ଶୀତଳ ଭଣ୍ଡାର ନଥିବାରୁ ଚିନ୍ତାରେ କାମାକ୍ଷାନଗର ଆଳୁଚାଷୀ । ଫସଲ ଅମଳ ପରେ କମ ଦାମରେ କରୁଛନ୍ତି ବିକ୍ରି । ସରକାର ସହାୟତା କରିବାକୁ ଅନୁରୋଧ ।

କନକ ବ୍ୟୁରୋ: ଚିନ୍ତାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଆଳୁଚାଷୀ । ଅମଳ ପରେ ସାଇତି ରଖିବା ପାଇଁ ବ୍ୟବସ୍ଥା ନାହିଁ । ଫଳରେ ଦର ଅଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ରାଜ୍ୟରେ ଆଳୁର ଚାହିଦା ରହିଥିବା ବେଳେ ସରକାର ଏଥିପ୍ରତି ଦ୍ରୁଷ୍ଟି ଦେଉନଥିବାରୁ ଉଭୟ ଖାଉଟି ଓ ଚାଷୀ ସଙ୍କଟରେ ପଡିଛନ୍ତି। କାମାକ୍ଷାନଗର ଅଞ୍ଚଳରରେ କୁଳା, ମହୁଲପାଳ, କାଦୁଆ, ବାଲିଗୁରଡ, ବାଇଶିଙ୍ଘା, କଙ୍କଡାହାଡ, ମହାବିରୋଡ଼, ଦଶିପୁର ଆଦି ଗ୍ରାମରେ ସହ ସହ ଏକରContinue reading “ଶୀତଳ ଭଣ୍ଡାର ନଥିବାରୁ ଚିନ୍ତାରେ କାମାକ୍ଷାନଗର ଆଳୁଚାଷୀ । ଫସଲ ଅମଳ ପରେ କମ ଦାମରେ କରୁଛନ୍ତି ବିକ୍ରି । ସରକାର ସହାୟତା କରିବାକୁ ଅନୁରୋଧ ।”

ଦିବ୍ୟାଙ୍ଗ ହୋଇବି ଅପରାଜୟ ଅଜୟ । ପରିବାର ପୋଷିବା ବିଲରେ କରୁଛନ୍ତି ଚାଷକାମ । ଏବେ ବି ଛାଡି ନାହାନ୍ତି ପାଠପଢା ।

କନକ ବ୍ୟୁରୋ: ଦଇବ ଛଡାଇ ନେଲା ଗୋଡ । ଦିବ୍ୟାଙ୍ଗ ହୋଇ ଚାଲିଛି ଛାତ୍ର ଜୀବନ । ପାଠ ପଢିବାର ଇଚ୍ଛା ଓ ପରିବାରର ବୋଝ ଏମିତି ଆତ୍ମବଳ ଭରିଦେଲା ଯେ, ଗୋଟିଏ ଗୋଡରେ ଚାଷ କରି ପରିବାର ପୋଷିବା ସହ ଯୁକ୍ତ ଦୁଇ ପାଠପଢା ଜାରି ରଖିଛନ୍ତି ମାଲକାନଗିରି ଜିଲ୍ଲାର ୨୧ ବର୍ଷୀୟ ଯୁବକ । ଆଉ ବିଡମ୍ବନା, କେବଳ ୫୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତାକୁ ବାଦ ଦେଲେ କୌଣସି ସରକାରୀ ସୁବିଧା ପାଇ ନାହାନ୍ତିContinue reading “ଦିବ୍ୟାଙ୍ଗ ହୋଇବି ଅପରାଜୟ ଅଜୟ । ପରିବାର ପୋଷିବା ବିଲରେ କରୁଛନ୍ତି ଚାଷକାମ । ଏବେ ବି ଛାଡି ନାହାନ୍ତି ପାଠପଢା ।”

ସମ୍ବଲପୁରରେ ମହାନଦୀକୁ ଅନବରତ ବୋହୁଛି ଡ୍ରେନ୍ ପାଣି । ବ୍ୟବହାର ପାଇଁ ନାକ ଟେକିଲେଣି ସ୍ଥାନୀୟ ବାସିନ୍ଧା ।

କନକ ବ୍ୟୁରୋ: ମହାନଦୀ ପାଲଟୁଛି ମହାଡ୍ରେନ୍ । ସମ୍ବଲପୁର ସହର ଡ୍ରେନ ପାଣି ମହାନଦୀକୁ ଛଡାଯାଉଥିବାରୁ ଏହାର ପାଣିକୁ ବ୍ୟବହାର ପାଇଁ ଭୟ କରୁଛନ୍ତି ସମ୍ବଲପୁର ବାସିନ୍ଦା । ସେପଟେ ଯେଉଁ ଧାରରେ ମହାନଦୀକୁ ଡ୍ରେନ ପାଣି ଛଡାଯାଉଛି ତାହା ଦେଖିଲେ ବ୍ୟବହାରକାରୀଙ୍କ ହୋସ ଉଡିଯିବ । ଜନସଂଖ୍ୟା ବଢିବା ସହ ସମ୍ବଲପୁର ସହରର ମହାନଗରରେ ପରିଣତ ହୋଇଛି । ଲୋକ ବଢିବାରୁ ପାଣିର ଆବଶ୍ୟକତା ଓ ବ୍ୟବହାର ମଧ୍ୟ ବଢିଛି । ଆଉ ଏସବୁର ମୁଖ୍ୟContinue reading “ସମ୍ବଲପୁରରେ ମହାନଦୀକୁ ଅନବରତ ବୋହୁଛି ଡ୍ରେନ୍ ପାଣି । ବ୍ୟବହାର ପାଇଁ ନାକ ଟେକିଲେଣି ସ୍ଥାନୀୟ ବାସିନ୍ଧା ।”

କୋଟିଆକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ଜିଲ୍ଳା ପ୍ରଶାସନ । ପ୍ରତ୍ୟେକ ଗାଁକୁ ପୋଷ୍ୟ ଗ୍ରାମ୍ୟ ରୂପେ ଗ୍ରହଣ କରିବେ ପ୍ରଶାସନିକ ଅଧିକାରୀ ।

କନକ ବ୍ୟୁରୋ: କୋଟିଆକୁ ନେଇ ଜିଲ୍ଳା ପ୍ରଶାସନର ବ୍ଳୁ-ପ୍ରିଂଟ । ପ୍ରତ୍ୟେକ ବିଭାଗର ଜିଲ୍ଳା ଅଧିକାରୀ କୋଟିଆ ଗ୍ରାମ ପୁଞ୍ଜର ପ୍ରତ୍ୟେକ ଗାଁକୁ ପୋଷ୍ୟଗ୍ରାମ୍ୟ ରୂପେ ଗ୍ରହଣ କରିବେ । ଏହାସହ ପ୍ରତି ସପ୍ତାହରେ ଏନେଇ କୋରାପୁଟ ଜିଲ୍ଳାପାଳଙ୍କୁ ରିପୋର୍ଟ ବି ଦିଆଯିବ । ଆନ୍ଧ୍ର-ଓଡିଶା ମଧ୍ୟରେ କୋଟିଆ ବିବାଦ ଏବେ ସୁପ୍ରିମକୋର୍ଟରେ ପଂହଚିଛି । ଆନ୍ଧ୍ରର କୋଟିଆ ଚାଲାକିକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ଓଡିଶା । ଏଠାରେ ବିକାଶର କାମକୁ ଜୋରଦାର କରିବାକୁ ଜିଲ୍ଲାContinue reading “କୋଟିଆକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ଜିଲ୍ଳା ପ୍ରଶାସନ । ପ୍ରତ୍ୟେକ ଗାଁକୁ ପୋଷ୍ୟ ଗ୍ରାମ୍ୟ ରୂପେ ଗ୍ରହଣ କରିବେ ପ୍ରଶାସନିକ ଅଧିକାରୀ ।”

ବୟସ୍କଙ୍କୁ ଟିକା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଧିକ ସଂଖ୍ୟକ ବୟସ୍କ ଥିବାରୁ ଟିକା କେନ୍ଦ୍ରକୁ ପ୍ରସ୍ତୁତ କରାଯିବ । ସପ୍ତାହରେ ୫ ଦିନ ହେବ ଟିକାକରଣ

କନକ ବ୍ୟୁରୋ : ବୟସ୍କଙ୍କୁ ଟିକା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା ଦେବାକୁ କେନ୍ଦ୍ରର ନିଷ୍ପତ୍ତି ପରେ ପଦକ୍ଷେପ । ଅଧିକ ସଂଖ୍ୟକ ବୟସ୍କ ଥିବାରୁ ଟିକା କେନ୍ଦ୍ରକୁ ପ୍ରସ୍ତୁତ କରାଯିବ । ସପ୍ତାହରେ ୫ ଦିନ ଟିକାକରଣ ବ୍ୟବସ୍ଥା କରାଯିବ । ସବୁ ବ୍ଲକରେ ୬ରୁ ୭ଟି ଟିକାକରଣ ମୋବାଇଲ ଭ୍ୟାକ୍ସିନେସନ ଟିମ ରହିବେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମେଡିକାଲ କଲେଜ ହେବ ଟିକା କେନ୍ଦ୍ର । ସବContinue reading “ବୟସ୍କଙ୍କୁ ଟିକା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଅଧିକ ସଂଖ୍ୟକ ବୟସ୍କ ଥିବାରୁ ଟିକା କେନ୍ଦ୍ରକୁ ପ୍ରସ୍ତୁତ କରାଯିବ । ସପ୍ତାହରେ ୫ ଦିନ ହେବ ଟିକାକରଣ”

ବାବାଜୀ ବେଶରେ ପିଲାଚୋରି କରୁଥିଲା ଯୁବକ । କାବୁ କରି ନିର୍ଧୁମ ଛେଚିଲେ ଗାଁ ଲୋକ ।

କନକ ବ୍ୟୁରୋ: ପିଲାଚୋରି ଅଭିଯୋଗରେ  ଯୁବକଙ୍କୁ ଧରି ନିର୍ଧୁମ ଛେଚି ପୁଲିସରେ ଜିମା ଦେଲେ ଲୋକେ । ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ବନମାଳିପୁର ଗାଁରେ ।  ଖବର ଅନୁସାରେ, ଆଜି ଦିନ ପ୍ରାୟ ୧୨ଟାରେ ଗାଁର ଦୀପକ ଦାସ ସାଇକେଲ ଚଳାଉଥିଲେ । ଏହି ସମୟରେ  ବାଲିଅନ୍ତ ଥାନା ସାରକଣା ଗାଁର  ଶରତ ବେହେରା ବନମାଳିପୁର ଗାଁକୁ  ମନ୍ଦିର ନିର୍ମାଣ ପାଇଁ ଭିକ୍ଷା ଆଦାୟ କରିବାକୁ ଆସିଥିଲେ । ସେ  ଦୀପକଙ୍କୁ  ଚକଲେଟ ଦେବାକୁContinue reading “ବାବାଜୀ ବେଶରେ ପିଲାଚୋରି କରୁଥିଲା ଯୁବକ । କାବୁ କରି ନିର୍ଧୁମ ଛେଚିଲେ ଗାଁ ଲୋକ ।”

ଟିକାୟତଙ୍କ ‘ସଂସଦ ମାର୍ଚ୍ଚ’ ଧମକ ପରେ ନରମିଲା କୃଷିମନ୍ତ୍ରୀଙ୍କ ସ୍ୱର । କହିଲେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି ସରକାର

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦୀର୍ଘ ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହା ସହ କୃଷକ ସଂଗଠନ ମାନଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ମହାପଂଚାୟତ କରାଯାଉଛି । ଏନେଇ ଚାଷୀନେତା ରାକେଶ ଟିକାୟତ କହିଛନ୍ତି କି ସରକାର ଯଦି କୃଷକ ମାନଙ୍କର ଦାବିକୁ ମାନି ନ ନିଅନ୍ତି ତାହେଲେ ଏଥର କୃଷକ ମାନେ ୪୦ ଲକ୍ଷ ଟ୍ରାକ୍ଟର ନେଇContinue reading “ଟିକାୟତଙ୍କ ‘ସଂସଦ ମାର୍ଚ୍ଚ’ ଧମକ ପରେ ନରମିଲା କୃଷିମନ୍ତ୍ରୀଙ୍କ ସ୍ୱର । କହିଲେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି ସରକାର”

ବାଙ୍କୀର ନାବାଳିକା ଝିଅକୁ ଆନ୍ଧ୍ରରେ ଅଟକ ରଖିଛି ଦଲାଲ । ଫେରାଇବା ପାଇଁ ଦାବି କରୁଛି ୫୦ ହଜାର ।

କନକ ବ୍ୟୁରୋ: ଆନ୍ଧ୍ରରେ ଅଟକ ଅଛି ଓଡିଆ ଝିଅ । ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁର ଜଣେ ୧୪ ବର୍ଷର ନାବାଳିକା ଦଲାଲ ହାବୁଡରେ ପଡି ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଛି । ଆଉ ଝିଅକୁ ଘରକୁ ଛାଡିବା ପାଇଁ ଦଲାଲ ଜଣକ ୫୦ ହଜାର ଦାବି କରୁଛି । ଯାହାପରେ ଏସବୁ ଅଭିଯୋଗ ନେଇ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ପରିବାର ଲୋକେ । ଆଉ ସେଠାରୁ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି ନାବାଳିକାରContinue reading “ବାଙ୍କୀର ନାବାଳିକା ଝିଅକୁ ଆନ୍ଧ୍ରରେ ଅଟକ ରଖିଛି ଦଲାଲ । ଫେରାଇବା ପାଇଁ ଦାବି କରୁଛି ୫୦ ହଜାର ।”

୨୦୧୦ ମସିହା ଆଜିର ଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରଚିଥିଲେ ଇତିହାସ । ଦିନିକିଆ କ୍ରିକେଟରେ ହାସଲ କରିଥିଲେ ପ୍ରଥମ ଦ୍ୱି-ଶତକ । କେମିତି ଥିଲା ସେଦିନର ମ୍ୟାଚ୍?

କନକ ବ୍ୟୁରୋ: ସେ ହେଉଛନ୍ତି କ୍ରିକେଟର ଭଗବାନ, ତାଙ୍କ ବ୍ୟାଟ ଚାଲିଲେ ରନର ପାହାଡ ଛିଡା ହୋଇଥାଏ । ଯେତେବେଳେ ବ୍ୟାଟ ଧରି ସେ ମୈଦାନକୁ ଓହ୍ଲାନ୍ତି ଚାରିଆଡେ ଖାଲି ଗୋଟିଏ ହିଁ ଶବ୍ଦ ସଚିନ… ସଚିନ… ସଚିନ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ପରିଚୟ ପାଇଁ କେବଳ ନାଁ ହିଁ ଯଥେଷ୍ଟ । ସଚିନ ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଖାଇଥିଲେ । ଏମିତି ବି ସମୟ ଥିଲା ଯେତେବେଳେ ସଚିନ ଆଉଟ ହୋଇଯାଉଥିଲେ,Continue reading “୨୦୧୦ ମସିହା ଆଜିର ଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରଚିଥିଲେ ଇତିହାସ । ଦିନିକିଆ କ୍ରିକେଟରେ ହାସଲ କରିଥିଲେ ପ୍ରଥମ ଦ୍ୱି-ଶତକ । କେମିତି ଥିଲା ସେଦିନର ମ୍ୟାଚ୍?”

ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ୬୦ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ଟିକା । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

କନକ ବ୍ୟୁରୋ : କରୋନା ଟିକାକୁ ନେଇ ବୁଧବାର ଦିନ କେନ୍ଦ୍ରସରକାର ଏକ ବଡ ଘୋଷଣା କରିଛନ୍ତି । ମାର୍ଚ୍ଚ ପହିଲାରୁ ଦେଶରେ ଥିବା ୬୦ ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏହା ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର   । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ମୁତାବକ ମାର୍ଚ୍ଚ ପହିଲାରୁ ଦେଶର ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକାକରଣ କରାଯିବ । ଏହାସହ ୪୫ ବର୍ଷରୁ ଅଧିକContinue reading “ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ୬୦ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ଟିକା । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର”

Design a site like this with WordPress.com
Get started