କନକ ବ୍ୟୁରୋ: ହତ୍ୟାକାଣ୍ଡର ଇଏ ଏକ ଏମିତି କାହାଣୀ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ଏକ ଏମିତି ଲୋମଟାଙ୍କୁରା କାହାଣୀ ଯାହା ହୁଏତ କେହି କେବେ ଚିନ୍ତା କରିନଥିବେ । ଜନ୍ମ କଲା ବାପା ମା କେବେବି ଭାବିନଥିବେ, ଦିନେ ତାଙ୍କର ଝିଅ ହିଁ ସେମାନଙ୍କୁ ଜୀବନରେ ମାରିଦେବ । ୨୦୦୮ ମସିହାର ଘଟଣା । ଅମରୋହା ଜିଲ୍ଲାର ହସନପୁର କ୍ଷେତ୍ରରେ ଥିବା ବାବନଖେଡି ଗାଁରେ ରୁହନ୍ତି ଶିକ୍ଷକ ଶୌକତ ଅଲି । ଶୌକତContinue reading “୨୦୦୮ ମସିହାର ହତ୍ୟା ମାମଲାରେ ଉତରପ୍ରଦେଶର ସବନମଙ୍କୁ ହେବ ଫାଶୀ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସବନମ “
Tag Archives: News
ବିଧାନସଭାକୁ ଘାରିଲା ଆତ୍ମାହୁତି ଭୟ । ଚାରିପଟୁ ସିଲ୍ କରି ଯାଂଚ କଡ଼ାକଡ଼ି କଲା ପୁଲିସ । ଟ୍ରାଫିକ୍ ଜାମ୍ ପାଇଁ ଦହଗଂଜ ଲୋକ ।
କନକ ବ୍ୟୁରୋ: ସକାଳ ପ୍ରାୟ ୯ଟା ସମୟରେ ବ୍ୟସ୍ତବହୁଳ ଏଜି ଛକ ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଦେଖିବାକୁ ମିଳିଥିଲା ପ୍ରବଳ ଟ୍ରାଫିକ୍ ଜାମ୍ । ଯେଉଁଥିରେ ନିଜ ନିଜ କାମରେ ବାହାରିଥିବା ଲୋକ ଦହଗଂଜ ହୋଇଥିଲେ । ବ୍ୟାରିକେଡ ଟପି ଗାଡି ଚଳାଇବା ବି କଷ୍ଟକର ହୋଇପଡିଥିଲା । ରାସ୍ତା ଟପି ଆଗକୁ ଯିବା ପାଇଁ ବି ଲୋକେ ନାକେଦମ୍ ହୋଇଥିଲେ । ରାଜଧାନୀର କେନ୍ଦ୍ର ସ୍ଥଳରେ ଏପରି ଭିଡ ହେବା ପଛରେ ରହିଛି ବିଧାନସଭାContinue reading “ବିଧାନସଭାକୁ ଘାରିଲା ଆତ୍ମାହୁତି ଭୟ । ଚାରିପଟୁ ସିଲ୍ କରି ଯାଂଚ କଡ଼ାକଡ଼ି କଲା ପୁଲିସ । ଟ୍ରାଫିକ୍ ଜାମ୍ ପାଇଁ ଦହଗଂଜ ଲୋକ ।”
ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ସୀମା ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର ।
କନକ ବ୍ୟୁରୋ: ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ହିଁ ହେଲା । ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ କଂଗ୍ରେସ ଗୃହରେ ନାରାବାଜି କରିଥିଲା ।କୋଟିଆରେ ଆନ୍ଧ୍ରର ନିର୍ବାଚନ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବଂ ରାଜ୍ୟର ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଉଠାଇ କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ସଦସ୍ୟ । ଏପଟେ ଚାଷୀ ପ୍ରସଙ୍ଗକୁ ଉଠାଇContinue reading “ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ସୀମା ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର ।”
ନୟାଗଡ ପରୀ ମୃତ୍ୟୁ ମାମଲାରେ ବଡ ଖୁଲାସା । ଲାଏ ଡିଟେକ୍ସନ୍ ଟେଷ୍ଟ ପୂର୍ବରୁ ସବୁ କହିଦେଲା ଅଭିଯୁକ୍ତ । ପଢନ୍ତୁ ଏହି ରିପୋର୍ଟ…
କନକ ବ୍ୟୁରୋ: ଇଏ ଏମିତି ଏକ ବୀଭତ୍ସ କାହାଣୀ, ଯାହାକୁ ଶୁଣିଲେ ଛାତି ଥରି ଉଠିବ । ଘରେ କେହି ନଥିବା ବେଳେ କିପରି କୁନି ଝିଅ ପରୀକୁ ଘରକୁ ଡାକି ନେଇ ତଂଟି ଚିପି ମାରିଥିଲା, ତା ନିଜ ମୁହଁରେ ବଖାଣିଛି ଅଭିଯୁକ୍ତ । ଲାଇ ଡିଟେକସନ୍ ଟେବୁଲକୁ ଯିବା ପୂର୍ବରୁ ପରୀ ହତ୍ୟା ଅଭିଯୁକ୍ତକୁ ପାଖ କୋଠରୀରେ ବସା ଯାଇଥିଲା । ଯାହାର ଭିଡିଓ ଏବେ କନକ ନ୍ୟୁଜ ହାତରେ ଲାଗିଛି । ଯେଉଁContinue reading “ନୟାଗଡ ପରୀ ମୃତ୍ୟୁ ମାମଲାରେ ବଡ ଖୁଲାସା । ଲାଏ ଡିଟେକ୍ସନ୍ ଟେଷ୍ଟ ପୂର୍ବରୁ ସବୁ କହିଦେଲା ଅଭିଯୁକ୍ତ । ପଢନ୍ତୁ ଏହି ରିପୋର୍ଟ…”
ମହାରାଷ୍ଟ୍ରକୁ ପୁଣି ଫେରିଲା ଲକଡାଉନ୍ । ଆସନ୍ତା ୨୮ ତାରିଖ ଯାଏଁ ଜବତମାଲ୍ ଜିଲ୍ଲା ତାଲାବନ୍ଦ।
କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଆସିଛି ଏଭଳି ଏକ ଖବର ଯାହା, ଭତାଣୁକୁ ନେଇ ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି । ମହାରାଷ୍ଟ୍ରର ଜବତମାଲ୍ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି । ଜିଲ୍ଲାରେ ଡିସେମ୍ବର ମାସରୁ ଜାନୁୟାରୀContinue reading “ମହାରାଷ୍ଟ୍ରକୁ ପୁଣି ଫେରିଲା ଲକଡାଉନ୍ । ଆସନ୍ତା ୨୮ ତାରିଖ ଯାଏଁ ଜବତମାଲ୍ ଜିଲ୍ଲା ତାଲାବନ୍ଦ।”
ସଂକଟରେ ପୁଡୁଚେରୀର କଂଗ୍ରେସ ସରକାର । ୨୨ ତାରିଖରେ ଫ୍ଲୋର ଟେଷ୍ଟ, ଉପରାଜ୍ୟପାଳ ଜାରିକଲେ ଆଦେଶ
କନକ ବ୍ୟୁରୋ : ପୁଡୁଚେରୀ କଂଗ୍ରେସ ସରକାର ଉପରେ ଏବେ କଳା ବାଦଲ ଛାଇ ଯାଇଛି । ବିଧାୟକ ଜୈନ କୁମାରଙ୍କ ଇସ୍ତଫା ପରେ ଏବେ ଭି. ନରାୟଣସ୍ୱାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି । ଉପରାଜ୍ୟପାଳ ତାମିଲି ସାଇ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କୁ ଫେବୃଆରୀ ୨୨ ତାରିଖ ସଂନ୍ଧ୍ୟା ୫ ଟା ସୁଦ୍ଧା ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁ କି ଫେବୃଆରୀ ୧୬ ତାରିଖ ଦିନ କଂଗ୍ରେସ ବିଧାୟକContinue reading “ସଂକଟରେ ପୁଡୁଚେରୀର କଂଗ୍ରେସ ସରକାର । ୨୨ ତାରିଖରେ ଫ୍ଲୋର ଟେଷ୍ଟ, ଉପରାଜ୍ୟପାଳ ଜାରିକଲେ ଆଦେଶ”
ଟାଇମ୍ ମାଗାଜିନର ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟଙ୍କ ସହ ୫ ଜଣ ଭାରତୀୟ ବଂଶୋଦ୍ଭବ । ଜାଣନ୍ତୁ କିଏ ଏହି ଭାରତୀୟ
କନକ ବ୍ୟୁରୋ : ‘ଟାଇମ୍’ ମାଗାଜିନ୍ ଭବିଷ୍ୟତର ଉଦୀୟମାନ ନେତା ତାଲିକା ସର୍ଭେ ପ୍ରକାଶ କରିଛି । ଏଥିରେ ମୋଟ ୧୦୦ ଜଣ ନେତାଙ୍କ ତାଲିକା ରହିଛି । ଏହି ତାଲିକାରେ ଜଣେ ମାତ୍ର ଭାରତୀୟ ରହିଥିବା ବେଳେ ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି । ଭବିଷ୍ୟତର ଉଦୀୟ ମାନ ନେତାଙ୍କ ତାଲିକାରେ ରହିଥିବା ଭାରତୀୟ ଜଣଙ୍କ ହେଉଛନ୍ତି ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦ । ଏହା ସହ ବିଦେଶରେ ରହୁଥିବା ୫Continue reading “ଟାଇମ୍ ମାଗାଜିନର ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟଙ୍କ ସହ ୫ ଜଣ ଭାରତୀୟ ବଂଶୋଦ୍ଭବ । ଜାଣନ୍ତୁ କିଏ ଏହି ଭାରତୀୟ”
କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁଲେ ମହିଳା । ନଦୀ ଭିତରୁ ମହିଳାଙ୍କୁ ଉଦ୍ଧାର କଲା ଓଡ୍ରାଫ ଦଳ ।
କନକ ବ୍ୟୁରୋ: ମହାନଦୀଙ୍କୁ ଡେଇଁଲେ ମହିଳା । ଗୁରୁବାର କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ ନଦୀ ଭିତରୁ ମହିଳାଙ୍କୁ ଓଡ୍ରାଫ୍ ଦଳ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆଜି ହଠାତ୍ ଜଣେ ମହିଳା ଯୋବ୍ରା ବ୍ରିଜ୍ ନିକଟରେ ମହାନଦୀକୁ ଡେଇଁ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହ ମିଶି ଓଡ୍ରାଫ୍ ଦଳ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରିବା ସହିତContinue reading “କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁଲେ ମହିଳା । ନଦୀ ଭିତରୁ ମହିଳାଙ୍କୁ ଉଦ୍ଧାର କଲା ଓଡ୍ରାଫ ଦଳ ।”
ମା’ କୁ ଫାଶିଦଣ୍ଡରୁ ମୁକ୍ତି ଦେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କଲା ୧୨ ବର୍ଷର ପୁଅ । ଜେଲରେ ହୋଇଥିଲା ଜନ୍ମ । ଏବେ ପୋଷ୍ୟପୁତ୍ର ଭାବେ କାଟୁଛନ୍ତି ଜୀବନ
କନକ ବ୍ୟୁରୋ : ମା’ ସେ ଦିବ୍ୟାଙ୍ଗ ହେଉକି ଦିବ୍ୟଶକ୍ତି, ସେ ଅମଣିଷ ହେଉ କି ମଣିଷ ହତ୍ୟାକାରୀ । ସେ କେବଳ ମା’ ଏକଥା କେହି ବୁଝୁ ବା ନବୁଝୁ , ଏକଥାକୁ ହୃଦୟଙ୍ଗମ କରିଛନ୍ତି ୧୨ ବର୍ଷର ବାଳକ ତାଜ୍ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କ ଜେଲରେ ଜନ୍ମ ହୋଇଥିବା ବାର ବର୍ଷ ବୟସ୍କ ପୁତ୍ର ତାଜ ଆଜି (ଗୁରୁବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ତାଙ୍କ ମା’ଙ୍କContinue reading “ମା’ କୁ ଫାଶିଦଣ୍ଡରୁ ମୁକ୍ତି ଦେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କଲା ୧୨ ବର୍ଷର ପୁଅ । ଜେଲରେ ହୋଇଥିଲା ଜନ୍ମ । ଏବେ ପୋଷ୍ୟପୁତ୍ର ଭାବେ କାଟୁଛନ୍ତି ଜୀବନ”
ଆଇପିଏଲ୍ ପାଇଁ ଚାଲିଛି ଖେଳାଳି ନିଲାମ । ଏବେ ସୁଦ୍ଧା କ୍ରିସ୍ ମୋରିସ୍ ସବୁଠୁ ଦାମୀ ଖେଳାଳି । ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ ।
କନକ ବ୍ୟୁରୋ: ଆରମ୍ଭ ହେଲା ଫଟାଫଟ୍ କ୍ରିକେଟର ମହାକୁମ୍ଭ ପାଇଁ ଖେଳାଳି ନିଲାମି । ୨୦୨୧ ଆଇପିଏଲ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ । ଏଥର ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି କ୍ରିସ୍ ମୋରିସ । ରାଜସ୍ଥାନ ରୟାଲସ୍ କ୍ରିସ୍ ମୋରିସଙ୍କୁ ୧୬.୨୫ କୋଟିରେ କିଣିଛି । ଆଇପିଏଲ ଇତିହାସରେ ଏହାContinue reading “ଆଇପିଏଲ୍ ପାଇଁ ଚାଲିଛି ଖେଳାଳି ନିଲାମ । ଏବେ ସୁଦ୍ଧା କ୍ରିସ୍ ମୋରିସ୍ ସବୁଠୁ ଦାମୀ ଖେଳାଳି । ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ ।”