କନକ ବ୍ୟୁରୋ : ୫ ବର୍ଷ ତଳେ ଯେଉଁ ତିନି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ କରିଥିଲା, ଆଜି ସେହି ରାଜ୍ୟରେ କଂଗ୍ରେସକୁ ଲାଗିଛି ଗ୍ରହଣ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କର ନଜର ଥିଲା । ବିଶେଷକରି ଚଳିତ ବର୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ପରେ କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ମଧ୍ୟ ବିଜୟୀ ହେବ ବୋଲି ଏକପ୍ରକାରContinue reading “ପୁଣି ଚାଲିଲା ମୋଦୀ ମ୍ୟାଜିକ । ଏବେ ବି ଅକ୍ଷୂର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ପଛରେ ପଡିଲା କଂଗ୍ରେସ”
Tag Archives: News
ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ
କନକ ବ୍ୟୁରୋ : ତେଲେଙ୍ଗାନା କଂଗ୍ରେସରେ ଉତ୍ସବ । ବାଜା ବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ମନାଉଛନ୍ତି ତେଲେଙ୍ଗାନା କଂଗ୍ରେସର ଦଳୀୟ ନେତା ଓ କର୍ମୀ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାସ୍ତାକୁ ବାହାରି ଖୁସି ମନାଉଛନ୍ତି କଂଗ୍ରେସ କର୍ମୀ । ହାଇଦ୍ରାବାଦରୁ ଆସୁଥିବା ଦୃଶ୍ୟ କହୁଛି, ଦୀର୍ଘ ୧୦ବର୍ଷ ହେଲାଣି ଏହି ଦିନକୁ ଯେମିତି ଅପେକ୍ଷା କରି ରହିଥିଲେ ତେଲେଙ୍ଗାନାର କଂଗ୍ରେସ ନେତା ଓ କର୍ମୀ । ଆଉContinue reading “ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ”
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ: ରାଜସ୍ଥାନ ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା
କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ଗେହଲଟ । ଆଜି ସେ ରାଜ୍ୟପାଳ କଲରାଜ ମିଶ୍ରାଙ୍କ ବାସଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୧୧ ଘଣ୍ଟାର ଭୋଟ ଗଣତି ପରେ ବିଜେପି ବହୁମଚ ପାଇଥିଲା । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି । ରାଜସ୍ଥାନରେ ୧୯୯ ସିଟରେ ବିଧାନସଭା ନିର୍ବାଚନ ହେଉଥିଲା । ଏଠାରେ ବର୍ତ୍ତମାନ ସୁଦ୍ଧା ବିଜେପିContinue reading “ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ: ରାଜସ୍ଥାନ ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା”
ସବୁ ଆକଳନକୁ ଭୁଲ ପ୍ରମାଣିତ କରି ସମସ୍ତଙ୍କୁ ଚକମାଇ ଦେଲା ଛତିଶଗଡ । ଭୂପେଶ ବାଘେଲଙ୍କ ସରକାରକୁ ପ୍ରତ୍ୟାଖାନ କଲେ ଜନତା
କନକ ବ୍ୟୁରୋ : କିଛି କଥା ସହଜରେ ବିଶ୍ୱାସ କରି ହୁଏନି । ଠିକ୍ ଯେମିତି ଏହି ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ । ଫଳାଫଳ ନଆସିବା ଯାଏଁ ଲାଗୁଥିଲା, କଂଗ୍ରେସ ଜିତିବ । ଶେଷ ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ରିପୋର୍ଟ ମଧ୍ୟ ସେଇଆ କହୁଥିଲା । ହେଲେ ନିର୍ବାଚନ ଫଳାଫଳ ଯେତେବେଳେ ଆସିଲା, ଯେତେବେଳେ କେବଳ କଂଗ୍ରେସ ନିର୍ବାଚନ ହାରିଲା ତାହା ନୁହେଁ, ବରଂ କଂଗ୍ରେସ ସରକାରରେ ବଡ଼ ବଡ଼ ମନ୍ତ୍ର ଥିବା ପ୍ରାର୍ଥୀ ମଧ୍ୟContinue reading “ସବୁ ଆକଳନକୁ ଭୁଲ ପ୍ରମାଣିତ କରି ସମସ୍ତଙ୍କୁ ଚକମାଇ ଦେଲା ଛତିଶଗଡ । ଭୂପେଶ ବାଘେଲଙ୍କ ସରକାରକୁ ପ୍ରତ୍ୟାଖାନ କଲେ ଜନତା”
୨୪ ପୂର୍ବରୁ ସେମିଫାଇନାଲରେ ବଡ଼ ବିଜୟ ଅଭିମୁଖେ ବିଜେପି । ପ୍ରମାଣିତ ହେଲା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପଦ୍ମ ଦଳର ପ୍ରଭାବ
କନକ ବ୍ୟୁରୋ : ଆସିଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ବଡ ବିଜୟ ଆଡକୁ ଅଗ୍ରସର ହୋଇଛି । ତେଲେଙ୍ଗାନାରେ କେସିଆରଙ୍କ ୧୦ ବର୍ଷର ଶାସନ ଶେଷ ହୋଇଛି । କଂଗ୍ରେସ ଏଠାରେ କେସିଆରଙ୍କଠାରୁ କ୍ଷମତା ଛଡାଇଆଣିଛି । ଏବେ ଆସନ୍ତୁ ଦେଖିବା କଣ ରହିଛି ୪ ରାଜ୍ୟରେ ସ୍ଥିତି । ୨୦୨୪ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ମଧ୍ୟପ୍ରଦେଶରେ ପ୍ରଚଣ୍ଡContinue reading “୨୪ ପୂର୍ବରୁ ସେମିଫାଇନାଲରେ ବଡ଼ ବିଜୟ ଅଭିମୁଖେ ବିଜେପି । ପ୍ରମାଣିତ ହେଲା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପଦ୍ମ ଦଳର ପ୍ରଭାବ”
ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ବିଜୟୀ । ରାୟପୁର ଉତ୍ତରରୁ ପୁରେନ୍ଦ୍ରଙ୍କୁ ମୈଦାନକୁ ଓହ୍ଲାଇଥିଲା ବିଜେପି ।
କନକ ବ୍ୟୁରୋ : ଛତିଶଗଡରେ ଫୁଟିଛି ପଦ୍ମ । ପୁଣିଥରେ ସରକାର ଗଢିବ ବିଜେପି । ଛତିଶଗଡରେ କଂଗ୍ରେସକୁ ଝଟକା ଲାଗିଥିବା ବେଳେ ବିଜେପି ବିଜୟୀ ବାନା ଉଡାଇଛି । ଏହି ବିଜୟୀ ବିଧାୟକଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ କୁଳଦୀପ ଜୁନେଜାଙ୍କୁ ମାତ୍ ଦେଇଛନ୍ତି ପୁରେନ୍ଦ୍ର । ପୁରେନ୍ଦ୍ର ଦୀର୍ଘବର୍ଷ ଛତିଶଗଡରେContinue reading “ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ବିଜୟୀ । ରାୟପୁର ଉତ୍ତରରୁ ପୁରେନ୍ଦ୍ରଙ୍କୁ ମୈଦାନକୁ ଓହ୍ଲାଇଥିଲା ବିଜେପି । “
କଟପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ । ଏକାସଙ୍ଗରେ କେସିଆର ଓ ରେବନ୍ତଙ୍କୁ ଦେଲେ ମାତ୍, କାମାରେଡ୍ଡୀ ଆସନକୁ ଅକ୍ତିଆର କଲା ବିଜେପି ।
କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିଛି କଂଗ୍ରେସ । କ୍ଷମତାସୀନ ବିଆରଏସର ହ୍ରାଟିକ ବିଜୟ ସ୍ୱପ୍ନକୁ ଧୂଳିସାତ କରିଛି କଂଗ୍ରେସ । ପ୍ରଥମଥର ପାଇଁ ତେଲେଙ୍ଗାନାରେ ସରକାର ଗଢିବ କଂଗ୍ରେସ । ଅନ୍ୟପଟେ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜୟ ହାସଲ କରିଥିବା ବିଜେପି ତେଲେଙ୍ଗାନାରେ ନିଜର ମ୍ୟାଜିକ ଦେଖାଇ ପାରିନାହିଁ । ତେଲେଙ୍ଗାନାରେ ମାତ୍ର ୮ଟି ବିଜେପି ଆସନରେ ବିଜୟ ହାସଲ କରିଛି । ତେବେ ଏହି ଆସନContinue reading “କଟପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ । ଏକାସଙ୍ଗରେ କେସିଆର ଓ ରେବନ୍ତଙ୍କୁ ଦେଲେ ମାତ୍, କାମାରେଡ୍ଡୀ ଆସନକୁ ଅକ୍ତିଆର କଲା ବିଜେପି ।”
ନିର୍ବାଚନ ଫଳାଫଳ ପୂର୍ବରୁ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ପଡିଲା ମହଙ୍ଗା । ତେଲେଙ୍ଗାନା ଡିଜିପିଙ୍କୁ ସସପେଣ୍ଡ କଲେ ନିର୍ବାଚନ ଆୟୋଗ
କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ତେଲେଙ୍ଗାନାରେ ବିଆରଏସକୁ ହରାଇ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ଏହାକୁ ନେଇ କଂଗ୍ରେସ ଶିବିରରେ ଉତ୍ସବର ମାହୋଲ ତ ସେପଟେ ଭୋଟିଂ କ୍ରମରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ଡିଜିପିଙ୍କ ପାଇଁ ମହଙ୍ଗା ପଡିଛି । ସୂତ୍ର ସୂଚନା ମୁତାବକ ନିର୍ବାଚନ ଆୟୋଗ ଆଦର୍ଶ ଆଚାର ସଂହିତ ଉଲଙ୍ଘନ ଅଭିଯୋଗରେ ତେଲେଙ୍ଗାନାର ପୋଲିସ ଡିଜିପି ଅଞ୍ଜନୀContinue reading “ନିର୍ବାଚନ ଫଳାଫଳ ପୂର୍ବରୁ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ପଡିଲା ମହଙ୍ଗା । ତେଲେଙ୍ଗାନା ଡିଜିପିଙ୍କୁ ସସପେଣ୍ଡ କଲେ ନିର୍ବାଚନ ଆୟୋଗ”
୪ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଜାରି ରହିବ ବିଚାରଧାରାର ଲଢେଇ
କନକ ବ୍ୟୁରୋ : ୪ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ୪ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ହାତରୁ କ୍ଷମତା ଛଡାଇ ନେଇଛି ବିଜେପି । ସେହିଭଳି ତେଲେଙ୍ଗାନାରେ କେସିଆରଙ୍କ ହାତରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ । ଏସବୁ ଭିତରେ ଉଭୟ କଂଗ୍ରେସContinue reading “୪ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଜାରି ରହିବ ବିଚାରଧାରାର ଲଢେଇ”
‘ନୈରାଶ୍ୟଜନକ ମାତ୍ର…’ ନିର୍ବାଚନ ଫଳାଫଳ ଆସିବା ପରେ ଖଡଗେଙ୍କ ପ୍ରଥମ ପ୍ରତିକ୍ରିୟା । ଜାଣନ୍ତୁ ‘ଇଣ୍ଡିଆ’ ମେଣ୍ଟକୁ କଣ ଦେଲେ ବାର୍ତ୍ତା
କନକ ବ୍ୟୁରୋ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି । ୩ଟିରେ କଂଗ୍ରେସ ନୈରାଶ୍ୟଜନକ ସ୍ଥିତିରେ ରହିଥିିବା ବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସ ଭଲ କରିଛି । ଏହାକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ତେଲେଙ୍ଗାନା ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ଖଡଗେ । ଏହାସହ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସର ପରାଜୟକୁ ସ୍ୱୀକାର କରିବା ସହ କଂଗ୍ରେସକୁ ଭୋଟ ଦେଇଥିବା ଭୋଟରଙ୍କୁ କୃତଜ୍ଞତାContinue reading “‘ନୈରାଶ୍ୟଜନକ ମାତ୍ର…’ ନିର୍ବାଚନ ଫଳାଫଳ ଆସିବା ପରେ ଖଡଗେଙ୍କ ପ୍ରଥମ ପ୍ରତିକ୍ରିୟା । ଜାଣନ୍ତୁ ‘ଇଣ୍ଡିଆ’ ମେଣ୍ଟକୁ କଣ ଦେଲେ ବାର୍ତ୍ତା”