ରୁଷର ସେନାରେ କାର୍ଯ୍ୟ କରୁଥିବା ଛ’ ଜଣ ନେପାଳୀ ନାଗରିକ ୟୁକ୍ରେନ ସହିତ ଯୁଦ୍ଧରେ ନିହତ ହୋଇଛନ୍ତି । ନେପାଳ ସରକାର ଏହି ସୂଚନା ଦେଇଛନ୍ତି । ଏହା ସହିତ ନେପାଳର ନାଗରିକଙ୍କୁ ନିଜ ସେନାରେ ନିଯୁକ୍ତି ନକରିବାକୁ ସରକାର ରୁଷକୁ ଅନୁରୋଧ କରିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧରେ ଅନେକ ଲୋକଙ୍କର ମୃତ୍ୟୁ ଖବର ଦିନକୁ ଦିନ ପ୍ରକାଶ ପାଇବାରେ ଲାଗିଛି । କେବଳ ସୈନିକମାନେ ମୃତ୍ଯୁବରଣ କରୁନାହାନ୍ତି । ହଜାର ହଜାର ନିରୀହ ସାଧାରଣ ଲୋକContinue reading “ରୁଷ-ୟୁକ୍ରେନ ଯୁଦ୍ଧରେ ଏତେ ସଂଖ୍ୟକ ନେପାଳୀ କିପରି ମଲେ ? ନେପାଳ ସରକାର ବର୍ତ୍ତମାନ କଣ ଚାହୁଁଛନ୍ତି ?”
Tag Archives: News
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ । ଡିସେମ୍ବର ୭ରେ ନେବେ ଶପଥ
କନକ ବ୍ୟୁରୋ : ତେଲେଙ୍ଗାନାରେ କିଏ ହେବ ମୁଖ୍ୟମନ୍ତ୍ରୀ ଏନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି । କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ ତେଲେଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ସେ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏନେଇ ବିଧାୟକ ଦଳ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଛି । ୪ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ବିଜେପିକୁ ବହୁମତ ମିଳିଥିବା ବେଳେ କେବଳContinue reading “ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ । ଡିସେମ୍ବର ୭ରେ ନେବେ ଶପଥ”
ପରାଜୟ ପରେ ମଧ୍ୟପ୍ରଦେଶ ପୂର୍ବତନ ଗୃହମନ୍ତ୍ରୀଙ୍କ ବୟାନ । କହିଲେ, ସେମାନଙ୍କ ବିଜୟ ଠାରୁ ମୋ ପରାଜୟକୁ ନେଇ ଅଧିକ ଚର୍ଚ୍ଚା
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପିକୁ ବହୁମତ ମିଳିଛି । ହେଲେ ବିଜେପିର କିଛି ବରିଷ୍ଠ ନେତାଙ୍କ ପରାଜୟ ହୋଇଛି । ୧୫ ବର୍ଷ ଧରି ବିଧାୟକ ଭାବେ ବିଜୟୀ ହେଉଥିବା ମଧ୍ୟପ୍ରଦେଶର ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ନିଜ ଗଡ ବଞ୍ଚାଇବାରେ ଅକ୍ଷମ ହୋଇଛନ୍ତି । ସେ ସୁବା ଆସନରୁ ୨୦୦୮ ରୁ ଲଗାତର ଭାବେ ବିଜୟୀ ହେଉଥିଲେ ବି ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଭାରତୀContinue reading “ପରାଜୟ ପରେ ମଧ୍ୟପ୍ରଦେଶ ପୂର୍ବତନ ଗୃହମନ୍ତ୍ରୀଙ୍କ ବୟାନ । କହିଲେ, ସେମାନଙ୍କ ବିଜୟ ଠାରୁ ମୋ ପରାଜୟକୁ ନେଇ ଅଧିକ ଚର୍ଚ୍ଚା”
ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ସେୟାର ବଜାରରେ ଜାରି ରହିଛି ଉତ୍ସାହ: ନିଫ୍ଟି ୪୫୦ ପଏଂଟରୁ ଅଧିକ ଉଚ୍ଚାରେ ଖୋଲିଥିବା ବେଳେ ସେନସେକ୍ସ ଖୋଲିଲା ୬୯ ହଜାର ୧୬୮ ପଏଂଟରେ
କନକ ବ୍ୟୁରୋ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିଜୟ ପରେ ସେୟାର ବଜାରରେ ଉତ୍ସାହ ଜାରି ରହିଛି । ଆଜି ମଧ୍ୟ ନିଫ୍ଟି ପୁଣି ନିବେଶକଙ୍କୁ ଖୁସି ଆଣି ଦେଇଛି । ନିଫ୍ଟି ୪୫୦ ପଏଂଟରୁ ଅଧିକ ଉଚ୍ଚାରେ ଖୋଲିଛି । ତେବେ କ୍ରମାଗତ ଷଷ୍ଠ ଦିନ ଧରି ଷ୍ଟକ୍ ମାର୍କେଟରେ ଭଲ ବ୍ୟବସାୟ ହେଉଥିବା ଦେଖିବାକୁ ମିଳିଛି । ସେନସେକ୍ସ ମଧ୍ୟ ରେକର୍ଡ ସ୍ତରରେ ଖୋଲିବାରେ ସଫଳ ହୋଇଛି ।ଆଜି ସେନସେକ୍ସ ୬୯ ହଜାର ୧୬୮ ପଏଂଟContinue reading “ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ସେୟାର ବଜାରରେ ଜାରି ରହିଛି ଉତ୍ସାହ: ନିଫ୍ଟି ୪୫୦ ପଏଂଟରୁ ଅଧିକ ଉଚ୍ଚାରେ ଖୋଲିଥିବା ବେଳେ ସେନସେକ୍ସ ଖୋଲିଲା ୬୯ ହଜାର ୧୬୮ ପଏଂଟରେ”
୩ ରାଜ୍ୟରେ ବିଜେପିର ବିଜୟ ପରେ ମୋଦୀ ଗ୍ୟାରେଂଟିକୁ ନେଇ ଚର୍ଚ୍ଚା: ବିଜେଡ଼ି ନେତା କହିଲେ, ଲୋକପ୍ରିୟତା ଆଧାରରେ ମୋଦୀ ଏକ ବ୍ରାଣ୍ଡ, ହେଲେ ପ୍ରତିଶ୍ରୁତି ଦେଇ ପୂରଣ କରେନି ବିଜେପି
କନକ ବ୍ୟୁରୋ: ମୋଦୀ ଗ୍ୟାରେଂଟି ଏବଂ ନବୀନ ବ୍ରାଣ୍ଡ । ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଚେହେରା କରି ବିଜେପି ପ୍ରାୟ ରାଜ୍ୟରେ ନିର୍ବାଚନୀ ସଫଳତା ପାଉଛି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟୀ ହେବା ପରେ ମୋଦୀ ଗ୍ୟାରେଂଟି ଗୋଟିଏ ବଡ ଫ୍ୟାକ୍ଟର ବୋଲି କୁହାଯାଉଛି । ଆଉ ମୋଦୀଙ୍କୁ ବିଶ୍ୱାସ କରି ଲୋକେ ଭୋଟ୍ ଦେଉଛନ୍ତି ବୋଲି ବିଜେପି ନେତା ଦାବି କରୁଛନ୍ତି । ହେଲେ ଏହାର ପ୍ରଭାବ ଓଡିଶା ରାଜନୀତିରେ କେତେ ପଡିବ ତା ଉପରେContinue reading “୩ ରାଜ୍ୟରେ ବିଜେପିର ବିଜୟ ପରେ ମୋଦୀ ଗ୍ୟାରେଂଟିକୁ ନେଇ ଚର୍ଚ୍ଚା: ବିଜେଡ଼ି ନେତା କହିଲେ, ଲୋକପ୍ରିୟତା ଆଧାରରେ ମୋଦୀ ଏକ ବ୍ରାଣ୍ଡ, ହେଲେ ପ୍ରତିଶ୍ରୁତି ଦେଇ ପୂରଣ କରେନି ବିଜେପି”
ଜନ୍ମ ହାର ହ୍ରାସ ନେଇ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ‘ଟେନସନ’ରେ । ସେ କାହିଁକି ସାରା ଦେଶରେ ମହିଳାଙ୍କୁ ସହାୟତା ମାଗୁଛନ୍ତି ?
କିଛିଦିନ ତଳେ ରୁଷର ରାଷ୍ଟ୍ରପତି ପୁଟିନ ତାଙ୍କ ଦେଶର ମହିଳାମାନଙ୍କୁ ୮ ଟି ସନ୍ତାନ ଜନ୍ମ କରିବାକୁ ପ୍ରସ୍ତାବ ଦେଇ ବିବାଦରେ ପଡ଼ିଥିଲେ । ଏବେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ସମାନ କଥା ତାଙ୍କ ଦେଶର ମହିଳାମାନଙ୍କୁ କହିଛନ୍ତି । ଆଜିକାଲି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଟେନସନରେ ଅଛନ୍ତି । ଦେଶରେ ହ୍ରାସ ପାଉଥିବା ଜନ୍ମ ହାରକୁ ବନ୍ଦ କରିବାକୁ ସେ ମହିଳାମାନଙ୍କୁ ନିବେଦନ କରିଛନ୍ତି। ସିଓଲ୍Continue reading “ଜନ୍ମ ହାର ହ୍ରାସ ନେଇ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ‘ଟେନସନ’ରେ । ସେ କାହିଁକି ସାରା ଦେଶରେ ମହିଳାଙ୍କୁ ସହାୟତା ମାଗୁଛନ୍ତି ?”
କିଏ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ? ଦିଲ୍ଲୀରେ ଶୀର୍ଷ ନେତୃତ୍ୱ କାହା ଉପରେ ଢ଼ାଳିବେ ସୁନା କଳସ ଲାଗି ରହିଛି ଚର୍ଚ୍ଚା
କନକ ବ୍ୟୁରୋ: ମଧ୍ୟପ୍ରଦେଶ ରାଜନୀତି ପୁଣି ଚର୍ଚ୍ଚାରେ । ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଚାଲିଛି । ଅନେକ ନେତା ମୁଖ୍ୟମନ୍ତ୍ରୀ ହେବାକୁ ନିଜ ନିଜ ଶୈଳୀରେ ଦଳର ହାଇକମାଣ୍ଡଙ୍କୁ ବାର୍ତା ଦେଉଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ସେ ତାଙ୍କ ପରିବାର ଲୋକଙ୍କ ସହ ଏକ ରେଷ୍ଟୁରାଂଟ ଯାଇଛନ୍ତି । ଯେଉଁଠାରେ ସେContinue reading “କିଏ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ? ଦିଲ୍ଲୀରେ ଶୀର୍ଷ ନେତୃତ୍ୱ କାହା ଉପରେ ଢ଼ାଳିବେ ସୁନା କଳସ ଲାଗି ରହିଛି ଚର୍ଚ୍ଚା “
୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍: ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ
କନକ ବ୍ୟୁରୋ: ନୋଟ୍ ବଦଳାଇବାକୁ ପୁଣି ଭିଡ଼ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଭୁବନେଶ୍ୱର ଆରବିଆଇ ଆଗରେ ଲମ୍ବା ଲାଇନ୍ ଲାଗିଛି । ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଗୋଟିଏ ଆଧାର କାର୍ଡ଼ରେ ସର୍ବାଧିକ ୨୦ ହଜାର ଟଙ୍କା ବଦଳ ହୋଇପାରିବ ବୋଲି କୁହାଯାଇଛି । ଏହା ସତ୍ୱେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । The post ୨ ହଜାରContinue reading “୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍: ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ”
ବିଜେପି ବିଧାୟକ ମହନ୍ତ ବାଳମୁକୁନ୍ଦଙ୍କ ଭାଇରାଲ ଭିଡିଓ, ମୁସଲିମ ହୋଟେଲରେ ପଶି କର୍ମଚାରୀଙ୍କୁ ଧମକ
କନକ ବ୍ୟୁରୋ : ରାଜସ୍ଥାନରେ ବିଜେପି ବିଜୟୀ ହେବା ପରେ ଜୟପୁର ହବା ମହଲ ଆସନରୁ ବିଜେପି ଟିକେଟରୁ ବିଜୟୀ ହୋଇଥିବା ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ଆକ୍ସନ ମୋଡକୁ ଆସିଛନ୍ତି । ବିନା ପଞ୍ଜିକରଣରେ ଚାଲିଥିବା ଆମିଷ ଫୁଡ ଷ୍ଟଲ ଓ ହୋଟେଲଗୁଡିକୁ ବନ୍ଦ କରିବା ନେଇ ମୋର୍ଚ୍ଚା ଖୋଲିଛନ୍ତି । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଆମିଷ ହୋଟେଲ ଓ ଫୁଡଷ୍ଟଲଗୁଡିକୁ ବନ୍ଦContinue reading “ବିଜେପି ବିଧାୟକ ମହନ୍ତ ବାଳମୁକୁନ୍ଦଙ୍କ ଭାଇରାଲ ଭିଡିଓ, ମୁସଲିମ ହୋଟେଲରେ ପଶି କର୍ମଚାରୀଙ୍କୁ ଧମକ”
୨୨ ଲକ୍ଷ ଟଙ୍କାର ମୋବାଇଲ ଚୋରାଇନେଲେ ଲୁଟେରା: ସିସିଟିଭିରେ ଚୋରି ସମୟର ଦୃଶ୍ୟ କଏଦ
କନକ ବ୍ୟୁରୋ: ରାଉରକେଲା କୋଏଲ ନଗର ଝିରପାଣି ମାର୍କେଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଚୋରି ସମୟର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନାମୀଦାମୀ କମ୍ପାନୀର ୯୭ଟି ମୋବାଇଲ ଲୁଟି ନେଇଛନ୍ତି ଲୁଟେରା । ଦୁଇ ଜଣ ଚୋର ଦୋକାନ ଭିତରେ ପଶି ଲୁଟ୍ପାଟ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ରାତି ପ୍ରାୟ ଗୋଟାଏରୁ ୨ଟା ଭିତରେ ଚୋରି କରିଛନ୍ତି ଲୁଟେରା । ୭ଟି ଆଇଫୋନContinue reading “୨୨ ଲକ୍ଷ ଟଙ୍କାର ମୋବାଇଲ ଚୋରାଇନେଲେ ଲୁଟେରା: ସିସିଟିଭିରେ ଚୋରି ସମୟର ଦୃଶ୍ୟ କଏଦ”