ଆଟିଫିସିଆଲ ଇଂଟେଲିଜେନ୍ସ ଭୟାବହତା ଉପରେ ବିଶ୍ୱବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତା । ମୋଦୀ କହିଲେ ବିଶ୍ୱର ବିକାଶ ସହ ବିକାଶକୁ ଧ୍ୱଂସ କରିବା କ୍ଷମତା ରଖିଛି ଏଆଇ

କନକ ବ୍ୟୁରୋ : ଏଆଇ ଅର୍ଥାତ କୃତ୍ରିମ ବୁଦ୍ଧିମତାକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା । ମାନବ ସମାଜକୁ ସହାୟତା ଲାଗି ଏହାର ପରିକଳ୍ପନା କରାଯାଇଥିଲା । ତେବେ ବର୍ତମାନ ଏହାର ବ୍ୟାପକ ଦୂରୁପଯୋଗ କରାଯାଉଥିବା ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ଲାଗି ସାରା ବିଶ୍ୱକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବୈଶ୍ୱିକ ସହଭାଗିତା ଶିଖର ସମ୍ମିଳନୀକୁ ଉଦଘାଟନContinue reading “ଆଟିଫିସିଆଲ ଇଂଟେଲିଜେନ୍ସ ଭୟାବହତା ଉପରେ ବିଶ୍ୱବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତା । ମୋଦୀ କହିଲେ ବିଶ୍ୱର ବିକାଶ ସହ ବିକାଶକୁ ଧ୍ୱଂସ କରିବା କ୍ଷମତା ରଖିଛି ଏଆଇ”

ସଂସଦ ସୁରକ୍ଷାରେ ଗଡବଡ ସହ ରହିଛି ଗୁରୁଗ୍ରାମ କନେକସନ । ଅଟୋଚାଳକଙ୍କ ଘରେ ହୋଇଥିଲା ଷଡଯନ୍ତ୍ର

କନକ ବ୍ୟୁରୋ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଗଡବଡକୁ ନେଇ ଦିଲ୍ଲୀ ପୋଲିସ ଯାଂଚ କରୁଛି । ଏହି ଯାଂଚ ବେଳେ ଗୁରୁଗ୍ରାମ କନେକସନ ଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ ପୋଲିସ ଗୁରୁଗ୍ରାମ ସ୍ଥିତ ସେକ୍ଟର ୭ରେ ଥିବା ଏକ ଘର ଉପରେ ଚଢାଉ କରିଛି । ଦିଲ୍ଲୀ ପୋଲିସ କହିଛି କି, ଏହିଠାରେ ଷଡଯନ୍ତ୍ର ରଚାଯାଇଥିଲା । ଅଭିଯୁକ୍ତମାନେ ଗୋଟିଏ ଦିନ ପୂର୍ବରୁ ଏଠାରେ ପହଂଚିଥିଲା । ଏହି ଘରର ମାଲିକ ଭିକ୍କିରContinue reading “ସଂସଦ ସୁରକ୍ଷାରେ ଗଡବଡ ସହ ରହିଛି ଗୁରୁଗ୍ରାମ କନେକସନ । ଅଟୋଚାଳକଙ୍କ ଘରେ ହୋଇଥିଲା ଷଡଯନ୍ତ୍ର”

ନକଲି ନୋଟ ଛାପିଲେ ଆଉ ନିସ୍ତାର ନାହିଁ । ଆସିବ ନୂଆ ଆଇନ, ମହିଳା ନିର୍ଯ୍ୟାତନ କମ ପାଇଁ ଅପରାଧ ବିଲରେ ବଡ ପରିବର୍ତନ

କନକ ବ୍ୟୁରୋ : ମଙ୍ଗଳବାର ଲୋକସଭାରେ ୩ ଅପରାଧ ବିଲକୁ ପ୍ରତ୍ୟାହାର କରାଯାଇ ନୂଆ ଅପରାଧ ବିଧେୟକ ଆଗତ କରାଯାଇଛି । ପୂର୍ବରୁ ଆଗତ ହୋଇଥିବା ବିଧେୟକରେ ସଂଶୋଧନ ବଦଳରେ କିଛି ପରିବର୍ତନ କରାଯାଇଛି । ପୁରୁଣା ବିଲ ପ୍ରତ୍ୟାହାର, ନୂଆ ବିଧେୟକ ଆଗତ -ନକଲି ନୋଟ ଛାପିବା, ପ୍ରଚଳନ, ଦେଶର ଅର୍ଥନୀତି ପ୍ରଭାବିତ ହେଲେ ତାକୁ ଆତଙ୍କବାଦୀ କାର୍ଯ୍ୟକଳାପ ସଦୃଶ ବିବେଚନା କରାଯିବ । ତେଣୁ ନକଲି ନୋଟ ସମ୍ବନ୍ଧିତ କୌଣସି ଅଭିଯୋଗରେ ଦୋଷୀ ସାବ୍ୟସ୍ତContinue reading “ନକଲି ନୋଟ ଛାପିଲେ ଆଉ ନିସ୍ତାର ନାହିଁ । ଆସିବ ନୂଆ ଆଇନ, ମହିଳା ନିର୍ଯ୍ୟାତନ କମ ପାଇଁ ଅପରାଧ ବିଲରେ ବଡ ପରିବର୍ତନ”

ଶପଥ ନେଲେ ମଧ୍ୟପ୍ରଦେଶ ଓ ଛତିଶଗଡର ଦୁଇ ନୂଆ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେଓ ସାଏ ଓ ମନୋଜ ଯାଦବଙ୍କୁ ଗୋପନୀୟତା ଶପଥ ପାଠ କରାଇଲେ ରାଜ୍ୟପାଳ

କନକ ବ୍ୟୁରୋ :ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ । ୩ରାଜ୍ୟକୁ ମିଳିଛି ନୂଆ ଚେହେରାର ନୂଆ ମୁଖ୍ୟମନ୍ତ୍ରୀ ।ଛତିଶଗଡ଼ରେ ବିଷ୍ଣୁଦେଓ ସାଏ, ମଧ୍ୟପ୍ରଦେଶରେ ମୋହନ ଯାଦବ ଓ ରାଜସ୍ଥାନରେ ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ୨୦୨୪ ସାଧାରଣ ନିର୍ବାଚିନ ପୂର୍ବରୁ ବିଜେପି ଜାତି ଓ ବର୍ଗର ସନ୍ତୁଳନ ରକ୍ଷା କରି ବିଜେପି ବଡ ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଉଛି । ଛତିଶଗଡ଼ରେ ‘ବିଷ୍ଣୁଦେଓ ସାଏ’ ସରକାର ଛତିଶଗଡ଼ର ୩୨% ଜନସଂଖ୍ୟା ଆଦିବାସୀ । ଏହି ସମୁଦାୟରୁ ଭୋଟContinue reading “ଶପଥ ନେଲେ ମଧ୍ୟପ୍ରଦେଶ ଓ ଛତିଶଗଡର ଦୁଇ ନୂଆ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେଓ ସାଏ ଓ ମନୋଜ ଯାଦବଙ୍କୁ ଗୋପନୀୟତା ଶପଥ ପାଠ କରାଇଲେ ରାଜ୍ୟପାଳ”

ମହୀଶୁର ବିଜେପି ସାଂସଦ ପ୍ରତାପ ସିହ୍ନା ପାସ୍ ନେଇ ଭିତରକୁ ଯାଇଥିଲେ ଦୁଇ ଯୁବକ । ରଙ୍ଗ ବୋମା ସହ ପାସ୍ ଜବତ

କନକ ବ୍ୟୁରୋ : ଯେଉଁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ସାଗର ମନୋରଂଜନ, ନୀଲମ ଓ ଅନମୋଲ । ସଂସଦ ଭିତରେ ପ୍ରବେଶ କରି କଲର ସ୍ମୋକ ବମ ଫିଙ୍ଗିଥିଲେ ସାଗର ଶର୍ମା ଓ ମନୋରଂଜନ । ସଂସଦ ବାହାରେ ନିଲମ ଓ ଅନମୋଲ କଲର ସ୍ମୋକ ବୋମା ଫିଙ୍ଗୁଥିବାବେଳେ ସେମାନଙ୍କ ଧରିଥିଲେ ସୁରକ୍ଷାକର୍ମୀ । ପୁଲିସର ସୂଚନା ଅନୁସାରେ ସାଗର ଓ ମନୋରଂଜନର ବନ୍ଧୁତା ଫେସବୁକରେ ହୋଇଥିଲା । ପରେ ହରିଆଣାର ନୀଲମContinue reading “ମହୀଶୁର ବିଜେପି ସାଂସଦ ପ୍ରତାପ ସିହ୍ନା ପାସ୍ ନେଇ ଭିତରକୁ ଯାଇଥିଲେ ଦୁଇ ଯୁବକ । ରଙ୍ଗ ବୋମା ସହ ପାସ୍ ଜବତ”

ସଂସଦ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ ? ପଚାରିଲେ କଡ଼ା ସୁରକ୍ଷା ବଳୟକୁ କିଭଳି ଭେଦ କଲେ ୪ ଅଜ୍ଞାତ

କନକ ବ୍ୟୁରୋ : ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ସରକାରଙ୍କ ଉପରେ ଆରମ୍ଭ ହୋଇଛି ବିରୋଧୀଙ୍କ ପ୍ରଶ୍ନବାଣ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁଡ଼ ଖଡ଼ଗେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ତୁରନ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜବାବ ମଧ୍ୟ ଦାବି କରିଛନ୍ତି । ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହା ଭିତରେ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ପନ୍ନୁର ସେହି ଧମକୁ ନେଇ ମଧ୍ୟ ଅନେକ ସହେନ୍ଦContinue reading “ସଂସଦ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ ? ପଚାରିଲେ କଡ଼ା ସୁରକ୍ଷା ବଳୟକୁ କିଭଳି ଭେଦ କଲେ ୪ ଅଜ୍ଞାତ”

ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି । ଦର୍ଶକ ଗ୍ୟାଲେରୀ ଦେଇ ପଶିଲେ ୨ ଯୁବକ, ବାଚସ୍ପତିଙ୍କ ତଦନ୍ତ ନିର୍ଦ୍ଦେଶ

from Kanak News via <a href="https://ifttt.com/?

ପଶ୍ଚିମରୁ ଅଭିଯାନ ଆରମ୍ଭ କରିବ ବିଜେପି ! ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ ?‘ପଶ୍ଚିମ’ ଦୁର୍ଗରୁ ବିଜେପିର ଓଡ଼ିଶା ଦଖଲ ଲକ୍ଷ୍ୟ !

କନକ ବ୍ୟୁରୋ : ଆସନ୍ତା ୨୪ରେ ମୋଦୀଙ୍କ ସମ୍ବଲପୁର ଗସ୍ତକୁ ନେଇ ଯଦି କିଏ ସବୁଠୁ ଅଧିକ ଉତ୍ସାହିତ ଓ ଆଶାବାଦୀ, ବୋଧେ ସିଏ ହେଉଛି ବିଜେପିର ଓଡ଼ିଶା ଶାଖା । ପଡ଼ୋଶୀ ଛତିଶଗଡ଼ ସମେତ ୩ଟି ରାଜ୍ୟର ବିଜୟ, ଦଳୀୟ କର୍ମୀ ଓ ନେତାଙ୍କୁ ଯେଉଁ ଉତ୍ସାହ ଆଣି ଦେଇଥିଲା, ସେହି ଉତ୍ସାହକୁ ହୁଏତ ମୋଦିଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ଆହୁରି ଦୁଇ ଗୁଣିତ କରିଦେଇଛି । କୁହାଯାଉଛି, ମୋଦୀଙ୍କ ଉପସ୍ଥିତିରେ ଓଡ଼ିଶାରେ ଶାସନର ରଣନୀତିContinue reading “ପଶ୍ଚିମରୁ ଅଭିଯାନ ଆରମ୍ଭ କରିବ ବିଜେପି ! ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ ?‘ପଶ୍ଚିମ’ ଦୁର୍ଗରୁ ବିଜେପିର ଓଡ଼ିଶା ଦଖଲ ଲକ୍ଷ୍ୟ !”

ବୁଲାକୁକୁର କାମୁଡ଼ିଲେ ଦାୟୀ ରହିବ ପୌର ପ୍ରଶାସନ । ୮ ବର୍ଷ ତଳର ମାମଲାରେ ଦୃଷ୍ଟାନ୍ତମୂଳକ ରାୟ ଦେଲେ ହାଇକୋର୍ଟ

କନକ ବ୍ୟୁରୋ : କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବ ପୁରୀ ପୌରପରିଷଦ । ୨୦୧୬ରେ ପୁରୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶିଶୁର ପରିବାରକୁ କ୍ଷତିପୁରଣ ପାଇଁ ପୁରୀ ପୌରପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ କୁମ୍ଭାରରଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି ଖେଳୁଥିବା ବେଳେ ୪ଟିContinue reading “ବୁଲାକୁକୁର କାମୁଡ଼ିଲେ ଦାୟୀ ରହିବ ପୌର ପ୍ରଶାସନ । ୮ ବର୍ଷ ତଳର ମାମଲାରେ ଦୃଷ୍ଟାନ୍ତମୂଳକ ରାୟ ଦେଲେ ହାଇକୋର୍ଟ”

ନିଶାମୁକ୍ତ ଭାରତ ଅଭିଯାନ ବୈଠକରେ ଚାଂଚଲ୍ୟକର ସୂଚନା ଦେଲେ ପୁଲିସ କମିଶନର । ଅନଲାଇନ୍ ଫୁଡ୍ ଡେଲିଭରୀ ସ୍ୱିଗିରେ ଆସୁଛି ଡ୍ରଗ୍ସ

କନକ ବ୍ୟୁରୋ : ଖାଦ୍ୟ ଡେଲିଭରି ଦେଉଥିବା ସ୍ୱିଗି ଭଳି ଅନେକ ସଂସ୍ଥା ରହିଛି । କିନ୍ତୁ ଏହା ଜରିଆରେ ଯେ ଡ୍ରଗ୍ସ କାରବାର ହେଉଥିବ, ଏକଥା ବିଶ୍ୱାସ କରିବା କଷ୍ଟ । ହେଲେ ଏହା ସତ । ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଡ୍ରଗ୍ସ ପେଡଲର । ଖାଦ୍ୟ ଡେଲିଭରି ସଂସ୍ଥା ଜରିଆରେ ଏବେ ନିଷିଦ୍ଧ ନିଶାର କାରବାର ଚାଲିଛି । ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟContinue reading “ନିଶାମୁକ୍ତ ଭାରତ ଅଭିଯାନ ବୈଠକରେ ଚାଂଚଲ୍ୟକର ସୂଚନା ଦେଲେ ପୁଲିସ କମିଶନର । ଅନଲାଇନ୍ ଫୁଡ୍ ଡେଲିଭରୀ ସ୍ୱିଗିରେ ଆସୁଛି ଡ୍ରଗ୍ସ”

Design a site like this with WordPress.com
Get started