କନକ ବ୍ୟୁରୋ : ସାମ୍ନାକୁ ଆସିଲା ‘କାନ୍ତାରା-ଚାପ୍ଟର ୱାନ୍’ର ପ୍ରଥମ ଝଲକ । ଅତ୍ୟନ୍ତ ରହସ୍ୟ ଓ ରୋମାଂଚରେ ଭରା ଏହି ସିନେମାର ଟିଜର ଏବେ ରିଲିଜ ହୋଇଛି । ଅଭିନେତା ତଥା ସିନେ ନିର୍ଦ୍ଦେଶକ ଋଷଭ ସେଟ୍ଟୀ ଏକଦମ୍ ଭୟଙ୍କର ଲୁକ୍ରେ ଏଥିରେ ନଜର ଆସିଛନ୍ତି । ଟିଜର ଆରମ୍ଭରୁ ରିଷଭ ସେଟ୍ଟୀ ଜଙ୍ଗଲରେ ଦୌଡୁଥିବା ଦେଖିବାକୁ ମିଳିଛି । ଏହାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଖୁବ୍ ଭୟାନକ ରହିଛି । ୨୦୨୨ରେ ରିଲିଜ କାନ୍ତାରା ସାରାContinue reading “କାନ୍ତାରା ଚାପର୍ଟର ୱାନର ପ୍ରଥମ ଟିଜର ରିଲିଜ । ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ ଝଲକ”
Tag Archives: News
ଆଇପିଏଲର ଆଗାମୀ ସିଜନ୍ ପାଇଁ ଗୁଜରାଟ ଟାଇଟନ୍ସର ବଡ଼ ଘୋଷଣା । ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ କଲା ଦଳର ଅଧିନାୟକ
କନକ ବ୍ୟୁରୋ : ଦୁଇ ଦିନରେ ଦୁଇ ବଡ଼ ପରିବର୍ତନ । ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ହାର୍ଦ୍ଦିକ ପାଣ୍ଡ୍ୟା ଫେରିବା ପରେ ଆଜି ଗୁଜରାଟ ଟାଇଟନ୍ସ ବଡ଼ ଘୋଷଣା କରିଛି । ହାର୍ଦ୍ଦିକଙ୍କ ସ୍ଥାନରେ ଯୁବ ଓପ୍ନର ଶୁବମନ ଗିଲ୍ଙ୍କୁ ଗୁଜରାଟ ଟାଇଟନ୍ସ ଅଧିନାୟକ ଘୋଷଣା କରିଛି । ଗତକାଲି ହାର୍ଦ୍ଦକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡ଼ିବାକୁ ନିଷ୍ପତି ନେଇଥିଲେ । ଯାହା ପରେ ଆଜି ଏହି ଏହି ବଡ଼ ଘୋଷଣା କରିଛି ଫ୍ରାଂଚାଇଜିContinue reading “ଆଇପିଏଲର ଆଗାମୀ ସିଜନ୍ ପାଇଁ ଗୁଜରାଟ ଟାଇଟନ୍ସର ବଡ଼ ଘୋଷଣା । ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ କଲା ଦଳର ଅଧିନାୟକ”
ଭୟ ବଢାଉଛି ଚାଇନାର ଅଜଣା ରୋଗ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା , କରୋନା ମହାମାରୀର ଇତିହାସ ପୁଣି ଦୋହରିବ କି ଚାଇନା
କନକ ବ୍ୟୁରୋ : କରୋନା ପରେ ଏବେ ଚୀନ ଆତଙ୍କ ଖେଳାଉଛି ନିମୋନିଆ । ବିଶେଷ କରି ଶିଶୁ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଚାଇନାରେ ରୋଗ ବଢିବା ପରେ ଭାରତ ସରକାର ସର୍ତକତା ଅବଲମ୍ବନ କରୁଛନ୍ତି । ଏଥିପାଇଁ ଆକ୍ସନରେ କେନ୍ଦ୍ର ସରକାର । ସବୁ ରାଜ୍ୟ ହସପିଟାଲଗୁଡିକ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମାମଲା ବୃଦ୍ଧି ହେଲେ, ନମୁନା ପରୀକ୍ଷାContinue reading “ଭୟ ବଢାଉଛି ଚାଇନାର ଅଜଣା ରୋଗ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା , କରୋନା ମହାମାରୀର ଇତିହାସ ପୁଣି ଦୋହରିବ କି ଚାଇନା”
ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର । କାର୍ଯ୍ୟକ୍ରମରେ ତରଣଜିତ ସିଂ ସନ୍ଧୁଙ୍କୁୁ ଗାଳିଗୁଜଜ ସହ ଧସ୍ତାଧସ୍ତି କଲେ ଖଲିସ୍ତାନୀ ସମର୍ଥକ
କନକ ବ୍ୟୁରୋ : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବବ୍ୟହାର । ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସନ୍ଧୁ ଗୁରୁଦ୍ୱାରରେ ଘେରିଲେ ଖଲିସ୍ତାନୀ ସମର୍ଥକ । ନାରାବାଜି କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଭାରତ ବିରୋଧରେ କ୍ରମାଗତ ଭାବେ ବିବୃତି ଦେଉଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁଙ୍କ ସମର୍ଥକ ଏଭଳି କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବିକ, ରବିବାର ନ୍ୟୁୟର୍କର ଏକ ଗୁରୁଦ୍ୱାରକୁ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସନ୍ଧୁContinue reading “ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର । କାର୍ଯ୍ୟକ୍ରମରେ ତରଣଜିତ ସିଂ ସନ୍ଧୁଙ୍କୁୁ ଗାଳିଗୁଜଜ ସହ ଧସ୍ତାଧସ୍ତି କଲେ ଖଲିସ୍ତାନୀ ସମର୍ଥକ”
ପ୍ରଧାନମନ୍ତ୍ରୀଙ୍କୁ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଆପତିଜନକ ଟିପ୍ପଣୀ । କହିଲେ ମୋଦୀ ଯେଉଁଠି ଯାଆନ୍ତି, ଘଟେ ଅଘଟଣ, ତେଜସ କ୍ରାସର ରହିଛି ଆଶଙ୍କା
କନକ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସେନାର ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଥିଲେ । ଭାରତୀୟ ବାୟୁସେନା ଓ ମୋଦୀଙ୍କ ସୋସିଆଲ ମିଡିଆ ପୋଷ୍ଟରେ ତେଜସ ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ଟିଏମସି ସାଂସଦ ଶାନ୍ତନୁ ସେନ ଏକ ବୟାନ ଦେଇଛନ୍ତି । ଟିଏମସି ସାଂସଦ କହିଛନ୍ତି ତାଙ୍କୁ ଏକଥାର ଭୟ ରହିଛି ତେଜସ କାଳେ ଦୁର୍ଘଟଣାଗସ୍ତ ହୋଇଯିବ । ସେନ କହିଛନ୍ତି ଯେଉଁଠି ମୋଦୀ ପହଁଚିଛନ୍ତିContinue reading “ପ୍ରଧାନମନ୍ତ୍ରୀଙ୍କୁ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଆପତିଜନକ ଟିପ୍ପଣୀ । କହିଲେ ମୋଦୀ ଯେଉଁଠି ଯାଆନ୍ତି, ଘଟେ ଅଘଟଣ, ତେଜସ କ୍ରାସର ରହିଛି ଆଶଙ୍କା”
ରୌପ୍ୟ ନଗରୀକୁ ଚଳଚଂଚଳ କଲା ବାଲିଯାତ୍ରା । ମହାନଦୀ ପଠାରେ କିଣାବିକାର ଆସର
କନକ ବ୍ୟୁରୋ : ବର୍ଷକ ପରେ ପୁଣି ଚଳଚଂଚଳ ହୋଇଉଠିଛି କଟକ ମହାନଦୀ ପଠା । ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ, କିଛି ନୂଆ ନେଇ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ୩୪ ଏକର ଜମି ଉପରେ ଆୟୋଜିତ ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆରେ ପଡ଼ିଛି ୧୬ଶହରୁ ଅଧିକ ଦୋକାନ । ସେଥିମଧ୍ୟରୁ ୧୨୦୦ରୁ ଅଧିକ ଷ୍ଟଲ୍ ପଡ଼ିଥିବା ବେଳେ କେବଳ ଓରମାସ୍ର ପଡ଼ିଛି ୪୨୦ରୁ ଅଧିକ ଷ୍ଟଲ୍ । କାର୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରାContinue reading “ରୌପ୍ୟ ନଗରୀକୁ ଚଳଚଂଚଳ କଲା ବାଲିଯାତ୍ରା । ମହାନଦୀ ପଠାରେ କିଣାବିକାର ଆସର”
ସରି ଆସୁଛି ଯୁଦ୍ଧ ବିରତି ସମୟ: କ’ଣ ହେବ ଇସ୍ରାଏଲର ଆଗାମୀ ପଦକ୍ଷେପ?
କନକ ବ୍ୟୁରୋ: ଭିଓ-ଇସ୍ରାଏଲ-ହମାସ ଭିତରେ ନଭେମ୍ବର ୨୨ରେ ହୋଇଥିବା ଯୁଦ୍ଧ ବିରତି ଚୁକ୍ତି ସୋମବାର ଶେଷ ହେବାକୁ ଯାଉଛି । କଥା ଦେଇ ଉଭୟ ହମାସ ପଣବନ୍ଦୀଙ୍କୁ ୪ଟି ପର୍ଯ୍ୟାୟରେ ମୁକ୍ତ କରୁଛି ।ସେପଟେ ଇସ୍ରାଏଲ ମଧ୍ୟ ବନ୍ଧକ ବନାଇଥିବା ପାଲେଷ୍ଟାଇବାସୀଙ୍କୁ ଛାଡୁଛି । ୪ଦିନର ଯୁଦ୍ଧ ବିରତିରେ ସୋମବାର ହେଉଛି ଶେଷ । ଏବେ ପ୍ରଶ୍ନ ଉଠୁଛି ଧାର୍ଯ୍ୟ ଯୁଦ୍ଧ ବିରତି ସମୟ ଶେଷ ହେବନା ଏହାର ଅବଧି ବଢ଼ିବ । କାରଣ ଆମେରିକା ସମେତContinue reading “ସରି ଆସୁଛି ଯୁଦ୍ଧ ବିରତି ସମୟ: କ’ଣ ହେବ ଇସ୍ରାଏଲର ଆଗାମୀ ପଦକ୍ଷେପ?”
ସମୟ ଗଡୁଛି, ଆଶଙ୍କା ବଢୁଛି । ଜାରି ରହିଛି ଭର୍ଟିକାଲ ଡ୍ରିଲିଂ
କନକ ବ୍ୟୁରୋ : ଯୁଦ୍ଧକାଳୀନ ଭିତିରେ ଚାଲିଛି ଉତରକାଶୀ ସିଲକ୍ୟାରା ଟନେଲ ଉଦ୍ଧାର କାମ । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମ ୧୬ ଦିନରେ ପହଁଚିଲାଣି । କିନ୍ତୁ ଏବେବି ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଅଗର୍ ମେସିନ୍ ଭାଙ୍ଗିବା ପରେ ଏବେ ଭର୍ଟିକାଲ ଡ୍ରିଲିଂ ବା ଭୂଲମ୍ବ ଖନନ ପ୍ରକ୍ରିୟା ଜାରି ରହିଛି । ସୁଡଙ୍ଗର ଉପର ପଟୁ ଖନନ କାମ ଦୃତ ବେଗରେ ଆଗେଇ ଚାଲିଛି ।Continue reading “ସମୟ ଗଡୁଛି, ଆଶଙ୍କା ବଢୁଛି । ଜାରି ରହିଛି ଭର୍ଟିକାଲ ଡ୍ରିଲିଂ”
ପ୍ରଚାର ଭିତରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା: ତିରୁମାଲା ମନ୍ଦିରରେ ମୋଦୀ
କନକ ବ୍ୟୁରୋ: ସୋମବାର ଆନ୍ଧପ୍ରଦେଶ ତିରୁପତିର ପ୍ରସିଦ୍ଧ ତିରୁମାଲା ମନ୍ଦିରରେ ପହଁଚି ପ୍ରଭୁ ଭେଙ୍କେଟେଶ୍ୱରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପାରମ୍ପାରିକ ଦକ୍ଷିଣଭାରତୀୟ ପୋଷାକ ପରିଧାନ କରି ମୋଦୀ ସକାଳୁ ସକାଳୁ ମନ୍ଦିରରେ ପହଁଚିଥିଲେ । ପୂର୍ବ ନିର୍ଦ୍ଦାରିତ ସମୟ ଓ କାର୍ଯ୍ୟସୂଚୀ ଅନୁଯାୟୀ ପୂଜାପାଠ କରାଯାଇଥିଲା । ପ୍ରଭୁ ଭେଙ୍କେଟେଶ୍ୱରଙ୍କ ଦର୍ଶନ ସହ ଆର୍ଶୀବାଦ ଭିକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ୧୪୦କୋଟି ଭାରତୀୟଙ୍କ ସୁଖ, ସମୃଦ୍ଧି, ସୁରକ୍ଷା, କଲ୍ୟାଣ ପାଇଁ ସେ ପ୍ରାର୍ଥନାContinue reading “ପ୍ରଚାର ଭିତରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା: ତିରୁମାଲା ମନ୍ଦିରରେ ମୋଦୀ”
ଖସିଲା ନାକ୍ ମାନ୍ୟତା, ବଦଳିଲା ବିଜ୍ଞାପନ ! ଉତ୍କଳ ବିଶ୍ୱବିଦ୍ୟାଳୟର ବିଜ୍ଞାପନକୁ ନେଇ ଚର୍ଚ୍ଚା
କନକ ବ୍ୟୁରୋ : ଗୁଣାତ୍ମକ ଗବେଷଣା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ନାକ୍ ଏ ପ୍ଲସ ସ୍ୱୀକୃତି । ଏହି ବିଜ୍ଞାପନ ଉପରେ ଟିକେ ନଜର ପକାନ୍ତୁ । ଇଏ, ବିଜ୍ଞାପନ ହେଉଛି ଗତ ବର୍ଷର । ଉକ୍ରଳ ବିଶ୍ୱବିଦ୍ୟାଳୟ ୮୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ସମୟରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା ଏହି ବିଜ୍ଞାପନ । କିନ୍ତ ଚଳିତବର୍ଷ ନାକ୍ ର୍ୟାଙ୍କ ଏ ପ୍ଲସରୁ ଏ’କୁ ଖସି ଯିବା ପରେ ବଦଳିଯାଇଛି ବିଜ୍ଞାପନ ।Continue reading “ଖସିଲା ନାକ୍ ମାନ୍ୟତା, ବଦଳିଲା ବିଜ୍ଞାପନ ! ଉତ୍କଳ ବିଶ୍ୱବିଦ୍ୟାଳୟର ବିଜ୍ଞାପନକୁ ନେଇ ଚର୍ଚ୍ଚା”