ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗବେଷକ ସଂସ୍ଥା କହିଲା, ଦେଶରେ ଗୋଷ୍ଠୀ ସଂକ୍ରମଣ କରୁଛି ଓମିକ୍ରନ: ମେଟ୍ରୋ ସହରରେ ଅଧିକ ବେଗରେ ସଂକ୍ରମଣ 

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାର୍ସ କୋଭିଡ୍ ଜେନୋମିକ୍ସ କନ୍ସୋର୍ଟିୟମ ବା ଇନ୍ସାକଗ୍ର ତଥ୍ୟ ଅନୁସାରେ ଆଉ ବିଦେଶ ଫେରନ୍ତାଙ୍କ ଠାରୁ ସଂକ୍ରମଣ ବ୍ୟାପୁନାହିଁ, ମେଟ୍ରୋ-ସିଟି ବା ବଡ଼ ବଡ଼ ସହରରେ କମ୍ୟୁନିଟି ଟ୍ରାନ୍ସମିସନ୍ ବା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଁଚିଛି ଓମିକ୍ରନ । ଯେଉଁ ଅଂଚଳରେ କରୋନାର ଏହି ନୂଆ ପ୍ରଜାତି, ଅନ୍ୟ ପ୍ରଜାତିକୁ ପଛରେ ଦେଇଛି । ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି । ଇନସାକଗ୍ ହେଉଛି କେନ୍ଦ୍ର ସରକାରଙ୍କ କୋଭିଡ୍ ରିସର୍ଚContinue reading “ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗବେଷକ ସଂସ୍ଥା କହିଲା, ଦେଶରେ ଗୋଷ୍ଠୀ ସଂକ୍ରମଣ କରୁଛି ଓମିକ୍ରନ: ମେଟ୍ରୋ ସହରରେ ଅଧିକ ବେଗରେ ସଂକ୍ରମଣ “

ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଇଚ୍ଛାପତ୍ରକୁ ନେଇ ଚର୍ଚ୍ଚା: ଲେଖିଲେ, ଶେଷ ସମୟରେ ଲଗାନଯାଉ ଲାଇଫ୍ ସପୋର୍ଟ ସିଷ୍ଟମ

କନକ ବ୍ୟୁରୋ: ଜଗନ୍ନାଥ ପ୍ରସାଦ ଦାସ । ଓଡିଆ ସାହିତ୍ୟ କ୍ଷେତ୍ରରେ ଏହି ପ୍ରବୀଣ ସାହିତ୍ୟକଙ୍କ ଇଛାପତ୍ର ଏବେ ଚର୍ଚ୍ଚାକୁ ଆସିଛି । ୮୪ ବର୍ଷ ବୟସ୍କ ଏହି ପୂର୍ବତନ ଆଇଏଏସ ଅଫିସରଙ୍କ ଜୀବନୀ ପୁସ୍ତକରୁ ଏକ ରୋଚକ ଓ ପ୍ରେରଣାଦାୟୀ କଥା ସାମ୍ନାକୁ ଆସିଛି । ଜଗନ୍ନାଥ ପ୍ରସାଦ ଦାସଙ୍କ ଏହି ଜୀବନୀ ଲେଖିଛନ୍ତି ଡକ୍ଟର ରବିନାରାୟଣ ମହାରଣା । ଏହି ପୁସ୍ତକରେ ଜଗନ୍ନାଥ ପ୍ରସାଦଙ୍କ ଇଛାପତ୍ର ପ୍ରକାଶ ପାଇଛି । ଇଛାପତ୍ରରେ ଜଗନ୍ନାଥପ୍ରସାଦ ଲେଖିଛନ୍ତିContinue reading “ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଇଚ୍ଛାପତ୍ରକୁ ନେଇ ଚର୍ଚ୍ଚା: ଲେଖିଲେ, ଶେଷ ସମୟରେ ଲଗାନଯାଉ ଲାଇଫ୍ ସପୋର୍ଟ ସିଷ୍ଟମ”

ଇଣ୍ଡିଆ ଗେଟ୍ ନିକଟରେ ଚମକିବ ନେତାଜୀଙ୍କ ପ୍ରତିମୂର୍ତ୍ତି, ହୋଲଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆଜି ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଇଣ୍ଡିଆ ଗେଟ ନିକଟରେ ନେତାଜୀଙ୍କର ଏକ ହୋଲଗ୍ରାମ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୧୯, ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ପ୍ରତି ଦେଶବାସୀଙ୍କ ତରଫରୁContinue reading “ଇଣ୍ଡିଆ ଗେଟ୍ ନିକଟରେ ଚମକିବ ନେତାଜୀଙ୍କ ପ୍ରତିମୂର୍ତ୍ତି, ହୋଲଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ”

ପ୍ରଚାର ମଇଦାନରେ ମାୟାବତୀ, ଯୋଗୀ ଓ ମଠକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଦେଶରେ ଫେବୃଆରୀ ମାସରୁ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସମସ୍ତ ରାଜନୈତିକ ଦଳମାନଙ୍କର ନଜର ରହିଛି ଉତ୍ତର ପ୍ରଦେଶ ଉପରେ । ଏହି କ୍ରମରେ ଉତ୍ତର ପ୍ରଦେଶରେ ମୁଖ୍ୟତଃ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମଳିଥିବା ବେଳେ ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ।Continue reading “ପ୍ରଚାର ମଇଦାନରେ ମାୟାବତୀ, ଯୋଗୀ ଓ ମଠକୁ ନେଇ କହିଲେ ଏଭଳି କଥା”

କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଟୁଇଟ୍ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: କୋଭିଡ୍ ସଂକ୍ରମିତ ହେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରବିବାର ସେ କୋଭିଡ୍ ପଜିଟିଭ୍ ହେବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି । ତାଙ୍କର ଆଶୁଆରୋଗ୍ୟContinue reading “କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଟୁଇଟ୍ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ।”

ପ୍ରସିଦ୍ଧ କ୍ରିଷ୍ଣାଙ୍କ ଚମତ୍କାର ବୋଲିଂ: ୨୮୭ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ଭାରତ ଆଗରେ ୨୮୮ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ ମ୍ୟାଚ । ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୮୭ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ ଡିକକ ଦମଦାର ଶତକ ହାସଲ କରିଛନ୍ତି । ବର୍ତ୍ତମାନ ଭାରତ ଆଗରେ ୨୮୮ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ନିର୍ଦ୍ଧାରିତ ବିଜୟ ଲକ୍ଷ୍ୟ ପୂରା କରିବାକୁ ହେବ । ଏହିContinue reading “ପ୍ରସିଦ୍ଧ କ୍ରିଷ୍ଣାଙ୍କ ଚମତ୍କାର ବୋଲିଂ: ୨୮୭ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ଭାରତ ଆଗରେ ୨୮୮ ରନ ଟାର୍ଗେଟ”

ପଞ୍ଚାୟତ ନିର୍ବାଚନ ମୈଦାନରେ ୨ ଲକ୍ଷରୁ ଅଧିକ ପ୍ରାର୍ଥୀ । ନାକଚ ହେଲା ୮,୬୪୮ ନାମାଙ୍କନ ।

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଯାଞ୍ଚ ମଧ୍ୟ ଶେଷ ହୋଇଛି । ତେବେ ଏଥର ପଞ୍ଚାୟତ ନିର୍ବାଚନ ମୈଦାନରେ ରହିଛନ୍ତି ୨ ଲକ୍ଷରୁ ଅଧିକ ପ୍ରାର୍ଥୀ । ୨ଲକ୍ଷ ୨୦ହଜାର ୪୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସେଥିମଧ୍ୟରୁ ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ଥିବାବେଳେ ସରପଞ୍ଚ ପଦ ପାଇଁ ୩୨,୮୬୦, ପଞ୍ଚାୟତ ସମିତି ସଭ୍ୟ ପଦContinue reading “ପଞ୍ଚାୟତ ନିର୍ବାଚନ ମୈଦାନରେ ୨ ଲକ୍ଷରୁ ଅଧିକ ପ୍ରାର୍ଥୀ । ନାକଚ ହେଲା ୮,୬୪୮ ନାମାଙ୍କନ ।”

ଷ୍ଟେସନରେ ଟ୍ରେନକୁ ଛାଡି ଶୋଇବାକୁ ପଳାଇଲେ ଡ୍ରାଇଭର, ଜାଣନ୍ତୁ ତା ପରେ କଣ ଘଟିଲା

କନକ ବ୍ୟୁରୋ : ଏବେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ସବୁ ରାଜନୈତିକ ଦଳମାନେ ସେମାନଙ୍କର ପୂରୁଣା ସଫଳତାର କାହାଣୀ ବଖାଣୁଛନ୍ତି ତ କିଏ ସରକାରକୁ ଆସିଲେ ଲୋକଙ୍କ ପାଇଁ କଣ କଣ କରିବେ ତାର ଏକ ଶ୍ୱେତପତ୍ର ଜାରି କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ୟୁପିର ଏକ ରେଳ ଷ୍ଟେସନରୁ ଆସିଥିବା ଖବର ଜାଣିବା ପରେ ଆପଣ ବି ଭାବିବାକୁ ବାଧ୍ୟହେବେ କି, ଦେଶର କେବଳContinue reading “ଷ୍ଟେସନରେ ଟ୍ରେନକୁ ଛାଡି ଶୋଇବାକୁ ପଳାଇଲେ ଡ୍ରାଇଭର, ଜାଣନ୍ତୁ ତା ପରେ କଣ ଘଟିଲା”

ଗାଁକୁ ନାହିଁ ସବୁ ଦିନିଆ ରାସ୍ତା: ପାଦଚଲା ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଗ୍ରାମବାସୀ

କନକ ବ୍ୟୁରୋ: ଗ୍ରାମାଂଚଳର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଯାଜପୁର ଜିଲ୍ଲାର ବିଂଝାରପୁର ଓ ବରୀ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ସବୁଦିନିଆ ରାସ୍ତାରେ ପରିଣତ ହୋଇପାରିନି । ଲୋକେ ପାଦଚଲା ରାସ୍ତାରେ ଯାତାୟତ କରୁଛନ୍ତି । ଆଉ ବର୍ଷା ଦିନେ ଏହି ସବୁ ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡେ । କେବଳ ଦେଶୀ ଡଙ୍ଗା ଓ ଭୁଟୁଭୁଟି ଏହି ଅଂଚଳବାସୀଙ୍କContinue reading “ଗାଁକୁ ନାହିଁ ସବୁ ଦିନିଆ ରାସ୍ତା: ପାଦଚଲା ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଗ୍ରାମବାସୀ”

ଦେଶର ୪ ବଡ଼ ସହରରେ ଶୀର୍ଷକୁ ଛୁଇଁଲା କରୋନା । ଏବେ ତଳମୁହାଁ ସଂକ୍ରମଣ ଗ୍ରାଫ୍ ।

କନକ ବ୍ୟୁରୋ : ଦେଶର ଚାରି ବଡ ସହରରେ କରୋନା ସଂକ୍ରମଣ ଶୀର୍ଷରେ ଛୁଇଁସାରିଛି । ଏହି ତାଲିକାରେ ରହିଛି ମୁମ୍ବାଇ, ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇ । ଏହି ୪ ବଡ ସହରରେ କରୋନା ଶୀର୍ଷକୁ ଛୁଇଁବା ପରେ ଏବେ ତଳମୁହାଁ ସଂକ୍ରମଣ ଗ୍ରାଫ୍ ରହିଛି । ଗତ ସାତ ଦିନର କୋଭିଡ ସଂକ୍ରମଣ ରିପୋର୍ଟରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସଥିବା କହିଛନ୍ତି ବିଶେଷଜ୍ଞ । ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ବେଙ୍ଗାଲୁରୁ, ପୁଣେ,Continue reading “ଦେଶର ୪ ବଡ଼ ସହରରେ ଶୀର୍ଷକୁ ଛୁଇଁଲା କରୋନା । ଏବେ ତଳମୁହାଁ ସଂକ୍ରମଣ ଗ୍ରାଫ୍ ।”

Create your website with WordPress.com
Get started