ଜମ୍ମୁ-କାଶ୍ମୀର ସୋଫିଆ ଠାରେ ପୋଲିସର ଏନକାଉଁଣ୍ଟର । ଗଡିଲା ୩ ଆତଙ୍କୀ ମୁଣ୍ଡ, ଜଣେ ପୋଲିସକର୍ମୀ ଶହୀଦ୍

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୋଫିଆ ସେକ୍ଟରରେ ଭାରତୀୟ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ସକାଳୁ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହା ସହ ମୃତ ଆତଙ୍କବାଦୀଙ୍କ ନିକଟକୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୋଳା ବାରୁଦ ଜବତ୍ ହୋଇଛି । ଆତଙ୍କବାଦୀଙ୍କ ମୃତ୍ୟୁ ପରେ ପୋଲିସ ପୁରା ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେଶନ ଜାରି ରଖିଛି । ସୂଚନାContinue reading “ଜମ୍ମୁ-କାଶ୍ମୀର ସୋଫିଆ ଠାରେ ପୋଲିସର ଏନକାଉଁଣ୍ଟର । ଗଡିଲା ୩ ଆତଙ୍କୀ ମୁଣ୍ଡ, ଜଣେ ପୋଲିସକର୍ମୀ ଶହୀଦ୍”

ପ୍ରଶାସନର କଟକଣା ଭିତରେ ଖଣ୍ଡଗିରିରେ ଆରମ୍ଭ ହେଲା ମାଘମେଳା : କେବଳ ନୀତି ରକ୍ଷା ପାଇଁ ହେବ ହୋମ, ଯଜ୍ଞ ଓ ପୂଜା, ପାଠ

କନକ ବ୍ୟୁରୋ : କରୋନା କଟକଣା ଲଗାଇ ଖଣ୍ଡଗିରି ମେଳାକୁ ବନ୍ଦ କରିଛି ପ୍ରଶାସନ । କେବଳ ନୀତି ରକ୍ଷା ପାଇଁ ପୂଜା, ଯଜ୍ଞ ହେବ ବୋଲି ଘୋଷଣା କରିଥିଲା । ଏଥିପାଇଁ ଋଷିକେଶ, ହରିଦ୍ୱାରରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ସାଧୁସନ୍ଥଙ୍କ ସମାଗମ ହେଲାଣି । ୯ ଦିନ ପର୍ଯ୍ୟନ୍ତ ସାଧୁମାନେ ଖଣ୍ଡଗିରି ଗୁମ୍ଫା ଓ ଜଙ୍ଗଳରେ ଅବସ୍ଥାନ କରି ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ କରିବେ । ନାମଯଜ୍ଞ, ସଂକୀର୍ତନ ସହContinue reading “ପ୍ରଶାସନର କଟକଣା ଭିତରେ ଖଣ୍ଡଗିରିରେ ଆରମ୍ଭ ହେଲା ମାଘମେଳା : କେବଳ ନୀତି ରକ୍ଷା ପାଇଁ ହେବ ହୋମ, ଯଜ୍ଞ ଓ ପୂଜା, ପାଠ”

ତେଲ ଦରରେ ନିଆଁ । ରାଜଧାନୀରେ ୯୦.୬୦ ପଇସା ଛୁଇଁଲା ପେଟ୍ରୋଲ, ମାଲକାନଗିରିରେ ତେଲ ଦର ସର୍ବାଧୀକ

ଦେଶରେ କ୍ରମାଗତଭାବେ ଗତ ୧୦ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ୁଛି। ଗତ ୯ ତାରିଖରୁ ଏହି ଦର ଲଗାତାର ବଢ଼ି ଚାଲିଛି। ଦଶ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୩ ଟଙ୍କା ଏବଂ ଡିଜେଲ ଦର ସାଢ଼େ ୩ ଟଙ୍କା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୬୦ ପଇସା ଏବଂ ଡିଜେଲ ଦର ୮୭ ଟଙ୍କା ୪୮ ପଇସାରେ ପହଞ୍ଚିContinue reading “ତେଲ ଦରରେ ନିଆଁ । ରାଜଧାନୀରେ ୯୦.୬୦ ପଇସା ଛୁଇଁଲା ପେଟ୍ରୋଲ, ମାଲକାନଗିରିରେ ତେଲ ଦର ସର୍ବାଧୀକ”

ମଙ୍ଗଳ ପୃଷ୍ଠରେ ସଫଳତା ସହ ଅବତରଣ କଲା ନାସାର ରୋଭର : ଲାଲ୍ ଗ୍ରହରେ ଜୀବ ସତାର ସନ୍ଧାନ ଦିଗରେ ଅନୁସନ୍ଧାନ କରି ମାର୍ସ ପର୍ସିଭେରେନ୍ସ ରୋଭର

କନକ ବ୍ୟୁରୋ : ମଙ୍ଗଳ ଗ୍ରହରେ ନୂଆ ଅତିଥି । ପୃଥିବୀରୁ ଯାଇଛି ଏହି ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି । ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ବୋହୁଥିବା ଏକ ନଦୀ ବୋଲି ବୈଜ୍ଞାନିକContinue reading “ମଙ୍ଗଳ ପୃଷ୍ଠରେ ସଫଳତା ସହ ଅବତରଣ କଲା ନାସାର ରୋଭର : ଲାଲ୍ ଗ୍ରହରେ ଜୀବ ସତାର ସନ୍ଧାନ ଦିଗରେ ଅନୁସନ୍ଧାନ କରି ମାର୍ସ ପର୍ସିଭେରେନ୍ସ ରୋଭର”

ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି : ଓଡିଶା ପକ୍ଷରୁ ଦାୟର ଅଦାଲତ ଅବମାନନା ଅଭିଯୋଗ ଉପରେ ଜବାବ ରଖିସାରିଛି ଆନ୍ଧ୍ର

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ଏଏମ ଖାନୱିଲକର ଓ ବିଚାରପତି ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି । ଗତକାଲି ଆନ୍ଧ୍ର ପକ୍ଷରୁ ଓଡିଶା ଅଦାଲତ ଅବମାନନା ଅଭିଯୋଗ ସଂପର୍କିତ ପିଟିସନ୍ ଉପରେ ଜବାବ ଦାଖଲ କରାଯାଇଥିଲା । ଏଥିରେ ଆନ୍ଧ୍ର ସରକାର କହିଥିଲେ, କୋଟିିଆର ୩ଟି ଗାଁରେ ନିର୍ବାଚନ କରାଇ ଆନ୍ଧ୍ର ଅଦାଲତଙ୍କ ଅବମାନନା କରିନାହାନ୍ତି । ତେଣୁ ଓଡିଶାର ପିଟିସନକୁ ଖାରଜ କରିବା ପାଇଁContinue reading “ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି : ଓଡିଶା ପକ୍ଷରୁ ଦାୟର ଅଦାଲତ ଅବମାନନା ଅଭିଯୋଗ ଉପରେ ଜବାବ ରଖିସାରିଛି ଆନ୍ଧ୍ର”

୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା । କେତେକ ସ୍ଥାନରେ ହୋଇପାରେ ସ୍ୱଳ୍ପ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ : ରାଜ୍ୟର ୧୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ । ବିଶେଷକରି ପଶ୍ଚିମ, କେନ୍ଦ୍ରୀୟ ଓ ପଶ୍ଚିମ-ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିବ। କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଲାଗିContinue reading “୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା । କେତେକ ସ୍ଥାନରେ ହୋଇପାରେ ସ୍ୱଳ୍ପ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା”

ବ୍ୟାଙ୍କର ଲକରରୁ ୩୩ ଲକ୍ଷ ଟଙ୍କାର ସୁନା ଗହଣା ଗାୟବ : ବରଗଡ ଏସବିଆଇ ମୁଖ୍ୟ ଶାଖା ବିରୋଧରେ ଥାନାରେ ଅଭିଯୋଗ

କନକ ବ୍ୟୁରୋ : ବ୍ୟାଙ୍କ ଲକରରୁ ସୁନାଗହଣା ଗାୟବ । ପ୍ରାୟ ୩୩ ଲକ୍ଷ ଟଙ୍କାର ଗହଣା ଗାୟବ ହେବା ନେଇ ହୋଇଛି ଅଭିଯୋଗ । ଏଭଳି ଏକ ଚାଂଚଲ୍ୟକର ଅଭିଯୋଗ ଆସିଛି ବରଗଡ ସହରରୁ । ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ବରଗଡର ମହାନ୍ତି ପଡା ବାସିନ୍ଦା ସ୍ନିଗ୍ଧା ତ୍ରିପାଠୀଙ୍କ ଲକରରୁ ସୁନାଗହଣା ଗାୟବ ହୋଇଥିବା ବରଗଡ ଥାନାରେ ଅଭିଯୋଗ ହୋଇଛି ।Continue reading “ବ୍ୟାଙ୍କର ଲକରରୁ ୩୩ ଲକ୍ଷ ଟଙ୍କାର ସୁନା ଗହଣା ଗାୟବ : ବରଗଡ ଏସବିଆଇ ମୁଖ୍ୟ ଶାଖା ବିରୋଧରେ ଥାନାରେ ଅଭିଯୋଗ”

କଟକଣା ଭିତରେ ଚନ୍ଦ୍ରଭାଗାରେ ମାଘବୁଡ ଅନୁଷ୍ଠିତ : ଅନୁମତି ପ୍ରାପ୍ତ ଭକ୍ତ ହିଁ ପକାଇଲେ ବୁଡ଼

କନକ ବ୍ୟୁରୋ : କଟକଣା ଭିତରେ ହୋଇଛି ଚନ୍ଦ୍ରଭାଗାର ମାଘ ସପ୍ତମୀ ବୁଡ । କୋଣାର୍କ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି ରହିଛି । କରୋନା ସଂକ୍ରମଣକୁ ନଜରରେ ରଖି ମାଘ ସପ୍ତମୀର ବୁଡ଼ ଉପରେ କଟକଣା ଲଗାଯାଇଛି । ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମାତ୍ର ୫୦୦ ଜଣ ଏଥିରେ ସାମିଲ ହୋଇପାରିବେ ବୋଲି ନିଷ୍ପତି ହୋଇଥିଲା । କରୋନାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି କଟକଣା ଜାରି କରିଛି । ମାଘContinue reading “କଟକଣା ଭିତରେ ଚନ୍ଦ୍ରଭାଗାରେ ମାଘବୁଡ ଅନୁଷ୍ଠିତ : ଅନୁମତି ପ୍ରାପ୍ତ ଭକ୍ତ ହିଁ ପକାଇଲେ ବୁଡ଼”

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା : କଡା ସୁରକ୍ଷା ବଳୟ ଭିତରେ ବଲିଉଡ୍ କୁଇନଙ୍କ ପୁରୀ ଗସ୍ତ 

କନକ ବ୍ୟୁରୋ : ପୁରୀରେ ବଲିଉଡ ଅଭିନେତ୍ରୀ କଙ୍ଗନା । ଓଡିଶା ଗସ୍ତରେ ଆସିଥିବା କଙ୍ଗନା ରାଣାୱତ୍ ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଂଚିଛନ୍ତି । ଏଠାରେ ସେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ  ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । କଙ୍ଗନା ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ଦର୍ଶନContinue reading “ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା : କଡା ସୁରକ୍ଷା ବଳୟ ଭିତରେ ବଲିଉଡ୍ କୁଇନଙ୍କ ପୁରୀ ଗସ୍ତ “

ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ବଡ ବୟାନ । କହିଲେ, ପିସିସି ସଭାପତି ବଦଳିବାର ପ୍ରଶ୍ନ ଉଠୁନି ।

କନକ ବ୍ୟୁରୋ: ଓଡିଶାର କଂଗ୍ରେସ ନେତା ଦିଲ୍ଲୀରେ ଡେରା ପକାଇବାର କିଛି ଦିନ ପରେ ପିସିସି ପରିବର୍ତନ ନେଇ ବଡ ବୟାନ ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଚେଲ୍ଲାକୁମାର କହିଛନ୍ତି, ଓଡିଶାର ଦଳୀୟ ନେତୃତ୍ୱର ପରିବର୍ତନ କରିବାର କୌଣସି ସମ୍ଭାବନା ନାହିଁ । କଂଗ୍ରେସ ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେବାରେ କୌଣସି ଭୁଲ ନାହିଁ । ପିସିସି ପରିବର୍ତନ ନେଇ ଯେଉଁ ଚର୍ଚା ହେଉଛି,Continue reading “ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ବଡ ବୟାନ । କହିଲେ, ପିସିସି ସଭାପତି ବଦଳିବାର ପ୍ରଶ୍ନ ଉଠୁନି ।”

Design a site like this with WordPress.com
Get started