କନକ ବ୍ୟୁରୋ: ଓଡ଼ିଶାରେ କିଏ ନେବ ୨୪ରେ ଶପଥ । ତାକୁ ନେଇ ଏବେ ଚାଲିଛି ତର୍କ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗତକାଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ, ୨୪ରେ ବିଜେପି ଜିତିବି ଓ ଶପଥ ଗ୍ରହଣ ଉତ୍ସବରେ ସେ ସାମିଲ ହେବେ । ଏହାକୁ କଟାକ୍ଷ କରି ବିଜେଡି କହିଛି ୨୪ରେ ନବୀନ ଶପଥ ନେବେ ଓ ଯଦି ଆଗ୍ରହ ଅଛି ହିମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ଏପରି ଆରୋପ ପ୍ରତ୍ୟାରୋପContinue reading “ଆସାମ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି, ବିଜେଡି କଲା କଟାକ୍ଷ: ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ ବିଜେଡି ବିଧାୟକ”
Category Archives: News
ହାର ମାନିନାହାନ୍ତି ଗୋଲାମୁଣ୍ଡାର ଝିଅ । ଦି’ଓଳି ଖାଇବାକୁ ସଂଘର୍ଷ କରୁଥିବା ବୀଣା ମାଝି ଏବେ ଓଡ଼ିଶା ଦୃଷ୍ଟିବାଧି୍ତ ମହିଳା କ୍ରିକେଟ୍ ଦଳର ପରିଚିତ ଅଲରାଉଣ୍ଡର ।
କନକ ବ୍ୟୁରୋ: ଭାଗ୍ୟର ଦିଗ କେତେବେଳେ ବଦଳିଯିବ, କିଏ ବା କହିପାରିବ । ବାପା, ମାଆଙ୍କୁ ହରାଇ ସାରିଥିବା ଜଣେ ଝିଅ, ଭାଇ ଭଉଣୀଙ୍କୁ ନେଇ ଦୁଇ ଓଳି ଖାଇବା ପାଇଁ ବି ସଂଘର୍ଷ କରୁଥିଲେ, ହେଲେ ଆଜି ସେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ଦଳର ପରିଚିତ ଅଲରାଉଣ୍ଡର । ବିଫଳତାର ବାହାନା ପାଇଁ ସମସ୍ୟାକୁ ଆଳ କରୁଥିବା ଯୁବପୀଢ଼ି ଏହି ଯୁବତୀଙ୍କ ଚେହେରା ଦେଖିବା ଦରକାର । ମୁଣ୍ଡ ଉପରେ ନା’ ବାପାଙ୍କ ଆଶୀର୍ବାଦ ଅଛି,Continue reading “ହାର ମାନିନାହାନ୍ତି ଗୋଲାମୁଣ୍ଡାର ଝିଅ । ଦି’ଓଳି ଖାଇବାକୁ ସଂଘର୍ଷ କରୁଥିବା ବୀଣା ମାଝି ଏବେ ଓଡ଼ିଶା ଦୃଷ୍ଟିବାଧି୍ତ ମହିଳା କ୍ରିକେଟ୍ ଦଳର ପରିଚିତ ଅଲରାଉଣ୍ଡର ।”
ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟଯାତ୍ରା: ମଣିପୁରରୁ ମୁମ୍ବାଇ, ୬ହଜାର କିଲୋମିଟରରୁ ଅଧିକ ଯାତ୍ରା କରିବେ ରାହୁଲ
କନକ ବ୍ୟୁରୋ: ଦୀର୍ଘ ଦିନ ପରେ ପୁଣି ମଇଦାନକୁ ଓହ୍ଳାଇଛନ୍ତି ରାହୁଲ ଗାନ୍ଧୀ । ଭାରତ ଯୋଡ଼ ଯାତ୍ରାର ପ୍ରଭାବୀ ସଫଳତା ପରେ ଏବେ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ । ଦୀର୍ଘ ସମୟ ଧରି ମହିଳା ନିର୍ଯାତନାକୁ ନେଇ ବିବାଦରେ ରହିଥିବା ମଣିପୁରରୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ସେପଟେ ଏହି ଯାତ୍ରାକୁ ସଫଳ କରିବା ପାଇଁ ଜୟ ଜୟକାରର ନାରା ଦେଇ ଦିଲ୍ଲୀରୁ ବିମାନ ଯୋଗେ ନେତା ମଣିପୁରରେ ପହଂଚିଛନ୍ତି ।Continue reading “ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟଯାତ୍ରା: ମଣିପୁରରୁ ମୁମ୍ବାଇ, ୬ହଜାର କିଲୋମିଟରରୁ ଅଧିକ ଯାତ୍ରା କରିବେ ରାହୁଲ”
ଜାନୁଆରୀ ୧୭କୁ ସରକାରୀ ଛୁଟି ଘୋଷଣା । ଛୁଟି ଘୋଷଣା କଲେ ରାଜ୍ୟ ସରକାର ।
କନକ ବ୍ୟୁରୋ: ଜାନୁଆରୀ ୧୭କୁ ସରକାରୀ ଛୁଟି ଘୋଷଣା । ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଏହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପContinue reading “ଜାନୁଆରୀ ୧୭କୁ ସରକାରୀ ଛୁଟି ଘୋଷଣା । ଛୁଟି ଘୋଷଣା କଲେ ରାଜ୍ୟ ସରକାର ।”
କମ୍ବଳ ତଳେ ବ୍ୟବସାୟୀଙ୍କ ଶବ । ସନ୍ଦିଗ୍ଧ ମହିଳାଙ୍କୁ ନେଇ ବଢିଲା ସସପେନ୍ସ! ବିଶ୍ୱଜିତଙ୍କ ସହ ରହୁଥିବା ମହିଳା କିଏ?
କନକ ବ୍ୟୁରୋ: କେମିତି ହେଲା ବ୍ୟବସାୟୀଙ୍କ ମୃତ୍ୟୁ? ଯଦି ହତ୍ୟା ତେବେ ହତ୍ୟା ପଛରେ କିଏ? ଭୁବନେଶ୍ୱର ଉପକଣ୍ଠ ବାଲି୍ଅନ୍ତା ଥାନା ସାଗୁଆ ଗାଁରେ କମ୍ବଳ ତଳେ ମିଳିଛି ବ୍ୟବସାୟୀ ବିଶ୍ୱଜିତ ନାୟକଙ୍କ ମୃତ । କୁହାଯାଉଛି ଘରେ ଥିବା ମହିଳା, ବିଶ୍ୱଜିତଙ୍କ ମୃତ୍ୟୁ ପରେ ଫେରାର ହୋଇଯାଇଛନ୍ତି । ସେ ତାଙ୍କ ସ୍ତ୍ରୀ ନା କେୟାରଟେକର ସେ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । ତେବେ ହତ୍ୟା ପଛରେ ମହିଳାଙ୍କ ହାତ ଥିବା ସନ୍ଦେହ କରାଯାଉଛିContinue reading “କମ୍ବଳ ତଳେ ବ୍ୟବସାୟୀଙ୍କ ଶବ । ସନ୍ଦିଗ୍ଧ ମହିଳାଙ୍କୁ ନେଇ ବଢିଲା ସସପେନ୍ସ! ବିଶ୍ୱଜିତଙ୍କ ସହ ରହୁଥିବା ମହିଳା କିଏ?”
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ଅଙ୍କୁରପୂଜନ ସହ ଆଜି ଯଜ୍ଞାଧିବାସ ଓ ଧ୍ୱଜାସ୍ଥାପନା । ଆସନ୍ତାକାଲିଠୁ ଆରମ୍ଭ ହେବ ଯଜ୍ଞ
କନକ ବ୍ୟୁରୋ: ଯଜ୍ଞମଣ୍ଡପ ପ୍ରସ୍ତୁତ, ପରିକ୍ରମା ମାର୍ଗ ବି ପ୍ରସ୍ତୁତ । ମଝିରେ ଆଉ ମାତ୍ର ଦୁଇ ଦିନ । ପୌଷ ଶୁକ୍ଳ ସପ୍ତମୀ ତିଥିରେ, ୧୭ ତାରିଖରେ ଭବ୍ୟ, ଦିବ୍ୟ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ । ତେବେ ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଯାଇଛି ଯଜ୍ଞ ପାଇଁ ପୂଜାନୀତି । ମନ୍ତ୍ରୋପୋଚାରଣ କମ୍ପୁଛି ଶ୍ରୀକ୍ଷେତ୍ର । ଗୁଞ୍ଜରିତ ହେଉଛି ଜୟ ଜଗନ୍ନାଥ ଧ୍ୱନିContinue reading “ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ଅଙ୍କୁରପୂଜନ ସହ ଆଜି ଯଜ୍ଞାଧିବାସ ଓ ଧ୍ୱଜାସ୍ଥାପନା । ଆସନ୍ତାକାଲିଠୁ ଆରମ୍ଭ ହେବ ଯଜ୍ଞ”
କଂକ୍ରିଟ ଛାତ ଉପରେ ପରିବା ଚାଷ । ଛାତ ଉପରେ ହେଇଛି ଏକ ମିନି ବଗିଚା ।
କନକ ବ୍ୟୁରୋ: କଂକ୍ରିଟ ଛାତ ଉପରେ ପରିବା ଚାଷ । ଛାତ ଉପରେ ହେଇଛି ଏକ ମିନି ବଗିଚା । ଯେଉଁଠି ଲାଗିଛି ଅନେକ କିସମର ଫୁଲ ଗଛ । ଆଉ ତା ସାଙ୍ଗକୁ ଭିଳି କି ଭଳି ପନିପରିବା । ବାଲେଶ୍ୱର କମର୍ଦା ଅଞ୍ଚଳର ବାସିନ୍ଦା ହେଉଛନ୍ତି ପ୍ରଦୀପ ମହାନ୍ତି । ପ୍ରଦୀପ ନିଜ ଛାତ ଉପରେ କରିଛନ୍ତି ଏହି ମିନି ବଗିଚା । କଂକ୍ରିଟ ଛାତକୁ ଏମିତି ଶୈଳୀରେ ତିଆରି କରିଛନ୍ତି ଯାହାକି କିଚେନContinue reading “କଂକ୍ରିଟ ଛାତ ଉପରେ ପରିବା ଚାଷ । ଛାତ ଉପରେ ହେଇଛି ଏକ ମିନି ବଗିଚା ।”
ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ପରିବେଶ । ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ଏବେଠୁ ଲାଗିଲାଣି ଭିଡ
କନକ ବ୍ୟୁରୋ: ଅଟ୍ରିରେ ମକର ମେଳା ନେଇ ପ୍ରସ୍ତୁତି ଶେଷ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଉଛି । ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି । ଖୋର୍ଦ୍ଧାର ପ୍ରସିଦ୍ଧ ଶୈବପୀଠ ହେଉଛି ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠ । ମକର ସଂକ୍ରାନ୍ତିରେ ସମ୍ପୂର୍ଣ୍ଣ ରୀତିନୀତିର ସହ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଲାଗିଥାଏ ମେଳା । ପୂର୍ବବର୍ଷ ଭଳି ଚଳିତଥର ମଧ୍ୟ ଅଟ୍ରି ମକର ମେଳାContinue reading “ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ପରିବେଶ । ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ଏବେଠୁ ଲାଗିଲାଣି ଭିଡ”
ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନାଁରେ ଅସାଧୁ କର୍ମଚାରୀଙ୍କ ଶୋଷଣ । ରୁଗଣ୍ ଗାଈ ଦେଇ ଠକିଥିବା ଅଭିଯୋଗ
କନକ ବ୍ୟୁରୋ: ମିଶନ ଶକ୍ତି ଏବଂ ଜୀବିକା ମିଶନ୍ ମାଧ୍ୟମରେ ସରକାର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ମାନଙ୍କ ପାଇଁ ମହିଳା ମାନେ ସଶକ୍ତ ହେବା ବଦଳରେ ଶୋଷଣର ଶିକାର ହେଉଛନ୍ତି, ଯାହାପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଆଗରେ ମହିଳାମାନେ ଧାରଣା ଦେଇଛନ୍ତି । ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ଦିଆଯାଇଥିଲା ସହାୟତା ।Continue reading “ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନାଁରେ ଅସାଧୁ କର୍ମଚାରୀଙ୍କ ଶୋଷଣ । ରୁଗଣ୍ ଗାଈ ଦେଇ ଠକିଥିବା ଅଭିଯୋଗ “
ଥମୁନି ଦାଦନ ଯନ୍ତ୍ରଣା । ପରିବାର ପେଟ ପୋଷିବାକୁ ବେଙ୍ଗାଲୁରୁ ଯାଇ ଯୁବକ ନିଖୋଜ
କନକ ବ୍ୟୁରୋ: ଥମୁନି ଦାଦନ ଯନ୍ତ୍ରଣା । ପୁଣି ଏକ ଦାଦନର କାହାଣୀ ଆସିଛି ସାମନାକୁ । ପରିବାର ପେଟ ପୋଷିବାକୁ ଦାଦନ ଖଟିବାକୁ ଯାଇଥିଲା ଘରର ରୋଜଗାରିଆ ପୁଅ । ବେଙ୍ଗାଲୁରୁରେ କିଛି ଦିନ କାମ କରିବା ପରେ ନିଖୋଜ ହୋଇଯାଇଛନ୍ତି ବାଲେଶ୍ୱର ବାହାନଗା ପଥରପେଣ୍ଠ ଗାଁର ଭାସ୍କର ଚନ୍ଦ୍ରରାଜ । ପୁଣି ଦାଦନ ଯନ୍ତ୍ରଣାର କାହାଣୀ । ପରିବାର ପେଟ ପୋଷିବାକୁ ଯାଇଥିଲେ । ହେଲେ କେଉଁଆଡେ ନିଖୋଜ ହୋଇଗଲେ । ପୁଅର ଫଟୋContinue reading “ଥମୁନି ଦାଦନ ଯନ୍ତ୍ରଣା । ପରିବାର ପେଟ ପୋଷିବାକୁ ବେଙ୍ଗାଲୁରୁ ଯାଇ ଯୁବକ ନିଖୋଜ”