ପୁରୀ ପ୍ରଶାସନକୁ ଘାରିଲା କୋଭିଡ୍ ଚିନ୍ତା । ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଦର୍ଶନ ବନ୍ଦ ନେଇ ମତାମତ ମାଗିଲା ପୁରୀ ପ୍ରଶାସନ । ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି ।

କନକ ବ୍ୟୁରୋ: ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ପୁରୀ ଜିଲ୍ଲା ପ୍ରଶାସନକୁ ଘାରିଲା କରୋନ ଚିନ୍ତା । ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଭକ୍ତଙ୍କ ପାଇଁ ଶନିବାର ଓ ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ତେବେ ଏନେଇ ଆଲୋଚନା ଚାଲିଛି, ଚୂଡାନ୍ତ ନିଷ୍ପତ୍ତି ହୋଇନି । ଜିଲ୍ଲା ପ୍ରଶାସନ ବିଭିନ୍ନ ମହଲରୁ ଏ ସଂକ୍ରାନ୍ତରେ ମତାମତ ଲୋଡୁଛି । ଖୁବଶୀଘ୍ର ଏ ବାବଦରେ ନିଷ୍ପତ୍ତି ସମ୍ଭାବନା । ତେବେContinue reading “ପୁରୀ ପ୍ରଶାସନକୁ ଘାରିଲା କୋଭିଡ୍ ଚିନ୍ତା । ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଦର୍ଶନ ବନ୍ଦ ନେଇ ମତାମତ ମାଗିଲା ପୁରୀ ପ୍ରଶାସନ । ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି ।”

ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପୁଡୁଚେରୀ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସାମରେ ଗୃହମନ୍ତ୍ରୀ ଅମିତ ଶାହା ଓ ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ପ୍ରଚାର ।

କନକ ବ୍ୟୁରୋ: ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପଶ୍ଚିମବଙ୍ଗ ପରେ ଏବେ ଆସାମ, ତାମିଲନାଡୁ, ପୁଡୁଚେରୀକୁ ଫୋକସ କରିଛି ବିଜେପି । ପୁଡୁଚେରୀରେ କଂଗ୍ରେସ ସରକାରର ପତନ ହେଉ ହେଉ ଗୁରୁବାର ସେଠରେ ବିଜେପିର ସବୁଠାରୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏକାଧିକ ପ୍ରକଳ୍ପର ଉଦଘାଟନ କରିବା ସହ ବିଶାଳ ଜନସଭାକୁ ସମ୍ଭୋଦ୍ଧିତ କରିଛନ୍ତି ମୋଦି । ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହାContinue reading “ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପୁଡୁଚେରୀ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସାମରେ ଗୃହମନ୍ତ୍ରୀ ଅମିତ ଶାହା ଓ ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ପ୍ରଚାର ।”

ମହାରାଷ୍ଟ୍ରରେ କରୋନା ସଙ୍କଟ । ୨୪ ଘଂଟାରେ  ପାଖାପାଖି ୯ ହଜାର ମାମଲା, ୮୦ ମୃତ । ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ 

କନକ ବ୍ୟୁରୋ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ପୁଣି ଥରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ମଙ୍ଗଳବାର ୬ ହଜାର ୨ ଶହ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାରକୁ ଏହି ସଂଖ୍ୟା ଏବେ ୮ହଜାର ଟପି ଯାଇଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ୮ ହଜାର ୮୦୭ ନୂଆ ଆକ୍ରାନ୍ତ । ଅର୍ଥାତ୍ ମାତ୍ର ୨୪ ଘଂଟାରେ ରାଜ୍ୟରେ ୨୬ ଶହରୁ ଅଧିକContinue reading “ମହାରାଷ୍ଟ୍ରରେ କରୋନା ସଙ୍କଟ । ୨୪ ଘଂଟାରେ  ପାଖାପାଖି ୯ ହଜାର ମାମଲା, ୮୦ ମୃତ । ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ “

ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ ରାଜ୍ୟ ।

କନକ ବ୍ୟୁରୋ : ଦେଶରେ ପ୍ରାୟ ୧୬ଟି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖାଦେଇଥିବା ବେଳେ, ୫ ରାଜ୍ୟରେ ସବୁଠାରୁ ଅଧିକ ହୋଇଛି ସଂକ୍ରମଣ । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ସଂକ୍ରମଣ ହାର ସବୁଠାରୁ ଦ୍ରୁତ ରହିଛି । ଏପରି ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଜାରି କରିଛନ୍ତି କଡା କଟକଣା । ଯେଉଁମାନେ ଅଧିକ ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି, ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଦେଶରେContinue reading “ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ ରାଜ୍ୟ ।”

ଭାରତ-ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ସୀମାପାର ଗୁଳି ଚାଳନା ବନ୍ଦ କରିବାକୁ ଉଭୟ ଦେଶର ଡିଜିଏମଓ ଆଲୋଚନାରେ ନିଷ୍ପତି ।

କନକ ବ୍ୟୁରୋ: ଦୀର୍ଘ ସମୟ ଧରି ନିୟମ ଉଲଂଘନ କରି ଭାରତ ସୀମା ଆରପଟୁ ଗୁଳି ମାଡ କରି ଆସୁଥିଲେ ପାକିସ୍ତାନୀ ସେନା । ହେଲେ, ଏଥିରେ ଏବେ ଲାଗିବ ବ୍ରେକ୍ । ଭାରତ ଓ ପାକିସ୍ତାନ ଦୁଇ ଦେଶର ସାମରିକ ଅପରେସନ ମୁଖ୍ୟ ବା ଡିଜିଏମଓ ହଟଲାଇନରେ କଥାବାର୍ତା କରିବା ପରେ ଏହି ନିଷ୍ପତି ନିଆଯାଇଛି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି । ନିୟନ୍ତ୍ରଣ ରେଖାର ବର୍ତମାନContinue reading “ଭାରତ-ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ସୀମାପାର ଗୁଳି ଚାଳନା ବନ୍ଦ କରିବାକୁ ଉଭୟ ଦେଶର ଡିଜିଏମଓ ଆଲୋଚନାରେ ନିଷ୍ପତି ।”

ପୁଣି ପଦାରେ ପଡିଲା କଂଗ୍ରେସ କଳି । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଜଗତସିଂହପୁରର ଦୁଇ ଗୋଷ୍ଠୀ ମୁହାମୁହିଁ । ଓବିସି ସେଲ ଅଧ୍ୟକ୍ଷଙ୍କୁ ବିରୋଧ ପରେ ମାରପିଟ ।

କନକ ବ୍ୟୁରୋ: ଆଜି କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ହାତାହାତି ହୋଇଯାଇଛନ୍ତି । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଛି । ସ୍ଥିତିକୁ ସମ୍ଭାଳିବାକୁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହେଲାନି । ବଡ କଥା ହେଲା ପିସିସି ସଭାପତିଙ୍କ ଉପସ୍ଥିତିରେ ଏସବୁ କିଛି ଚାଲିଥିଲା । ପିସିସି ସଭାପତି ଉଭୟ ଗୋଷ୍ଠୀଙ୍କୁ ଡାକି ବୁଝାଇବାକୁ ଚେଷ୍ଟା କରିଥିଲେContinue reading “ପୁଣି ପଦାରେ ପଡିଲା କଂଗ୍ରେସ କଳି । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଜଗତସିଂହପୁରର ଦୁଇ ଗୋଷ୍ଠୀ ମୁହାମୁହିଁ । ଓବିସି ସେଲ ଅଧ୍ୟକ୍ଷଙ୍କୁ ବିରୋଧ ପରେ ମାରପିଟ ।”

ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ, ନିୟନ୍ତ୍ରିତ ହେବ ଓଟିଟି ପ୍ଲାଟଫର୍ମ । ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର । 

କନକ ବ୍ୟୁରୋ: ଗାଳିଗୁଲଜ ଠାରୁ ଆରମ୍ଭ କରି ଘୃଣା, ଦ୍ୱେଶ, ହିଂସା ସୃଷ୍ଟି କରୁଥିବା ପୋଷ୍ଟ ସୋସିଆଲ୍ ମିଡିଆରେ ନିତିଦିନିଆ ଘଟଣା ହୋଇଯାଇଥିଲା । କୌଣସି ଅଂକୁଶ ନଥିବାରୁ ଯିଏ ଯାହା ଚାହୁଁଥିଲା ମନଇଚ୍ଛା ପୋଷ୍ଟ କରୁଥିଲା । ଏବେ ଏହା ଉପରେ ଲାଗିବ ରୋକ୍ । ନେଟ୍ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍, ହଟ୍ଷ୍ଟାର, ଅଲ୍ଟ ବାଲାଜୀ ଭଳି ଓଟିଟି ଫ୍ଲାଟଫର୍ମର ସିରିଜର ଲୋକପ୍ରିୟତା ଆମ ଦେଶରେ ଯେତିକି ବଢ଼ୁଛି, ଏହି ସିରିଜ୍ଗୁଡିକରେ ହିଂସା, ଯୌନାଚାର ଓContinue reading “ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ, ନିୟନ୍ତ୍ରିତ ହେବ ଓଟିଟି ପ୍ଲାଟଫର୍ମ । ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର । “

ଶୁଖୁଛି ମହାନଦୀ, ଆଗକୁ ଆହୁରି କମିବ ଜଳ ପ୍ରବାହ । ବିଧାନସଭାରେ ସ୍ୱୀକାର କଲେ ଜଳସଂପଦ ମନ୍ତ୍ରୀ । କହିଲେ ଛତିଶଗଡ ବ୍ୟାରେଜ କରିଥିବାରୁ ଶୁଖିଯାଉଛି ଜଳ ଧାରା ।

କନକ ବ୍ୟୁରୋ : ଖରା ଦିନ ଆସିବା ଆଗରୁ ମହାନଦୀର ଏଭଳି ଅବସ୍ଥା । କିଛି ମାସ ତଳେ କୁଳଲଂଘି ବନ୍ୟା କରିଥିବା ଏହି ନଦୀ ଏବେ ସରୁ ଧାରରେ ସୀମିତ ହୋଇଯାଇଛି । ନଦୀ ଶଯ୍ୟା ଏବେ ବିଶାଳ ମରୁଭୂମି ପରି ଦେଖାଯାଉଛି । ବୌଦ୍ଧ ସହରର ପାନୀୟ ଜଳ ଯୋଗାଣର ଉତ୍ସ ହେଉଛି ମହାନଦୀ । ତେଣୁ ଆଗକୁ ସ୍ଥିତି ଉକ୍ରଟ ହେବା ସମ୍ଭାବନା ରହିଛି । ଏପଟେ ମତ୍ସ୍ୟଜୀବୀ ବେଉସା ହରାଇବା ଆଶଙ୍କାରେContinue reading “ଶୁଖୁଛି ମହାନଦୀ, ଆଗକୁ ଆହୁରି କମିବ ଜଳ ପ୍ରବାହ । ବିଧାନସଭାରେ ସ୍ୱୀକାର କଲେ ଜଳସଂପଦ ମନ୍ତ୍ରୀ । କହିଲେ ଛତିଶଗଡ ବ୍ୟାରେଜ କରିଥିବାରୁ ଶୁଖିଯାଉଛି ଜଳ ଧାରା ।”

କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି । ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର । 

କନକ ବ୍ୟୁରୋ : କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି । ମ୍ୟୁନିସିପାଲ କମିଶନର, ବିମାନ ବନ୍ଦର କର୍ତ୍ତପକ୍ଷଙ୍କୁ ଏସିଏସଙ୍କ ଚିଠି । ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର । ରାଜ୍ୟ ଗୁଡିକ ହେଲା କେରଳ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର । ଏୟାରପୋର୍ଟ ଓ ରେଳ ଷ୍ଟେସନରେ ହେବ ଥର୍ମାଲ ସ୍କ୍ରିନିଂ । ଲକ୍ଷଣ କିମ୍ବା ଜର ଜଣାପଡିଲେ ହେବ ଆଣ୍ଟିଜେନContinue reading “କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି । ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର । “

କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ । କଟକ ମାନସିଂହପାଟଣା ଅଂଚଳରେ ନିଆଁ ଲାଗିଯାଇଥିବା ଘରୁ ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର । କିଏ ଓ କାହିଁକି ପୋଡି ମାରିବାକୁ କରୁଥିଲେ ଉଦ୍ୟମ, କାରଣ ଖୋଜୁଛି ପୋଲିସ ।

କନକ ବ୍ୟୁରୋ : କଟକ ଭଳି ଏକ ଜନଗହଳିପୂର୍ଣ୍ଣ ସହରରେ ଜଣେ ଯୁବତୀଙ୍କ ଘରେ କିଛି ଦୁବୃର୍ତ୍ତ ପଶିଛନ୍ତି ଆଉ ହାତଗୋଡ ବାନ୍ଧି ଯୁବତୀଙ୍କୁ ଜାଳିବାକୁ ଉଦ୍ୟମ କରିଛନ୍ତି । ପୋଲିସକୁ ଭୟ ନାହିଁ, କି ଲୋକଙ୍କୁ ଭୟ ନାହିଁ, କି ଆଇନକୁ ଖାତିର ନାହିଁ । ଦିନଦ୍ୱିପ୍ରହରରେ ଯୁବତୀଙ୍କୁ ପ୍ରଥମେ ମାଡ ମାରିଛନ୍ତି ପରେ ନିଆଁରେ ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କ ବର୍ତମାନ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।Continue reading “କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ । କଟକ ମାନସିଂହପାଟଣା ଅଂଚଳରେ ନିଆଁ ଲାଗିଯାଇଥିବା ଘରୁ ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର । କିଏ ଓ କାହିଁକି ପୋଡି ମାରିବାକୁ କରୁଥିଲେ ଉଦ୍ୟମ, କାରଣ ଖୋଜୁଛି ପୋଲିସ ।”

Design a site like this with WordPress.com
Get started