ଦେଶରେ ବଢୁଛି କରୋନା ମିଟର, ୨୪ ଘଣ୍ଟାରେ ୧୬ ହଜାର ୭ଶହରୁ ଅଧିକ ମାମଲା । ମହାରାଷ୍ଟ୍ରରେ ସଂଗୀନ ହେଉଛି ସ୍ଥିତି, ଦିନକରେ ୮ ହଜାର ୮୦୭ ନୂଆ ଆକ୍ରାନ୍ତ । 

କନକ ବ୍ୟୁରୋ : ଓଡିଶାରେ ଆଜି ହଠାତ କରୋନା ପଜିଟିଭଙ୍କ ସଂଖ୍ୟା ବଢିଯାଇଛି । ଗତ କିଛିଦିନ ହେଲା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣ ଥିଲେ ବି ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ କିଛିଟା ବୃଦ୍ଧି ପାଇଛି । ୨୪ ତାରିଖରେ ୮୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ମହାରାଷ୍ଟ୍ରରେ ପୁଣି ଥରେ କାୟା ମେଲାଉଛି ମହାମାରୀ କରୋନା । ମୁମ୍ବାଇ ଓ ପୁନେ ସହର ସମେତ ରାଜ୍ୟର ଏକାଧିକ ସହରାଞ୍ଚଳରେContinue reading “ଦେଶରେ ବଢୁଛି କରୋନା ମିଟର, ୨୪ ଘଣ୍ଟାରେ ୧୬ ହଜାର ୭ଶହରୁ ଅଧିକ ମାମଲା । ମହାରାଷ୍ଟ୍ରରେ ସଂଗୀନ ହେଉଛି ସ୍ଥିତି, ଦିନକରେ ୮ ହଜାର ୮୦୭ ନୂଆ ଆକ୍ରାନ୍ତ । “

ଦୁଇ ଦିନରେ ଖେଳ ଖତମ୍ । ବଡ ଷ୍ଟାଡିୟମରେ ଭାରତର ବଡ ବିଜୟ । ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ବାଜି ମାରିଲା ବିରାଟ ବାହିନୀ ।

କନକ ବ୍ୟୁରୋ: ତୃତୀୟ ଟେଷ୍ଟରେ ଭାରତର ବଡ ବିଜୟ । ୧୦ ୱିକେଟରେ ଇଂଲଣ୍ଡକୁ ହରାଇଲା ବିରାଟ ବାହିନୀ । ଦୁଇ ଦିନରେ ସରିଗଲା ତୃତୀୟ ଟେଷ୍ଟ । ବିଶ୍ୱର ବଡ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖିବାକୁ ମିଳିଲା ୱିକେଟ ବର୍ଷା । ଉଭୟ ଦଳରେ ଭଲ ବୋଲିଂ ଦେଖିବାକୁ ମିଳିଥିଲା । ହେଲେ ଶେଷରେ ବାଜି ମାରିନେଲା ଇଣ୍ଡିଆ । ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଡେ ନାଇଟ ଟେଷ୍ଟContinue reading “ଦୁଇ ଦିନରେ ଖେଳ ଖତମ୍ । ବଡ ଷ୍ଟାଡିୟମରେ ଭାରତର ବଡ ବିଜୟ । ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ବାଜି ମାରିଲା ବିରାଟ ବାହିନୀ ।”

ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ।

କନକ ବ୍ୟୁରୋ : ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ସର୍ବାଧିକ ତାପାମାତ୍ରା ୩୯.୪ ଡିଗ୍ରୀ ରେକର୍ଡ । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଗତ କାଲି ମଧ୍ୟ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର । ତେବେ ରାଜ୍ୟରେ ଅନେକ ଜିଲ୍ଲାରେ ମଧ୍ୟ ଅଧିକ ତାପମାତ୍ରା ରହିଥିଲା । ବାରିପଦାରେ ୩୮ ଡିଗ୍ରୀ , ତାଳଚେର ୩୭.୧ ଡିଗ୍ରୀ, ଅନୁଗୁଳ ୩୭.୭ ଡିଗ୍ରୀ, କଟକ ୩୭Continue reading “ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ।”

ଲୋକାର୍ପିତ ହେଲା ୫ଟି ଅନଲାଇନ୍ ସେବା । ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କର ୫-ଟି ଉପକ୍ରମ ଜରିଆରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାରେ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବା ଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍ (୩)Continue reading “ଲୋକାର୍ପିତ ହେଲା ୫ଟି ଅନଲାଇନ୍ ସେବା । ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।”

ଛତିଶଗଡ଼ ପାଣିରେ ବୁଡିଲା ଓଡିଶା ଚାଷ । ଘୁମୁରା ଡ୍ୟାମ ଖୋଲିବାରୁ ନବରଙ୍ଗପୁର ଚନ୍ଦାହାଣ୍ଡି ତେଲନଦୀ ନଇପଠାରେ ଉଜୁଡିଗଲା ପରିବା ଫସଲ ।

କନକ ବ୍ୟୁରୋ : ଛତିଶଗଡ଼ ରାଜ୍ୟର ପୁଣି ଦାଦାଗିରି, ମହାନଦୀର ପାଣି ଅଟକାଇ ନାଲି ଆଖି ଦେଖାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଚାନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଛତିଶଗଡ଼ ରାଜ୍ୟ ଆମଲିପଦର୍ ପଞ୍ଚାୟତର ଘୁମୁରାପଦର୍ ଡେମ୍ ର ପାଣି ଛାଡିଦେବାରୁ ଗମ୍ଭାରିଗୁଡା ପଞ୍ଚାୟତର ଖପରଡିହି, ଖଇରଭାଡି ଆଦି ଗ୍ରାମର ଚାଷୀମାନଙ୍କ ନଦୀ ପଠା ରେ କରିଥିବା ପ୍ରାୟ କୋଡିଏ ଏକର ଜମି ର ପନିପରିବା ଚାଷ ସମ୍ପୂର୍ଣ ଭାବେ ନଷ୍ଟ ହୋଇ ଯାଇଛି।Continue reading “ଛତିଶଗଡ଼ ପାଣିରେ ବୁଡିଲା ଓଡିଶା ଚାଷ । ଘୁମୁରା ଡ୍ୟାମ ଖୋଲିବାରୁ ନବରଙ୍ଗପୁର ଚନ୍ଦାହାଣ୍ଡି ତେଲନଦୀ ନଇପଠାରେ ଉଜୁଡିଗଲା ପରିବା ଫସଲ ।”

ଇଂଲଣ୍ଡକୁ ଧରାଶାୟୀ କଲା ଅକ୍ଷର-ଅଶ୍ୱିନ ଯୋଡି । ଦ୍ୱିତୀୟ ଇଂନିସରେ ୮୧ ରନରେ ଅଲଆଉଟ ହେଲା ଇଂଲଣ୍ଡ । ଭାରତ ଆଗରେ ବିଜୟ ଲକ୍ଷ୍ୟ ୪୯ ରନ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଛି । ଅକ୍ଷର ପଟେଲ ଓ ଅଶ୍ୱିନଙ୍କ ଦମଦାର ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ମାତ୍ର ୮୧ ରନରେ ଅଲଆଉଟ ହୋଇଛି ଇଂଲଣ୍ଡ ଦଳ । ଭାରତ ପକ୍ଷରୁ ଅକ୍ଷର ୫ ଓ ଅଶ୍ୱିନ ୪ ୱିକେଟ ନେଇଥିଲେ । ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେContinue reading “ଇଂଲଣ୍ଡକୁ ଧରାଶାୟୀ କଲା ଅକ୍ଷର-ଅଶ୍ୱିନ ଯୋଡି । ଦ୍ୱିତୀୟ ଇଂନିସରେ ୮୧ ରନରେ ଅଲଆଉଟ ହେଲା ଇଂଲଣ୍ଡ । ଭାରତ ଆଗରେ ବିଜୟ ଲକ୍ଷ୍ୟ ୪୯ ରନ ।”

ରୋଗ ଶଯ୍ୟାରେ ସ୍ୱାମୀ, ଚିକିତ୍ସା ପାଇଁ ଭିକ୍ଷା ବୃତି କରୁଛନ୍ତି ସ୍ତ୍ରୀ । ତଥାପି ମେଣ୍ଟୁନି ପରିବାରର ଭୋକ, ସ୍ୱାମୀଙ୍କ ମିଳୁନି ଚିକିତ୍ସା

କନକ ବ୍ୟୁରୋ: ସରକାର ମୋ ସ୍ୱାମୀଙ୍କୁ ଭଲ କରି ଦିଅ । ନହେଲେ ୬ପ୍ରାଣୀଙ୍କ ମୁହଁରେ ଦାନା କିଏ ଦେବ? ଦିନେ ଖାଇଲେ ଦୁଇ ଦିନ ଉପବାସ ରହୁଛି ମୋ ପରିବାର । ଚାନ୍ଦବାଲି ମେଡ଼ିକାଲ ବେଡ଼ରେ ୩୫ ବର୍ଷିୟ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ପତ୍ନୀ  । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଦୃଶ୍ୟ ଅତ୍ୟନ୍ତ ଦୁଃଖ ଦାୟକ ।Continue reading “ରୋଗ ଶଯ୍ୟାରେ ସ୍ୱାମୀ, ଚିକିତ୍ସା ପାଇଁ ଭିକ୍ଷା ବୃତି କରୁଛନ୍ତି ସ୍ତ୍ରୀ । ତଥାପି ମେଣ୍ଟୁନି ପରିବାରର ଭୋକ, ସ୍ୱାମୀଙ୍କ ମିଳୁନି ଚିକିତ୍ସା”

ଅବହେଳିତ ଯାଜପୁରର ଐତିହ୍ୟ ଓ କିର୍ତୀରାଜି । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ବହୁ ପୁରାତନ ମନ୍ଦିର ।

କନକ ବ୍ୟୁରୋ : ଓଡିଶାର ଐତିହ୍ୟ ସହର ଯାଜପୁର । ଯାହାର ଐତିହ୍ୟ ଏବେ ବିପଦରେ । ଐତିହ୍ୟ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ ହେଉଛି, କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । କାଗଜ କଲମରେ ଐତିହ୍ୟ ସୁରକ୍ଷା ନାଁରେ ଟଙ୍କା ହରିଲୁଟ ହେଉଥିବା ବେଳେ ମାଟିରେ ମିଶିଲାଣି ଐତିହ୍ୟ ସ୍ଥଳ । ୧୮ ନଳା ଏବେ ପୋତି ହୋଈ ୧୧ ନଳାର ଐତିହ୍ୟ ବହନ କରୁଛି ।Continue reading “ଅବହେଳିତ ଯାଜପୁରର ଐତିହ୍ୟ ଓ କିର୍ତୀରାଜି । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ବହୁ ପୁରାତନ ମନ୍ଦିର ।”

ଶୁଖି ଗଲାଣି ଓଡିଶାର ଜୀବନ ରେଖା । ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ଯୋଗୁଁ ଗୋଟିଏ ଧାରରେ ବହୁଛି ମହାନଦୀ ।

କନକ ବ୍ୟୁରୋ: ଶୁଖି ଯାଉଛି ଓଡ଼ିଶାର ଜୀବନ ରେଖା । ଶୀତ ଦିନ ଆରମ୍ଭ ରୁ ଶୁଖିଲା ପଡିଛି ମହାନଦୀ । ପାନୀୟ ଜଳକୁ ନେଇ ଚିନ୍ତାରେ ବୌଦ୍ଧବାସୀ । ସ୍ଥିତି ଏଭଳି ହୋଇଛି ଯେ ବିସ୍ତୀର୍ଣ୍ଣ ବାଲୁକା ମରୁଭୂମି ପାଲଟିଛି ମହାନଦୀ ପଠା। ଏବେଠୁ ଚିନ୍ତା ନ କଲେ ଆଗକୁ ଉତ୍କଟ ରୂପନେବ ପିଇବା ପାଣି । ଛତିଶଗଡର ଚାଲାକି ଯୋଗୁଁ ଶୁଖି ଯାଉଛି ମହାନଦୀ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ଜିଲ୍ଲାର ସୀମାନ୍ତContinue reading “ଶୁଖି ଗଲାଣି ଓଡିଶାର ଜୀବନ ରେଖା । ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ଯୋଗୁଁ ଗୋଟିଏ ଧାରରେ ବହୁଛି ମହାନଦୀ ।”

ଭାରତ ଫେରିବେ ପଳାତକ ନୀରବ ମୋଦି । ନୀରବଙ୍କ ଯାଚିକା ଖାରଜ । ପ୍ରତ୍ୟାର୍ପଣ ନେଇ ମଞ୍ଜୁରୀ ପ୍ରଦାନ କଲା ଲଣ୍ଡନ କୋର୍ଟ

କନକ ବ୍ୟୁରୋ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ନେଇ ଆଜି ଲଣ୍ଡନ କୋର୍ଟ ମୁଞ୍ଜୁରୀ ପ୍ରଦାନ କରିଛନ୍ତି । ମାମଲାରୁ ଶୁଣାଣି କରି କୋର୍ଟ କହିଛନ୍ତି କି ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ସାକ୍ଷୀଙ୍କୁ ସ୍ୱୀକାର କରାଯାଇଛି । ‘ମୁଁ ଏହି କଥାରେ ସନ୍ତୁଷ୍ଟ ଅଛି କି ଏହି ପ୍ରମାଣ ଆଧାରରେ ନୀରବ ମୋଦିଙ୍କୁ ଦୋଷୀ ଭାବେ ଗ୍ରହଣ କରାଯିବ’ ଶୁଣାଣି କରୁଥିବା ଜଜ୍ ସାମୁଏଲ ଗେଜୀ କହିଛନ୍ତି କି ଏହାContinue reading “ଭାରତ ଫେରିବେ ପଳାତକ ନୀରବ ମୋଦି । ନୀରବଙ୍କ ଯାଚିକା ଖାରଜ । ପ୍ରତ୍ୟାର୍ପଣ ନେଇ ମଞ୍ଜୁରୀ ପ୍ରଦାନ କଲା ଲଣ୍ଡନ କୋର୍ଟ”

Design a site like this with WordPress.com
Get started