କନକ ବ୍ୟୁରୋ: କରୋନା ମାଡ଼ରେ ବେହାଲ ହୋଇଥିବା ଓଡ଼ିଶାର ଅର୍ଥନୀତିକୁ ପୁଣି ଥରେ ସଜାଡିବା ପାଇଁ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଜୋର ଦେଇଛନ୍ତି ସରକାର । ସରକାର ବିଶ୍ୱାସ କରୁଛନ୍ତି, ଶିଳ୍ପ ଏବଂ ଭିତିଭୂମି କ୍ଷେତ୍ରରେ ବିନିଯୋଗ ବଢ଼ିଲେ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଲୋକଙ୍କ ପକେଟକୁ ଟଙ୍କା ଆସିବ । ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରରେ ଅଧିକ ଆବଂଟନ କରି ସରକାର ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁContinue reading “ରାଜ୍ୟ ଅର୍ଥନୀତିରେ ସଞ୍ଜିବନୀ ଭରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଆଗତ । ସ୍ୱାସ୍ଥ୍ୟ ବିଭାଗକୁ ଫୋକସ୍ ।”
Tag Archives: News
ବିଧାନସଭାରେ ଆଗତ ହେଲା ବଜେଟ୍ । ଜାଣନ୍ତୁ, କାହାକୁ ମିଳିଲା କେତେ?
କନକ ବ୍ୟୁରୋ: ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟକୁ ବିଧାନସଭାରେ ଉପସ୍ଥାପିତ କରାଯାଇଛି । ତେବେ ନଜର ପକାନ୍ତୁ ରାଜ୍ୟ ବଜେଟର ପ୍ରମୁଖ ଦିଗଗୁଡିକ ଉପରେ… ରାଜ୍ୟ ବଜେଟ୍ ୨୦୨୧-୨୨ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫Continue reading “ବିଧାନସଭାରେ ଆଗତ ହେଲା ବଜେଟ୍ । ଜାଣନ୍ତୁ, କାହାକୁ ମିଳିଲା କେତେ?”
ସ୍ୱାସ୍ଥ୍ୟସେବା ଲାଗି ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ । ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହେଲା ରାଜ୍ୟ ବଜେଟ୍ ।
କନକ ବ୍ୟୁରୋ : ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଲାଗି ସର୍ବମୋଟ୍ ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହା ବିଗତ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧,୩୫୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ମାଧ୍ୟମରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ପାଇଁ ୧,୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୧,୭୫୫Continue reading “ସ୍ୱାସ୍ଥ୍ୟସେବା ଲାଗି ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ । ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହେଲା ରାଜ୍ୟ ବଜେଟ୍ ।”
ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍ । କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ।
କନକ ବ୍ୟୁରୋ : ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ପାଇଁ ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା । ତେବେ ଚଳିତ ବଜେଟରେ କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ବଜେଟ୍ ଅନୁଯାୟୀ, କାଳିଆ ଯୋଜନା ଅଧୀନରେ ୫୦ ହଜାର ଯାଏଁContinue reading “ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍ । କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ।”
ଟୁଲକିଟ୍ ମାମଲାରେ ଦିନିକିଆ ରିମାଣ୍ଡରେ ଯିବେ ଦିଶା ରବି । ନିକିତା ଜାକବ, ଶାନ୍ତନୁ ଓ ଦିଶା ରବିଙ୍କୁ ଏକାଠି ପଚାରଉଚୁରା କରିବ ଦିଲ୍ଲୀ ପୋଲିସ ।
କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ସହ ଜଡିତ ଟୁଲକିଟ୍ ମାମଲାକୁ ନେଇ ସୋମବାର ଦିଶା ରବିଙ୍କୁ କୋର୍ଟରେ ହାଜର କରାଯାଇଛି । ଯେଉଁଠି କୋର୍ଟ ତାଙ୍କୁ ଦିନିକିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି । ଦିଲ୍ଲୀ ପୋଲିସ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଦାବି କରିଥିଲା । ହେଲେ ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ କେବଳ ଗୋଟିଏ ଦିନ ପାଇଁ ଦିଶା ରବିଙ୍କୁ ରିମାଣ୍ଡରେ ଛାଡିଛନ୍ତି । ରିମାଣ୍ଡ ଆବେଦନର ଶୁଣାଣି ସମୟରେ ଦିଶାContinue reading “ଟୁଲକିଟ୍ ମାମଲାରେ ଦିନିକିଆ ରିମାଣ୍ଡରେ ଯିବେ ଦିଶା ରବି । ନିକିତା ଜାକବ, ଶାନ୍ତନୁ ଓ ଦିଶା ରବିଙ୍କୁ ଏକାଠି ପଚାରଉଚୁରା କରିବ ଦିଲ୍ଲୀ ପୋଲିସ ।”
ପେନସନ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି ।
କନକ ବ୍ୟୁରୋ: ପେନସନ୍ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ୟୁନାଇଟେଡ୍ ଫୋରମ୍ ଅଫ୍ ଅଫିସର ଏବଂ ନାବାର୍ଡ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଏହି ଧାରଣାରେ ବସିଛନ୍ତି । ଯଦି ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ ନହୁଏ ତେବେ ସେ ମାର୍ଚ୍ଚ ୩୦ ତାରିଖ ଯାଏଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ତାଙ୍କ କହିବା ମୁତାବକ, ୧୯୯୩ ମସିହାରେ ନାବାର୍ଡ ବ୍ୟାଙ୍କ ପାଇଁ ଆରମ୍ଭ ହୋଇଥିବା ପେନସନ ସ୍କିମକୁContinue reading “ପେନସନ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି ।”
ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୧-୨୨ ଆଗତ । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ ।
କନକ ବ୍ୟୁରୋ : ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି । ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି । ଚଳିତ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରଶାସନିକ ବ୍ୟୟContinue reading “ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୧-୨୨ ଆଗତ । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ ।”
ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଲେ, କୋଭିଡ ସମୟରେ ବାଉଁଶ ପାଇଁ ଖର୍ଚ୍ଚ ହୋଇଛି ୨୧.୯୦ ଲକ୍ଷ ଟଙ୍କା
କନକ ବ୍ୟୁରୋ : ଗୃହରେ ଉତ୍ତର ରଖିଲେ ନିର୍ମାଣ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ରାଜ୍ୟରେ କୋଭିଡ ବେଳେ ୪୦୬ଟି ଜାଗାରେ କଣ୍ଟେନମେଣ୍ଟ ଜୋନ ହୋଇଥିଲା । ପିଡବ୍ଲୁଡି ଦ୍ୱାରା କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ୬୩୫୨୬ ଖଣ୍ଡ ବାଉଁଶ ବ୍ୟବହାର ହୋଇଥିଲା । ଏହି ବାଉଁଶ ଭଡା ସୂତ୍ରରେ ଅଣାଯାଇଥିଲା । ଏଥିପାଇଁ ୯୨.୬୯ ଲକ୍ଷ ଟଙ୍କାର ବ୍ୟୟରେ ଅଟକଳ ହୋଇଥିଲା । ଏଯାଏଁ ୨୧.୯୦ ଲକ୍ଷ ଟଙ୍କାContinue reading “ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଲେ, କୋଭିଡ ସମୟରେ ବାଉଁଶ ପାଇଁ ଖର୍ଚ୍ଚ ହୋଇଛି ୨୧.୯୦ ଲକ୍ଷ ଟଙ୍କା”
ଦାଦ୍ରା ଓ ନଗର ହବେଳୀର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ମୁମ୍ବାଇ ସ୍ଥିତ ଏକ ହୋଟେଲରେ ଆତ୍ମହତ୍ୟା କରିଥିବା ସନ୍ଦେହ ।
କନକ ବ୍ୟୁରୋ: ଦାଦ୍ରା ଓ ନଗର ହବେଳୀ ଲୋକସଭା କ୍ଷେତ୍ରର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ସୋମବାର ମୁମ୍ବାଇ ସ୍ଥିତ ଏକ ହୋଟଲରୁ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲରୁ ତାଙ୍କ ହାତଲେଖା ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରାଯାଇଛି । ଯାହାଫଳରେ ପୋଲିସ ଏହାକୁ ନେଇ ଛାନଭିନ୍ ଜାରି ରଖିଛି । ମୋହନ ଡେଲକରଙ୍କ ବୟସ ୫୮ ବର୍ଷ । ସେ ଦାଦ୍ରାContinue reading “ଦାଦ୍ରା ଓ ନଗର ହବେଳୀର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ମୁମ୍ବାଇ ସ୍ଥିତ ଏକ ହୋଟେଲରେ ଆତ୍ମହତ୍ୟା କରିଥିବା ସନ୍ଦେହ ।”
ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜିୟୁ ମନ୍ଦିରରେ ୧୪୪ ଧାରା । ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ କଟକଣା ।
କନକ ବ୍ୟୁରୋ : ନିଆଳିରେ ପ୍ରସିଦ୍ଧ ମାଧବାନନ୍ଦ ଜିୟୁ ମନ୍ଦିରରେ ୧୪୪ ଧାରା । ମାଧବାନନ୍ଦଜିୟୁ ମନ୍ଦିରରେ ଭୈମ ଏକାଦଶୀ ମେଳା ଅନୁଷ୍ଠିତ ହେବାକୁ ଆଉ ଗୋଟିଏ ଦିନ ଅଛି । ହେଲେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ । ମନ୍ଦିରର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ବଳବତରContinue reading “ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜିୟୁ ମନ୍ଦିରରେ ୧୪୪ ଧାରା । ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ କଟକଣା ।”