ।

କନକ ବ୍ୟୁରୋ: ଶାମ୍ବ ଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ଚଳଚଞ୍ଚଳ ହୋଇ ପଡିଛି ଚନ୍ଦ୍ରଭାଗା ମହୋଦଧି କୂଳ । ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇ ସୂର୍ଯ୍ୟପୂଜା କରିଛନ୍ତି । ଗାୟତ୍ରୀ ପରିବାର ପକ୍ଷରୁ ଦୀପଦାନ କରାଯାଇଛି । ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ନାରାୟଣଙ୍କୁ ପୂଜାର୍ଚ୍ଚନା କରାଯାଏ । ପୁରାଣ ଅନୁସାରେ, ଭଗବାନ କୃଷ୍ଣଙ୍କ ପୁତ୍ର ଶାମ୍ବା କୁଷ୍ଠରୋଗରେ ପୀଡିତ ହୋଇଥିଲେ । ୧୨ ବର୍ଷ ଅନୁତାପ କରିବା ପାଇଁContinue reading “ଆଜି ଶାମ୍ବ ଦଶମୀ । ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଲୋକଙ୍କ ଭିଡ । ଗାଁଠୁ ସହର ସବୁଠି ହେଉଛି ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ।”

ପରଲୋକରେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ । ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ । 

କନକ ବ୍ୟୁରୋ: ପରଲୋକରେ ପୂର୍ବତନ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ । ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ । ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଥିଲେ ପରିଚିତ । ଏହାସହ ଜଣେ ଅଭିଜ୍ଞ ରାଜନେତା ଭାବରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି । ଅନାଦି ଚରଣ ସାହୁ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ରାଜନୀତିଜ୍ଞ ଥିଲେ । ୧୯୯୯ ମସିହା ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନContinue reading “ପରଲୋକରେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ । ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ । “

ରାତି ଅଧିଆ କାମ ହେଉଛି, ସକାଳେ ପିଚୁ ଉଠିଯାଉଛି । କେନ୍ଦୁଝର ପାଟଣା ବ୍ଲକ ରାସ୍ତା କାମରେ ଠିକାଦାରଙ୍କ କାରନାମା ।

କନକ ବ୍ୟୁରୋ: ରାତିରେ ଚାଲିଛି ରାସ୍ତାକାମ । ଆଉ ସକାଳ ହେଲେ ଉଠି ଯାଉଛି ପିଚୁ । ରାସ୍ତାକାମର ଏଭଳି ନିମ୍ନମାନର କାମର ଚିତ୍ର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରୁ ଆସିଛି । ସେପଟେ ଆରଟିଆଇ ତଥ୍ୟ ଅନୁସାରେ, ବର୍ଷକ ପୂର୍ବରୁ ଏହି ରାସ୍ତାକାମ ହେବାର ଥିଲା । କିନ୍ତୁ ରାସ୍ତା ନିର୍ମାଣ କରିନଥିଲେ ଠିକାଦାର । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଅତି ତରବରିଆ ଭାବେ ଚାଲିଛି ଏହି ରାସ୍ତାContinue reading “ରାତି ଅଧିଆ କାମ ହେଉଛି, ସକାଳେ ପିଚୁ ଉଠିଯାଉଛି । କେନ୍ଦୁଝର ପାଟଣା ବ୍ଲକ ରାସ୍ତା କାମରେ ଠିକାଦାରଙ୍କ କାରନାମା ।”

ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁଲିସ ଥାନା ପରିସରରେ ପଡିଥିବା ଗାଡି ନଷ୍ଟ ହେବା ପୂର୍ବରୁ ଫେରାଇବାକୁ ନିଆଯାଉ ପଦକ୍ଷେପ ।

କନକ ବ୍ୟୁରୋ: ପୁଲିସ ଥାନା, ବନ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ପଡ଼ି ରହିଥିବା ଜବତ ଗାଡ଼ିକୁ ଉଠାଇବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗାଡ଼ି ଗୁଡ଼ିକ ନଷ୍ଟ ହେବା ପୂର୍ବରୁ ଫେରାଇବା ପାଇଁ ନିଷ୍ପତି ନିଆଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ନିୟମ ଆଣନ୍ତୁ ବୋଲି ପରିବହନ କମିଶନରଙ୍କୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ । ସରକାରୀ କାର୍ଯ୍ୟାଳୟରେ ଜବତ ଗାଡ଼ିଗୁଡ଼ିକ ଧୂଳିମଳି ହୋଇ ପଡ଼ିରହିବାContinue reading “ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁଲିସ ଥାନା ପରିସରରେ ପଡିଥିବା ଗାଡି ନଷ୍ଟ ହେବା ପୂର୍ବରୁ ଫେରାଇବାକୁ ନିଆଯାଉ ପଦକ୍ଷେପ ।”

କନକ ନ୍ୟୁଜରେ ଖବର ବାଜିଲା ରେଳ ବିଭାଗର ଚେତା ପଶିଲା । ବାହାନଗା ଦୁର୍ଘଟଣାରେ ଆହତ ଯାତ୍ରୀ ସେଖ ସଲିମଙ୍କୁ ସହାୟତା କରିବ ରେଳ ବିଭାଗ ।

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇଥିବା ସେଖ ସଲିମଙ୍କୁ ସହାୟତାର ହାତ ବଢାଇଛି ରେଳ ବିଭାଗ । ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଶ୍ୱସ୍ତ କରିଥିବା ଜଣାପଡିଛି । ଗୁରୁତର ହୋଇ ପ୍ରଥମେ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । କିନ୍ତୁ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏବେ ସଲିମଙ୍କ ଚିକିତ୍ସା ଭୁବନେଶ୍ୱର ଏମ୍ସରେ ଚାଲିଥିବାContinue reading “କନକ ନ୍ୟୁଜରେ ଖବର ବାଜିଲା ରେଳ ବିଭାଗର ଚେତା ପଶିଲା । ବାହାନଗା ଦୁର୍ଘଟଣାରେ ଆହତ ଯାତ୍ରୀ ସେଖ ସଲିମଙ୍କୁ ସହାୟତା କରିବ ରେଳ ବିଭାଗ ।”

Design a site like this with WordPress.com
Get started