କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ । ଏକ ଘରୋଇ ବସରେ ନିଜ ଘର କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ମାଡିବସିଛି ଭିଜିଲାନ୍ସ ଟିମ୍ । ବସରୁ ୨ ଲକ୍ଷ ୭୦ ହଜାର ଟଙ୍କା ବି ଜବତ ହୋଇଛି । ସେହିଭଳି ଚଢାଉ ବେଳେ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଜବତ ହୋଇଛି । ଘରୁ ଚଢାଉContinue reading “ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି । ବସରେ ଘରକୁ ଫେରୁଥିବାବେଳେ ଧରିଲା ଭିଜିଲାନ୍ସ ।”
Tag Archives: News
ସରିଲା କାର୍ତ୍ତିକ ମାସ, ଘରେ ଘରେ ଛାଡ଼ଖାଇ । ସକାଳୁ ସକାଳୁ ଆମିଷ ବଜାରରେ ଭିଡ ।
କନକ ବ୍ୟୁରୋ: ସରିଲା କାର୍ତ୍ତିିର୍କ ମାସ, ଆଜି ଛାଡ଼ଖାଇ । ଗହଳି ଜମିଥିଲେ ବି ଆଜି ମଙ୍ଗଳବାର ହୋଇଥିବାରୁ ଟିକେ ଫିକା ପଡ଼ିଛି ଆମିଷ ବଜାର । ଆଜି ଠାରୁ ଆସନ୍ତାକାଲି ଅଧିକ ଭିଡ଼ ହେବା ଆଶା କରାଯାଉଛି । ଆଉ କିଛି ଆମିଷ ବଜାରରେ ଗହଳି ଲାଗିଛି । ଭୁବନେଶ୍ୱରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୫୦୦ରୁ ୬୦୦ଟଙ୍କା କିଲୋରେ ମିଳୁଛି, ଦେଶୀ ଚିକେନ ୨୨୦ ଟଙ୍କା ରହିଛି । ସେହିପରିContinue reading “ସରିଲା କାର୍ତ୍ତିକ ମାସ, ଘରେ ଘରେ ଛାଡ଼ଖାଇ । ସକାଳୁ ସକାଳୁ ଆମିଷ ବଜାରରେ ଭିଡ ।”
ଆରମ୍ଭ ହୋଇଛି ଚିତ୍ରକଳା ପ୍ରଦର୍ଶନୀ ‘କାନଭାସରେ ଭିତରକନିକା’ । ଯୋଗ ଦେଇଛନ୍ତି ପ୍ରତିଭାବାନ୍ ଯୁବ ଚିତ୍ରଶିଳ୍ପୀ ।
କନକ ବ୍ୟୁରୋ: ଆରମ୍ଭ ହୋଇଛି ଚିତ୍ରକଳା ପ୍ରଦର୍ଶନୀ ‘କାନଭାସରେ ଭିତରକନିକା’ । ଜୟଦେବ ଭବନ ଫଟୋ ଗ୍ୟାଲେରିରେ ଏହା ପ୍ରଦର୍ଶିତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଭିତରର ଓ ବାହାରର କିଛି ପ୍ରତିଭାବାନ୍ ଯୁବ ଚିତ୍ରଶିଳ୍ପୀଙ୍କୁ ନେଇ ଗତ ୧୮ ଓ ୧୯ ତାରିଖରେ ଭିତରକନିକାରେ ଏକ ଦୁଇଦିନିଆ ଚିତ୍ରକଳା ଶିବିର ଆୟୋଜନ କରାଯାଇଥିଲା । ଚିତ୍ରଶିଳ୍ପୀମାନେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିକଟରୁ ଦେଖି ତାହାକୁ କାନଭାସରେ ଉତାରିଥିଲେ । ଭିତରକନିକାର ପକ୍ଷୀ, ପ୍ରାକୃତିକ ସୌନ୍ଦର୍ଯ୍ୟ, କୁମ୍ଭୀର,Continue reading “ଆରମ୍ଭ ହୋଇଛି ଚିତ୍ରକଳା ପ୍ରଦର୍ଶନୀ ‘କାନଭାସରେ ଭିତରକନିକା’ । ଯୋଗ ଦେଇଛନ୍ତି ପ୍ରତିଭାବାନ୍ ଯୁବ ଚିତ୍ରଶିଳ୍ପୀ ।”
ଆଜି ଗୌହାଟିରେ ଖେଳାଯିବ T-20 ତୃତୀୟ ମ୍ୟାଚ୍ । ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଦଳରେ ସାମିଲ ହେବେ ଶ୍ରେୟସ ଆୟାର ।
କନକ ବ୍ୟୁରୋ: ଆଜି ଗୁଆହାଟୀରେ ଖେଳାଯିବ ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଂଟି । ଏଯାବକ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ଭାରତ ଆଜିର ମ୍ୟାଚରେ ବିଜୟୀ ହୋଇ ୫ ଟିକିଆ ଶୃଂଖଳା ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଶୃଙ୍ଖଳା ପରାଜୟ ବରଣର ବିପଦକୁ ଟାଳିବାକୁ ଚେଷ୍ଟା କରିବ କଙ୍ଗାରୁ ଟିମ୍ । ବର୍ଷାପଡ଼ା ଷ୍ଟାଡିୟମ୍ର ପିଚ୍ ବ୍ୟାଟିଂ ଅନୁକୂଳ ଥିବାରୁ ଏଠାରେ ମଧ୍ୟ ରନ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆଜି ଶ୍ରେୟସContinue reading “ଆଜି ଗୌହାଟିରେ ଖେଳାଯିବ T-20 ତୃତୀୟ ମ୍ୟାଚ୍ । ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଦଳରେ ସାମିଲ ହେବେ ଶ୍ରେୟସ ଆୟାର ।”
ସମ୍ବଲପୁରବାସୀଙ୍କୁ ଘାରୁଛି ପ୍ରଦୂଷଣ ଚିନ୍ତା । ଭାରୀଯାନ ଚଳାଚଳ ସହ ଗଛ କଟା ଯୋଗୁଁ ପୁରା ସହର ଧୂଳି ଧୂଆଁରେ ଭର୍ତ୍ତି ।
କନକ ବ୍ୟୁରୋ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ନିକଟରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ପଦକ୍ଷେପ ନେବାକୁ ଦିଲ୍ଳୀ ସମେତ ପଡୋଶୀ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଆମ ରାଜ୍ୟରେ ଅନେକ ସହରରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି । ଯାହା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି । ସମ୍ବଲପୁର ସହରର ଯୁଆଡେ ଚାହିଁବେ ଚାରିଆଡେ ଧୂଳି ଉଡୁଛି । ଆଉ ରାସ୍ତାରେ ସବୁଠାରୁ ଅଧିକContinue reading “ସମ୍ବଲପୁରବାସୀଙ୍କୁ ଘାରୁଛି ପ୍ରଦୂଷଣ ଚିନ୍ତା । ଭାରୀଯାନ ଚଳାଚଳ ସହ ଗଛ କଟା ଯୋଗୁଁ ପୁରା ସହର ଧୂଳି ଧୂଆଁରେ ଭର୍ତ୍ତି ।”
ଜାତିର ପିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତୁଳନା! ଉପରାଷ୍ଟ୍ରପତି କହିଲେ ମହାତ୍ମା ଗାନ୍ଧୀ ଗତ ଶତାବ୍ଦୀର ଏବଂ ମୋଦୀ ଏହି ଶତାବ୍ଦୀର ମହାନ ବ୍ୟକ୍ତି । ବର୍ଷିଲେ ବିରୋଧୀ ।
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ସାଂସଦ ମଣିକାମ ଟାଗୋର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଏପରି ତୁଳନାତ୍ମକ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ଟାଗୋର କହିଛନ୍ତି ଯେ ଚାଟୁକାର କରିବାର ସୀମା ଅଛି, କିନ୍ତୁ ଉପରାଷ୍ଟ୍ରପତି ମଧ୍ୟ ଏହାକୁ ଅତିକ୍ରମ କରିଛନ୍ତି । ଆପଣ ଯେଉଁ ଆସନରେ ବସିଛନ୍ତି ଏପରି ମନ୍ତବ୍ୟContinue reading “ଜାତିର ପିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତୁଳନା! ଉପରାଷ୍ଟ୍ରପତି କହିଲେ ମହାତ୍ମା ଗାନ୍ଧୀ ଗତ ଶତାବ୍ଦୀର ଏବଂ ମୋଦୀ ଏହି ଶତାବ୍ଦୀର ମହାନ ବ୍ୟକ୍ତି । ବର୍ଷିଲେ ବିରୋଧୀ ।”
ଉତ୍ତରକାଶୀ ଟନେଲରେ ମାନୁଆଲ ଡ୍ରିଲିଂ ବେଳେ ଗୋଟିଏ ପରେ ଗୋଟିଏ ସମସ୍ୟା । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ।
କନକ ବ୍ୟୁରୋ: ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ମଡ୍ରାସ୍ ସାପର୍ସଙ୍କୁ ବ୍ୟବହାର କରାଯାଇଛି । ଭାରତୀୟ ସେନାର ଅଭିଜ୍ଞ ତଥା ଶୀର୍ଷ ଶ୍ରେଣୀର ଇଞ୍ଜିନିୟରମାନଙ୍କର ଏକ ଗୋଷ୍ଠୀକୁ ମଡ୍ରାସ୍ ସାପର୍ସ କୁହାଯାଏ । ଯେଉଁମାନେ କି ଏହିଭଳି କଷ୍ଟକର ମିସନରେ ସାମିଲ ହୁଅନ୍ତି । ମଡ୍ରାସ୍ ସାପର୍ସର ବ୍ରିଟିଶ ଯୁଗରେ ଏହା ନିୟୋଜିତ ହୋଇଥିଲା । ସେହି ସମୟରେ ଏହି ଗୋଷ୍ଠୀକୁ ମଡ୍ରାସ ସାପର୍ସ କୁହାଯାଉଥିଲା । ସେମାନଙ୍କୁContinue reading “ଉତ୍ତରକାଶୀ ଟନେଲରେ ମାନୁଆଲ ଡ୍ରିଲିଂ ବେଳେ ଗୋଟିଏ ପରେ ଗୋଟିଏ ସମସ୍ୟା । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ।”
ଇସ୍ରାଏଲ ସହ ଯୁଦ୍ଧବିରତି ବଢ଼ାଇବାକୁ ଚାହୁଁଛି ହମାସ୍ । ପ୍ରତିବଦଳରେ କରିଛି ୫୮ ଜଣ ବନ୍ଧକକୁ ମୁକ୍ତ । ଯୁଦ୍ଧବିରତି ମଧ୍ୟରେ ହମାସର ୫ ଜଣ ବରିଷ୍ଠ କମାଣ୍ଡର ନିପାତ ।
କନକ ବ୍ୟୁରୋ: ଇସ୍ରାଏଲ ସହ ଯୁଦ୍ଧବିରତି ବଢ଼ାଇବାକୁ ଚାହୁଛି ହମାସ୍ । ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ତୃତୀୟ ଦିନରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିଛି । ଏହାପରେ ହମାସ୍ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଁଛି ବୋଲି କହିଛି । ହମାସ କହିଛି ଯେ ଯଦି ଇସ୍ରାଏଲ ପାଲେଷ୍ଟାଇନର ଅଧିକ କଏଦୀଙ୍କୁ ମୁକ୍ତ କରିବା ପାଇଁ ଗମ୍ଭୀର ପ୍ରୟାସ କରେ ତେବେ ଯୁଦ୍ଧବିରତିକୁ ବୃଦ୍ଧିContinue reading “ଇସ୍ରାଏଲ ସହ ଯୁଦ୍ଧବିରତି ବଢ଼ାଇବାକୁ ଚାହୁଁଛି ହମାସ୍ । ପ୍ରତିବଦଳରେ କରିଛି ୫୮ ଜଣ ବନ୍ଧକକୁ ମୁକ୍ତ । ଯୁଦ୍ଧବିରତି ମଧ୍ୟରେ ହମାସର ୫ ଜଣ ବରିଷ୍ଠ କମାଣ୍ଡର ନିପାତ ।”
ଚାଷ ଅମଳ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା । ଆସନ୍ତାକାଲି ସୁଦ୍ଧା ନେଇପାରେ ଅବପାତର ରୂପ ।
କନକ ବ୍ୟୁରୋ: ଫସଲ ଅମଳ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ । ଯାହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟାର ଗତିପଥ ନେଇ କୌଣସିContinue reading “ଚାଷ ଅମଳ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା । ଆସନ୍ତାକାଲି ସୁଦ୍ଧା ନେଇପାରେ ଅବପାତର ରୂପ ।”
ଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ରତ୍ନଭଣ୍ଡାର ବାହାର ପଟ କାନ୍ଥ ସହିତ ବିଭିନ୍ନ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟାର ଯାଞ୍ଚ କରିବ ଏଏସଆଇ ।
କନକ ବ୍ୟୁରୋ: ଆଜିିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । ମନ୍ଦିର ପ୍ରଶାସନ ଏଥିପାଇଁ ଏଏସଆଇକୁ ଅନୁମତି ପ୍ରଦାନ କରିଛି । ଲେଜର ସ୍କାନିଂ ଜରିଆରେ ପ୍ରଥମେ ରତ୍ନଭଣ୍ଡାର ବାହାର ପଟ କାନ୍ଥ ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବାର ସୂଚନା ରହିଛି । ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚContinue reading “ଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ । ରତ୍ନଭଣ୍ଡାର ବାହାର ପଟ କାନ୍ଥ ସହିତ ବିଭିନ୍ନ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟାର ଯାଞ୍ଚ କରିବ ଏଏସଆଇ ।”