କନକ ବ୍ୟୁରୋ : କିଟ ରୋଡ,ରଲଟି ଛକ । ଯମଦୂତ ଭଳି ମାଡି ମାଡି ଚାଲିଥାଏ କାର । ହୋଣ୍ଡା କାରଟିର ବେଗ ଦେଖି ବାଟ ଛାଡି ଦେଇଥିଲେ ରାସ୍ତାରେ ଯାଉଥିବା ଲୋକେ । ଯିଏ ଯୁଆଡେ ପାରିଲା ଛିନଛତ୍ର ହୋଇ ଦୌଡୁଥିଲେ । ରାଜଧାନୀରେ ଆତଙ୍କ ଖେଳାଇଥିବା ଏହି ରକ୍ତମୁଖା କାରଟି ୟୁପି ଆରଟିଓ ରେଜିଷ୍ଟ୍ରେସନ ରହିଥିଲା । ୟୁପିର ଗାଡି ନଂ UP-80-DW 4806 । ଗାଡି ଭିତରେ ବସିଥିଲେ ଜଣେ ପାଖାପାଖି ୫୦Continue reading “ରାଜଧାନୀ ରାତିର କିଲର କାର । ସାମନାକୁ ଆସିଲା ଗାଡି ଧକ୍କାର ଛାତି ଥରା ଦୃଶ୍ୟ,ସିରଜ୍ ଦୁର୍ଘଟଣା ଘଟାଇ ୨ କିଲୋମିଟର ପର୍ଯନ୍ତ ସ୍କୁଟିକୁ ଘୋଷାଡି ନେଲେ କାର ଚାଳକ”
Tag Archives: News
କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ଅନଲାଇନ୍ ଆବେଦନ କରିବେ ଆଶାୟୀ, ଟିକେଟ୍ ବଂଟନରେ ସ୍ୱଚ୍ଛତା ପାଇଁ ଏଆଇସିସି ସ୍କ୍ରିନିଂ କମିଟିର ନିଷ୍ପତ୍ତି
କନକ ବ୍ୟୁରୋ : କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ନେତାଙ୍କ ଚାରିପାଖେ ବୁଲି କିମ୍ବା ଲବି କରି ଟିକେଟ ଆଶା ରଖିଲେ ମିଳିନପାରେ କଂଗ୍ରେସ ଟିକେଟ । କାରଣ ଟିକେଟ ବଂଟନରେ ସ୍ୱଛତା ଆଣିବା ପାଇଁ ଏଆଇସିସି ସ୍କ୍ରିନିଂ କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛିି । ଖୁବଶୀଘ୍ର ଟିକେଟ୍ ପାଇଁ ଆବେଦନ କରିବାକୁ କଂଗ୍ରେସ ସ୍ୱତନ୍ତ୍ର ଲିଙ୍କ ସାର୍ବଜନୀନ କରିବ । ଆଶାୟୀ ପ୍ରାର୍ଥୀମାନେ ସେହି ଲିଙ୍କରେ ଆବେଦନContinue reading “କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ଅନଲାଇନ୍ ଆବେଦନ କରିବେ ଆଶାୟୀ, ଟିକେଟ୍ ବଂଟନରେ ସ୍ୱଚ୍ଛତା ପାଇଁ ଏଆଇସିସି ସ୍କ୍ରିନିଂ କମିଟିର ନିଷ୍ପତ୍ତି”
ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି । ରେଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୫୨ ହଜାର କୋଟି ଟଙ୍କା, ଓଡିଶାକୁ ମିଳିଲା ୧୦ ହଜାର ୫୩୬ କୋଟି
କନକ ବ୍ୟୁରୋ : ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି ଟଙ୍କା ଦିଆଯାଇଛି । ସେଥିମଧ୍ୟରୁ ଓଡିଶାକୁ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କା । ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୈନିକ ଓଡିଶାରେ ୪୩୭ କିଲୋମିଟର ରେଳ ଲାଇନ୍ କାର୍ଯ୍ୟ ହେଉଛି । ରାଜ୍ୟ ସରକାର ଜମି ସଠିକ୍Continue reading “ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି । ରେଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୫୨ ହଜାର କୋଟି ଟଙ୍କା, ଓଡିଶାକୁ ମିଳିଲା ୧୦ ହଜାର ୫୩୬ କୋଟି”
ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ ହାତ ମାରିଲେ ନାହିଁ ନିର୍ମଳା ସୀତାରମଣ । ଅପରିବର୍ତିତ ରହିଲା ଆୟକର ଛାଡ଼ ସୀମା, ନିରାଶ ହେଲେ ମଧ୍ୟବିତ
କନକ ବ୍ୟୁରୋ : ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଅପରିବର୍ତ୍ତିତ ରଖିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ବର୍ଷ ହୋଇଥିବାରୁ ମଧ୍ୟବିତମାନଙ୍କୁ ଖୁସି କରିବା ପାଇଁ ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ଆୟକର ଛାଡ଼ ସୀମା ବଢ଼ାଇବେ ବୋଲି ଅନେକ ଆଶା କରିଥିଲେ । କିନ୍ତୁ ଏହାକୁ ଅପରିବର୍ତିତ ରଖିଛନ୍ତି ନିର୍ମଳା ସୀତାରମଣ । ପୂର୍ବ ଆର୍ଥିକ ବର୍ଷରେ ଯେଉଁ ବ୍ୟବସ୍ଥା ଥିଲା, ତାହା ଜାରି ରହିବ । ଅର୍ଥାତ ଜୁଲାଇ ମାସରେ ପୂର୍ଣ୍ଣାଙ୍ଗ ବଜେଟContinue reading “ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ ହାତ ମାରିଲେ ନାହିଁ ନିର୍ମଳା ସୀତାରମଣ । ଅପରିବର୍ତିତ ରହିଲା ଆୟକର ଛାଡ଼ ସୀମା, ନିରାଶ ହେଲେ ମଧ୍ୟବିତ”
ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଗରିବ, ମହିଳା, କୃଷକ ଓ ଯୁବପିଢ଼ିଙ୍କୁ ଗୁରୁତ୍ୱ
କନକ ବ୍ୟୁରୋ : ୫୭ ମିନିଟର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛନ୍ତି । କହିଛନ୍ତି ଆମ ସରକାରଙ୍କ ୪ଟି ଜାତି । ଗରିବ, ମହିଳା, ଚାଷୀ ଓ ଯୁବବର୍ଗ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଶେଷ ବଜେଟ୍ରେ ମୋଟାମୋଟି ଏହି ୪ ବର୍ଗକୁ ଫୋକସ କରାଯାଇଛି । ଗରିବ – ୩କୋଟି ଗରିବଙ୍କ ମୁଣ୍ଡ ଉପରେ ଛାତ ନିର୍ମାଣ ସରିଛି, ଆଗାମୀ ୫ ବର୍ଷରେContinue reading “ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଗରିବ, ମହିଳା, କୃଷକ ଓ ଯୁବପିଢ଼ିଙ୍କୁ ଗୁରୁତ୍ୱ”
କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ
କନକ ବ୍ୟୁରୋ : କଟକରେ ଆଉ ଏକ ମିନି ବାଲିଯାତ୍ରା। ସଂନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ। ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବାରବାଟୀ ଶିଶିର ମେଳାରେ ଲୋକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି। କିଣାକିଣି ସାଙ୍ଗକୁ ଖାଦ୍ୟପେୟ ଏବଂ ସାଂସ୍କୁତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହୁଛି। ବାରବାଟୀ ଶିଶିର ମେଳା କମିଟି ପକ୍ଷରୁ ଆୟୋଜିତ ଏହି ମେଳାରେ ହସ୍ତତନ୍ତ ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀContinue reading “କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ”
ଧାନ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ବର୍ଷା ଅଭାବ ସହ ଜଳସେଚନର ସମସ୍ୟା, ରାୟଗଡା ଜିଲ୍ଲାରେ ଅଚଳ ପ୍ରକଳ୍ପ ଯୋଗୁ ପଡୁଛି ପ୍ରଭାବ
କନକ ବ୍ୟୁରୋ : ଜଳସେଚନ ସୁବିଧା ନଥିବାରୁ ହୋଇପାରୁନି ଚାଷ କାର୍ଯ୍ୟ । ଜମିକୁ ଜଳ ଯୋଗାଣ ପାଇଁ ଉଠା ଜଳସେଚନ ପ୍ରକଳ୍ପ ରହିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରକଳ୍ପ ହେବାର କିଛି ଦିନ ପରେ ଅଚଳ ହୋଇଯାଉଛି । ପାଣି ଅଭାବରୁ ରାୟଗଡା ଜିଲ୍ଲାରେ ଧାନ ଚାଷ ପ୍ରାୟତଃ ପ୍ରଭାବିତ ହେଉଛି । ତେଣୁ ଚଳିତବର୍ଷ ଚାଷୀମାନେ ଧାନ ଚାଷ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଧାନ ବଦଳରେ ଅଣଧାନ ଚାଷ କରିବାକୁContinue reading “ଧାନ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ବର୍ଷା ଅଭାବ ସହ ଜଳସେଚନର ସମସ୍ୟା, ରାୟଗଡା ଜିଲ୍ଲାରେ ଅଚଳ ପ୍ରକଳ୍ପ ଯୋଗୁ ପଡୁଛି ପ୍ରଭାବ”
ରାସ୍ତାକଡରେ ଭଙ୍ଗାରୁଜା ପାଲଟଣା ଘରେ ବିତୁଛି ଜୀବନ । କୋରାପୁଟ ଲମତାପୁଟ ଅଂଚଳର ବେସାହାରା ବୃଦ୍ଧା ଗୁରୁବାରୀ
କନକ ବ୍ୟୁରୋ : ବୟସର ଅପରାହ୍ନରେ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ପାଖରେ ନିଜର ବୋଲି କେହି ନାହିଁ । ଭଙ୍ଗା ଦଦରା ଘର । ସେଥିରେ ବି ଛିଣ୍ଡା ଜରିପାଲ ଘେରାଯାଇଛି । ପେଟକୁ ମୁଠାଏ ଖାଇବା ଯୋଗାଡ କରିବାକୁ ବି ସେ ସକ୍ଷମ ନୁହଁନ୍ତି । ତଥାପି ଜୀବନ ଜୀଇଁବାର ଜାରି ରଖିଛନ୍ତି ସଂଘର୍ଷ । ଏ ହେଉଛନ୍ତି କୋରାପୁଟ ଲମତାପୁଟ ଅଂଚଳର ଗୁରୁବାରୀ । କୋରାପୁଟ ଜ଼ିଲ୍ଲା ଲମତାପୁଟ ସଦର ମହକୁମାContinue reading “ରାସ୍ତାକଡରେ ଭଙ୍ଗାରୁଜା ପାଲଟଣା ଘରେ ବିତୁଛି ଜୀବନ । କୋରାପୁଟ ଲମତାପୁଟ ଅଂଚଳର ବେସାହାରା ବୃଦ୍ଧା ଗୁରୁବାରୀ”
ନିଶ୍ଚିତକୋଇଲି ନଇଁଗୁଅଁ ଦାଉଦପୁର ସରକାରୀ ସ୍କୁଲରେ ଅବ୍ୟବସ୍ଥା । ବିଦ୍ୟାଳୟରେ ଅଛି ସ୍ମାର୍ଟ ଶ୍ରେଣୀ ଗୃହ, ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ
କନକ ବ୍ୟୁରୋ : ବିଦ୍ୟାଳୟ ଅଛି । ହେଲେ ମିଳିପାରୁନି ସଠିକ୍ ଶିକ୍ଷାଦାନ । ୩ଟି ଶ୍ରେଣୀରେ ୧୭୦ ପିଲା ପାଠ ପଢୁଛନ୍ତି ହେଲେ ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ । ୧୨ ଜଣ ଶିକ୍ଷକ ଥିଲେ ହେଲେ ଜଣକ ପରେ ଜଣେ ଅବସର ନେଇ ସାରିଲେଣି । ତାପରେ ବି କୌଣସି ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି । ସ୍କୁଲରେ ସଂସ୍କୃତରୁ ନେଇ ଇଂରାଜୀ ଓ ସାହିତ୍ୟ ଆଦି ସମସ୍ତ ବିଷୟର ଶିକ୍ଷକ ଅଭାବ ରହିଛନ୍ତି । ଆଉContinue reading “ନିଶ୍ଚିତକୋଇଲି ନଇଁଗୁଅଁ ଦାଉଦପୁର ସରକାରୀ ସ୍କୁଲରେ ଅବ୍ୟବସ୍ଥା । ବିଦ୍ୟାଳୟରେ ଅଛି ସ୍ମାର୍ଟ ଶ୍ରେଣୀ ଗୃହ, ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ”
ନିଆଳି କୃଷ୍ଣପ୍ରସାଦ ପଂଚାୟତରେ ଅବ୍ୟବସ୍ଥା । ଗମନା ଗମନ ସମସ୍ୟା ଯୋଗୁ କେନାଲର ଛାତିଏ ପାଣିରେ ଗଲା ମୃତଦେହ
କନକ ବ୍ୟୁରୋ : ଛାତିଏ ପାଣିରେ ଗଲା ମୃତଦେହ । ରାସ୍ତା ନଥିବାରୁ ଏହିଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ନିଆଳି କୃଷ୍ଣପ୍ରସାଦ ପଂଚାୟତରେ ନାଁ ଅଛି ଭଲ ରାସ୍ତା, ନାଁ ଅଛି ବ୍ରିଜ୍ । ଗମନାଗମନା ସମସ୍ୟା ଭିତରେ ବଳି ପଡୁଛନ୍ତି ଲୋକେ । ପଂଚାୟତର ନୂଆ ବେତଣ୍ଡା ୨୧ ନମ୍ବର ୱାର୍ଡର ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମୃତଦେହ ନେବାକୁ ସମସ୍ୟା ଉପୁଜିଥିଲା । ରାସ୍ତାନଥିବାରୁ କେନାଲରେ ଛାତିଏ ପାଣି ଭିତରେContinue reading “ନିଆଳି କୃଷ୍ଣପ୍ରସାଦ ପଂଚାୟତରେ ଅବ୍ୟବସ୍ଥା । ଗମନା ଗମନ ସମସ୍ୟା ଯୋଗୁ କେନାଲର ଛାତିଏ ପାଣିରେ ଗଲା ମୃତଦେହ”