ଶ୍ରୀକ୍ଷେତ୍ରକୁ ମିଳିଛି ନୂଆ ରୂପ: ଏବେ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ମିଳିଛି ନୂଆ ରୂପ । ଦିନେ ଯେଉଁଠି ଶ୍ରୀମନ୍ଦିର ମେଘନାଦ ପାଚେରୀ ଦେଖିବା ସମ୍ଭବ ହେଉ ନଥିଲା, ଏବେ ସେଠାରେ ରହିଛି ପ୍ରସସ୍ତ ପରିକ୍ରମା ପଥ । ଯାହା ଶ୍ରଦ୍ଧାଳୁଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ କରିବାରେ ସହାୟକ ହେବ । ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷୀତ ପରିକ୍ରମା ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଭକ୍ତ ଏବେ ଅତି ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀ ଆସିଲେ ଭକ୍ତଙ୍କୁ ବିଭିନ୍ନContinue reading “ଶ୍ରୀକ୍ଷେତ୍ରକୁ ମିଳିଛି ନୂଆ ରୂପ: ଏବେ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ”

ଲୋକାର୍ପଣ ଉତ୍ସବରେ ଲାଗିଲା ରାଜନୈତିକ ରଙ୍ଗ: ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଛଡ଼ା ସାମିଲ ହେଲେନି ଅନ୍ୟ କଂଗ୍ରେସ ନେତା

କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ପରିକ୍ରମାରେ ଯୋଗ ଦେବାକୁ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ, କଂଗ୍ରେସର ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀକୁ ଛାଡି ଆଉ କେହି ଏହି ଉତ୍ସବରେ ସାମିଲ ହୋଇନାହାନ୍ତି । ପରିକ୍ରମା ରଥ ବୁଲିବା ପରଠାରୁ ଯେଉଁଭଳି ରାଜନୀତି ତେଜିଥିଲା, ସେବେଠୁ ସାରାରାଜ୍ୟର ନଜର ଥିଲା କେଉଁContinue reading “ଲୋକାର୍ପଣ ଉତ୍ସବରେ ଲାଗିଲା ରାଜନୈତିକ ରଙ୍ଗ: ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଛଡ଼ା ସାମିଲ ହେଲେନି ଅନ୍ୟ କଂଗ୍ରେସ ନେତା”

ଶହୀଦନଗରରେ ଉଦଘାଟିତ ହେଲା ଏମଏସଆଇ ବ୍ରାଣ୍ଡ ଷ୍ଟୋର । ସବୁ ବର୍ଗର ଲାପଟପ୍ ହେବ ଉପଲବ୍ଧ

କନକ ବ୍ୟୁରୋ : ରାଜ୍ୟର ପ୍ରଥମ ଏମଏସଆଇ ବ୍ରାଣ୍ଡ ଷ୍ଟୋର ଶହୀଦନଗର ଭୁବନେଶ୍ୱର ଠାରେ ଉଦଘାଟିତ ହୋଇଯାଇଛି । ନ୍ୟାସନାଲ ସେଲସ ମ୍ୟାନେଜର ଲିଓନ୍ ଚାଙ୍ଗଙ୍କ କହିବା ମୁତାବକ ଏହି ଷ୍ଟୋରରେ ୩ଟି ବର୍ଗର ଲାପଟପ୍ ରହିବ । ଗେମିଂ ସିରିଜରେ ଉପଲବ୍ଧ ଲାପଟପର ମୂଲ୍ୟ ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ବିଜନେସ୍ ପ୍ରଡକ୍ଟଟିଭ ସିରିଜର ଉତ୍ପାଦଗୁଡିକର ମୂଲ୍ୟ ୩୦ ହଜାର ଟଙ୍କାରୁ ଆରମ୍ଭ କରି ୨Continue reading “ଶହୀଦନଗରରେ ଉଦଘାଟିତ ହେଲା ଏମଏସଆଇ ବ୍ରାଣ୍ଡ ଷ୍ଟୋର । ସବୁ ବର୍ଗର ଲାପଟପ୍ ହେବ ଉପଲବ୍ଧ”

ପରିକ୍ରମା ପ୍ରକଳ୍ପ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଦ, ପାଠର ଧ୍ୱନୀ ଆଉ ସଂକିର୍ତନ ଭିତରେ ଏହି ଐତିହ କରିଡର ଉଦ୍ଘାଟନ କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦେଇ ଭକ୍ତମାନେ ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଅପେକ୍ଷାରେ ଅନ୍ତ ହୋଇଛି । ଅପରାହ୍ନ ଗୋଟାଏ ୧୫ରୁContinue reading “ପରିକ୍ରମା ପ୍ରକଳ୍ପ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ”

ପୋଲିସ ଧରି ପାରିଲାନି ଚୋର: ଚୋରକୁ ଧରି ମାଡ ଖାଇଲେ ଘର ମାଲିକ, ସିସିଟିଭିରେ କଏଦ ହେଲା ମାଡବେଳର ଦୃଶ୍ୟ

କନକ ବ୍ୟୁରୋ: ଘରୁ ଚୋରି ହେଲା, ଥାନାରେ ମାମଲା ରୁଜୁ ହେଲା । ଚୋରି ଆଉ ଚୋରର ଭିଜୁଆଲ ସିସିଟିଭିରେ କଏଦ ହେଲା । ହେଲେ ପୋଲିସ ଚୋରକୁ ଗିରଫ କଲା ନାହିଁ । ମାସକ ପରେ ଯେତେବେଳେ ଚୋରକୁ ଘର ମାଲିକ ଧରିଲା, ସେତେବେଳେ ଚୋରର ସାଥୀଙ୍କ ଠାରୁ ନିସ୍ତୁକ ମାଡ ଖାଇବାକୁ ପଡିଛି । କେବଳ ସେତିକି ନୁହେଁ ଏ ନେଇ ଥାନାରେ ଅଭିଯୋଗ କରିବାରୁ ଥାନା ଅଧିକାରୀ ଘର ଛାଡି ପଳାଇବାକୁ କହିଥିବାContinue reading “ପୋଲିସ ଧରି ପାରିଲାନି ଚୋର: ଚୋରକୁ ଧରି ମାଡ ଖାଇଲେ ଘର ମାଲିକ, ସିସିଟିଭିରେ କଏଦ ହେଲା ମାଡବେଳର ଦୃଶ୍ୟ”

ନୂଆ ବର୍ଷରେ ଜୀ-ସାର୍ଥକରେ ନୂଆ ଆରମ୍ଭ: ଜାନୁଆରୀରୁ ଦେଖିବେ ୩ଟି ନୂଆ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ନୂଆ ଆରମ୍ଭ କରିଛି ଦୁଇଟି ମେଗା ଧାରାବାହିକ ଓ ଗୋଟିଏ ରିୟାଲିଟି ଶୋ ସହିତ ଅଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,-ଜୀ-ସାର୍ଥକ ସଂସାର ଡବଲ୍ସ ଲିଗ୍’, ‘ମଧୁର ସଂସାର’ ଓ ‘ଶ୍ରୀ’। ଜାନୁଆରୀ ୨୦ ତାରିଖରୁ ପ୍ରତ୍ୟେକ ଶନିବାରContinue reading “ନୂଆ ବର୍ଷରେ ଜୀ-ସାର୍ଥକରେ ନୂଆ ଆରମ୍ଭ: ଜାନୁଆରୀରୁ ଦେଖିବେ ୩ଟି ନୂଆ କାର୍ଯ୍ୟକ୍ରମ”

ମାଆ ମଝିଘରିଆଣି ମନ୍ଦିର ପରିସରରେ ସତୀକୁଣ୍ଡ । ମାଆଙ୍କ ଦର୍ଶନ ସହ ଚାଲିଛି ପୂଜାର୍ଚ୍ଚନା, ସତୀ କୁଣ୍ଡ ଦର୍ଶନ କରିଲେ ଅନେକ ପୁଣ୍ୟ ମିିିଳିବାର ରହିଛି ବିଶ୍ୱାସ

କନକ ବ୍ୟୁରୋ : ପୁରୁଣ ପରମ୍ପରା ଆଉ ଲୋକଙ୍କ ବିଶ୍ୱାସ । ବର୍ଷ ବର୍ଷର ପୁରୁଣା ଲୋକକଥା ନେଇ ଚଳଚଂଚଳ ରହିଛି ଏହି ପୀଠ । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ମଝିଘରିଆଣି । ଏହି ମନ୍ଦିର ପରିସରରେ ରହିଛି ସତୀ କୁଣ୍ଡ । ପୁରୁଣା କଥା ଅନୁସାରେ ଏହି ସତୀ କୁଣ୍ଡର ମହିମା ଅନେକ । ବିଶେଷ କରି ସତୀ କୁଣ୍ଡରେ ପୂଜାର୍ଚ୍ଚନା କରିଲେ ସମସ୍ତ ମନୋସ୍କାମନା ପୁରଣ ହୋଇଥାଏ । କୁମାରୀ କନ୍ୟାଙ୍କଠାରୁContinue reading “ମାଆ ମଝିଘରିଆଣି ମନ୍ଦିର ପରିସରରେ ସତୀକୁଣ୍ଡ । ମାଆଙ୍କ ଦର୍ଶନ ସହ ଚାଲିଛି ପୂଜାର୍ଚ୍ଚନା, ସତୀ କୁଣ୍ଡ ଦର୍ଶନ କରିଲେ ଅନେକ ପୁଣ୍ୟ ମିିିଳିବାର ରହିଛି ବିଶ୍ୱାସ”

ଆଦିବାସୀ ମୂଲକର ନିଆରା ଖେଳ । ବାଲେଶ୍ୱର ନୀଳଗିରି ଗୁଡିଖାଣିଆ ଗାଁରେ ଲାଖବିନ୍ଧା ପ୍ରତିଯୋଗିତା

କନକ ବ୍ୟୁରୋ : ନିଆରା ମୂଲକର ନିଆର ଖେଳ । ଲୋକ ମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଜଣକ ପରେ ଜଣେ ଛାଡୁଛନ୍ତି ଧନୁ ତୀର । କାହାର ପ୍ରଥମେ ଲକ୍ଷ୍ୟ ଭେଦ କରୁଛି ସେ ନେଇ ଚାଲିଛି ପ୍ରତିଯୋଗିତା । ବଣ ପାହାଡ ଘେରା ଆଦିବାସୀ ମୂଲକ ନୀଳଗିରି ଅଂଚଳର ଗୁଡିଖାଣିଆ ଗାଁରେ ଚାଲିଛି ଏହି ପ୍ରତିଯୋଗିତା । ଯାହାକୁ ନେଇ ଲୋକେ ବି ବେଶ ଉତ୍ସାହିତ ହୋଇପଡିଛନ୍ତି । ଗାଁର ସସସ୍ତ ପୁରୁଷContinue reading “ଆଦିବାସୀ ମୂଲକର ନିଆରା ଖେଳ । ବାଲେଶ୍ୱର ନୀଳଗିରି ଗୁଡିଖାଣିଆ ଗାଁରେ ଲାଖବିନ୍ଧା ପ୍ରତିଯୋଗିତା”

ଚିନ୍ତାରେ ଅସ୍ତରଙ୍ଗ ଓ କାକଟପୁର ଚାଷୀ । ଧାର୍ଯ୍ୟ ତାରିଖ ଗଡିଗଲା ପରେ ବି ଖୋଲିପାରୁନି ମଣ୍ଡି, ଗାଁ ଗାଁରେ ମାତିଛନ୍ତି ଦଲାଲ

କନକ ବ୍ୟୁରୋ : ଖୋଲୁନି ଧାନ ମଣ୍ଡି । କ୍ଷତିର ପଡିଛନ୍ତି ଚାଷୀ । କମ୍ ଦରରେ ଧାନ ବିକି ଅଭାବୀ ବ୍ରିକିର ଶିକାର ହେଉଛନ୍ତି ଅସ୍ତରଙ୍ଗ ଓ କାକଟପୁରର ଚାଷୀ । ବର୍ଷକଯାକ ପରିଶ୍ରମ କରି ପାଚିଲା ଧାନ କାଟି ଆଣିଥିଲେ । ଅମଳ ଫସଲ ମଣ୍ଡିରେ ବିକି କିଭଳି ଦୁଇ ପଇସା ପାଇବେ । ଏ ନେଇ ମଣ୍ଡିକୁ ଅପେକ୍ଷା କରିଛନ୍ତି । ହେଲେ ମଣ୍ଡି ଖୋଲିବାର ନାଁ ନାହିଁ । ଜାନୁଆରୀ ମାସରେContinue reading “ଚିନ୍ତାରେ ଅସ୍ତରଙ୍ଗ ଓ କାକଟପୁର ଚାଷୀ । ଧାର୍ଯ୍ୟ ତାରିଖ ଗଡିଗଲା ପରେ ବି ଖୋଲିପାରୁନି ମଣ୍ଡି, ଗାଁ ଗାଁରେ ମାତିଛନ୍ତି ଦଲାଲ”

ବନ୍ଦ ହେବାକୁ ବସିଛି ଆସିକାର ଉତ୍କଳ ଆୟୂର୍ବେଦିକ ଫାର୍ମାସି । ୯ ମାସ ହେଲା ରାଜନୈତିକ କନ୍ଦଳ ଯୋଗୁ ଝୁଲୁଛି ତାଲା

ବନ୍ଦ ହେବାକୁ ବସିଛି ଆସିକାର ଉତ୍କଳ ଆୟୂର୍ବେଦିକ ଫାର୍ମାସି । ୯ ମାସ ହେଲା ରାଜନୈତିକ କନ୍ଦଳ ଯୋଗୁ ଝୁଲୁଛି ତାଲା ରାଜନୈତିକ ଚକ୍ରବ୍ୟୁହ ଭିତରେ ଛନ୍ଦି ହେଇପଡିଛି ଆସିକାର ଉକ୍ରଳ ଆୟୂର୍ବେଦିକ ଫାର୍ମାସି । ସାରା ଓଡିଶାକୁ ଅୟୁବେଦିକ୍ ଔଷଧ ଯୋଗାଇ ସୁନାମ ଅର୍ଜନ କରିଥିବା ବେଳେ ଏବେ ସେଠାରେ ଝୁଲୁଛି ତାଲା । ଦିର୍ଘ ୯ ମାସ ହେଲେ ରାଜନୈତିକ କନ୍ଦଳ ଯୋଗୁ କଂଚାମାଲ୍ ଆସୁନି କି ଔଷଧ ତିଆରି ହୋଇ ପାରୁ ନାହିଁContinue reading “ବନ୍ଦ ହେବାକୁ ବସିଛି ଆସିକାର ଉତ୍କଳ ଆୟୂର୍ବେଦିକ ଫାର୍ମାସି । ୯ ମାସ ହେଲା ରାଜନୈତିକ କନ୍ଦଳ ଯୋଗୁ ଝୁଲୁଛି ତାଲା”

Design a site like this with WordPress.com
Get started