ପାକିସ୍ତାନ ଏପରି ଏକ ଦେଶ ଯେଉଁଠାରେ ସ୍ୱାଧୀନତା ପରଠାରୁ କିଛି ନା କିଛି ଭୁଲ କାରଣରୁ ବିଶୃଙ୍ଖଳା ଦେଖାଦେଇଥାଏ । ଏବେ ପୁଣିଥରେ ପାକିସ୍ତାନରେ ଆଉ ଏକ ବିଶୃଙ୍ଖଳା ଦେଖାଦେଇଛି ଏବଂ ଏହାର କାରଣ ହେଉଛି ସେଠାରେ ନ୍ୟାୟିକ ବ୍ୟବସ୍ଥା । ଆସନ୍ତୁ ଜାଣିବା ନିର୍ବାଚନ ପୂର୍ବରୁ ପାକିସ୍ତାନୀ ନ୍ୟାୟ ବ୍ୟବସ୍ଥାରେ ଏହି ବିଶୃଙ୍ଖଳାର କାରଣ କ’ଣ ? ପାକିସ୍ତାନ ଏପରି ଏକ ଦେଶ ଯେଉଁଠାରେ ସ୍ୱାଧୀନତା ପରଠାରୁ କିଛି ନା କିଛି ଭୁଲ କାରଣରୁ ବିଶୃଙ୍ଖଳାContinue reading “ଷଡଯନ୍ତ୍ର, ନିର୍ବାଚନ ନା ନୱାଜ ସରିଫ…. . ! ପାକିସ୍ତାନର ନ୍ୟାୟିକ ବ୍ୟବସ୍ଥାରେ ବିଶୃଙ୍ଖଳା କାହିଁକି ?”
Tag Archives: News
ପଦାକୁ ଆସୁଛି ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ କାରନାମା: ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ଭିଡିଓ
କନକ ବ୍ୟୁରୋ: ଠକ ଜ୍ୟୋତିଷ ନିଳାମ୍ବର ପାଣି ଗିରଫ ହେବା ପରେ ଆସୁଛି ତାଙ୍କ କାରନାମା । ସାମ୍ନାକୁ ଆସୁଛି ନୂଆ ନୂଆ ଭିଡିଓ । ଲୋକଙ୍କୁ କିପରି ବିଭ୍ରାନ୍ତ କରୁଥିଲା ତାର ଭିଡିଓ ସାମ୍ନାକୁ ଆସିଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିପରି ସଂପର୍କ ଭଲ ରହିବ ସେନେଇ ଫେସ୍ବୁକ୍ରେ ସେ ଏକ ଭିଡିଓ ପୋଷ୍ଟ କରିଛି । ସେ ଭିଡିଓରେ କହିଛି, ସ୍ୱାମୀ-ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ କାହିଁକି ତିକ୍ତତା ଆସୁଛି । କାହିଁକି ପ୍ରେମ ବିବାହContinue reading “ପଦାକୁ ଆସୁଛି ଭଣ୍ଡ ଜ୍ୟୋତିଷ ନିଳାମ୍ବର ପାଣିଙ୍କ କାରନାମା: ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ଭିଡିଓ”
ବୈଠକ ପରେ ଇଣ୍ଡିଆ ମେଣ୍ଟର ନିଷ୍ପତ୍ତି । ମଲ୍ଲିକାର୍ଜୁନ ଖଡଗେ ହେବେ ଅଧ୍ୟକ୍ଷ
କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ବଳ ଗୋଟାଉଛି । ଏନେଇ ଆଜି ବସିଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ମିଳିଛି । ହେଲେ ଏନେଇ କୌଣସି ଅଧିକାରୀକ ଭାବେ ଘୋଷଣା ହୋଇ ନଥିଲେ ବି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ସୂତ୍ର ସୂଚନା ମିଳିଛି । ଗତ କିଛିଦିନ ହେବ ମେଣ୍ଟର ଅଧ୍ୟକ୍ଷ ପଦକୁ ନେଇ ଆଲୋଚନା ଜୋର ଧରିଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶContinue reading “ବୈଠକ ପରେ ଇଣ୍ଡିଆ ମେଣ୍ଟର ନିଷ୍ପତ୍ତି । ମଲ୍ଲିକାର୍ଜୁନ ଖଡଗେ ହେବେ ଅଧ୍ୟକ୍ଷ”
ନୀଳଗିରି ରେଳ ଷ୍ଟେସନ ଉଦଘାଟନ କରି ଶ୍ରୀକାନ୍ତ ଜେନା ଓ କାହ୍ନୁ ଲେଙ୍କାଙ୍କ ଉପରେ ବର୍ଷିଲେ କେନ୍ଦ୍ର ରେଳମନ୍ତ୍ରୀ । ଖନ୍ତାପଡାରେ ହେବ ଫ୍ଲାଏ ଓଭର ବ୍ରିଜ୍
କନକ ବ୍ୟୁରୋ : ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି । ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଛି ମେମୁ ଟ୍ରେନ । ବାଲେଶ୍ୱର ଗୋପୀନାଥପୁର ନୀଳଗିରି ପାସେଂଜର ଲାଇନ ଲୋକାର୍ପିତ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନରେ ୮ଟି ବଗି ରହିଥିବା ବେଳେ ମୋଟ୍ ୧୬କିଲୋମିଟର ଏହି ଟ୍ରେନ ଚଳାଚଳ କରିବ । ଏହି ଟ୍ରେନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗିContinue reading “ନୀଳଗିରି ରେଳ ଷ୍ଟେସନ ଉଦଘାଟନ କରି ଶ୍ରୀକାନ୍ତ ଜେନା ଓ କାହ୍ନୁ ଲେଙ୍କାଙ୍କ ଉପରେ ବର୍ଷିଲେ କେନ୍ଦ୍ର ରେଳମନ୍ତ୍ରୀ । ଖନ୍ତାପଡାରେ ହେବ ଫ୍ଲାଏ ଓଭର ବ୍ରିଜ୍”
ଜୀବନସାଥୀ ହୋଇ ନପାରିବାରୁ ଏକାଠି ମୃତ୍ୟୁକୁ ବାଛି ନେଲେ ପ୍ରେମୀ ଯୁଗଳ । କୋରାପୁଟ ଦଶମନ୍ତପୁରରେ ଗୋଟିଏ ରଶିର ଦୁଇ ପାଶ୍ୱର୍ରେ ଝୁଲିପଡି ଆତ୍ମହତ୍ୟା
କନକ ବ୍ୟୁରୋ : ଜୀବନସାଥୀ ହୋଇ ନପାରିବାରୁ ଏକାଠି ମୃତ୍ୟୁକୁ ବାଛି ନେଲେ ପ୍ରେମୀ ଯୁଗଳ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଯୋଡିପାଇ ଗାଁରୁ ଆସିଛି ଏମିତି ଏକ ଖବର । ଗୋଟିଏ ରଶିର ଦୁଇ ପାଶ୍ୱର୍ରେ ଝୁଲିପଡି ଆତ୍ମହତ୍ୟା କରିଛନ୍ତି ପ୍ରେମି ଯୁଗଳ । ମୃତକ ଦୁଇ ଜଣ ସେହି ଗାଁର ମହେନ୍ଦ୍ର ହିକକା ଓ ଯୁବନ୍ତି ମୁସ୍କା । ଦୁହେଁ ଦୀର୍ଘ ଦିନରୁ ଦୁହିଁଙ୍କୁ ଭଲ ପାଉଥିଲେ । ତେବେ ପରିବାରContinue reading “ଜୀବନସାଥୀ ହୋଇ ନପାରିବାରୁ ଏକାଠି ମୃତ୍ୟୁକୁ ବାଛି ନେଲେ ପ୍ରେମୀ ଯୁଗଳ । କୋରାପୁଟ ଦଶମନ୍ତପୁରରେ ଗୋଟିଏ ରଶିର ଦୁଇ ପାଶ୍ୱର୍ରେ ଝୁଲିପଡି ଆତ୍ମହତ୍ୟା”
ସରିଲା ଇଣ୍ଡିଆ ମେଣ୍ଟର ବୈଠକ । ମେଣ୍ଟର ସଂଯୋଜକ ହେବାକୁ ମନାକଲେ ନୀତିଶ କୁମାର
କନକ ବ୍ୟୁରୋ : ଦୀର୍ଘଦିନ ପରେ ଇଣ୍ଡିଆ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ହେଲେ ଏହି ବୈଠକରେ କୌଣସି ବଡ ନିଷ୍ପତ୍ତି ହୋଇପାରିନାହିଁ । ଅନୁମାନ କରାଯାଉଥିଲା କି, ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ ଭାବେ ନୀତିଶ କୁମାରଙ୍କ ନାମ ଘୋଷଣା କରାଯାଇପାରେ । ହେଲେ ସେଭଳି କଛି ହୋଇନାହିଁ । ବୈଠକରେ ନୀତିଶ କୁମାରଙ୍କୁ ସଂଯୋଜକ କରିବାକୁ ପ୍ରସ୍ତାବ ଆସିଥିଲେ ବି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ନୀତିଶ କୁମାର । ବୈଠକରContinue reading “ସରିଲା ଇଣ୍ଡିଆ ମେଣ୍ଟର ବୈଠକ । ମେଣ୍ଟର ସଂଯୋଜକ ହେବାକୁ ମନାକଲେ ନୀତିଶ କୁମାର”
ଇସ୍ରାଏଲ୍-ହମାସ୍ ଯୁଦ୍ଧ : ଔଷଧ ଅଭାବରୁ ମରିଯିବେ କି ବନ୍ଧକ ?
ତିନି ମାସ ଉପରେ ମଧ୍ୟ ଗାଜା ଉପରେ ଇସ୍ରାଏଲ ତାର ଆକ୍ରମଣ ଜାରି ରହିଛି । ହମାସ ଇସ୍ରାଏଲ ଉପରେ ନଜର ରଖିଛି କାରଣ ତା କବଜାରେ ପ୍ରାୟ ୧୦୦ ଜଣ ଇସ୍ରାଏଲି ବନ୍ଧକ ଅଛନ୍ତି । ଏହି ବନ୍ଧକମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ସେମାନଙ୍କର ଔଷଧର ବହୁତ ଆବଶ୍ୟକତା ରହିଛି । ସେମାନଙ୍କୁ ଔଷଧ ଯୋଗାଇବା ବାବଦରେ ଏକ ଚୁକ୍ତିନାମା ହୋଇଛି । ଆସନ୍ତୁ ଜାଣିବା ଏଥିରେ କ’ଣ ଅଛିContinue reading “ଇସ୍ରାଏଲ୍-ହମାସ୍ ଯୁଦ୍ଧ : ଔଷଧ ଅଭାବରୁ ମରିଯିବେ କି ବନ୍ଧକ ?”
ହତ୍ୟାର ୧୦ ଦିନ ପରେ ହରିଆଣାର ଏକ ନାଳରୁ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ । ଜାଣନ୍ତୁ କିଏ ଓ କାହିଁକି କରିଥିଲା ହତ୍ୟା
କନକ ବ୍ୟୁରୋ : ମଡେଲ ଦିବ୍ୟା ପାହୁଜାଙ୍କର ମୃତଦେହ ହରିଆଣାର ଏକ ନାଳରୁ ଉଦ୍ଧାର କରାଯାଇଛି । ପୋଲିସର ସୂଚନା ମୁତାବକ ଦିବ୍ୟାଙ୍କ ଶବ ଟୋହନା ନାଳରୁ ଉଦ୍ଧାର ହୋଇଛି । ଶବ ଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ଏବେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ପୋଲିସର ସୂଚାନ ମୁତାବକ ଦିବ୍ୟାଙ୍କର ଶବ ପ୍ରଥମେ ପଞ୍ଜାବର ଏକ ନାଳରେ ପକାଇ ଦିଆଯାଇଥିଲା । ତାହାContinue reading “ହତ୍ୟାର ୧୦ ଦିନ ପରେ ହରିଆଣାର ଏକ ନାଳରୁ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ । ଜାଣନ୍ତୁ କିଏ ଓ କାହିଁକି କରିଥିଲା ହତ୍ୟା”
ମନ୍ଦିର ସଫା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଜଗନ୍ନାଥ ମନ୍ଦିରରେ ପୋଛା ମାରିଲେ ଧର୍ମେନ୍ଦ୍ର ।
କନକ ବ୍ୟୁରୋ: ମନ୍ଦିର ସଫା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଜଗନ୍ନାଥ ମନ୍ଦିରରେ ପହଂଚି ପ୍ରଥମେ ଠାକୁର ଦର୍ଶନ କରିବା ପରେ ମନ୍ଦିର ପରିସର ସଫା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପୋଛା ଧରି ମନ୍ଦିର ପରିସରକୁ ସଫା କରିଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଦେଶର ସମସ୍ତ ମନ୍ଦିରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ଏହି କ୍ରମରେ ଅନୁଗୁଳ ଜଗନ୍ନାଥ ମନ୍ଦିରରେ ସଫେଇ କରିଛନ୍ତିContinue reading “ମନ୍ଦିର ସଫା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଜଗନ୍ନାଥ ମନ୍ଦିରରେ ପୋଛା ମାରିଲେ ଧର୍ମେନ୍ଦ୍ର ।”
ସମ୍ବଲପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ? ପଚାରିବାରୁ କହିଲେ, ଦଳର ବସ୍ ଯେଉଁଠୁ କହିବେ ସେଠୁ ଲଢିବି ।
କନକ ବ୍ୟୁରୋ: ୨୦୨୪ରେ ସମ୍ବଲପୁରରେ ହେବ କି ବଡ ଲଢେଇ । ଏଠାରେ ବିଜେଡି-ବିଜେପିର ଦୁଇ ଟାଣୁଆ ନେତାଙ୍କ ଲଢେଇ ଦେଖିବାକୁ ମିଳିପାରେ । କେନ୍ଦ୍ରମନ୍ତ୍ରୀ ବନାମ ବିଜେଡି ସାଂଗଠନିକ ସଂପାଦକଙ୍କ ମଧ୍ୟ କଡା ଟକ୍କର ହୋଇପାରେ । ପୂର୍ବରୁ ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି ସମ୍ବଲପୁର ଲୋକସଭା ଆସନରୁ ଲଢି଼ ପାରନ୍ତିContinue reading “ସମ୍ବଲପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ? ପଚାରିବାରୁ କହିଲେ, ଦଳର ବସ୍ ଯେଉଁଠୁ କହିବେ ସେଠୁ ଲଢିବି ।”