କନକ ବ୍ୟୁରୋ : ୩ ରାଜ୍ୟରେ ବିଜେପିର ସାମ୍ଭାବ୍ୟ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଜନତା ଜନାର୍ଦ୍ଦନଙ୍କୁ ଜୁହାର । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଛି କି, ଭାରତର ଜନତାଙ୍କ ଭରସା ମାତ୍ର ସୁଶାସନ ଓ ବିକାଶର ରାଜନୀତି ଓ ଏହାର ଭରସା ବିଜେପି ହିଁ ଦେଇପାରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ବିଜେପି ଉପରେ ସ୍ନେହ,Continue reading “୩ ରାଜ୍ୟରେ ବିଜେପିର ସାମ୍ଭାବ୍ୟ ବିଜୟ ପରେ ସାମ୍ନାକୁ ଆସିଲେ ପ୍ରଧାନମନ୍ତ୍ରୀ । ଜନତାଙ୍କ ଉଦ୍ଦେଶ୍ୟରେ ଦେଲେ ଏଭଳି ବାର୍ତ୍ତା”
Tag Archives: News
ଛତିଶଗଡରେ କାହିଁକି ହାରିଲା କଂଗ୍ରେସ ? ତୃଷ୍ଟିକରଣ ନା ଅନ୍ତଃକନ୍ଦଳ । ଜାଣନ୍ତୁ ୫ଟି କାରଣ
କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ଗଣତି ଅଧା ହୋଇଥିଲେ ବି ଏ ପର୍ଯ୍ୟନ୍ତ କଂଗ୍ରେସ ଠାରୁ ବିଜେପି ବହୁ ଆଗରେ ରହିଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ ଛତିଶଗଡ ବିଧାନସଭାର ମୋଟ ୯୦ ଆସନରୁ କଂଗ୍ରେସ ୩୪ଟିରେ ଆଗୁଆ ରହିଥିବା ବେଳେ ବିଜେପି ୫୬ଟି ଆସନରେ ଆଗୁଆ ରହିଛି । କଂଗ୍ରେସର ଏହି ନୈରାଶ୍ୟଜନକ ସ୍ଥିତି ପଛରେ କଣ ରହିଛି କାରଣ ? ଅନ୍ତଃକନ୍ଦଳ : ଛତିଶଗଡରେContinue reading “ଛତିଶଗଡରେ କାହିଁକି ହାରିଲା କଂଗ୍ରେସ ? ତୃଷ୍ଟିକରଣ ନା ଅନ୍ତଃକନ୍ଦଳ । ଜାଣନ୍ତୁ ୫ଟି କାରଣ”
କିଏ ଏହି ଏ ରେଭାନ୍ତ ରେଡ୍ଡୀ? ଯାହାଙ୍କ ନେତୃତ୍ୱରେ ‘ତେଲେଙ୍ଗାନା’ ବିଜୟ କଲା କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ରହିଛନ୍ତି ପ୍ରମୁଖ ଦାବିଦାର
କନକ ବ୍ୟୁରୋ: ନୂଆ ରାଜ୍ୟ ଗଠନ ହେଲା ପରେ, ପ୍ରଥମ ଥର ପାଇଁ ତେଲେଙ୍ଗାନାରେ ହେବାକୁ ଯାଉଛି କ୍ଷମତାର ପରିବର୍ତ୍ତନ । ବିଆରଏସକୁ ହଟେଇ ପ୍ରଥମ ଥର ପାଇଁ ତେଲେଙ୍ଗାନାରେ ସତ୍ତା ଅକ୍ତିଆର କରିବାକୁ ଯାଉଛି କଂଗ୍ରେସ । ତେବେ ଏଥର ନିର୍ବାଚନ ଫଳାଫଳରେ ୧୧୯ ଆସନରୁ କଂଗ୍ରେସ ୬୪ ଆସନରେ ଆଗୁଆ ଥିବାବେଳେ, ବିଆରଏସ୍ ୪୦ ଆସନରେ ଆଗୁଆ ରହିଛି । ହେଲେ କଂଗ୍ରେସର ଏହି ବିଜୟ ପଛରେ ପ୍ରଦେଶ କଂଗ୍ରେସ ସଭାପତି ଏ ରେଭାନ୍ତContinue reading “କିଏ ଏହି ଏ ରେଭାନ୍ତ ରେଡ୍ଡୀ? ଯାହାଙ୍କ ନେତୃତ୍ୱରେ ‘ତେଲେଙ୍ଗାନା’ ବିଜୟ କଲା କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ରହିଛନ୍ତି ପ୍ରମୁଖ ଦାବିଦାର”
ବିଜୟୀ ହେଲେ ରାଜସ୍ଥାନ ରାଜପରିବାରର ରାଜକୁମାରୀ । ସାଂସଦରୁ ହେଲେ ବିଧାୟିକା
କନକ ବ୍ୟୁରୋ : ରାଜସ୍ଥାନ ଜୟପୁରର ବିଦ୍ୟାଧର ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଫଳାଫଳ ଆସିଛି । ଏଠାରେ ରାଜ ପରିବାରର ରାଜକୁମାରୀ ଦୀୟା କୁମାରୀ ବହୁ ଭୋଟରେ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ବରିଷ୍ଠ ନେତା ସୀତାରାମ ଅଗ୍ରୱାଲଙ୍କୁ ପରାଜିତ କରିଛନ୍ତି । ଦୀୟା କୁମାରୀଙ୍କୁ ୧,୫୮,୫୧୬ ଟି ଭୋଟ ମିଳିଥିବା ବେଳେ କଂଗ୍ରେସର ସୀତାରାମଙ୍କୁ ୮୭,୧୪୮ ଖଣ୍ଡ ଭୋଯ ମଳିଛି । ୨୦୧୩ ମସିହାରେ ସବାଇମାଧପୁର ଆସନରୁ ଦୀୟା କୁମାରୀ ପ୍ରଥମେ ବିଜେପିContinue reading “ବିଜୟୀ ହେଲେ ରାଜସ୍ଥାନ ରାଜପରିବାରର ରାଜକୁମାରୀ । ସାଂସଦରୁ ହେଲେ ବିଧାୟିକା”
ରାଜସ୍ଥାନରେ କଂଗ୍ରେସର ପରାଜୟ । ଜାଣନ୍ତୁ ପରାଜୟ ପଛର ୫ କାରଣ
କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ରାଜସ୍ଥାନରେ ଭୋଟିଂ ହୋଇଥିବା ୧୯୯ ଆସନ ମଧ୍ୟରୁ ବିଜେପି ୧୧୫ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬୯ଟି ଆସନରେ ଆଗ୍ରୁଆ ଚାଲିଛି । ସେହିଭଳି ଅନ୍ୟାନ୍ୟ ଦଳମାନେ ୧୬ଟି ଆସନରେ ଆଗୁଆ ଚାଲିଛନ୍ତି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସର ପରାଜୟ ପଛରେ ଅନେକ କାରଣ ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ।Continue reading “ରାଜସ୍ଥାନରେ କଂଗ୍ରେସର ପରାଜୟ । ଜାଣନ୍ତୁ ପରାଜୟ ପଛର ୫ କାରଣ”
ଛତିଶଗଡରେ ରମଣ ସିଂ ନା ଆଉ କିଏ ହେବେ ମୁଖ୍ୟମନ୍ତ୍ରୀ? ଏହି ୬ ଚେହେରାକୁ ନେଇ ଚର୍ଚ୍ଚା ।
କନକ ବ୍ୟୁରୋ: ଛତିଶଗଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବହୁମତରେ ବିଜୟ ଆଡକୁ ବଢୁଛି । ତାଜା ତଥ୍ୟ ଅନୁସାରେ ବିଜେପି ପାଖାପାଖି ବହୁମତକୁ ଟପିସାରିଲାଣି । ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ଆଗୁୁଆ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟ ମାନଙ୍କରେ ଦଳ ପଛରେ ପଡିଯାଇଛି । ତେବେ କଥା ହେଉଛି ଯଦି ରାଜ୍ୟରେ ବିଜେପି ସତ୍ତାକୁ ଆସେ ରମଣ ସିଂ ନା ଆଉ କିଏ ମୁଖ୍ୟମନ୍ତ୍ରୀ ହେବେ । କାରଣ ଏହି ରେସରେ ଏବେ ୬ଟି ପ୍ରମୁଖContinue reading “ଛତିଶଗଡରେ ରମଣ ସିଂ ନା ଆଉ କିଏ ହେବେ ମୁଖ୍ୟମନ୍ତ୍ରୀ? ଏହି ୬ ଚେହେରାକୁ ନେଇ ଚର୍ଚ୍ଚା ।”
୩ ରାଜ୍ୟରେ ଆପ୍ ଅବସ୍ଥା ଢିଲା । ୨୦୦ରୁ ଅଧିକ ଆସନରେ ନିର୍ବାଚନ ଲଢିଲା, ଗୋଟିଏ ବି ଜିତିଲାନି ।
କନକ ବ୍ୟୁରୋ: ଆସୁଛି ୪ ରାଜ୍ୟର ନିର୍ବାଚନୀ ଫଳାଫଳ । ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଏଥର ବିଜେପି ଜଲୱା ଦେଖାଉଥିବାବେଳେ, ତେଲେଙ୍ଗାନରେ ଉଡିବାକୁ ଯାଉଛି କଂଗ୍ରେସର ବିଜୟ ବାନା । ତେବେ ଏହାରି ଭିତରେ ଦିଲ୍ଲୀ ଏବଂ ପଞ୍ଜାବରେ ଶାସନ କରୁଥିବା ଆମ୍ ଆଦମୀ ପାର୍ଟି ପାଇଁ ଆସିଛି ଏମିତି କିଛି ଖବର, ଯାହା ଆପଣଙ୍କୁ ଆଶ୍ଚଯ୍ୟ କରିଦେବ । ଆପ୍ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ପାଖାପାଖି ୨୦୦ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଥିଲେContinue reading “୩ ରାଜ୍ୟରେ ଆପ୍ ଅବସ୍ଥା ଢିଲା । ୨୦୦ରୁ ଅଧିକ ଆସନରେ ନିର୍ବାଚନ ଲଢିଲା, ଗୋଟିଏ ବି ଜିତିଲାନି ।”
ରାଜସ୍ଥାନରେ ବସୁନ୍ଧରା ରାଜେ ନୁହେଁ ତ ଆଉ କିଏ? କିଏ ହେବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ? ବାଲକନାଥଙ୍କ ନାଁକୁ ନେଇ ବଢିଲା ଚର୍ଚ୍ଚା…
କନକ ବ୍ୟୁରୋ: ରାଜସ୍ଥାନରେ ଏଥର ପୁଣି କମବ୍ୟାକ୍ କରୁଛି ବିଜେପି । କଂଗ୍ରେସକୁ ହଟେଇ ପୁଣିଥରେ ମରୁଭୂମି ରାଜ୍ୟ ଫୁଟୁଛି ପଦ୍ମ । ବର୍ତ୍ତମାନ ସୁଦ୍ଧା ୧୯୯ ଆସନରୁ ବିଜେପି ୧୧୩ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୭୧ ଆସନରେ ଆଗୁଆ ରହିପାରିଛି । ତେଣୁ ଗେହଲଟ ସରକାରକୁ ଝଟକା ଦେଇ ଏଠାରେ ବିଜେପି ପୁଣିଥରେ ସରକାର ଗଢୁଥିବା ଏକପ୍ରକାର ସ୍ପଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ହେଲେ ଏସବୁ ଭିତରେ ରାଜସ୍ଥାନରେ କିଏ ହେବContinue reading “ରାଜସ୍ଥାନରେ ବସୁନ୍ଧରା ରାଜେ ନୁହେଁ ତ ଆଉ କିଏ? କିଏ ହେବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ? ବାଲକନାଥଙ୍କ ନାଁକୁ ନେଇ ବଢିଲା ଚର୍ଚ୍ଚା…”
ସନାତନ ଧର୍ମର ଅଭିଶାପ ଓ ଜାତିବାଦ ରାଜନୀତି କଂଗ୍ରେସକୁ ବୁଡେଇଦେଲା । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନଙ୍କ ପ୍ରତିକ୍ରିୟା ।
କନକ ବ୍ୟୁରୋ: ଆଜି ୪ ରାଜ୍ୟରେ ଚାଲିଛି ବିଧାନସଭା ନିର୍ବାଚନର ଭୋଟ ଗଣତି । ୪ ରାଜ୍ୟରୁ ୨ ରାଜ୍ୟରେ ବିଜେପି ବାଜି ମାରିଥିବାବେଳେ କଂଗ୍ରେସ ପଛରେ ପଡିଛି । ଛତିଶଗଡରେ ବି କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । କଂଗ୍ରେସର ଏଭଳି ଅଧୋଗତି ସ୍ଥିତିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ୍ । ସେ କହିଛନ୍ତି ଯେ, ଏହା କଂଗ୍ରେସର ହାର ନୁହେଁ ବରଂ ଏହାContinue reading “ସନାତନ ଧର୍ମର ଅଭିଶାପ ଓ ଜାତିବାଦ ରାଜନୀତି କଂଗ୍ରେସକୁ ବୁଡେଇଦେଲା । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନଙ୍କ ପ୍ରତିକ୍ରିୟା ।”
ସମସ୍ତଙ୍କୁ ଚମକାଇଦେଲେ ଛାତ୍ର ନେତା ରବୀନ୍ଦ୍ର ଭଟ୍ଟିି । ବିଜେପିରୁ ବାହାରି ନିର୍ବାଚନ ଲଢୁଛନ୍ତି, ଶିବ୍ ସିଟରେ ସମସ୍ତଙ୍କୁ ପଛରେ ପକାଇଲେ ।
କନକ ବ୍ୟୁରୋ: ରାଜସ୍ଥାନର ବାଡମେର ଶିବ ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର । ଏଠାରେ ଚତୁଷ୍କୋଣୀୟ ଲଢେଇ ଚାଲିଛି । ଏଭଳି ସ୍ଥିତିରେ ସମସ୍ତଙ୍କୁ ଚମକାଇଦେଇଛନ୍ତି ଛାତ୍ରନେତା ରବୀନ୍ଦ୍ର ସିଂ ଭଟ୍ଟି । ଏଠାରେ ସ୍ୱରୂପ ସିଂ ଖାରାଙ୍କୁ ନେଇ ବିଜେପି ପଶା ଖେଳିଥିବାବେଳେ କଂଗ୍ରେସ ପାଇଁ ନିର୍ବଚନ ମୈଦାନରେ ଅଛନ୍ତି ଅମୀନ ଖାନ୍ । ସ୍ୱାଧୀନରେ ଆଉ ଜଣେ ପ୍ରଭାବଶାଳୀ ନେତା ଫତେହ ଖାନ୍ ଥିବାବେଳେ ଛାତ୍ର ନେତା ରବୀନ୍ଦୟ ସିଂ ଭଟ୍ଟି କିନ୍ତୁContinue reading “ସମସ୍ତଙ୍କୁ ଚମକାଇଦେଲେ ଛାତ୍ର ନେତା ରବୀନ୍ଦ୍ର ଭଟ୍ଟିି । ବିଜେପିରୁ ବାହାରି ନିର୍ବାଚନ ଲଢୁଛନ୍ତି, ଶିବ୍ ସିଟରେ ସମସ୍ତଙ୍କୁ ପଛରେ ପକାଇଲେ ।”