୨୦୨୦-୨୧ ଆର୍ଥିକବର୍ଷର ଶେଷ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ସଂକେତ : ସତ ହେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ ଆକଳନ

କନକ ବ୍ୟୁରୋ : ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଥିଲା ଭାରତର ଅର୍ଥନୀତି ଇଂରାଜୀ ଅକ୍ଷର ‘ଭି’ ଆକୃତିରେ ସୁଧୁରିବ । ଆଉ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ସେହିଭଳି ସଂକେତ ଦେଇଛି । ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଅଭିବୃଦ୍ଧି ଶୂନ ଦଶମିକ ୪ ପ୍ରତିଶତ ହାରରେ ଆଗକୁ ବଢିଛି । ପ୍ରଥମ ଦୁଇଟି କ୍ୱାର୍ଟରରେ ଏହା ବିଯୁକ୍ତାତ୍ମକ ରହିଥିଲା । ଯଦିଓ ଶେଷ କ୍ୱାର୍ଟରରେ ଅଭିବୃଦ୍ଧି ଯୁକ୍ତାତ୍ମକ ହୋଇଛି, କିନ୍ତୁ ପୁରାContinue reading “୨୦୨୦-୨୧ ଆର୍ଥିକବର୍ଷର ଶେଷ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ସଂକେତ : ସତ ହେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ ଆକଳନ”

ଆଜି ପବିତ୍ର ମାଘ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୁଷିତ ହେବେ ଶ୍ରୀଜିଉ

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ । ମାଘ ପୂର୍ଣ୍ଣିମା ଦିନ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଗଜ ଉଦ୍ଧାରଣ ବେଶରେ ଆଜି ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଗଜ ଉଦ୍ଧାରଣ ବେଶ ଦ୍ୱିପହର ଧୂପ ସରିବା ପରେ ଅନୁଷ୍ଠିତ ହୋଇ ସଂଧ୍ୟାରେ ସାହାଣ ମେଲା ହେବା ଯାଏ ରହିଥାଏ । ଗଜଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତContinue reading “ଆଜି ପବିତ୍ର ମାଘ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୁଷିତ ହେବେ ଶ୍ରୀଜିଉ”

ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ : ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍

କନକ ବ୍ୟୁରୋ : ଆମେରିକାର ନୂଆ ରାଷ୍ଟ୍ରପତି ଜୋ-ବାଇଡେନ୍ ଶାସନକୁ ଆସିବା ପରେ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ସିରିୟାରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଇରାକ ସୀମା ନିକଟରେ ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ବ୍ୟବହାର ହେଉଥିବା ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ୍ କରି ଏହି ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକାର ଏହି ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ସରବହରାହ ସଂସ୍ଥାContinue reading “ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ : ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍”

ଚୀନ୍ ନୁହେଁ ଭାରତ ଟିକା ନେବେ ଶ୍ରୀଲଙ୍କାବାସୀ । ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ପାଉନି ଶ୍ରୀଲଙ୍କାର ଭରସା

ଚୀନ କରୋନା ଟିକା ବଦଳରେ ଭାରତରେ ପ୍ରସ୍ତୁତ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଚୀନ କମ୍ପାନି ସିନୋଫାର୍ମ ଦ୍ବାରା ପ୍ରସ୍ତୁତ କରୋନା ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଂପୂର୍ଣ୍ଣ ହୋଇନଥିବାରୁ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କା ସରକାରଙ୍କ ମୁଖପାତ୍ର ଡଃ ରମେଶ ପାଥିରାନା କହିଛନ୍ତି ଯେ ସିନୋଫାର୍ମ ଟିକା ସଂପର୍କରେ ଅଧିକ ତଥ୍ୟ ମିଳିବାପରେ ଓ ଏହା ସୁରକ୍ଷିତ ବୋଲି ହୃଦବୋଧ ହେବା ପରେ ଏହାକୁ ବ୍ୟବହାର ସଂପର୍କରେContinue reading “ଚୀନ୍ ନୁହେଁ ଭାରତ ଟିକା ନେବେ ଶ୍ରୀଲଙ୍କାବାସୀ । ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ପାଉନି ଶ୍ରୀଲଙ୍କାର ଭରସା”

ଆବଶ୍ୟକତା ସମୟରେ ହାତ ଛାଡ଼ି ଦେଲେ ସରକାର : ପିଲାଙ୍କୁ ପାଠ ପଢ଼ାଇ ପଢ଼ାଇ ଚାଲିଗଲା ଦୃଷ୍ଟିଶକ୍ତି, ବାଧ୍ୟତାମୂଳକ ଅବସର ଦେଇଦେଲା ଗଣଶିକ୍ଷା ବିଭାଗ

କନକ ବ୍ୟୁରୋ : ୨୭ବର୍ଷର ଚାକିରି ଜୀବନ । ଶିକ୍ଷକତାକୁ ନିଜ ବ୍ରତ କରିନେଇଥିଲେ । ହେଲେ ଶିକ୍ଷକତା କରୁକରୁ ଦୃଷ୍ଟିଶକ୍ତି ହରାଇବସିଲେ । ତଥାପି ନିଜ କର୍ତ୍ତବ୍ୟରେ କେବେ ଅବହେଳା କରିନାହାଁନ୍ତି । ଆଖିକୁ ଦିଶୁନଥଲେ ମଧ୍ୟ ନୀତି ସ୍କୁଲ ଯାଆନ୍ତି ଏବଂ ପ୍ରତିଦିନ ଦେଶର ଭବିଷ୍ୟତ ପୀଢ଼ି ଗଢନ୍ତି । ହେଲେ ହଠାତ୍ ଗତ ୧୭ ତାରିଖ ଦିନ ତାଙ୍କୁ ଧରେଇ ଦିଆଗଲା, ଚାକିରିରୁ ବାଧ୍ୟତାମୂଳକ ଅବସର । ବର୍ତ୍ତମାନ ସେ ମାନସିକ ଚାପଗ୍ରସ୍ତContinue reading “ଆବଶ୍ୟକତା ସମୟରେ ହାତ ଛାଡ଼ି ଦେଲେ ସରକାର : ପିଲାଙ୍କୁ ପାଠ ପଢ଼ାଇ ପଢ଼ାଇ ଚାଲିଗଲା ଦୃଷ୍ଟିଶକ୍ତି, ବାଧ୍ୟତାମୂଳକ ଅବସର ଦେଇଦେଲା ଗଣଶିକ୍ଷା ବିଭାଗ”

ଋଣ ପ୍ରଲୋଭନରେ ଠକି ଗଲେ ଯୁବକ : ଯୁବକଙ୍କ ଆକାଉଂଟରୁ ୮ଲକ୍ଷ ଠକେଇ; ଗିରଫ କରିବା ପାଇଁ ପହଂଚିଲା କଲିକତା ପୁଲିସ୍

କନକ ବ୍ୟୁରୋ : ଲୋନ୍ କରାଇ ଦେବା ନା’ରେ ବଡ଼ ଧରଣର ଠକେଇ । ପାରାଦ୍ୱୀପରେ ୨ ଲକ୍ଷ ଟଙ୍କା ଲୋନ୍ ଆଶା ରଖି ଫସିଗଲେ ଯୁବକ । ଆଉ ସ୍ଥିତି ଏମିତି ହେଲା ଯେ, ସେହି ଯୁବକଙ୍କ ଖାତାରୁ ୮ ଲକ୍ଷ ଟଙ୍କା ଲେଣଦେଣକୁ ନେଇ ପାରାଦ୍ୱୀପରେ ପହଂଚିଲା କୋଲକତା ପୁଲିସ । ଅଧିକ ପଚରାଉଚୁରା ପାଇଁ ଓଡ଼ିଶାରୁ ଏହି ଯୁବକଙ୍କୁ କୋଲକତା ନେବ ପୁଲିସ୍ । ଦୁଇ ଲକ୍ଷ ଟଙ୍କା ଲୋନ୍ ପାଇବା ଲୋଭରେContinue reading “ଋଣ ପ୍ରଲୋଭନରେ ଠକି ଗଲେ ଯୁବକ : ଯୁବକଙ୍କ ଆକାଉଂଟରୁ ୮ଲକ୍ଷ ଠକେଇ; ଗିରଫ କରିବା ପାଇଁ ପହଂଚିଲା କଲିକତା ପୁଲିସ୍”

୧୦ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍ । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୨୫ ଲକ୍ଷ

ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ନିକଟରେ କେବଳ ୬ଟି ରାଜ୍ୟରେ ସଂକ୍ରମଣ ଅଚାନକ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ରାଜ୍ୟରୁ ୮୫ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି କୁହାଯାଉଛି । ଦେଶରେ ଗତ ୭ ଦିନ ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ବଢ଼ିଛି । ତେବେContinue reading “୧୦ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍ । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୨୫ ଲକ୍ଷ”

ସରପଂଚ ଓ ୱାର୍ଡମେମ୍ବରଙ୍କ ସହାୟତା ଲୋଡ଼ିଲେ ସରକାର : ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାକୁ ଦେଖି ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ କଡାକଡି କରାଯିବ

କନକ ବ୍ୟୁରୋ : ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଚିହ୍ନଟ, ପରୀକ୍ଷା ଓ ସ୍ୱ-ଗୃହରେ ପୃଥକ ବାସ ଆଦି କାମରେ ସରପଂଚ, ୱାର୍ଡ ମେମ୍ବର, ଜନପ୍ରତିନିଧି ଏବଂ ସ୍ୱୋଚ୍ଛାସେବୀମାନଙ୍କୁ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସରକାର । ସଂଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଉଭୟ ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ ପ୍ରବର୍ତନ କାର୍ଯ୍ୟକ୍ରମକୁ ବ୍ୟାପକ ଓ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,Continue reading “ସରପଂଚ ଓ ୱାର୍ଡମେମ୍ବରଙ୍କ ସହାୟତା ଲୋଡ଼ିଲେ ସରକାର : ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାକୁ ଦେଖି ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ କଡାକଡି କରାଯିବ”

ବଢ଼ୁଛି ଖରା, ମାର୍ଚ୍ଚ ପହିଲାରୁ ସକାଳୁଆ ହେବ ସ୍କୁଲ : ନବମ ଓ ଏକାଦଶ ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା

କନକ ବ୍ୟୁରୋ : ଫେବ୍ରୁଆରିରୁ ଅସହ୍ୟ ଗରମ । ସ୍ଥିତି ଏମିତି ହେଲାଣି ଯେ ପୂର୍ବାହ୍ନରୁ ଲୋ‌କେ ଘରୁ ବାହାରି ପାରୁନାହାନ୍ତି । ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଅନ୍ୟ ସହରଗୁଡ଼ିକର ତାପମାତ୍ରା ବି ଅନୁରୂପ ଭାବେ ବଢ଼ି ଚାଲିଛି । ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି । ଏନେଇ ଦୁଇContinue reading “ବଢ଼ୁଛି ଖରା, ମାର୍ଚ୍ଚ ପହିଲାରୁ ସକାଳୁଆ ହେବ ସ୍କୁଲ : ନବମ ଓ ଏକାଦଶ ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା”

୧୭ଟି ଦେଶକୁ ୫୬ ଲକ୍ଷ କୋଭିଡ୍ ଟିକା ପଠାଇଛି ଭାରତ । ମୋଦୀ କହିଲେ, ଭାରତ କେବଳ ନୂତନ ମାର୍ଗ ସୃଷ୍ଟି କରିନାହିଁ ଅନ୍ୟମାନଙ୍କୁ ସାହାଯ୍ୟ ମଧ୍ୟ କରିଛି ।

କନକ ବ୍ୟୁରୋ: ମହାମାରୀ କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର କରୋନା ଟିକା । ଅନେକ ରାଷ୍ଟ୍ରରେ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ବି ଏହି ଟିକା ପାଇବା ପାଇବା ପାଇଁ ବିଶ୍ୱବାସୀ ଚାହିଁ ରହିଛନ୍ତି । କାରଣ, ଏପର୍ଯ୍ୟନ୍ତ ମାତ୍ର କିଛି ଅଂଶ ଲୋକଙ୍କୁ ଦିଆଯାଇଛି ଟିକା । ଏସବୁ ଭିତରେ ସବୁଠାରୁ ବଡ ଟିକା ପ୍ରସ୍ତୁତକାରୀ ଦେଶ ଭାବେ ଭାରତ ଉଭା ହୋଇଛି । ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ୍Continue reading “୧୭ଟି ଦେଶକୁ ୫୬ ଲକ୍ଷ କୋଭିଡ୍ ଟିକା ପଠାଇଛି ଭାରତ । ମୋଦୀ କହିଲେ, ଭାରତ କେବଳ ନୂତନ ମାର୍ଗ ସୃଷ୍ଟି କରିନାହିଁ ଅନ୍ୟମାନଙ୍କୁ ସାହାଯ୍ୟ ମଧ୍ୟ କରିଛି ।”

Design a site like this with WordPress.com
Get started