କନକ ବ୍ୟୁରୋ : କଙ୍ଗାରୁ କୋର୍ଟ ଅଭିଯୋଗରେ ମହିଳା ଗିରଫ । ଭୁବନେଶ୍ୱରର ଆଜାଦ ନଗରରେ ଚଳାଇଥିଲେ କଙ୍ଗାରୁ କୋର୍ଟ । ଛେଳି ଚୋରି ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କୁ ବାନ୍ଧି ମାରପିଟ୍ କରୁଥିଲେ ଗିରଫ ହୋଇଥିବା ଲେଡି ଡନ୍ ଆସମା ବିବି । ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟ ଚାଲିଥିବା ଖବର ଏୟାରଫିଲ୍ଡ ଥାନାରେ ପହଞ୍ଚିଥିଲା । ଖବର ଅନୁସାରେ, ଘଟଣାସ୍ଥଳରେ ପହଞ୍ଚିଥିଲା କମିସନରେଟ୍ ପୁଲିସର ପିସିଆର ଭ୍ୟାନ । ପିସିଆର ଭ୍ୟାନକୁ ଦେଖି ଚିହିଁକିContinue reading “ଭୁବନେଶ୍ୱରର ଆଜାଦ ନଗରରେ ଚାଲିଥିଲା କଙ୍ଗାରୁ କୋର୍ଟ । ଦୁଇ ବ୍ୟକ୍ତିଙ୍କୁ ବାନ୍ଧି ମାରପିଟ୍ କରୁଥିଲେ ଲେଡି ଡନ୍ ଆସମା ବିବି । ପୁଲିସକୁ ବି ଆକ୍ରମଣ ଅଭିଯୋଗ, ଗିରଫ କଲା ଏୟାରଫିଲ୍ଡ ଥାନା ପୁଲିସ ।”
Tag Archives: News
ଏକାମ୍ର କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି । କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ମୁଖ୍ୟ ଶାସନ ସଚିବ ।
କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି । ଅନନ୍ତବାସୁଦେବ ଓ ବ୍ରହ୍ନେଶ୍ୱର ମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶ୍ରୀମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ହୋଇଥିବାContinue reading “ଏକାମ୍ର କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି । କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ମୁଖ୍ୟ ଶାସନ ସଚିବ ।”
ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍ । ଗତକାଲି ଏକ ସଭାରେ ମଞ୍ଚ ଉପରେ ଅଚେତ୍ ହୋଇପଡ଼ିଥିଲେ ବିଜୟ ରୁପାନୀ ।
କନକ ବ୍ୟୁରୋ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କରୋନା ପଜିଟିଭ୍ ଚିହ୍ନଟ । ରବିବାର ବଡ଼ୋଦରାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିବା ବେଳେ ମଞ୍ଚ ଉପରେ ୬୪ ବର୍ଷୀୟ ମୁଖ୍ୟମନ୍ତ୍ରୀ ରୁପାନୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ପରୀକ୍ଷଣ କରାଯାଇ ଆଜି ସକାଳୁ ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି । ସେ ଅଚେତ ହୋଇ ପଡ଼ିବା ପରେContinue reading “ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍ । ଗତକାଲି ଏକ ସଭାରେ ମଞ୍ଚ ଉପରେ ଅଚେତ୍ ହୋଇପଡ଼ିଥିଲେ ବିଜୟ ରୁପାନୀ ।”
ବନ୍ଦ ଶେଷ ପରେ ବୟାନବାଜି: କଂଗ୍ରେସର ଓଡ଼ିଶା ବନ୍ଦ ପରେ କିଏ କ’ଣ କହିଲେ ପଢ଼ନ୍ତୁ…
କନକ ବ୍ୟୁରୋ: କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟାନାୟକ କହିଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ଭାବିଛି । ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ ଟଙ୍କି ଲିଟର ପିଛା ତୈଳ ଦର ହ୍ରାସ କରିବାକୁ କହିଛନ୍ତି ନିରଂଜନ । ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏContinue reading “ବନ୍ଦ ଶେଷ ପରେ ବୟାନବାଜି: କଂଗ୍ରେସର ଓଡ଼ିଶା ବନ୍ଦ ପରେ କିଏ କ’ଣ କହିଲେ ପଢ଼ନ୍ତୁ…”
ନିଖୋଜ ପୋଷ୍ଟର ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ : କହିଲେ,ପୋଷ୍ଟର ଲଗାଇବା ସମୟରେ ସଂସଦରେ ଥିଲେ ଉପସ୍ଥିତ
କନକ ବ୍ୟୁରୋ : ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସଦଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ମୁହଁ ଖୋଲିଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ କାହିଁକି ଚୁପ ବୋଲି କହି ଅପରାଜିତାଙ୍କ ନିଖୋଜ ପୋଷ୍ଟର ଲଗାଯାଇଥିଲା । ଭୁବନେଶ୍ୱରରେ ପହଂଚିବା ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସାଂସଦ । ଅପରାଜିତା ଷଡଙ୍ଗୀ କହିଛନ୍ତି ଭୁବନେଶ୍ୱରରେ ପୋଷ୍ଟର ଲଗାଇବା ସମୟରେ ସେ ସଂସଦରେ ଉପସ୍ଥିତ ଥିଲେ । ଜାନୁଆରୀ ୨୯ରୁ ଫେବୃଆରୀContinue reading “ନିଖୋଜ ପୋଷ୍ଟର ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ : କହିଲେ,ପୋଷ୍ଟର ଲଗାଇବା ସମୟରେ ସଂସଦରେ ଥିଲେ ଉପସ୍ଥିତ”
ଆଜି କଂଗ୍ରେସ ଦଳ ଦକ୍ଷରୁ ୬ଘଂଟିଆ ବନ୍ଦ ପାଳିତ : ପାଖରେ ନାହିଁ କାମ, ଦିନ ମଜୁରିଆଙ୍କ ଉପରେ ପଡ଼ିଛି ସିଧାପ୍ରଭାବ
କନକ ବ୍ୟୁରୋ : ତେଲଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ଦକ୍ଷରୁ ୬ଘଂଟିଆ ବନ୍ଦ ପାଳନ କରାଯାଇଛି । ଏସବୁ ଭିତରେ ଭୁବନେଶ୍ୱର ଜୟଦେବ ବିହାର ଛକରେ ଦେଖିବାକୁ ମିଳିଥିବା ଏକ ଅଭାବନୀୟ ଚିତ୍ର । କାମ ଅପେକ୍ଷାରେ ରହିଥିବା ଦିନ ମଜୁରିଆଙ୍କ ଗୋଟିଏ ଓଳିର କାମ ପ୍ରଭାବିତ ହୋଇଛି । କାମ କଲେ ଯାହାର ପେଟକୁ ଦାନା ଖଣ୍ଡେ ମିଳିବ ସେ ଆଜି ଖାଲି ହାତରେ ଘରକୁ ଫେରିଛି । ଓଡିଶା ବନ୍ଦ କାରଣରୁContinue reading “ଆଜି କଂଗ୍ରେସ ଦଳ ଦକ୍ଷରୁ ୬ଘଂଟିଆ ବନ୍ଦ ପାଳିତ : ପାଖରେ ନାହିଁ କାମ, ଦିନ ମଜୁରିଆଙ୍କ ଉପରେ ପଡ଼ିଛି ସିଧାପ୍ରଭାବ”
କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ: ଠପ୍ ହୋଇଗଲା ଯାନବାହନ, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଲା ବନ୍ଦ ବେଳର ୧୦ଟି ବଡ଼ ଘଟଣା ।
କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ଦକ୍ଷରୁ ୬ଘଂଟିଆ ବନ୍ଦ ପାଳନ କରାଯାଇଛି । ଆଉ ଏହି ବନ୍ଦ ପାଳନ ବେଳେ ସାରା ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଛି, ପ୍ରତିବାଦର ଭିନ୍ନ ଭିନ୍ନ ଚିତ୍ର । ଓଡ଼ିଶାର ବନ୍ଦର ପ୍ରତିବାଦ ସମୟରେ ଆସିଥିବା ୧୦ଟି ବଡ଼ ଘଟଣା ବାବଦରେ ଜାଣନ୍ତୁ । (ଦୃଶ୍ୟ-୧) ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଛକରୁ ଆସିଥିଲା ଏହି ଚିତ୍ର । କଂଗ୍ରେସର ପ୍ରତିବାଦ ସମୟରେ ଯାତ୍ରୀଙ୍କୁ ନେଇ ଯାଉଥିବାContinue reading “କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ: ଠପ୍ ହୋଇଗଲା ଯାନବାହନ, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଲା ବନ୍ଦ ବେଳର ୧୦ଟି ବଡ଼ ଘଟଣା ।”
ଓଡ଼ିଶା ବନ୍ଦ ବେଳେ ଟ୍ରାଫିକ ପୋଷ୍ଟକୁ ଚଢିଲେ କଂଗ୍ରେସ କର୍ମୀ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପକାଇଲେ ନାରା
କନକ ବ୍ୟୁରୋ : ଓଡ଼ିଶା ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି କରାଯାଇଛି । ଛାତ୍ର ଓ ଯୁବକ କଂଗ୍ରେସ କର୍ମୀମାନେ ଏଜି ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଯାଇଥିଲେ । ଟ୍ରାଫିକ ପୋଷ୍ଟ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ପରେ ସେଠାରେ ବସି ଧାରଣା ମଧ୍ୟ ଦେଇଥିଲେ । ପୁଲିସ ପହଚିଂ ବୁଝାସୁଝା କରିବା ପରେ ଧାରଣାସ୍ଥଳରୁ ହଟିଛନ୍ତି । ସେପଟେ,Continue reading “ଓଡ଼ିଶା ବନ୍ଦ ବେଳେ ଟ୍ରାଫିକ ପୋଷ୍ଟକୁ ଚଢିଲେ କଂଗ୍ରେସ କର୍ମୀ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପକାଇଲେ ନାରା”
ଆସନ୍ତାକାଲି ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ ।
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସୁନ୍ଦରଗଡ । ବର୍ଷକ ତଳେ ଜିଲ୍ଲାକୁ ୧ ହଜାର ୨ଶହ କୋଟି ଟଙ୍କାର ଉପହାର ଦେଇଥିଲେ ନବୀନ ପଟ୍ଟନାୟକ । ଆଉ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ଭେଟି ଦେବାକୁ ଆସୁଛନ୍ତି ପାଖପାଖି ୬ ହଜାର ୮ ଶହ କୋଟି । ଆଦିବାସୀ ବହୁଳ ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ଶାସନର ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ସୁନ୍ଦରଗଡରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓContinue reading “ଆସନ୍ତାକାଲି ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ ।”
ଲୋକସେବା ଭବନକୁ ଘେରାଉ ପାଇଁ ଯିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି : ଗାନ୍ଧୀ ମାର୍ଗରେ ଠେଲାପେଲା; ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ
କନକ ବ୍ୟୁରୋ : ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି । ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ଗାନ୍ଧୀ ମାର୍ଗରେ ଏମାନଙ୍କୁ ଅଟକାଇଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛିContinue reading “ଲୋକସେବା ଭବନକୁ ଘେରାଉ ପାଇଁ ଯିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି : ଗାନ୍ଧୀ ମାର୍ଗରେ ଠେଲାପେଲା; ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ”