କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ୁଥିବା ବେଳେ ମାଛକୁଣ୍ଡ ପୋଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ତେବେ ପୋଲିସକୁ ଚକମା ଦେଇ ଫେରାର ହେବା ବେଳେ ମାଛକୁଣ୍ଡ ପୋଲିସ ଗଞ୍ଜେଇ ଗାଡ଼ିକୁ ପିଛା କରିଥିଲା । ପୋଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ ମାଫିଆ । କାରରୁ ୫ଟି ଜରି ବ୍ୟାଗରୁContinue reading “କୋରାପୁଟରୁ ଧରାପଡିଲା ୯୦ କେଜି ଗଞ୍ଜେଇ । ଚୋରାଚାଲାଣ ବେଳେ ଧରିଲା ପୋଲିସ । ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ।”
Tag Archives: News
ଠାକୁରଙ୍କୁ ବି ଡରିଲେନି । ମନ୍ଦିରରେ ପଶି ସୁନା, ରୂପା ଅଳଙ୍କାର ଲୁଟିଲେ ଲୁଟେରା ।
କନକ ବ୍ୟୁରୋ: ଠାକୁରଙ୍କୁ ବି ଡରିଲେନି । ବିଳମ୍ବିତ ରାତିରେ ମନ୍ଦିରର ପଶି ଲୁଟିନେଲେ ଟଙ୍କା ସୁନା । ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ସମେତ ଦୁଇଟି ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । କୋଣାର୍କ ପୋଇତରାରେ ଥିବା ବାବା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରୁ ଗତକାଲି ରାତିରେ ଏଭଳି ଲୁଟ୍ ହୋଇଛି । ଅଭିଯୋଗ ପରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । The postContinue reading “ଠାକୁରଙ୍କୁ ବି ଡରିଲେନି । ମନ୍ଦିରରେ ପଶି ସୁନା, ରୂପା ଅଳଙ୍କାର ଲୁଟିଲେ ଲୁଟେରା ।”
ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ।
କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଭଦ୍ରକ ବାସୁଦେବପୁର ଥାନା ଇରମ ପଞ୍ଚାୟତ ରଥପଦା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ଟି ଚାଳଛପର ଦୋକାନ ଘର ଜଳିଯାଇଛି । ଗାଁର ପଦ୍ମଲୋଚନ ଦାଶଙ୍କ ୧୫ଟି ଦୋକାନ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ସବୁ ପୋଡ଼ି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡରେ ଲୁଗା ଦୋକାନ ସମେତ ଗ୍ରୋସରୀ ଓ ଅନ୍ୟାନ୍ୟ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି । ତେବେ ଘଟଣାରContinue reading “ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ।”
ନୂଆବର୍ଷ ପୂର୍ବରୁ ପିକନିକ ଋତୁ ଆରମ୍ଭ । ଦୁର୍ଘଟଣା କମାଇବାକୁ ସରକାରଙ୍କ ଗୁରୁତ୍ୱ । ମାସ ସାରା କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ
କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଆରମ୍ଭ ହୋଇଛି ପିକନିକ୍ ଋତୁ । ପରିବାର ସହ ପିକନିକ୍ ମନାଇବାକୁ ଯାଉଛନ୍ତି ଲୋକେ । ଏହି ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ଥିବାରୁ ଏହାକୁ କିଭଳି କମାଇ ହେବ ତାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ମାସସାରା କଡାକଡି ଯାଞ୍ଚ କରିବାକୁ ପରିବହନ ବିଭାଗ ସଚିବ ଉଷା ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତାରେ ବେଆଇନ୍ ଭାବେ ପାର୍କିଂ ସହ ଦ୍ରୁତ ଗତିରେ ଗାଡି ଚଲାଉଥିବାContinue reading “ନୂଆବର୍ଷ ପୂର୍ବରୁ ପିକନିକ ଋତୁ ଆରମ୍ଭ । ଦୁର୍ଘଟଣା କମାଇବାକୁ ସରକାରଙ୍କ ଗୁରୁତ୍ୱ । ମାସ ସାରା କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ”
ଟଲିଉଡରେ କୋରାପୁଟର ଝିଅର କମାଲ । ମଙ୍ଗଳବାରମ ସିନେମାରେ ଅଭିନୟ କରି ଚର୍ଚ୍ଚାରେ ସେମିଲିଗୁଡାର ସୁମନ ଖିଲୋ
କନକ ବ୍ୟୁରୋ: ଟଲିଉଡରେ ଓଡିଆ ଝିଅର କମାଲ । ସାଉଥ୍ ବ୍ଲକବଷ୍ଟର ମୁଭି ମଙ୍ଗଲବାରମରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା । କୋରାପୁଟ ସେମିଲିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲୋ ଏହି ସିନେମାରେ ଅଭିନୟ କରିଛନ୍ତି । ସୁମନ ଖିଲୋ ପୂର୍ବରୁ ଅନେକ ତାମିଲ ଓ ତେଲୁଗୁ ସିନେମାରେ ଛୋଟ ମୋଟ ଭୂମିକାରେ ନଜର ଆସି ଥିବା ବେଳେ ନିର୍ଦ୍ଦେଶକ ଅଜୟ ଭୁପତିଙ୍କ ନିର୍ଦେଶିତ ବ୍ଲକ ବଷ୍ଟର ମୁଭି ମଙ୍ଗଳବାରମରେ ଗୁରୁତପୂର୍ଣ୍ଣ ଭୁମିକାରେContinue reading “ଟଲିଉଡରେ କୋରାପୁଟର ଝିଅର କମାଲ । ମଙ୍ଗଳବାରମ ସିନେମାରେ ଅଭିନୟ କରି ଚର୍ଚ୍ଚାରେ ସେମିଲିଗୁଡାର ସୁମନ ଖିଲୋ “
ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଚୂଡ଼ାନ୍ତ ଏକାଦଶରେ ପରିବର୍ତନ ସହ ମଇଦାନକୁ ଓହ୍ଲାଇପାରେ ଦଳ
କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ଉପରେ ସିରିଜ୍ ପରାଜୟ ଭୟ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଜୋହାନସବର୍ଗରେ ଖେଳାଯିବ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଘରୋଇ ଦଳ । ବିଜୟ ସହ ଦକ୍ଷିଣ ଅଫ୍ରିକା ୧-୦ରେ ଆଗରେ ରହିଛି ।Continue reading “ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଚୂଡ଼ାନ୍ତ ଏକାଦଶରେ ପରିବର୍ତନ ସହ ମଇଦାନକୁ ଓହ୍ଲାଇପାରେ ଦଳ”
ତଳମୁହାଁ ରାଜ୍ୟର ପାରଦ । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ । କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ।
କନକ ବ୍ୟୁରୋ: ରାଜ୍ୟରେ ପାରଦ ତଳମୁହାଁ ରହିଛି । କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଏହାରି ଭିତରେ କୁହୁଡି ବଢିଛି । ବିଭିନ୍ନ ସ୍ଥାନରେ କୁହୁଡି ବଢିଥିବା ଦେଖିବାକୁ ମିଳିଛି । ଆଜି ଓ ଆସନ୍ତାକାଲି ଏହି କୁହୁଡି ଅନୁଭୂତି ହେବ ବୋଲି ସଦ୍ୟ ରିପୋର୍ଟ ଆଧାରରେ ପାଣିପାଗ କେନ୍ଦ୍ର ଆକଳନ କରିଛି । ମଙ୍ଗଳବାର ଏବଂContinue reading “ତଳମୁହାଁ ରାଜ୍ୟର ପାରଦ । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ । କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ ।”
ସଂସଦ ସୁରକ୍ଷା ପ୍ରସଙ୍ଗ: ସରକାରକୁ ଘେରିଲେ ବିରୋଧୀ । ଆଜି ସକାଳ ୧୦ଟାରେ ଇଣ୍ଡିଆ ମେଣ୍ଟର ବୈଠକ ।
କନକ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ସରକାରକୁ ଘେରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏହି ମାମଲାରେ ଜବାବ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଆଜି ଇଣ୍ଡିଆ ମେଣ୍ଟର ବୈଠକ ସକାଳ ୧୦ଟାରେ ବସିବାର ସୂଚନା ରହିଛି । ଏହି ବୈଠକରେ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ନିଜର ଆଭିମୁଖ୍ୟ ଆଲୋଚନା କରିବେ । ସେହିପରି ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବାର ମଧ୍ୟ ଯୋଜନା ରହିଛି । ତେବେ ମିଳିଥିବା ସୂଚନା ମୁତାବକ, ପାର୍ଲାମେଂଟ ଭିତରେContinue reading “ସଂସଦ ସୁରକ୍ଷା ପ୍ରସଙ୍ଗ: ସରକାରକୁ ଘେରିଲେ ବିରୋଧୀ । ଆଜି ସକାଳ ୧୦ଟାରେ ଇଣ୍ଡିଆ ମେଣ୍ଟର ବୈଠକ ।”
ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏରେ ମାମଲା ରୁଜୁ । ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟରେ କରାଯିବ ହାଜର । ଅନ୍ୟ ଜଣେ ଏବେ ବି ଫେରାର
କନକ ବ୍ୟୁରୋ: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଆଧାରରେ ଏଫଆଇଆର ରୁଜୁ ହୋଇଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ରହିଛି । ୫ ଜଣ ଗିରଫ ହୋଇଛନ୍ତି ଅନ୍ୟ ଜଣେ ଫେରାର ରହିଛନ୍ତି । ୟୁଏପିଏ ଆଧାରରେ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇପାରେ । ସଂସଦରେ ଯେଉଁଭଳି ଆତଙ୍କ ଖେଳାହୋଇଛି ଏହାକୁContinue reading “ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏରେ ମାମଲା ରୁଜୁ । ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟରେ କରାଯିବ ହାଜର । ଅନ୍ୟ ଜଣେ ଏବେ ବି ଫେରାର”
ମହାଦେବ ବେଟିଂ ସ୍କାମର ମାଷ୍ଟରମାଇଣ୍ଡ ଗିରଫ । ଅନଲାଇନ ଆପର ମାଲିକ ରବି ଉପଲ ଦୁବାଇରୁ ଗିରଫ
କନକ ବ୍ୟୁରୋ : ଅନଲାଇନ ବେଟିଂ ଆପ ମହାଦେବ ସ୍କାମର ମାଷ୍ଟରମାଇଣ୍ଡ ତଥା ମାଲିକ ରବି ଉପଲଙ୍କୁ ଗିରଫ କରିଛି ପୁଲିସ । ରବିଙ୍କୁ ଦୁବାଇରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଭାରତୀୟ ଅ ତଦନ୍ତାକରୀ ସଂସ୍ଥା ଦୁବାଇ ସହ ଯୋଗାଯୋଗ କରି ରେଡ କର୍ଣ୍ଣର ନୋଟିସଜାରି କରିଥିଲେ । ସେପଟେ ଅନ୍ୟପଟେ ଅଭିଯୁକ୍ତ ସୌରଭ ଭରଦ୍ୱାଜ ଫେରାର ଥିବାବେଳେ ତାଙ୍କୁ ଗିରଫ ପାଇଁ ଉଦ୍ୟମ ତ୍ୱରାନିତ୍ୱ କରାଯାଇଛି । ସେପଟେ ଅନ୍ୟତମ ପ୍ରମୋଟର ତଥାContinue reading “ମହାଦେବ ବେଟିଂ ସ୍କାମର ମାଷ୍ଟରମାଇଣ୍ଡ ଗିରଫ । ଅନଲାଇନ ଆପର ମାଲିକ ରବି ଉପଲ ଦୁବାଇରୁ ଗିରଫ”