ଶରଧାବାଲିରେ ମଂଚସ୍ଥ ହେଲା ଚକଲେଟ୍ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ ଆହେ ନୀଳ ଶଇଳ । ନାଟକ ଦେଖି ଭାବବିହ୍ୱଳ ହେଲେ ପୁରୀବାସୀ, ମଂଚସ୍ଥ ବେଳେ ଜଗନ୍ନାଥଙ୍କ ମୁଣ୍ଡରୁ ଖସିପଡ଼ିଲା ଫୁଲ

କନକ ବ୍ୟୁରୋ : ଚକଲେଟ୍ ପ୍ରଡକ୍ସନ୍ସର ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳ ଶଇଳ’ । ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଏହି ନାଟକ ଶ୍ରୀକ୍ଷେତ୍ର ପୁରୀରେ ପ୍ରଦର୍ଶିତ ହୋଇଛି, ଦର୍ଶକଙ୍କୁ ଲୁହରେ ଭିଜାଇ ଦେଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଏହି ମହାସଂଯୋଗ ଘଟିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଶରଧାବାଲିରେ ମଂଚସ୍ଥ ହୋଇଛି ‘ଆହେ ନୀଳ ଶଇଳ’ । ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥଙ୍କୁContinue reading “ଶରଧାବାଲିରେ ମଂଚସ୍ଥ ହେଲା ଚକଲେଟ୍ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ ଆହେ ନୀଳ ଶଇଳ । ନାଟକ ଦେଖି ଭାବବିହ୍ୱଳ ହେଲେ ପୁରୀବାସୀ, ମଂଚସ୍ଥ ବେଳେ ଜଗନ୍ନାଥଙ୍କ ମୁଣ୍ଡରୁ ଖସିପଡ଼ିଲା ଫୁଲ”

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିବ ଘନକୁହୁଡି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି, ଆସନ୍ତା ୩ ଦିନ ପାଇଁ ୟଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଥିପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି । ଆଗାମି ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି । – ୨୦ ତାରିଖ ସକାଳ ୮ଟା ୩୦ ଯାଏଁ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ,Continue reading “ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିବ ଘନକୁହୁଡି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି, ଆସନ୍ତା ୩ ଦିନ ପାଇଁ ୟଲୋ ୱାର୍ଣ୍ଣିଂ”

ଠକେଇର ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍

କନକ ବ୍ୟୁରୋ : ବିବାହ ପାଇଁ ମାଟ୍ରିମୋନିଆଲ ସାଇଟ୍ ରେ ଯୁବତୀ ଖୋଜୁଛନ୍ତି କି? ସୁନ୍ଦର ଫଟୋ ଦେଖି ଚାଟିଂ କରୁଛନ୍ତି କି? ମିଠା ମିଠା କଥାରେ ଅଜଣା ଯୁବତୀଙ୍କୁ ସାତ ଜନ୍ମର ସାଥୀ ପାଇଁ ସ୍ୱପ୍ନ ଦେଖୁଛନ୍ତି କି? ଯଦି ହଁ, ତାହେଲେ ସାବଧାନ ହୋଇଯାଆନ୍ତୁ । କାରଣ, ମାଟ୍ରିମୋନିଆଲ ସାଇଟରେ ଏବେ ମାତିଛନ୍ତି ଠକ । ଆପଣ ଯାହାକୁ ନୀଲମ ଭାବି କଥା ହେଉଛନ୍ତି, ସେ ଜଣେ ସୁନ୍ଦରୀ ଯୁବତୀ ନୁହଁନ୍ତି, ତାଙ୍କର ପରିଚୟContinue reading “ଠକେଇର ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍”

ଶୀତୁଆ ସକାଳରେ ଘାସ ଗାଲିଚାର ସୌନ୍ଦର୍ଯ୍ୟ । ଅସ୍ତରଙ୍ଗ ଉପକୂଳରେ ମୁଚୁମୁଚିକା ଘାସର ସୌନ୍ଦର୍ଯ୍ୟରେ ବିଭୋର କବି ଭାବୁକ

କନକ ବ୍ୟୁରୋ : ଶୀତୁଆ ସକାଳ ପ୍ରକୃତିର ଶୋଭା ବଢାଉଛି । ସୂର୍ଯ୍ୟର ପହିିିଲି କିରଣ ସ୍ପର୍ଶରେ କାକର ବୁନ୍ଦା ସବୁ ମୁକ୍ତା ସମ ଝଲସୁଛି । ବେଳାଭୂମିରେ ଜଙ୍ଗଲ ଅଂଚଳରେ ପ୍ରକୃତିର ଶୋଭାକୁ ଆହୁରି ଦୁଇ ଗୁଣିତ କରୁଛି ଏହି ମୁଚୁମୁଚିକା ଘାସ । ଅସ୍ତରଙ୍ଗ ଅଂଚଳ ସମୁଦ୍ର ଉପକୂଳ ଅଂଚଳ ଝାଉଁ ଜଙ୍ଗଲ ଓ ଏହାର ଆଖପାଖ ଅଂଚଳରେ ପ୍ରାୟତଃ ଏହି ଘାସ ଦେଖିବାକୁ ମିଳୁଛି । ବେଶୀ କରି ଶୀତ ଦିନରେ ଏହିContinue reading “ଶୀତୁଆ ସକାଳରେ ଘାସ ଗାଲିଚାର ସୌନ୍ଦର୍ଯ୍ୟ । ଅସ୍ତରଙ୍ଗ ଉପକୂଳରେ ମୁଚୁମୁଚିକା ଘାସର ସୌନ୍ଦର୍ଯ୍ୟରେ ବିଭୋର କବି ଭାବୁକ”

ପର୍ଯ୍ୟଟନ ଋୁତୁରେ ଆମିଷ ବଜାରରେ ଭିଡ । ମାଛ ପାଇଁ ଆନ୍ଧ୍ର ଭରସା, କୋରାପୁଟରେ ଗାଡି ଗାଡି ଆସୁଛି ବରଫ ଦିଆ ରୋହି, ଭାକୁର

କନକ ବ୍ୟୁରୋ : ଆମିଷ ବଜାରରେ ପ୍ରବଳ ଭିଡ଼ । କିଏ ପିକନିକ ପାଇଁ ଆମିଷ କିଣିବାକୁ ଆସିଛି ତ ଆଉ କିଏ ଘର ପାଇଁ । ସବୁଦିନ ଅପେକ୍ଷା ପର୍ଯ୍ୟଟନ ରୁତୁରେ ଆମିଷ ବଜାର ଭିଡ଼ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଗାଡ଼ି ଗାଡ଼ି ବରଫ ଦିଆ ମାଛ ଆନ୍ଧ୍ରରୁ ଜୟପୁର ବଜାରକୁ ଆସୁଛି । ମାଛକୁ ଅପେକ୍ଷା କରିଥିବା ବେପାରି ମଧ୍ୟ ଆବଶ୍ୟକ ମୁତାବକ ମାଛ ସବୁ କିଣି ନେଉଛନ୍ତି । ରୋହି,Continue reading “ପର୍ଯ୍ୟଟନ ଋୁତୁରେ ଆମିଷ ବଜାରରେ ଭିଡ । ମାଛ ପାଇଁ ଆନ୍ଧ୍ର ଭରସା, କୋରାପୁଟରେ ଗାଡି ଗାଡି ଆସୁଛି ବରଫ ଦିଆ ରୋହି, ଭାକୁର”

ପାଣିରେ ପଡିଲା ଲକ୍ଷାଧିକ ଟଙ୍କା । ପଟ୍ଟାମୁଣ୍ଡାଇ ବଜାରରେ ଆବର୍ଜନାରେ ପଡି ଖତ ଖାଉଛି ୩୦ରୁ ୪୦ କ୍ୟାବିନ୍

କନକ ବ୍ୟୁରୋ : ଅଳିଆ ଗଦା ଭିତରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର କ୍ୟାବିନ୍ । ତିଆରି ହୋଇଥିବା ପ୍ରାୟ ୩୦ରୁ ୪୦ କ୍ୟାବିନ ପଡି ରହିଛି । ଲକ୍ଷ୍ୟ ଥିଲା ପଟ୍ଟାମୁଣ୍ଡାଇ ସହରରୁ ଉଠା ଦୋକାନୀମାନଙ୍କୁ ଥଇଥାନ କରି ସ୍ୱଚ୍ଛ ସୁନ୍ଦର ଓ ଭିଡ ମୁକ୍ତ ସହର କରିବା । କେନ୍ଦ୍ରାପଡା ଜିଲ୍ଲାର ବାଣିଜର ପେଣ୍ଠ ସ୍ଥଳୀ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବଜାର ଉପରେ ରାଜନଗର , ଆଳି , ରାଜକନିକା ନିର୍ଭରଶୀଳ । ରାତି ପାହିଲେContinue reading “ପାଣିରେ ପଡିଲା ଲକ୍ଷାଧିକ ଟଙ୍କା । ପଟ୍ଟାମୁଣ୍ଡାଇ ବଜାରରେ ଆବର୍ଜନାରେ ପଡି ଖତ ଖାଉଛି ୩୦ରୁ ୪୦ କ୍ୟାବିନ୍”

ବହୁବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ । ଏବେ ନିଜ ହାତରେ ଗାଁ ଲୋକ ତିଆରି କଲେ ନିଜ ରାସ୍ତା

କନକ ବ୍ୟୁରୋ : ବିକାଶର ମୁଖ୍ୟ ମାଧ୍ୟମ ହେଉଛି ଗମନା ଗମନ । ଯେଉଁଠି ଗମନା ଗମନର ସୁବିଧା ନାହିଁ ସେଠି ବିକାଶ ଲୋକଙ୍କ ପାଇଁ ସାତ ସପନ ପାଲଟିଯାଏ । ରାଜ୍ୟ ରାଜପଥ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାକୁ ଦେଖି ଆପଣ ଚକିତ ହୋଇଯାଉଛନ୍ତି । ହେଲେ ବାସ୍ତବରେ ଗ୍ରାମାଞ୍ଚଳର ରାସ୍ତା ଏବେ ବି ଅନେକ ସ୍ଥାନରେ ମରଣ ଜନ୍ତା ପାଲଟିଛି । ଏମିତି ଏକ ରାସ୍ତା ରହିଛି ଗଜପତି ଜିଲ୍ଲାContinue reading “ବହୁବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ । ଏବେ ନିଜ ହାତରେ ଗାଁ ଲୋକ ତିଆରି କଲେ ନିଜ ରାସ୍ତା”

ପୁଲିସ ଓ ପ୍ରଶାସନର ଅଯଥା କଟକଣା ସାଜିଛି ବାଧକ । ନିୟମ କୋହଳ କରିବାକୁ ବ୍ୟାଣ୍ଡ ପାର୍ଟି ସଂଘ ମାଲିକଙ୍କ ଦାବି

କନକ ବ୍ୟୁରୋ : ବାହାଘର, ପୂଜା ଭସାଣୀରେ ଶୁଭିବନି ବ୍ୟାଣ୍ଡ ବାଜା । ପୁଲିସ ଜୁଲମ ଓ ପ୍ରଶାସନ କଟକଣା ଯୋଗୁ ପଡିଛି ଚଡକ । ସରକାରୀ ନିୟମ ମୁତାବକ ନିର୍ଦ୍ଧାରିତ ସମୟ ସୀମା ଓ ଶଦ୍ଦ ପରିମାତ୍ରାକୁ ମାନୁଥିଲେ ବି ସେମାନଙ୍କ ଉପରେ କଟକଣା ଲଗାଯାଉଥିବା ଅଭିଯୋଗ ହୋଇଛି । ବିନା କାରଣରେ ପୁଲିସ ସେମାନଙ୍କୁୁ ବିଭିନ୍ନ ବାଟରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ବ୍ୟାଣ୍ଡପାର୍ଟି ମାଲିକ ମାନେ । ନୁଆ ପାର୍ଟି ପଂଜିକରଣ ପାଇଁContinue reading “ପୁଲିସ ଓ ପ୍ରଶାସନର ଅଯଥା କଟକଣା ସାଜିଛି ବାଧକ । ନିୟମ କୋହଳ କରିବାକୁ ବ୍ୟାଣ୍ଡ ପାର୍ଟି ସଂଘ ମାଲିକଙ୍କ ଦାବି”

ଆଗାମୀ ୩ ଦିନ ରାଜ୍ୟରେ ଘନକୁହୁଡି । କୁହୁଡି ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ : କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଏଥିପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାପାଳ ମାନଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି । ଆଗାମି ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି । ୨୦ ତାରିଖରେ ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି । ୨୧ ତାରିଖରେ ୧୯Continue reading “ଆଗାମୀ ୩ ଦିନ ରାଜ୍ୟରେ ଘନକୁହୁଡି । କୁହୁଡି ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ରାଜ୍ୟ ସରକାର”

ଚୀନ୍-ଉତ୍ତର କୋରିଆର ମୁକାବିଲା କରିବାକୁ ଜାପାନ ପ୍ରସ୍ତୁତ :  ଆମେରିକାରୁ ୪୦୦ ଟମାହାକ୍ କ୍ଷେପଣାସ୍ତ୍ର କିଣିବ ଜାପାନ

ଜାପାନ ଗୁରୁବାର ଦିନ ୪୦୦ ଟି ଲ୍ୟାଣ୍ଡ ବେସ  ଟମାହାକ୍ କ୍ରୁଜ୍ କ୍ଷେପଣାସ୍ତ୍ର କିଣିବା ପାଇଁ ଆମେରିକା ସହିତ ଏକ ଚୁକ୍ତି କରିଛି । ଚୀନ୍ ଏବଂ ଉତ୍ତର କୋରିଆକୁ ଧ୍ୟାନରେ ରଖି ଏହାର ପ୍ରତିରକ୍ଷାକୁ ସୁଦୃଢ କରିବା ଦିଗରେ ଜାପାନ ଏକ ବଡ ପଦକ୍ଷେପ ନେଇଛି । ଆମେରିକାର ବୈଦେଶିକ ସାମରିକ ବିକ୍ରୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହି କାରବାର ହୋଇଥିଲା । ଜାପାନ ଗୁରୁବାର ଦିନ ୪୦୦ ଲ୍ୟାଣ୍ଡ ବେସ  ଟମାହାକ୍ କ୍ରୁଜ୍ କ୍ଷେପଣାସ୍ତ୍ର କିଣିବାContinue reading “ଚୀନ୍-ଉତ୍ତର କୋରିଆର ମୁକାବିଲା କରିବାକୁ ଜାପାନ ପ୍ରସ୍ତୁତ :  ଆମେରିକାରୁ ୪୦୦ ଟମାହାକ୍ କ୍ଷେପଣାସ୍ତ୍ର କିଣିବ ଜାପାନ”

Design a site like this with WordPress.com
Get started