ଆନ୍ଧ୍ରକୁ ଚେକଦେବାକୁ ଅଂଟାଭିଡିଲା କୋରାପୁଟ ଜିଲ୍ଲା ପ୍ରଶାସନ : କୋଟିଆରେ ଆରମ୍ଭ ହେଲା କୋଭିଡ ଟେଷ୍ଟ

କନକ ବ୍ୟୁରୋ : କୋଟିଆକୁ ନେଇ ବିବାଦ ଲାଗି ରହିଛି । ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମଚାରୀମାନେ କୋଟିଆ ପଂଚାୟତର ୨୧ଟି ଗାଁରେ ଘରକୁ ଘର ବୁଲି ଲୋକଙ୍କ କରୋନା ପରୀକ୍ଷା କରିବା ପରେ ଏବେ କୋରାପୁଟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଟିଆରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । କୋଟିଆ ସ୍ଥିତ ଡାକ୍ତରଖାନାରେ ଏଣିକି ପ୍ରତି ବୁଧବାର ଦିନ କରୋନା ପରୀକ୍ଷା କରାଯିବ । ସେହିପରିContinue reading “ଆନ୍ଧ୍ରକୁ ଚେକଦେବାକୁ ଅଂଟାଭିଡିଲା କୋରାପୁଟ ଜିଲ୍ଲା ପ୍ରଶାସନ : କୋଟିଆରେ ଆରମ୍ଭ ହେଲା କୋଭିଡ ଟେଷ୍ଟ”

ଶନି ମନ୍ଦିରରୁ ସୁନା ଚୋରି : ଚାବିଭାଙ୍ଗି ମନ୍ଦିର ଭିତରେ ଠାକୁରଙ୍କ କେଜିଏରୁ ଅଧିକ ରୂପା ମୁକୁଟ ସହ ସୁନା ଅଳଙ୍କାର ଲୁଟ୍

କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ଖଡ଼ିପଦା ଗ୍ରାମରେ ଥିବା ଶନିମନ୍ଦିରରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି । ଏଠାରେ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା । ଗତକାଲି ସନ୍ଧ୍ୟାରେ ଆଳତି ପରେ ପୂଜକ ତାଲା ପକାଇ ଯାଇଥିଲେ । ଆଜି ସକାଳେ ପୂଜକ ମନ୍ଦିର ଖୋଲିବା ବେଳେ ତାଲା ଭଂଗାଯାଇଥିବା ଦେଖିବାକୁContinue reading “ଶନି ମନ୍ଦିରରୁ ସୁନା ଚୋରି : ଚାବିଭାଙ୍ଗି ମନ୍ଦିର ଭିତରେ ଠାକୁରଙ୍କ କେଜିଏରୁ ଅଧିକ ରୂପା ମୁକୁଟ ସହ ସୁନା ଅଳଙ୍କାର ଲୁଟ୍”

ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ । ୭୫ କଏଦୀ ମୃତ, ଅନେକ ଗୁରୁତର । ମୃତକଙ୍କ ମଧ୍ୟରେ ୨୯ ମହିଳା

କନକ ବ୍ୟୁରୋ : ଜେଲ ଭିତରେ ବିଭିନ୍ନ କାରଣକୁ ନେଇ କଏଦୀ ମାନଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥାଏ । କେହି କେହି ଆହତ ହୋଇଥାନ୍ତି, ହେଲେ କେହି ମରିବା ଏକ ବିରଳ ଘଟଣା । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହା ବିରଳରୁ ବିରଳ । କାରଣ ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ ଲାଗି ଏକାବେଳେକେ ୭୫ ଜଣ କଏଦୀଙ୍କ ଜୀବନ ଯାଇଛି । ଯାହା ମଧ୍ୟରେ ରହିଛନ୍ତି ୨୯Continue reading “ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ । ୭୫ କଏଦୀ ମୃତ, ଅନେକ ଗୁରୁତର । ମୃତକଙ୍କ ମଧ୍ୟରେ ୨୯ ମହିଳା”

ମହାରାଷ୍ଟ୍ରରେ କରୋନା ସଙ୍କଟ : ୨୪ ଘଂଟାରେ ୯ ହଜାର ମାମଲା, ୮୦ ମୃତ; ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ; ସ୍କୁଲ ହଷ୍ଟେଲରେ ୧୯୦ ଛାତ୍ର ପଜିଟିଭ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି କରୋନା ସଂକଟ । ୪ମାସ ପରେ ପୁଣି ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ବଢ଼ୁଥିବା ଦେଖିବାକୁ ମିଳିଛି । ମହାରାଷ୍ଟରେ କରୋନା ଉପରମୁହାଁ ଥିବା ବେଳେ ଗତ ୨୪ ଘଂଟାରେ ୮ ହଜାର ୮୦୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ନୂଆ ମାମଲା ମିଶାଇ ସଂକ୍ରମଣ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯ରେ ପହଂଚିଛି । ସେହିପରି ୨୪ ଘଂଟାରେ ୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁContinue reading “ମହାରାଷ୍ଟ୍ରରେ କରୋନା ସଙ୍କଟ : ୨୪ ଘଂଟାରେ ୯ ହଜାର ମାମଲା, ୮୦ ମୃତ; ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ; ସ୍କୁଲ ହଷ୍ଟେଲରେ ୧୯୦ ଛାତ୍ର ପଜିଟିଭ”

ଭାରତୀୟଙ୍କ ଠାରୁ କାହିଁକି ଜାପାନୀ ଲୋକଙ୍କ ଆୟୁଷ ଅଧିକ? ଜାପାନରେ ଲୋକେ ସୁସ୍ଥ ରହିବାର ରାଜ କଣ ? ଜାଣନ୍ତୁ କେତୋଟି ଆଶ୍ଚର୍ଯ୍ୟ…

ଭାରତୀୟ ଲୋକଙ୍କଠାରୁ ଜାପାନର ଲୋକଙ୍କ ଆୟୁଷ ଅଧିକ । ଜାପାନରେ ଜଣେ ଲୋକର ଆୟୁଷ ପ୍ରାୟ ୮୬ ବର୍ଷ ହୋଇଥିବା ବେଳେ ଭାରତରେ ଲୋକଙ୍କ ଆୟୁଷ ୬୯ ବର୍ଷ ରହୁଥିବା ଏକ ରିସର୍ଚ୍ଚରୁ ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜାପାନ ଲୋକଙ୍କ ତୁଳନାରେ ଭାରତୀୟଙ୍କ ଆୟୁଷ କମ୍ କାହିଁକି? ପ୍ରକୃତରେ ଏହା ପଛରେ ଜାପାନ ଲୋକଙ୍କ ଲାଇଫଷ୍ଟାଇଲ୍ ବଡ ଭୂମୀକା ଗ୍ରହଣ କରେ । ଏଠାରେ ଆପଣ ଭାବୁଥିବେ, ଆମେବିତ ଠିକ୍ ସମୟରେ ଖାଉଛୁ…Continue reading “ଭାରତୀୟଙ୍କ ଠାରୁ କାହିଁକି ଜାପାନୀ ଲୋକଙ୍କ ଆୟୁଷ ଅଧିକ? ଜାପାନରେ ଲୋକେ ସୁସ୍ଥ ରହିବାର ରାଜ କଣ ? ଜାଣନ୍ତୁ କେତୋଟି ଆଶ୍ଚର୍ଯ୍ୟ…”

୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆକ୍ସନ ମୋଡରେ ବିଜେପି । ଆଜି ଦକ୍ଷିଣରେ ମୋଦି, ଉତ୍ତର-ପୂର୍ବରେ ଶାହା ଓ ପଶ୍ଚିମରେ ରାଲି କରିବେ ନଡ୍ଡା ।

କନକ ବ୍ୟୁରୋ : ଭାରତୀୟ ଜନତାପାର୍ଟିର ୩ ବରିଷ୍ଠ ନେତା ଆଜି ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ରାଲି କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଓ ପୁଡୁଚେରୀ ପହଂଚିବେ, ଗୃହମନ୍ତ୍ରୀ ଅମିତ୍ ଶାହା ଆସାମରେ ରାଲି କରିବେ ସେହିଭଳି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରିଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ୧୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଭାରତ ଗସ୍ତରେ ଯାଇଛନ୍ତିContinue reading “୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆକ୍ସନ ମୋଡରେ ବିଜେପି । ଆଜି ଦକ୍ଷିଣରେ ମୋଦି, ଉତ୍ତର-ପୂର୍ବରେ ଶାହା ଓ ପଶ୍ଚିମରେ ରାଲି କରିବେ ନଡ୍ଡା ।”

ଆନ୍ଧ୍ର ପରେ ଛତିଶଗଡର ନାଲିଆଖି : ଘୁମରା ପଦର ଡ୍ୟାମରୁ ଅଚାନକ ପାଣି ଛାଡିଦେବାରୁ ଚାଷୀ ପ୍ରବଳ କ୍ଷତିଗ୍ରସ୍ତ, ଏକର ଏକର ଜମିରେ ପନିପରିବା ଚାଷ ନଷ୍ଟ

କନକ ବ୍ୟୁରୋ : ଛତିଶଗଡ଼ର ପୁଣି ନାଲିଆଖି । ମହାନଦୀ ପାଣିକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପୁଣି ଥରେ ମନମାନି କରିଛି ଛତିଶଗଡ଼ । ଅଚାନକ ପାଣି ଛାଡ଼ିଦେବାରୁ ନଦୀ ପଠାରେ ହେଉଥିବା ଫସଲ ନଷ୍ଟ ହୋଇଛି । ଯାହା ପାଇଁ ନବରଙ୍ଗପୁର ଜିଲ୍ଲାର ଚାନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଂଚାୟତର ଅନେକ ଚାଷୀ କ୍ଷତି ସହିଛନ୍ତି । ଛତିଶଗଡ଼ ରାଜ୍ୟ ଆମଲିପଦର ପଂଚାୟତ ଘୁମରାପଦର୍ ଡ୍ୟାମର ପାଣି ଅଚାନକ ଛାଡ଼ିContinue reading “ଆନ୍ଧ୍ର ପରେ ଛତିଶଗଡର ନାଲିଆଖି : ଘୁମରା ପଦର ଡ୍ୟାମରୁ ଅଚାନକ ପାଣି ଛାଡିଦେବାରୁ ଚାଷୀ ପ୍ରବଳ କ୍ଷତିଗ୍ରସ୍ତ, ଏକର ଏକର ଜମିରେ ପନିପରିବା ଚାଷ ନଷ୍ଟ”

ସମୁଦ୍ରକୁ ଡେଇଁ ମତ୍ସ୍ୟଜୀବୀଙ୍କ ସହ ପହଁରିଲେ ରାହୁଲ ଗାନ୍ଧି । ଭିଡିଓ ଭାଇରାଲ୍, ଦେଖନ୍ତୁ…

 ଆଗାମୀ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ କେରଳର କୋଲାମ୍‌ ଜିଲ୍ଲା ଗସ୍ତରେ ଯାଇ ବୁଧବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ ତାଙ୍ଗାସେରି ବେଳାଭୂମି ନିକଟରେ ସମୁଦ୍ରକୁ ଡେଇଁ ପହଁରିଥିଲେ। #WATCH| Kerala: Congress leader Rahul Gandhi took a dip in the sea with fishermen in Kollam (24.02.2021) (Source: Congress office) pic.twitter.com/OovjQ4MSSM — ANI (@ANI) February 25, 2021 https://platform.twitter.com/widgets.jsବେଳାଭୂମି ଉପରକୁ ଉଠି ଆସିବା ପୂର୍ବରୁ ମତ୍ସ୍ୟଜୀବୀଙ୍କContinue reading “ସମୁଦ୍ରକୁ ଡେଇଁ ମତ୍ସ୍ୟଜୀବୀଙ୍କ ସହ ପହଁରିଲେ ରାହୁଲ ଗାନ୍ଧି । ଭିଡିଓ ଭାଇରାଲ୍, ଦେଖନ୍ତୁ…”

ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ : ଆଇନ ପ୍ରତ୍ୟାହାର ନହେଲେ ସଂସଦ ପରିସରରେ ଚାଷୀ କରିବେ ହଳ କ୍ରାନ୍ତି

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ଭିତରେ ଆନ୍ଦୋଳନକୁ ନୂଆ ଦିଗ ଦେବାକୁ ଘୋଷଣା କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏବେ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନକଲେ, ଆରମ୍ଭ ହେବ ହଳ କ୍ରାନ୍ତି । ଚାଷୀ ସଂସଦ ପରିସରକୁ ଯାଇ ଟ୍ରାକ୍ଟର ଚଳାଇବେ । ଏଥର ୪୦ ଲକ୍ଷ ଟ୍ରାକ୍ଟର ଏଥିରେ ସାମିଲContinue reading “ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଚେତାବନୀ : ଆଇନ ପ୍ରତ୍ୟାହାର ନହେଲେ ସଂସଦ ପରିସରରେ ଚାଷୀ କରିବେ ହଳ କ୍ରାନ୍ତି”

ଧରାପଡ଼ିଲା ୪୫ କେଜି ହାତୀଦାନ୍ତ : ଧରାପଡ଼ିଲେ ୨, ଆହୁରି ଅନେକଙ୍କ ସମ୍ପୃକ୍ତି ସନ୍ଦେହ

କନକ ବ୍ୟୁରୋ : ଧରାପଡ଼ିଲା ପ୍ରାୟ ୪୫ କେଜି ହାତୀଦାନ୍ତ । ଉଦଳା ବନାଂଚଳ ଅଧୀନସ୍ଥ ଅଙ୍ଗାରପଡ଼ା ଗାଁରୁ ୪୫ କେଜି ହାତୀଦାନ୍ତ ଜବତ ହୋଇଛି ।  ଦୁଇଟି ଯାକ ଦାନ୍ତ ଗୋଟିଏ ହାତୀର ବୋଲି ବନବିଭାଗ ପକ୍ଷରୁ ପ୍ରକାଶ । ଗୋଟିଏ ଦାନ୍ତର ଲମ୍ବ ୫ ଫୁଟ ୨ ଇଞ୍ଚ୍‌ ହୋଇଥିବା ବେଳେ ଅନ୍ୟଟି ୫ ଫୁଟ୍‌ ୬ ଇଞ୍ଚ । ଏକକାଳୀନ ଏତେ ଲମ୍ବା ଓ ମୋଟେଇ ଥିବା ହାତୀଦାନ୍ତ ଉଦ୍ଧାର ହେବା ରାଜ୍ୟରେContinue reading “ଧରାପଡ଼ିଲା ୪୫ କେଜି ହାତୀଦାନ୍ତ : ଧରାପଡ଼ିଲେ ୨, ଆହୁରି ଅନେକଙ୍କ ସମ୍ପୃକ୍ତି ସନ୍ଦେହ”

Design a site like this with WordPress.com
Get started