କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁର୍ଷ୍କମ ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ମିଳିବା ଉଚିତ ନୁହେଁ କହି ପୀଡିତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ । କୋର୍ଟଙ୍କ ରାୟ ଆସିବା ପରେ ମୁକୁଳିଥିବା ୧୧ଜଣ ଦୋଷୀ ପୁଣି ଜେଲକୁ ଫେରିବେ । ୨ ସପ୍ତାହ ମଧ୍ୟରେ ଆତ୍ମସମପର୍ଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିକଟରେ ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁContinue reading “ବିଲକିସ ବାନୋ ମାମଲାରେ ସୁପ୍ରିମ ରାୟ । ପୁଣି ଥରେ ଜେଲକୁ ଫେରିବେ ମୁକୁଥିବା ୧୧ ଦୋଷୀ”
Tag Archives: News
ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପକରେ ନିଜ ପୁସ୍ତକରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ
କନକ ବ୍ୟୁରୋ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପର୍କରେ ନିଜ ପୁସ୍ତକ ‘ଆଙ୍ଗର ମ୍ୟାନଜେମେଂଟ’ରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ । ସେତେବେଳେ ପାକିସ୍ତାନରେ ଭାରତର ରାଷ୍ଟଦୂତ ଭାବେ ନିୟୋଜିତ ଥିଲେ ଅଜୟ ବିସାରିଆ । ଭୟଭୀତ ହୋଇ ରାତି ଅଧରେ ଅଜୟଙ୍କ କବାଟ ବାଡେଇଥିଲେ ପାକିସ୍ତାନ ସରକାର । ପାକିସ୍ତାନ ରାଷ୍ଟ୍ରଦୂତ ଅଜୟଙ୍କୁ ଫୋନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହContinue reading “ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପକରେ ନିଜ ପୁସ୍ତକରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ”
ସଲମାନ ଖାନଙ୍କ ଫାର୍ମହାସରେ ସୁରକ୍ଷା ତ୍ରୁଟି । ନକଲି ପରିଚୟପତ୍ର ସହ ପାଚେରୀ ଡେଇଁ ପଶିଲେ ଦୁଇ ଦୁବୁର୍ତ
କନକ ବ୍ୟୁରୋ : ସଲମାନ ଖାନଙ୍କ ଫାର୍ମହାଉସରେ ପଶିଲେ ଦୁଇ ଦୁବୁର୍ତ୍ତ । ମିଳିଲା ନକଲି ପରିଚୟପତ୍ର । ଦୁବୁର୍ତଙ୍କୁ ତୁରନ୍ତ ଗିରଫ କଲେ ସଲମାନଙ୍କ ସୁରକ୍ଷାକର୍ମୀ । ସୋମବାର ଅଭିନେତାଙ୍କ ପନଭେଲ ଫାର୍ମହାଉସରେ ସେତିକିବେଳେ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ ଦୁଇ ଦୁବୁର୍ତଙ୍କୁ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ । ଫାର୍ମହାଉସ ପାଚେରୀ ଡେଇଁ ଏମାନେ କାହିଁକି ପଶିଲେ, କ’ଣ ଥିଲା ଉଦ୍ଦେଶ୍ୟ ଏହି ପ୍ରଶ୍ନ ଭିତରେ ତୁରନ୍ତ ଦୁଇଜଣଙ୍କୁ କାବୁ କରି ମୁମ୍ବାଇContinue reading “ସଲମାନ ଖାନଙ୍କ ଫାର୍ମହାସରେ ସୁରକ୍ଷା ତ୍ରୁଟି । ନକଲି ପରିଚୟପତ୍ର ସହ ପାଚେରୀ ଡେଇଁ ପଶିଲେ ଦୁଇ ଦୁବୁର୍ତ”
ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ । ଆସନ ଭାଗବଂଟାକୁ ନେଇ ଦିଲ୍ଲୀରେ ଆପ-କଂଗ୍ରେସ ବୈଠକ
କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ୨୮ଟି ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆ ମେଂଟ ଜୋରସୋରରେ କାମ ଆରମ୍ଭ କରିଛି । ସୋମବାର ଆମ ଆଦମୀ ପାର୍ଟି ସହ ଆଲୋଚନା କରିଛି କଂଗ୍ରେସ । ବୈଠକ ପରେ କଂଗ୍ରେସ ନେତା ମୁକୁଲ ବାସନି କହିଛନ୍ତି ଆଲୋଚନା ସକରାତ୍ମକ ରହିଛି । ଖୁବଶିଘ୍ର ଆଗାମୀ ବୈଠକ ବସିବ ଓ ଆସନ ଭାଗବଂଟା କରାଯିବ । ଏକାଠି ମିଶି ବିଜେପିକୁ ହରାଇବୁ ।Continue reading “ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ । ଆସନ ଭାଗବଂଟାକୁ ନେଇ ଦିଲ୍ଲୀରେ ଆପ-କଂଗ୍ରେସ ବୈଠକ”
ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟୋ ମାରି ପସ୍ତଉଛି ମାଳଦ୍ୱୀପ । ଟିକେଟ,ହୋଟେଲ ବୁକିଂ ରଦ୍ଦ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରରେ ବଡ କ୍ଷତି ସହିବା ଆଶଙ୍କା
କନକ ବ୍ୟୁରୋ : ସମୁଦ୍ର କୂଳରେ ବୁଲିବା, ଥଣ୍ଡା ପବନ ସହ ହାତରେ ଗରମ ଚାହା କପ୍ ଆଉ ଏକାନ୍ତରେ ସମୟ କାଟିବା । ଏହାସହ କିଛି ଭିନ୍ନ ଅନୁଭୂତି ପାଇଁ ସମୁଦ୍ରରେ ବୁଡିବା । ଜାନୁଆରୀ ୩ ଓ ୪ ତାରିଖ ଲାକ୍ଷାଦ୍ୱୀପକୁ ଦୁଇ ଦିନିଆ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ପ୍୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିଥିଲେ । ଲାକ୍ଷାଦ୍ୱୀପ ବେଳାଭୂମୀରେContinue reading “ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟୋ ମାରି ପସ୍ତଉଛି ମାଳଦ୍ୱୀପ । ଟିକେଟ,ହୋଟେଲ ବୁକିଂ ରଦ୍ଦ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରରେ ବଡ କ୍ଷତି ସହିବା ଆଶଙ୍କା”
ଜଗା ଦର୍ଶନ ହେବ ସହଜ: ଭକ୍ତ-ଭଗବାନଙ୍କ ସେତୁ ହେବ ‘ଶ୍ରୀସେତୁ’
କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ପାଇଁ ଚଳଚଂଚଳ ଥିବା ଶ୍ରୀକ୍ଷେତ୍ରର ଦୂର ହେବ ଟ୍ରାଫିକ୍ ସମସ୍ୟା । ଭକ୍ତ-ଭଗବାନଙ୍କ ସେତୁ ହେବ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ତିଆରି ହୋଇଥିବା ‘ଶ୍ରୀ ସେତୁ’ । ତୂରୀ ଆକୃତିର ସେତୁ ଦେଇ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପଂହଚିପାରିବେ ଭକ୍ତ । ପୁରୀର ବହୁପ୍ରତୀକ୍ଷିତ ଶ୍ରୀ ସେତୁ । ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀ କ୍ଷେତ୍ର ଚଳଚଂଚଳ ହୋଇଥିବାବେଳେ ଚର୍ଚ୍ଚାରେ ରହିଛିContinue reading “ଜଗା ଦର୍ଶନ ହେବ ସହଜ: ଭକ୍ତ-ଭଗବାନଙ୍କ ସେତୁ ହେବ ‘ଶ୍ରୀସେତୁ’”
ତେଜୁଛି ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପ ବିବାଦ । ସମନ ପରେ ନୂଆଦିଲ୍ଲୀରେ ମାଳଦ୍ୱୀପ ରାଷ୍ଟ୍ରଦୂତ ହାଜର, ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମାଳଦ୍ୱୀପ ସରକାରଙ୍କ ଯେଉଁ ୩ଜଣ ମନ୍ତ୍ରୀ ଆପତିଜନକ ଟିପ୍ପଣୀ ଦେଇଥିଲେ ସେମାନେ ହୁଏତ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ ରାତାରାତି କିଭଳି ସମସ୍ୟାରେ ପଡିବ ଦେଶ । ସବୁଠି ଏବେ ମାଳଦ୍ୱୀପ ବିରୋଧରେ ସ୍ୱର ଉତୋଳନ ଆରମ୍ଭ ହୋଇଛି । ସୋସିଆଲ ମିଡିଆଠୁ ନେଇ ଭାରତର ଅନେକ ବିଶିଷ୍ଠ ବ୍ୟକ୍ତି ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରୁଛନ୍ତି । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛିContinue reading “ତେଜୁଛି ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପ ବିବାଦ । ସମନ ପରେ ନୂଆଦିଲ୍ଲୀରେ ମାଳଦ୍ୱୀପ ରାଷ୍ଟ୍ରଦୂତ ହାଜର, ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ”
କଥା ରଖିଲେ ରାଜ୍ୟ ସରକାର, ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ
କନକ ବ୍ୟୁରୋ: ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି । ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ । ଡ୍ରାଇଭରଙ୍କ ଅକାଳ ବିରୋଗ ହେଲେ ଅନୁକମ୍ପା ରାଶି ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ ଜଣ ଡ୍ରାଇଭରଙ୍କ ପରିବାରକୁ ମିଳିଛି ସହାୟତା । ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷContinue reading “କଥା ରଖିଲେ ରାଜ୍ୟ ସରକାର, ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ”
ମଣ୍ଡିରେ ଚାଷୀଙ୍କ ଧାନ ପଡିଛି: ଦଲାଲଙ୍କ ଧାନ ବିକ୍ରି ହେଉଛି
କନକ ବ୍ୟୁରୋ: ମଣ୍ଡିରେ ଚାଲିଛି ମନମାନି । ଧାନ ବିକିବା ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଆସିଛି ଏଭଳି ଅଭିଯୋଗ । ମଣ୍ଡରେ ଦିନଦିନ ଧରି ଚାଷୀଙ୍କ ଧାନ ବସ୍ତା ପଡି ରହିଛି । କିନ୍ତୁ ବିନା କାଗଜପତ୍ରରେ କ୍ୱିଂଟାଲ କ୍ୱିଂଟାଲ ଧାନ ଟ୍ରକ ଯୋଗେ ମିଲକୁ ଯାଉଛି । ମଣ୍ଡି କର୍ତୃପକ୍ଷ-ମିଲର ଓ ଦଲାଲଙ୍କ ମଧୁ ଚନ୍ଦ୍ରିକାରେ ଚାଷୀ ପେଶିContinue reading “ମଣ୍ଡିରେ ଚାଷୀଙ୍କ ଧାନ ପଡିଛି: ଦଲାଲଙ୍କ ଧାନ ବିକ୍ରି ହେଉଛି”
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ସହର ବୁଲୁଛି ଅର୍ପଣ ରଥ: ଘରୁ ଘରୁ ସଂଗ୍ରହ ହେଉଛି ଗୁଆ ଚାଉଳ
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ରଥ ବଲୁଛି, ଘରୁ ଘରୁ ଗୁଆ-ଚାଉଳ ସଂଗ୍ରହ ଚାଲିଛି । ଜଗନ୍ନାଥ ରଥ ପହଁଚିବା ପରେ ଗାଁରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପରିକ୍ରମା ରଥକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଲିଛି । ବିରୋଧୀ ଦଳ ନେତା କହିଛନ୍ତି, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ନକଲ କରୁଛନ୍ତି ରାଜ୍ୟ ସରକାର । ସେପଟେContinue reading “ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ସହର ବୁଲୁଛି ଅର୍ପଣ ରଥ: ଘରୁ ଘରୁ ସଂଗ୍ରହ ହେଉଛି ଗୁଆ ଚାଉଳ”