କନକ ବ୍ୟୁରୋ : ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି ବିଜେପି ସାଂସଦ ସୁଖବୀର ଜୋନପୁରିଆ । ଚଳିତ ବିଧାନସଭା ନିର୍ବାଚନରେ ଟୋଙ୍କ ଆସନରୁ କଂଗ୍ରେସ ପ୍ରାର୍ଥୀ ସଚିନ ମୈଦାନକୁ ଓହ୍ଳାଇଥିଲେ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ପରାଜୟ ନେଇ ସଂକେତ ଦେଇଛନ୍ତି ସୁଖବୀର । ସେ କହିଛନ୍ତି, ଟୋଙ୍କରେ ଅଳ୍ପସଂଖ୍ୟକଙ୍କ ଭୋଟ ବହୁତ ଅଧିକ । ସେମାନେ ଅନ୍ୟ କାହାକୁContinue reading “ଫଳାଫଳ ଘୋଷଣା ପୂର୍ବରୁ ବିଜେପି ସାଂସଦ ଦେଲେ ସଂକେତ । କହିଲେ, ଟୋଙ୍କରୁ ବିଜୟୀ ହୋଇପାରନ୍ତି ସଚିନ ପାଇଲଟ ।”
Tag Archives: News
ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି । ଘଣ୍ଟା ପ୍ରତି ୧୦୦ କିଲୋମିଟରରେ ବେଗରେ ବହିବ ପବନ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ ।
କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଂଚଳ ପାଇଁ ବାତ୍ୟା ସତର୍କତା ଜାରି କଲା ପାଣିପାଗ ବିଭାଗ । ଉପକୂଳବର୍ତି ଜିଲ୍ଲାଗୁଡିକ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଧିରେ ଧିରେ ଉତର ପଶ୍ଚିମ ଦିଗରେ ଗତିକରୁଛି । ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଂଚିବ । ଏହା ପରେ ଉତର ପଶ୍ଚିମ ଦିଗରେ ଗତି କରି ୫Continue reading “ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି । ଘଣ୍ଟା ପ୍ରତି ୧୦୦ କିଲୋମିଟରରେ ବେଗରେ ବହିବ ପବନ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ ।”
ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ । ବାରିପଦା ଜ୍ୟୋତିପୁର ମାଝିସାହିରେ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ଖସିଗଲା ଗୋଡ ।
କନକ ବ୍ୟୁରୋ: ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ । ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ମାଝିସାହି ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ମାନେ ହେଲେ ୬ ବର୍ଷର ଝିଅ ମାଲ୍ଲ ମାଝୀ ଏବଂ ୨ ବର୍ଷର ପୁଅ କାର୍ତ୍ତିକ ମାଝୀ । ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ିଯାଇଥିଲେ ଭାଇ-ଭଉଣୀ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିି ଶବ ଉଦ୍ଧାର କରିଛିContinue reading “ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ । ବାରିପଦା ଜ୍ୟୋତିପୁର ମାଝିସାହିରେ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ଖସିଗଲା ଗୋଡ ।”
‘ଟୁ ଷ୍ଟେଟ’ ଥିଓରି ଉପରେ ପୁଣି ଜୋର ଦେଲେ ମୋଦି । ଇସ୍ରାଏଲ ରାଷ୍ଟ୍ରପତିଙ୍କୁ କହିଲେ ଏମିତି କଥା
ସମସ୍ତେ ଜାଣିଛନ୍ତି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଅହିନକୁଳ ସମ୍ପର୍କ । ସୀମା ବିବାଦକୁ ନେଇ ବର୍ଷ ବର୍ଷ ଧରି ଯୁଦ୍ଧ ଲାଗିରହିଛି । ଦୁଇ ପକ୍ଷରୁ ହଜାର ହଜାର ଲୋକ ମୃତ୍ଯୁବରଣ କରିଛନ୍ତି । ଗତ ଅକ୍ଟୋବର ମାସରୁ ଆରମ୍ଭ ହେଇଥିବା ଯୁଦ୍ଧ ଏ ପାର୍ଜୟତଂ ଥମିବାର ନାଁ ନେଉନାହିଁ । ଯୁଦ୍ଧବିରତି ନେଇ ଅନେକ ଆଲୋଚନା ଚାଲିଛି । କିଛି ଫଳପ୍ରଦ ହେଉନାହିଁ । ଏହି ସମୟରେ ଦୁବାଇରେ ଚାଲିଥିବା ଜଳବାୟୁ ପରିବର୍ତ୍ତନContinue reading “‘ଟୁ ଷ୍ଟେଟ’ ଥିଓରି ଉପରେ ପୁଣି ଜୋର ଦେଲେ ମୋଦି । ଇସ୍ରାଏଲ ରାଷ୍ଟ୍ରପତିଙ୍କୁ କହିଲେ ଏମିତି କଥା”
ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ମଠ ଗୁଡିକର ପୁନଃରୁଦ୍ଧାର ଉପରେ ଦେଲେ ଗୁରୁତ୍ୱ ।
କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପରୁ ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ଭୋରୁ ଭୋରୁ ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଥିଲେ ପାଣ୍ଡିଆନ୍ । ସକାଳ ୫ରୁ ୭ ଟା ଯାଏଁ ୨ ଘଣ୍ଟା ଧରି ପୁରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ମଠ ଗୁଡିକର ପୁନଃରୁଦ୍ଧାର ଓ ଶ୍ରୀମନ୍ଦିରର ଉତର, ଦକ୍ଷିଣ ଓ ପଶ୍ଚିମContinue reading “ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ମଠ ଗୁଡିକର ପୁନଃରୁଦ୍ଧାର ଉପରେ ଦେଲେ ଗୁରୁତ୍ୱ । “
ବୈପାରୀଗୁଡା ଆଇଆଇସି ବହିଷ୍କୃତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ।
କନକ ବ୍ୟୁରୋ: ବହିଷ୍କୃତ ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ଏ ପୁଲିସ ଅଧିକାରୀଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ବୈପାରୀଗୁଡା କାର୍ଯ୍ୟାଳୟରୁ ବସ୍ ଯୋଗେ ଘରକୁ ଯାଉଥିବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଯେଉଁ ସମୟରେ ତାଙ୍କ ପାଖରୁ ପାଖାପାଖି ୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏବଂ ପରେ ତାଙ୍କ ଘରେ ଚଢଉ ବେଳେ କଟକ ଘରୁ ପାଖାପାଖି ୨୭ ଲକ୍ଷ ଓ ବୈପାରୀଗୁଡା ଘରୁContinue reading “ବୈପାରୀଗୁଡା ଆଇଆଇସି ବହିଷ୍କୃତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ।”
ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ୨ଜଣ ସିଆରପିଏଫ ଯବାନ ଆହତ । ସର୍ଚ୍ଚ ଅପରେସନ୍ ଜାରି ।
କନକ ବ୍ୟୁରୋ: ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ଏଥିରେ ଦୁଇ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ସାତଧାର ବ୍ରିଜ ନିକଟରେ ଏହି ବିସ୍ଫୋରଣ ହୋଇଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିର୍ କରାଯାଇଛି । ଦାନ୍ତେୱାଡା ପୋଲିସର ସୂଚନା ଅନୁସାରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଏହି ବିସ୍ଫୋରଣ ପରେ ପୂରା ଅଂଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ପିଏଲ୍ଜିଏ ସପ୍ତାହ ଚାଲିଥିବାContinue reading “ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ୨ଜଣ ସିଆରପିଏଫ ଯବାନ ଆହତ । ସର୍ଚ୍ଚ ଅପରେସନ୍ ଜାରି ।”
ଓଡ଼ିଶା ଘରେ ଆନ୍ଧ୍ର ଅଫିସ୍ । ସ୍ଥିତି ଅନୁଧ୍ୟାନ ପରେ ଆନ୍ଧ୍ର ଫଳକ ଖୋଲିଲେ ପଟାଙ୍ଗୀ ତହସିଲଦାର ।
କନକ ବ୍ୟୁରୋ: ଓଡିଶା ସରକାରଙ୍କ ପକ୍କା ବିଜୁ ଘରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଡାକଘର । ବାରମ୍ବାର ପ୍ରତିବାଦ ସତ୍ୱେ କୋରାପୁଟ ପଟ୍ଟାଙ୍ଗି ବ୍ଲକର କୋଟିଆରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର । ସ୍କୁଲ, ଅଙ୍ଗନବାଡି କେନ୍ଦ୍ର କରିଥିବା ପଡୋଶୀ ପ୍ରଶାସନ ଉପରସେମ୍ବି ଗାଁରେ ବିଜୁ ପକ୍କା ଘରେ ପୋଷ୍ଟ ଅଫିସ ଖୋଲିଛି । ଘରର କାନ୍ଥରେ ବିଜୁ ବାବୁଙ୍କ ଫଟୋ ରହିଛି । କିନ୍ତୁ ସେହି ଘରକୁ ଜବରଦଖଲ କରି ଲାଲ ରଙ୍ଗ ଲଗାଇ ତେଲୁଗୁ ଭାଷାରେContinue reading “ଓଡ଼ିଶା ଘରେ ଆନ୍ଧ୍ର ଅଫିସ୍ । ସ୍ଥିତି ଅନୁଧ୍ୟାନ ପରେ ଆନ୍ଧ୍ର ଫଳକ ଖୋଲିଲେ ପଟାଙ୍ଗୀ ତହସିଲଦାର ।”
ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତାଙ୍କ ଫଟୋକୁ ନେଇ ଚର୍ଚ୍ଚା । ଆଗରେ ମୋଦୀ ପଛ ଧାଡିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।
କନକ ବ୍ୟୁରୋ: ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତା ଉଠାଇଥିବା ଫଟୋକୁ ନେଇ ଚର୍ଚ୍ଚା । ଏହି ଫଟୋର ସବା ଆଗରେ ଛିଡା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ସବୁଠୁ ପଛରେ ଛିଡା ହୋଇଛନ୍ତି ପାକିସ୍ତାନ ପ୍ରଧନମନ୍ତ୍ରୀ ଅନୱାର-ଉଲ୍-ହକ୍ କକ୍କର । ଧାଡିର ସବୁଠୁ ଆଗରେ ଛିଡା ହେବାକୁ ନେଇ ଭାରତର ଗୁରୁତ୍ୱକୁ ଦର୍ଶାଉଛି । ଆଉ ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି ।Continue reading “ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ସମ୍ମିଳନୀରେ ବିଶ୍ୱ ନେତାଙ୍କ ଫଟୋକୁ ନେଇ ଚର୍ଚ୍ଚା । ଆଗରେ ମୋଦୀ ପଛ ଧାଡିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।”
ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ ।
କନକ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ । ଏହା ଉତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଂଚିବ । ଏହା ପରେ ଉତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେରୋଲ ଓ ମଛଲିପଟନମ୍ ଅତିକ୍ରମ କରିବା ସମ୍ଭାବନା ରହିଛି । ଗତ ୬ ଘଂଟାContinue reading “ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୪ଘଣ୍ଟାରେ ନେବ ବାତ୍ୟାର ରୂପ ।”