କନକ ବ୍ୟୁରୋ: ଅନ୍ୟର ଯୋତା ଚପଲକୁ ପଲିସ କରି ଚମକ ଆଣୁଛନ୍ତି । ହେଲେ ନିଜ ଜୀବନର ଚମକ ଚାଲି ଯାଇଛି । ଛିଣ୍ଡା ଯୋତା ଚପଲକୁ ମରାମତି କଲେ, ପଲିସ କରି ଚକ ଚକ କରିଦେଲେ ଘରେ ଚୁଲି ଜଳୁଛି । ପରିବାର ଚଳାଇବାକୁ ଜଣେ ମହିଳା ରାସ୍ତାକଡରେ ଖୋଲା ଆକାଶ ତଳେ ସଂଘର୍ଷ କରୁଛନ୍ତି ନିଆଳିର କଲ୍ୟାଣୀ ମଞ୍ଜୁ । ନିଆଳି ବଜାରର ରାସ୍ତା କଡରେ ଦୋକାନ ଖୋଲି ଛତା ତଳେ ଖରାବର୍ଷାକୁ ଖାତିରContinue reading “ଯୋତା ପଲିସ କଲେ ଜଳୁଛି ଚୁଲି । ନିଆଳି ବଜାରରେ ୩୦ ବର୍ଷ ହେଲା ଜୀବନ ସଂଘର୍ଷ କରୁଥିବା କଲ୍ୟାଣୀ ମଞ୍ଜୁଙ୍କ କାହାଣୀ ।”
Category Archives: News
ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଆତ୍ମହତ୍ୟା ନା ହତ୍ୟା, ସୁରାକ ଖୋଜୁଛି ପୋଲିସ ।
କନକ ବ୍ୟୁରୋ: ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଖୁଜେନପାଲି ରେଳ ଧାରଣାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ବଣିକ ସଂଘର ସଭାପତି ତ୍ରିପୁରା ପାଣିଗ୍ରାହୀଙ୍କ ମୃତଦେହ ମଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ଜଣାପଡ଼ିନାହିଁ । ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କାହିଁକି ରେଳ ଧାରଣାରେ ମୃତ ପକାଇଲା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେContinue reading “ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ରହସ୍ୟଜନକ ମୃତ୍ୟୁ । ଆତ୍ମହତ୍ୟା ନା ହତ୍ୟା, ସୁରାକ ଖୋଜୁଛି ପୋଲିସ ।”
ବିମାନ ଉଡାଣରେ ବିଳମ୍ବକୁ ନେଇ ଇଣ୍ଡିଗୋ ବିମାନରେ ମାରପିଟ୍ । ଉଡାଣ ସମୟ ବଦଳିବାରୁ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଲେ ଯାତ୍ରୀ ।
କନକ ବ୍ୟୁରୋ: ବିମାନ ଉଡାଣରେ ଡେରିକୁ ରାଗିଗଲେ ଯାତ୍ରୀ । ଉଡାଣରେ ବିଳମ୍ବ ହେଉଥିବା ଘୋଷଣା କରିବା ବେଳେ ଜଣେ ଯାତ୍ରୀ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଛନ୍ତି । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଦିଲ୍ଲୀରୁ ଉଡାଣ ଅପେକ୍ଷାରେ ଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି । ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡି ଯୋଗୁଁ ପାଖାପାଖି ୧୦୦ଟି ବିମାନର ଉଡାଣ ବିଳମ୍ବିତ ହୋଇଥିଲାContinue reading “ବିମାନ ଉଡାଣରେ ବିଳମ୍ବକୁ ନେଇ ଇଣ୍ଡିଗୋ ବିମାନରେ ମାରପିଟ୍ । ଉଡାଣ ସମୟ ବଦଳିବାରୁ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଲେ ଯାତ୍ରୀ ।”
ଶ୍ରୀକ୍ଷେତ୍ରରେ ଆଜିଠାରୁ ମହାଯଜ୍ଞ । କିଛି ସମୟ ପରେ ସ୍ଥାପନ ହେବ ଅଖଣ୍ଡ ଦୀପ । ବେଦ ମନ୍ତ୍ରୋଚାରଣରେ ମୁଖରିତ ବଡଦାଣ୍ଡ ।
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ । ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର । ଏହା ପରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରି ମହାଯଜ୍ଞର ଶୁଭାରମ୍ଭ କରାଯିବ । ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇContinue reading “ଶ୍ରୀକ୍ଷେତ୍ରରେ ଆଜିଠାରୁ ମହାଯଜ୍ଞ । କିଛି ସମୟ ପରେ ସ୍ଥାପନ ହେବ ଅଖଣ୍ଡ ଦୀପ । ବେଦ ମନ୍ତ୍ରୋଚାରଣରେ ମୁଖରିତ ବଡଦାଣ୍ଡ ।”
ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ସବୁଜିମା ଘେରା ଏହି ପର୍ଯ୍ୟଟନସ୍ଥକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।
କନକ ବ୍ୟୁରୋ: ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ଗଜପତି ରାୟଗଡ ବ୍ଳକରେ ବଣ ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶ ଭିତରେ ରହିଛି ଏହି ଜଳପ୍ରପାତ । ସବୁଜିମା ଭିତରେ ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀକୁ ଦୂରଦୂରାନ୍ତରୁ ଛୁଟିଆସୁଛନ୍ତି ପର୍ଯ୍ୟଟକ । ଭୋଜିଭାତ କରିବା ସହ ସେଲଫି ବି ନେଉଛନ୍ତି । ତା ସହିତ ପ୍ରକୃତିର ଚିତ୍ରକୁ ନିଜ କ୍ୟାମେରାରେ ତୋଳି ନେଉଛନ୍ତି ପର୍ଯ୍ୟଟକ ମାନେ । The post ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତContinue reading “ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ସବୁଜିମା ଘେରା ଏହି ପର୍ଯ୍ୟଟନସ୍ଥକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।”
ନିଜ ପିଲାଦିନ ମନେପକାଇଲେ । ପିଲାଙ୍କ ସହ ତଳେ ବସି ସମୟ ବିତାଇଲେ ବାଲେଶ୍ୱର ଏସପି ସାଗରିକା ନାଥ ।
କନକ ବ୍ୟୁରୋ: ପଦବୀ ଭୁଲି ପିଲାଙ୍କ ସହ ପିଲା ହୋଇ ତଳେ ବସିଲେ । ନିଜ ଛୋଟ ବେଳର ସ୍କୁଲ କଥା ମନେ ପକାଇଲେ ବାଲେଶ୍ୱର ଏସପି ସାଗରିକା ନାଥ । ନୀଳଗିରି ରତ୍ନକରଟା ହାଇସ୍କୁଲରେ ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଯୋଗଦେଇ ଏସପି ସାଗରିକା ନାଥ ପିଲାଙ୍କ ପାଖରେ ବସି ଭଲମନ୍ଦ ପଚାରି ବୁଝିବା ସହିତ ନିଜ ସ୍କୁଲ ବେଳର ସ୍ମୃତିକୁContinue reading “ନିଜ ପିଲାଦିନ ମନେପକାଇଲେ । ପିଲାଙ୍କ ସହ ତଳେ ବସି ସମୟ ବିତାଇଲେ ବାଲେଶ୍ୱର ଏସପି ସାଗରିକା ନାଥ ।”
ଜୈସୱାଲ ଓ ଦୁବେଙ୍କ ଧୂଆଁଧାର ବ୍ୟାଟିଂ । ଟିମ୍ ଇଣ୍ଡିଆର ଆଉ ଏକ ଟି-୨୦ ସିରିଜ୍ ବିଜୟ ।
କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଆଉଏକ ଟି-୨୦ ସିରିଜ୍ ବିଜୟ । ଦ୍ୱିତୀୟ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟ୍ରେ ହରାଇଲା ଭାରତ । ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍ଜା କରି ନେଇଛି । ଇନ୍ଦୋରରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୭୨ ରନ୍ କରି ଅଲଆଉଟ୍ ହୋଇଥିଲା । ଅଲରାଉଣ୍ଡର ଗୁଲବଦିନ ନଇବ ସର୍ବାଧିକ ୫୭ ରନର ଇନିଂସ୍ ଖେଳିଥିଲେ । ନଜିବୁଲ୍ଲା ଜାଦରାନ ମୁଜୀବ-ଉର୍-ରେହମାନ୍Continue reading “ଜୈସୱାଲ ଓ ଦୁବେଙ୍କ ଧୂଆଁଧାର ବ୍ୟାଟିଂ । ଟିମ୍ ଇଣ୍ଡିଆର ଆଉ ଏକ ଟି-୨୦ ସିରିଜ୍ ବିଜୟ ।”
ଉଗ୍ର ହେବାରେ ଲାଗିଛି ଭାରତ-ମାଳଦ୍ୱୀପ ବିବାଦ । ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି ।
କନକ ବ୍ୟୁରୋ: ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି । ମାର୍ଚ୍ଚ ୧୫ସୁଦ୍ଧା ସୈନ ପ୍ରତ୍ୟାହାର କରିନେବାକୁ ମହମ୍ମଦ ମୋଇଜୁଙ୍କ ଅଲଟିମେଟମ । ଦୁଇ ଦେଶର ସମ୍ପର୍କରେ ଦେଖାଦେଇଥିବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଭାରତୀୟ ପର୍ଯ୍ୟଟକ ମାନେ ଏବେ ମାଳଦ୍ୱୀପରୁ ମୁହଁ ଫେରାଇ ଲାକ୍ଷାଦ୍ୱୀପକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପୁଣିଥରେ ଇଣ୍ଡିଆ ଆଉଟ ସ୍ଲୋଗାନ ଦେବା ସହContinue reading “ଉଗ୍ର ହେବାରେ ଲାଗିଛି ଭାରତ-ମାଳଦ୍ୱୀପ ବିବାଦ । ଚୀନରୁ ଫେରିବା ପରେ ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନାଲିଆଖି ।”
ନ୍ୟାୟ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ । ନାଗରିକଙ୍କୁ ସାମାଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ କରିବା ମୂଳ ଲକ୍ଷ୍ୟ
କନକ ବ୍ୟୁରୋ: ଦ୍ୱିତୀୟ ଦିନରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରବିବାର ମଣିପୁରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଥୈବଲ ଜିଲ୍ଲାରୁ ଏହାର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆଜି ମଧ୍ୟ ଦଳୀୟ ନେତାଙ୍କ ସହ ମଣିପୁର ଓ ନାଗାଲାଣ୍ଡର ବିଭିନ୍ନ ଅଂଚଳରେ ପଦଯାତ୍ରା କରିବେ ରାହୁଲ ଗାନ୍ଧୀ । କଂଗ୍ରେସର ପ୍ରାୟ ୭୦ଜଣ ବରିଷ୍ଠ ଏହି ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହContinue reading “ନ୍ୟାୟ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ । ନାଗରିକଙ୍କୁ ସାମାଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ କରିବା ମୂଳ ଲକ୍ଷ୍ୟ”
ମା’ ସୀତାଙ୍କ ବାପ ଘରୁ ଅଯୋଧ୍ୟା ଅସିଲା ଭାର । ମିଠା, ପିଠା, ବସ୍ତ୍ର ସାଙ୍ଗକୁ ଆସିଛି ଅଳଙ୍କାର ଏବଂ ରୂପା ଚାନ୍ଦିର ବାସନ ।
କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଦେଶବ୍ୟାପୀ ରାମ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବାକୁ ସମସ୍ତେ ନିଜ ନିଜ ସ୍ତରରେ ପ୍ରସ୍ତୁତି କରୁଥିବା ବେଳେ ମାତା ସୀତାଙ୍କ ବାପଘର କୁହାଯାଉଥିବା ବିହାରର ମିଥିଲାରୁ ଅଯୋଧ୍ୟାରେ ପହଁଚିଛି ସ୍ୱତନ୍ତ୍ର ଉପହାର । ମୋଟ ୧୨ଟି ଟ୍ରକରେ ବିଭିନ୍ନ ରକମର ମିଠା, ପିଠା, ବସ୍ତ୍ର ସାଙ୍ଗକୁ ଅଳଙ୍କାର ଏବଂ ରୂପା ଚାନ୍ଦିର ବାସନContinue reading “ମା’ ସୀତାଙ୍କ ବାପ ଘରୁ ଅଯୋଧ୍ୟା ଅସିଲା ଭାର । ମିଠା, ପିଠା, ବସ୍ତ୍ର ସାଙ୍ଗକୁ ଆସିଛି ଅଳଙ୍କାର ଏବଂ ରୂପା ଚାନ୍ଦିର ବାସନ ।”