କନକ ବ୍ୟୁରୋ : ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିବେ । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦Continue reading “ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ “
Tag Archives: News
ବିଜେପିରୁ ପ୍ରାର୍ଥୀ ହେବେ କି ମିଥୁନ ଚକ୍ରବର୍ତ୍ତି । ମିଥୁନ ଦା ଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ୍ । ପଶ୍ଚିମବଙ୍ଗ ରାଜନୀତି ସରଗରମ
କନକ ବ୍ୟୁରୋ : କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପୁରା ବଙ୍ଗଳାରେ ନିର୍ବାଚନ ମାହୋଲ । ଏହାରି ମଧ୍ୟରେ ମଙ୍ଗଳବାର ସକାଳେ ବରିଷ୍ଠ ଚଳଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତ । କୁହାଯାଉଛି କି କିଛିଦିନ ପୂର୍ବରୁ ମିଥୁନ ଚକ୍ରବର୍ତ୍ତି ନାଗପୁର ସ୍ଥିତ ଆରଏସଏସ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ସେContinue reading “ବିଜେପିରୁ ପ୍ରାର୍ଥୀ ହେବେ କି ମିଥୁନ ଚକ୍ରବର୍ତ୍ତି । ମିଥୁନ ଦା ଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ୍ । ପଶ୍ଚିମବଙ୍ଗ ରାଜନୀତି ସରଗରମ”
ଆଜି ସରସ୍ୱତୀ ପୂଜା : ଜାଣନ୍ତୁ କାହିଁକି ମାଆ ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ଦିଆଯାଏ ପ୍ରାଧାନ୍ୟ ?
କନକ ବ୍ୟୁରୋ : ଆଜି ମାଆ ସରସ୍ବତୀଙ୍କ ଆରାଧନାରେ ଦିନ, ପବିତ୍ର ଶ୍ରୀପଞ୍ଚମୀ । ଏହି ଦିନକୁ ଲୋକେ ବସନ୍ତ ପଞ୍ଚମୀ ଭାବେ ମଧ୍ୟ ଜାଣନ୍ତି । ବସନ୍ତ ଋତୁର ଆଗମନକୁ ସ୍ବାଗତ କରିଥାଏ ମାଆ ସରସ୍ବତୀଙ୍କର ଏହି ଦିନ । ଏହି ଦିନକୁ ଦେଶର କୋଣଅନୁକୋଣର ଲୋକ ବିଭିନ୍ନ ତରିକାରେ ପାଳନ କରିଥାନ୍ତି । ମାଆଙ୍କର ଏହି ପୂଜା ଦିନ ହଳଦିଆ ପୋଷାକ ପରିଧାନ କରିବାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ମାଆ ସରସ୍ବତୀଙ୍କୁ ଶିକ୍ଷା,Continue reading “ଆଜି ସରସ୍ୱତୀ ପୂଜା : ଜାଣନ୍ତୁ କାହିଁକି ମାଆ ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ଦିଆଯାଏ ପ୍ରାଧାନ୍ୟ ?”
କାଲିମେଳା ବ୍ଲକ୍ ଡକରାଇଯୋଡି ଜଳପ୍ରପାତ ନିକଟରେ ଅଘଟଣ । ଜଳପ୍ରପାତରୁ ଖସିପଡି ଯୁବକ ମୃତ
କନକ ବ୍ୟୁରୋ : ଜଳପ୍ରପାତରୁ ଖସିପଡ଼ି ଯୁବକ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଳକ ଭେଜାଂଗିୱାଡ଼ା ପଂଚାୟତର ଡ଼କରାଇଯୋଡ଼ି ଜଳପ୍ରପାତ ନିକଟରେ । ଗମ୍ପାକୋଣ୍ଡା ପଂଚାୟତ ଅନ୍ତର୍ଗତ ଏମପିଭି-୨୬ ଗ୍ରାମର କିଛି ସାଂଗମାନଙ୍କ ସହିତ ବିଜୁ ମଣ୍ଡଳ ନାମକ ଜଣେ ଯୁବକ ଏହି ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ । ତେବେ ବିଜୁ ମଣ୍ଡଳ ଡ଼କରାଇଯୋଡ଼ି ଜଳପ୍ରପାତ ଉପରେ ଥିବା ପଥର ଉପରୁ ତଳକୁ ଖସୁଥିବା ବେଳେ ତଳେ ପଡ଼ିContinue reading “କାଲିମେଳା ବ୍ଲକ୍ ଡକରାଇଯୋଡି ଜଳପ୍ରପାତ ନିକଟରେ ଅଘଟଣ । ଜଳପ୍ରପାତରୁ ଖସିପଡି ଯୁବକ ମୃତ”
କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ
ଆନ୍ଧ୍ରର ବିସ୍ତାରବାଦୀ ନିତିକୁ ଆଉ ସହିବନି ଓଡିଶା । ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଓଡ଼ିଶାର ସରକାରଙ୍କ ବଡ଼ ଧରଣର ପ୍ରସ୍ତୁତି କରୁଛନ୍ତି । କୋଟିଆରେ ଆନ୍ଧ୍ରର ନିର୍ବାଚନ କରିବା ପ୍ରସଙ୍ଗରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ ଦସ୍ତାବିଜ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛିContinue reading “କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ”
କଣ ଆପଣ ଗାଡିରେ ମୋବାଇଲ୍ ହୋଲ୍ଡର ଲାଗାଇ ନାହାନ୍ତି ? ପୋଲିସ କାଟୁଛି ଚାଲାଣ, ଜାଣି ରଖନ୍ତୁ ପୂରା ଘଟଣା
କନକ ବ୍ୟୁରୋ : ଆଜିକାଲି ଆମେ ଯଦି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବା କୌଣସି ସ୍ଥାନକୁ କିଭଳି ଯାତ୍ରା କରିବା ବୋଲି ଭାବୁଛନ୍ତି ତାହେଲେ ଆମେ ସାଧାରଣତ ଗୁଗୁଲ ମ୍ୟାପର ବ୍ୟବହାର କରିଥାନ୍ତି । ଆଜାକାଲି ଗୁଗୁଲ ମ୍ୟାପର ଚାହିଦା ବି ବଢି ଚାଲିଛି । କିନ୍ତୁ ଯଦି ଆପଣ ଡ୍ରାଇଭିଙ୍ଗ ସମୟରେ ମୋବାଇଲ ଧରି ଗୁଗଲ ମ୍ୟାପ କରୁଛନ୍ତି ତାହେଲେ ଆପଣଙ୍କ ପକେଟ ଉପରେ ଏହା ଭାରି ପଡିପାରେ । ଯଦି ଆପଣContinue reading “କଣ ଆପଣ ଗାଡିରେ ମୋବାଇଲ୍ ହୋଲ୍ଡର ଲାଗାଇ ନାହାନ୍ତି ? ପୋଲିସ କାଟୁଛି ଚାଲାଣ, ଜାଣି ରଖନ୍ତୁ ପୂରା ଘଟଣା”
୩୭ ବର୍ଷର ବିରଳ ବନ୍ଧୁତା । ପୋଷ୍ଟମ୍ୟାନ ଓ ରାଜହଂସର ବନ୍ଧୁତାର କାହାଣୀ ।
କନକ ବ୍ୟୁରୋ : ଜଣେ ଅବସରପ୍ରାପ୍ତ ପୋଷ୍ଟମ୍ୟାନ୍ ଏବ˚ ଗୋଟିଏ ରାଜହ˚ସ ମଧ୍ୟରେ ପ୍ରାୟ ଚାରି ଦଶନ୍ଧିର ବିରଳ ବନ୍ଧୁତା ଆଜିକାଲି ଏକାଧିକ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ। ମଣିଷ ଜଣକ ହେଲେ ତୁର୍କୀର ଏଦିର୍ନ୍ଏ ପ୍ରଦେଶର ରେସିପ ମିର୍ଜାନ। ୧୯୮୪ରେ ସେ ଏକ ଆହତ ରାଜହ˚ସ ସ˚ସ୍ପର୍ଶରେ ଆସିଥିଲେ। ଏକ ଖେତ ମଝିରେ ରାଜହ˚ସଟି ପଡ଼ିଥିଲା; ଯନ୍ତ୍ରଣାରେ ଛଟପଟ ହେଉଥିଲା। ତାହାର ଗୋଟିଏ ଡେଣା ଭାଙ୍ଗିଯାଇଥିଲା। ମିର୍ଜାନଙ୍କର ହୃଦବୋଧ ହେଲା ଯେ, ତାହାକୁ ଖେତ ମଝିରେ ଛାଡ଼ିବାରContinue reading “୩୭ ବର୍ଷର ବିରଳ ବନ୍ଧୁତା । ପୋଷ୍ଟମ୍ୟାନ ଓ ରାଜହଂସର ବନ୍ଧୁତାର କାହାଣୀ ।”
ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା : ବିନା ଛାତ୍ରଛାତ୍ରୀରେ ପାଳନ ହେଉଛି ସରସ୍ୱତୀ ପୂଜା
କନକ ବ୍ୟୁରୋ : ବିନା ଛାତ୍ରଛାତ୍ରୀରେ ସରସ୍ୱତୀ ପୂଜା । ସ୍କୁଲରେ ଶ୍ରୀପଂଚମୀ ପୂଜା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଅନୁପସ୍ଥିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରସ୍ୱତୀ ପୂଜା ଦିନ ସ୍କୁଲ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶମାନି ଛାତ୍ରଛାତ୍ରୀମାନେ ସ୍କୁଲ ଯାଇନାହାନ୍ତି । ଭୁବନେଶ୍ୱର ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟାଳୟରେ ବିନା ଛାତ୍ରରେ ପାଳନ ହେଉଛି ସରସ୍ୱତୀ ପୂଜା ।Continue reading “ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା : ବିନା ଛାତ୍ରଛାତ୍ରୀରେ ପାଳନ ହେଉଛି ସରସ୍ୱତୀ ପୂଜା”
ବଦଳୁଛି ରାଜଧାନୀ ରାଜରାସ୍ତାର ଚେହେରା… ସାଇକେଲ୍ ଚାଳକଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଟ୍ରାକ୍, ରାସ୍ତା ମଝିରେ ପଡିଲା ବାଡ
ହକି ବିଶ୍ବକପ୍ ପାଇଁ ବଦଳିଥିଲା ରାଜଧାନୀର ଚେହେରା। କଳିଙ୍ଗ ଷ୍ଟାଡିୟମ୍ଠାରୁ କିଟ୍ ଛକ ପର୍ଯ୍ୟନ୍ତ, ସବୁଠି ତିଆରି ହୋଇଥିଲା ସାଇକେଲ୍ ଟ୍ରାକ୍। ନୂଆ ରୂପରଙ୍ଗରେ ସଜେଇ ହୋଇଥିଲା। ତେବେ ଦିନ କେଇଟା ଯାଇଛି କି ନାହିଁ, ସବୁ କିଛି ବିଗିଡ଼ି ଯାଇଥିଲା। ରାସ୍ତାରୁ ରଙ୍ଗ ଛାଡ଼ି ଯାଇଥିଲା। କାନ୍ଥରୁ ଚିତ୍ର ଲିଭିଥିଲା। ସାଇକେଲ୍ ଟ୍ରାକ୍ରେ କାର୍, ଅଟୋ, ବାଇକ୍ ଗଡ଼ୁଥିଲା। ଏବେ ବି ଅଧିକାଂଶ ରାସ୍ତାରେ ସାଇକେଲ୍ ଟ୍ରାକ୍ ହିଁ ନାହିଁ, ବରଂ ସାଇକେଲ୍ ଟ୍ରାକ୍ ଏବେContinue reading “ବଦଳୁଛି ରାଜଧାନୀ ରାଜରାସ୍ତାର ଚେହେରା… ସାଇକେଲ୍ ଚାଳକଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଟ୍ରାକ୍, ରାସ୍ତା ମଝିରେ ପଡିଲା ବାଡ”
ଥାନା ଭିତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ : ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ
କନକ ବ୍ୟୁରୋ : ଥାନା ହାଜତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ପିଲାଙ୍କୁ ଥାନାରେ ତିନି ଦିନ ଧରି ନିସ୍ତୁକ ମାଡ ସହ ଇଲେକ୍ଟିକ୍ ଶକ ଦିଆ ଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏପରି ସାଂଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ । ଅଭିଯୋଗ ମୁତାବକ ଗତ ୩ ଦିନ ପୁର୍ବେ ଚିତ୍ରକୋଣ୍ଡା ଥାନାର ଜଣେ ହୋମଗାର୍ଡଙ୍କ ଘରୁ କିଛି ସୁନା ଗହଣା ଓ ନଗଦ ୧୦ ହଜାର ଟଙ୍କା ଚୋରୀContinue reading “ଥାନା ଭିତରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ : ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ”