କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ଟ୍ରାଜେଜିକୁ ନେଇ ଅତି ସମ୍ବେଦନଶୀଳ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପୋଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ବେଳେ କିପରି ଚିକିତ୍ସା ଚାଳିଥିଲା, ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ଓ ହସ୍ପିଟାଲ କର୍ତୃପକ୍ଷ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ଓ ବିଜେପି । ହାଇଟେକ୍ ହସ୍ପିଟାଲ ମୁଖ୍ୟଙ୍କୁ ଶାସକ ଦଳ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏପଟେ ହାଇଟେକ୍ ମୁଖ୍ୟ ତିରୁପତିContinue reading “ବ୍ୟବସ୍ଥା ନଥାଇ ପୋଡ଼ା ରୋଗୀଙ୍କ ଚିକିତ୍ସା କିପରି କରୁଥିଲା ହାଇଟେକ୍? ସାଂଘାତିକ ପ୍ରଶ୍ନ ଉଠାଇଲେ ବିରୋଧୀ”
Tag Archives: News
ଆନ୍ଦୋଳନରୁ ଓହରିଲା ରାଜ୍ୟ ପରିବହନ ଶ୍ରମିକ ମହାସଂଘ: ରାଜ୍ୟ ସରକାରଙ୍କ ଆଲୋଚନା ପରେ ନିଷ୍ପତ୍ତି
କନକ ବ୍ୟୁରୋ: ଏକ ବଡ ଧରଣର ସଂକଟ ମାଡି ଆସୁଥିଲା । ପରିବହନ ଶ୍ରମିକଙ୍କ ଧର୍ମଘଟ ଯୋଗୁଁ ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖା ଦେଇଥାନ୍ତା । ହେଲେ ସରକାରଙ୍କ ହସ୍ତକ୍ଷେପ ପରେ ବିପଦ ଟଳିଯାଇଛି । ଲୋକସେବା ଭବନରେ ପରିବହନ ଶ୍ରମିକ ମହାସଂଘ ସହ ଗୋଟିଏ ଟେବୁଲରେ ବସି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବ । ପୁଲିସ କମିଶନର ଓ ଭୁବନେଶ୍ୱର ଡିିସିପିContinue reading “ଆନ୍ଦୋଳନରୁ ଓହରିଲା ରାଜ୍ୟ ପରିବହନ ଶ୍ରମିକ ମହାସଂଘ: ରାଜ୍ୟ ସରକାରଙ୍କ ଆଲୋଚନା ପରେ ନିଷ୍ପତ୍ତି”
ପ୍ରକୃତି କୋଳରେ ଲୋକଙ୍କୁ ଆକର୍ଷିତ କରୁଛି ପଣ୍ଡିଘାଟ । କୋରାପୁଟ କୋଲାବ କୂଳକୁ ଛୁଟିଆସୁଛନ୍ତି ପର୍ଯ୍ୟଟକ
କନକ ବ୍ୟୁରୋ : ପର୍ଯ୍ୟଟନ ଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ । ବଣ ପାହାଡ ଘେରା ଅଂଚଳ ସବୁଜିମା ପରିବେଶ ପ୍ରତି ବେଶୀ ଆକୃଷ୍ଟ ହେଉଛନ୍ତି ପର୍ଯ୍ୟଟକମାନେ । ସେହିଭଳି କୋରାପୁଟ ସହର ଠାରୁ ମାତ୍ର ୮ କିଲୋମିଟର ଦୂରରେ କୋଲାବ ନଦୀ କୂଳରେ ରହିଛି ପଣ୍ଡି ଘାଟ । ବଣ ଜଙ୍ଗଲ ଘେରା ଏହି ନଦୀ କୂଳିଆ ଅଂଚଳରେ ଦୂରଦୂରାନ୍ତରୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ସୁବଜିମା ଏହି ଅଂଚଳରେ ନଈ କୂଳିଆ ଶାନ୍ତ ପରିବେଶContinue reading “ପ୍ରକୃତି କୋଳରେ ଲୋକଙ୍କୁ ଆକର୍ଷିତ କରୁଛି ପଣ୍ଡିଘାଟ । କୋରାପୁଟ କୋଲାବ କୂଳକୁ ଛୁଟିଆସୁଛନ୍ତି ପର୍ଯ୍ୟଟକ”
ମରୁଡି ବନ୍ୟା ପରେ ଏବେ ଦାଉ ସାଧୁଛି ମିଲର । ଖୋଲୁନି ମଣ୍ଡି, ଧାନ ବିକିବା ନେଇ ଚିନ୍ତାରେ ଗଂଜାମର ଚାଷୀ
କନକ ବ୍ୟୁରୋ : ବର୍ଷ ସାରା ପରିଶ୍ରମ କରି ଚାଷୀ ଅମଳ କରିଛି ଫସଲ । ହେଲେ ବହୁ ସ୍ଥାନରେ ମଣ୍ଡି ଖୋଲାଯାଇନି । ନଭେମ୍ବର ଓ ଡିସେମ୍ବରରେ ମଣ୍ଡି ଖୋଲିବାର ନିୟମ ରହିଛି । ଏନେଇ ଗଂଜାମ ଜିଳ୍ଲାରେ ଚାଷୀଙ୍କୁ ସୂଚନା ବି ଦିଆଯାଇଥିଲା । ହେଲେ ଆଜି ଯାଏଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ମଣ୍ଡି ଖୋଲା ହୋଇ ନଥିବା ଅଭିଯୋଗ ହୋଇଛି । ଯେଉଁ କେତେକ ସ୍ଥାନରେ ମଣ୍ଡି ଖୋଲାଯାଇଛି ସେଠାରେ ମିଲରଙ୍କ ଦେଖାContinue reading “ମରୁଡି ବନ୍ୟା ପରେ ଏବେ ଦାଉ ସାଧୁଛି ମିଲର । ଖୋଲୁନି ମଣ୍ଡି, ଧାନ ବିକିବା ନେଇ ଚିନ୍ତାରେ ଗଂଜାମର ଚାଷୀ”
ଭଙ୍ଗା ଚାଳ ତଳେ ବୃଦ୍ଧାଙ୍କୁ ଆହା’ କହିବାକୁ କେହି ନାହିଁ । ସରକାର ଶୁଣିବେ କି ଦୁଃଖ କାହାଣୀ
କନକ ବ୍ୟୁରୋ : ଝାଟି ମାଟି କୁଡିଆ ଘରେ ବୃଦ୍ଧାଙ୍କ ସଂଘର୍ଷ କାହାଣୀ । ଅସହାୟ ଏହି ବୃଦ୍ଧାଙ୍କୁ ଦେଖିଲେ କାହାର ବି ହୃଦୟ ତରଳିଯିବ । ଗଛ ଲତା ଘେରି ରହିଥିବା କୁଡିଆ ଘରେ ନିସହାୟ ହୋଇ ଜୀବନ ବିତାଉଛନ୍ତି ସୁନ୍ଦରଗଡ ବିରବିରା ପଂଚାୟତ ତଳସରା ଗାଁର ଚଂଚଳା ଭଇଁସାଲ । ବୟସ ୭୦ ପାର ହୋଇଗଲାଣି । ଗୋଡ ହାତ ଭଲ ଭାବେ ଚଳୁନି । ଆଖିକୁ ଭଲଭାବେ ଦେଖାଯାଉନି । ପେଟକୁ ମୁଠାଏContinue reading “ଭଙ୍ଗା ଚାଳ ତଳେ ବୃଦ୍ଧାଙ୍କୁ ଆହା’ କହିବାକୁ କେହି ନାହିଁ । ସରକାର ଶୁଣିବେ କି ଦୁଃଖ କାହାଣୀ”
ଦୁର୍ଘଟଣା ଦିବ୍ୟାଙ୍ଗ କଲା , ସରକାର ବି ଠକିଦେଲେ । ଭୁଲ ପ୍ରମାଣ ପତ୍ର ଯୋଗୁ ମାହାଙ୍ଗା ମଣିଜୋରିର ପ୍ରଦୀପ୍ତଙ୍କୁ ମିଳୁନି ସହାୟତା
କନକ ବ୍ୟୁରୋ : ଦୁର୍ଘଟଣା ଛଡାଇ ନେଲା ବଂଚିବାର ରାହା । ହେଲେ ସବୁଠୁ ବଡ ଦୁଃଖ ଦେଇଛି ତ୍ରୁଟିପୁର୍ଣ୍ଣର୍ ଦିବ୍ୟାଙ୍ଗ ପ୍ରମାଣ ପତ୍ର । କଟକ ମାହାଙ୍ଗା ବ୍ଳକ ମଣିଜୋରି ଗାଁର ପ୍ରଦୀପ୍ତ ବେହେରା । କରୋନା ମହାମାରୀ ବେଳେ ଏକ ଦୁର୍ଘଟଣାରେ ଚାଲିବାର କ୍ଷମତା ହରାଇ ବସିିଥିଲେ । ଅଭାବୀ ପରିବାର ଉପରେ ୨୩ ବର୍ଷର ଯୁବକ ଜଣକ ପାଲଟିଯାଇଥିଲେ ବୋଝ । ଅନଟନ ଯେିତିକି ବାଧୁଛି ତାଠୁ ବେଶୀ ବାଧୁଛି ସରକାରଙ୍କ ଦିଆଯାଇଥିବାContinue reading “ଦୁର୍ଘଟଣା ଦିବ୍ୟାଙ୍ଗ କଲା , ସରକାର ବି ଠକିଦେଲେ । ଭୁଲ ପ୍ରମାଣ ପତ୍ର ଯୋଗୁ ମାହାଙ୍ଗା ମଣିଜୋରିର ପ୍ରଦୀପ୍ତଙ୍କୁ ମିଳୁନି ସହାୟତା”
ଦ୍ରୁତ ଗତିରେ ଚାଲିଛି ଅସ୍ତରଙ୍ଗ ତାଳପଦାରେ ପୋଲ କାମ । ସ୍ୱପ୍ନର ସେତୁ ଉପରେ ଖୁବଶୀଘ୍ର ଯା’ଆସ କରିବେ ଲୋକ
କନକ ବ୍ୟୁରୋ : ଲୋକଙ୍କ ବହୁଦିନର ଆଶା ପୂରଣ ହୋଇଛି । ଦୀର୍ଘ ଦିନରେ ପ୍ରଶାସନିକ ତତ୍ପରତା ଯୋଗୁ ବ୍ରିଜ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅସ୍ତରଙ୍ଗ ବ୍ଲକର ଦୀପାଂଚଳ ଭାବେ ବେଶ ଜଣାଶୁଣା ତାଳଦା ପଂଚାୟତ । ଏହି ସ୍ଥାନକୁ ଘେରି ରହିଛି ଦେବୀ ନଦୀ । ଯିବା ଆସିବାରେ ସମସ୍ୟା ଥିବାରୁ ଲୋକଙ୍କ ଦାବି ଅନୁସାରେ ବ୍ରିଜ ତିଆରି ହେଉଛି । ଏହି ବ୍ରିଜ୍ ସହ ଯୋଡି ହୋଇଛି ନୂଆ ଟେକନିକ୍Continue reading “ଦ୍ରୁତ ଗତିରେ ଚାଲିଛି ଅସ୍ତରଙ୍ଗ ତାଳପଦାରେ ପୋଲ କାମ । ସ୍ୱପ୍ନର ସେତୁ ଉପରେ ଖୁବଶୀଘ୍ର ଯା’ଆସ କରିବେ ଲୋକ”
ପାକିସ୍ତାନର ମେଡ଼ିକାଲ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୬ ଜଣଙ୍କ ମୃତ୍ୟୁ
ଆଜି ପାକିସ୍ତାନରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି । ଏଥର ଆକ୍ରମଣ କିନ୍ତୁ ସମ୍ପୂର୍ଣ ଭିନ୍ନ ଅଟେ । ଏଥର ଆତଙ୍କବାଦୀ ମାନେ ଏକ ମେଡ଼ିକାଲ ଟିମ ସୁରକ୍ଷା ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ୨୨ ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ପାକିସ୍ତାନକୁ ଧୀରେ ଧୀରେ ଏଥିପାଇଁ ମୂଲ୍ୟ ଦେବକୁ ପଡୁଛି । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବାContinue reading “ପାକିସ୍ତାନର ମେଡ଼ିକାଲ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୬ ଜଣଙ୍କ ମୃତ୍ୟୁ”
ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା
କନକ ବ୍ୟୁରୋ : ୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷତ୍ରରୁ ଗଡିବ କଂଗ୍ରେଶ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ବସ ଯାତ୍ରା ସମୟରେ ବାଟରେ ସ୍ଥାନେ ସ୍ଥାନେ ରହି ଜନ ସଭା କରିବେ କଂଗ୍ରେସ ନେତା । ଓଡିଶା ପ୍ରଭାରୀ ଅଜୟContinue reading “ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା”
ଓଡିଶାର ଭାତ ହାଣ୍ଡି ବରଗଡରେ ବିଚିତ୍ର ବ୍ୟବସ୍ଥା । ଧାନ ଧରି ଦିନ ଦିନ ମଣ୍ଡି ଆଗରେ ପଡି ରହିଛି ଚାଷୀ, ହେଲେ ଚାଲିଛି ମିଲର-ଦଲାଲ ମଧୁ ଚନ୍ଦ୍ରିକା
କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ଦଲାଲ ରାଜ । ଚାଷୀ ଧାନ ବିକିବା ପାଇଁ ହନ୍ତସନ୍ତ ହେଉଥିବା ବେଳେ ଧାନ ବିକି ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ସାମ୍ନାକୁ ଆସିଛି ଏହି ବିଚିତ୍ର ବ୍ୟବସ୍ଥା । ମଣ୍ଡିରେ ଖୋଲାମେଲାର ଦିନ ଦିନ ଧରି ପଡି ରହିଛି ଶହଶହ ବସ୍ତା ଧାନ । ଚାଷୀମାନେ ଦିନ ରାତି ଧାନକୁ ଜଗି ରହୁଛନ୍ତି । ହେଲେ ଟ୍ରକContinue reading “ଓଡିଶାର ଭାତ ହାଣ୍ଡି ବରଗଡରେ ବିଚିତ୍ର ବ୍ୟବସ୍ଥା । ଧାନ ଧରି ଦିନ ଦିନ ମଣ୍ଡି ଆଗରେ ପଡି ରହିଛି ଚାଷୀ, ହେଲେ ଚାଲିଛି ମିଲର-ଦଲାଲ ମଧୁ ଚନ୍ଦ୍ରିକା”