ଏଲଏସି ଓ ଏଲଓସିକୁ ନେଇ ଭାରତ-ପାକ୍ ଡିଜିଏମଓ ବୈଠକ । ଆଜି ମଧ୍ୟରାତ୍ରରୁ ଗୁଳି ବିନିମୟ ବନ୍ଦ ନେଇ ନିଷ୍ପତ୍ତି । ପରସ୍ପର ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ସହମତ

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନର ମିଲିଟାରୀ ଅପରେଶନ ଡାଇରେକ୍ଟର ଜେନରାଲ (ଡଜିଏମଓ) ହଟଲାଇନ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ପକ୍ଷ ସୀମାରେ ଶାନ୍ତି ବଜାୟ ରଖିବାକୁ ସହମତି ପ୍ରକାଶ କରିଛନ୍ତି । ନିୟନ୍ତ୍ରଣ ରେଖାରେ ବର୍ତ୍ତମାନର ପରିସ୍ଥିତି ଉପରେ ବି ଆଲୋଚନା ହୋଇଥିବା କୁହାଯାଇଛି । ଉଭୟ ପକ୍ଷର ସେନା ସବୁ ଚୁକ୍ତି ଓ ଯୁଦ୍ଧବିରତି ଚୁକ୍ତିକୁ କଡା କଡି ଭାବେ ପାଳନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ସୂଚନାContinue reading “ଏଲଏସି ଓ ଏଲଓସିକୁ ନେଇ ଭାରତ-ପାକ୍ ଡିଜିଏମଓ ବୈଠକ । ଆଜି ମଧ୍ୟରାତ୍ରରୁ ଗୁଳି ବିନିମୟ ବନ୍ଦ ନେଇ ନିଷ୍ପତ୍ତି । ପରସ୍ପର ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ସହମତ”

ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରିର ଦୃଶ୍ୟ । ଘର ଭିତରେ ପଶି ଚୋରି କରି ଫେରାର ହେବାର ଦୃଶ୍ୟ କଏଦ

କନକ ବ୍ୟୁରୋ : ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରିର ଦୃଶ୍ୟ  । ଘର ଭିତରେ କିପରି ଚୋର ପଶୁଛି ଓ ଚୋରି କରି ପୁଣି ଫେରାର ହେଇଯାଉଛି ଏଥିରେ ଦୃଶ୍ୟ ହେଉଛି  । ସିସିଟଭିରେ କଏଦ ହୋଇଥିବା ଏହି ଦୃଶ୍ୟ ଭୁବନେଶ୍ୱର ନିଳାଦ୍ରିବିହାର ଅଂଚଳର  ।  ଚୋରଟି ଲୁଚିଲୁଚି ଘର ଭିତରେ ପଶୁଛି, ଜିନିଷପତ୍ର ଚୋରି କରୁଛି, ପୁଣି ଡେଇଁ ପଳାଇଯାଉଛି, ଏସବୁକୁ ସିସିଟିଭି ରେକର୍ଡ କରିଛି  । କରୋନା କାଳରେ ଚୋରି ଘଟଣା ବୃଦ୍ଧିContinue reading “ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରିର ଦୃଶ୍ୟ । ଘର ଭିତରେ ପଶି ଚୋରି କରି ଫେରାର ହେବାର ଦୃଶ୍ୟ କଏଦ”

କରୋନା ଟିକା ନେଲେ ବିଏମସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ : କ୍ୟାପିଟାଲ୍ ହସ୍ପିଟାଲରେ ନେଲେ କରୋନା ଟିକା

କନକ ବ୍ୟୁରୋ : କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ଗ୍ରହଣ କରିଛନ୍ତି । ଟିକା ନେବା ପରେ ଅଧଘଂଟା ଅବଜରଭେସନରେ ରହିବେ । କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯାଉଛି କି ନାହିଁ ତାହା ଜାଣିବା ପାଇଁ ହସ୍ପିଟାଲରେ ଅଧଘଂଟା ଅବଜର ଭେସନରେ ରହିବେ । ଏହା ପୂର୍ବରୁ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକା ଗ୍ରହଣ କରିଥିଲେ । ସେପଟେ, ପହିଲାରୁ ବୟସ୍କ  ଓContinue reading “କରୋନା ଟିକା ନେଲେ ବିଏମସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ : କ୍ୟାପିଟାଲ୍ ହସ୍ପିଟାଲରେ ନେଲେ କରୋନା ଟିକା”

ତୈଳଦର ବୃଦ୍ଧି ନେଇ ମମତାଙ୍କ ଅଭିନବ ପ୍ରତିବାଦ । ବେକରେ ଦରବୃଦ୍ଧି ପ୍ରତିବାଦର ପୋଷ୍ଟର ଲଗାଇ ସ୍କୁଟରରେ କଲେ ରାଲି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନକୁ ମାତ୍ର କିଛିମାସ ବାକି ଥିବା ବେଳେ ପଶ୍ଚିମବଙ୍ଗରେ ପୁରା ନିର୍ବାଚନୀ ତାତି । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଓ ପଶ୍ଚିମବଙ୍ଗକୁ ଫୋକସ କରୁଥିବା ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ମମତାଙ୍କ ବିଭିନ୍ନ ପ୍ରସଙ୍ଗରେ ବିଜେପି ଘେରୁଥିବା ବେଳେ ତୈଳବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ମମତା ବାନାର୍ଜୀ । ଦେଶରେ ତୈଳଦର ଆକାଶଛୁଆଁ ହୋଇଛି । ଦେଶର ବିଭିନ୍ନContinue reading “ତୈଳଦର ବୃଦ୍ଧି ନେଇ ମମତାଙ୍କ ଅଭିନବ ପ୍ରତିବାଦ । ବେକରେ ଦରବୃଦ୍ଧି ପ୍ରତିବାଦର ପୋଷ୍ଟର ଲଗାଇ ସ୍କୁଟରରେ କଲେ ରାଲି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।”

ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ : ମହାନଦୀ ଜଳ ବିବାଦ ନେଇ ସିଡବ୍ଲ୍ୟୁସି ବିଭିନ୍ନ ପ୍ରକଳ୍ପ ବନ୍ଦ କରୁଥିବା ବିଜେଡ଼ି ବିଧାୟକଙ୍କ ଅଭିଯୋଗ

କନକ ବ୍ୟୁରୋ : ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମହାନଦୀ ଜଳ ବିବାଦ ନେଇ ସିଡବ୍ଲ୍ୟୁସି ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ଗୃହରେ ଏଭଳି ଅଭିଯୋଗ କରିଛନ୍ତି ବିଜେଡ଼ି ବିଧାୟକ ପ୍ରଦୀପ ଅମାତ । ହୀରାକୁଦ ଉପର ମୁଣ୍ଡରେ ଥିବା ପ୍ରକଳ୍ପକୁ ନେଇ ବିବାଦ ରହିଛି । ତଳମୁଣ୍ଡରେ ବିବାଦ ନାହିଁ । ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି । ସତୀଘାଟ ଲାଷ୍ମୀପଦର ପ୍ରକଳ୍ପ ଫେରାଇ ଦେଇଛନ୍ତି ସିଡବ୍ଲ୍ୟୁସିContinue reading “ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ : ମହାନଦୀ ଜଳ ବିବାଦ ନେଇ ସିଡବ୍ଲ୍ୟୁସି ବିଭିନ୍ନ ପ୍ରକଳ୍ପ ବନ୍ଦ କରୁଥିବା ବିଜେଡ଼ି ବିଧାୟକଙ୍କ ଅଭିଯୋଗ”

ଭାରସାମ୍ୟ ହରାଇ କେନ୍ଦୁଝର ଘାଟିରୁ ଓଲଟିଲା ବରଯାତ୍ରୀ ବସ୍ : ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବରଯାତ୍ରୀ ବସ୍ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କେନ୍ଦୁଝର ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଉରକେଲାରୁ କେନ୍ଦୁଝର ଢ଼େଙ୍କିକୋଟ ଫେରିଲା ବେଳେ ଘଟିଛି ଏଭଳି ଦୁର୍ଘଟଣା ।  ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । from Kanak News via <a href="https://ifttt.com/?

ପିସିିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଗତସିଂହପୁରରୁ ଆସିଥିବା ୨ ଗୋଷ୍ଠୀ ମୁହାଁମୁହିଁ

କନକ ବ୍ୟୁରୋ : ପୁଣି ବାହାରିଛି କଂଗ୍ରେସର ପୁରୁଣା ରୋଗ । ଆଜି କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଭବନରେ ଆଜି ଦିନ ୧୧ଟାବେଳେ ଓବିସି ସେଲର ବୈଠକ ବସିବାର ଥିଲା । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏହି ବୈଠକ ଡାକିଥିଲେ । ଏଥିରେ ଦଳର ବରିଷ୍ଠ ନେତା ଯୋଗଦେବାର ଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ । ତେବେ ବୈଠକକୁContinue reading “ପିସିିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଗତସିଂହପୁରରୁ ଆସିଥିବା ୨ ଗୋଷ୍ଠୀ ମୁହାଁମୁହିଁ”

ଆଜି ଲଣ୍ଡନ କୋର୍ଟରେ ପଳାତକ ନୀରବ ମୋଦି ମାମଲାର ଶୁଣାଣି । ଭାରତକୁ ପ୍ରତ୍ୟାର୍ପଣ ନେଇ କୋର୍ଟ ଶୁଣାଇ ପାରନ୍ତି ରାୟ । ୧୩ ହଜାର କୋଟି ନେଇ ହୋଇଯାଇଥିଲେ ଫେରାର୍

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ପଳାତକ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣ ନେଇ ଆଜି ଶୁଣାଣି ହେବ ।  ଏହି ଶୁଣାଣି ପରେ ସେ ଭାରତ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇଯିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପାଖା ପାଖି ୧୩ ହଜାର କୋଟି ଟଙ୍କା ଋଣ ନେଇ ନୀରବ ଲଣ୍ଡନ ପଳାଇ ଯାଇଥିଲେ । ଭାରତ ତରଫରୁ ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଏବେ ସେ ଲଣ୍ଡନର ଏକ ଜେଲରେContinue reading “ଆଜି ଲଣ୍ଡନ କୋର୍ଟରେ ପଳାତକ ନୀରବ ମୋଦି ମାମଲାର ଶୁଣାଣି । ଭାରତକୁ ପ୍ରତ୍ୟାର୍ପଣ ନେଇ କୋର୍ଟ ଶୁଣାଇ ପାରନ୍ତି ରାୟ । ୧୩ ହଜାର କୋଟି ନେଇ ହୋଇଯାଇଥିଲେ ଫେରାର୍”

ରେଳଯାତ୍ରୀଙ୍କୁ ସରକାରଙ୍କ ଝଟକା । ଯାତ୍ରୀ ଭଡା ବଢାଇଲା ରେଳ ବିଭାଗ । ଜାଣନ୍ତୁ କେତେ ପଡିବ ଆପଣଙ୍କ ପକେଟ୍ ଉପରେ ପ୍ରଭାବ

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ରେଳ ବିଭାଗର ସୂଚନା ମୁତାବକ ଅଳ୍ପଦୂର ଯାଉଥିବା ଯାତ୍ରୀଙ୍କ ଭଡା ବୃଦ୍ଧି କରାଯାଇଛି । ଭଡାବୃଦ୍ଧିର କାରଣ ଦର୍ଶାଇବାକୁ ଯାଇ ରେଳ ବିଭାଗ କହିଛି କି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଯାତ୍ରୀ ଭଡା ବୃଦ୍ଧି କରାଯାଇଛି । ଯାହାଦ୍ୱାରା ଅଧିକ ଲୋକ ରେଳରେ ଚଢିବେ ନାହିଁ । ରେଳ ବିଭାଗ ଦ୍ୱାରା ବୃଦ୍ଧି କରାଯାଇଥିବା ଭଡାContinue reading “ରେଳଯାତ୍ରୀଙ୍କୁ ସରକାରଙ୍କ ଝଟକା । ଯାତ୍ରୀ ଭଡା ବଢାଇଲା ରେଳ ବିଭାଗ । ଜାଣନ୍ତୁ କେତେ ପଡିବ ଆପଣଙ୍କ ପକେଟ୍ ଉପରେ ପ୍ରଭାବ”

ମନୋଜ ତିୱାରୀଙ୍କ ପରେ ରାଜନୀତିରେ ଯୋଗଦେଲେ ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା । ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ‘ସୁନାର ବାଙ୍ଗଲା’ ପାଇଁ ନେଲେ ଶପଥ

କନକ ବ୍ୟୁରୋ : ରାଜନୀତିରେ ରାଜକୀୟ ଜୀବନ ଉପଭୋଗ କରିବାକୁ ଏବେ ଜଣଙ୍କ ପରେ ଜଣେ କ୍ରିକେଟର ବିଭିନ୍ନ ଦଳରେ ଯୋଗ ଦେବାରେ ଲାଗିଛନ୍ତି । ଗତକାଲି ପଶ୍ଚିମବଙ୍ଗରେ କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଆଜି କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ଯୋଗ ଦେଇଛନ୍ତି । ଡିଣ୍ଡା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । କିଛିଦିନ ପୂର୍ବରୁ ଶ୍ରୀ ଡିଣ୍ଡା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେContinue reading “ମନୋଜ ତିୱାରୀଙ୍କ ପରେ ରାଜନୀତିରେ ଯୋଗଦେଲେ ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା । ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ‘ସୁନାର ବାଙ୍ଗଲା’ ପାଇଁ ନେଲେ ଶପଥ”

Design a site like this with WordPress.com
Get started