କନକ ବ୍ୟୁରୋ: ପୁଣି ନୂଆପଡାରୁ ବାଘ ଛାଲ ଜବତ । ସିନାପାଲି ପଳାଶପଡା ଛକରୁ ବାଘ ଛାଲ ଜବତ କରିଛି ଏସଟିଏଫ । ସେମାନଙ୍କ ନିକଟରୁ ବାଗ ଛାଲ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଅଭିଯୁକ୍ତ ନୂଆପଡା ଖରିଆରର ସୁବର୍ବଦନ ସିଂହଦେଓ ଓ ସମାନ ସିଂ ମାଝି । ଉଭୟଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଜିନାପଲି ଜେଏମଏଫଏସି କୋର୍ଟରେ ହାଜର କରାଇଛି ଏସଟିଏଫ । କେମିକାଲ ପରୀକ୍ଷା ପାଇଁ ଡେରାଡୁନ ୱାଇଲ୍ଡ ଲାଇଫContinue reading “ନୂଆପଡ଼ାରୁ ବାଘ ଛାଲ ଜବତ: ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଏସଟିଏଫ୍ ।”
Tag Archives: News
ସାରା ରାଜ୍ୟରେ ତେଲ ଦର ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ : ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ବାଧାପ୍ରାପ୍ତ
କନକ ବ୍ୟୁରୋ : ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ କରୁଛି । କଟକ ଜିଲ୍ଲା ନିଆଳିରେ କଂଗ୍ରେସ କର୍ମୀ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ଚାରିଛକ-ଫୁଲନଖରା ରାସ୍ତାରେ ପ୍ରତିବାଦ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୂଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ନିଆଳିରେ ସଂପୂ୍ଣ୍ଣ ପ୍ରଭାବ ପଡିଛି । ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସର ସଦଶ୍ୟ ଶଶୀକାନ୍ତContinue reading “ସାରା ରାଜ୍ୟରେ ତେଲ ଦର ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ : ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ବାଧାପ୍ରାପ୍ତ”
ରାଜଧାନୀରେ ଛାତ୍ର କଂଗ୍ରେସର ବିନା ହେଲମେଟରେ ବାଇକ୍ ରାଲି । ଡିସିପି କହିଲେ, ନଜରକୁ ଆସିଛନ୍ତି ନିଆଯିବ କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ: ଖବର ବାଜିଲା, ଏବେ ଆକ୍ସର ବେଳ । ବିନା ହେଲମେଟରେ ବାଇକ ରାଲି କରୁଥିଲେ ଛାତ୍ର କଂଗ୍ରେସ । ଭୁବନେଶ୍ୱର ଡିସିପି କହିଲେ, ବିନା ହେଲମେଟରେ ରାଲି କରୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତେବେ ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି ହୋଇଥିଲା । କିନ୍ତୁ ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଟରେ ବାଇକ ଚଳାଉଥିବା ନଜର ଆସିଥିଲେ । ଯଦି ରାଜ୍ୟରେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେContinue reading “ରାଜଧାନୀରେ ଛାତ୍ର କଂଗ୍ରେସର ବିନା ହେଲମେଟରେ ବାଇକ୍ ରାଲି । ଡିସିପି କହିଲେ, ନଜରକୁ ଆସିଛନ୍ତି ନିଆଯିବ କାର୍ଯ୍ୟାନୁଷ୍ଠାନ ।”
କମୁଛି କରୋନା କୋପ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮ ଜଣ ପଜିଟିଭ୍ ଚିହ୍ନଟ । ପଢ଼ନ୍ତୁ କେଉଁ କେଉଁ ଅଞ୍ଚଳରୁ ନୂଆ ପଜିଟିଭ୍ ହେଲେ ଚିହ୍ନଟ
କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୫୧ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩Continue reading “କମୁଛି କରୋନା କୋପ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮ ଜଣ ପଜିଟିଭ୍ ଚିହ୍ନଟ । ପଢ଼ନ୍ତୁ କେଉଁ କେଉଁ ଅଞ୍ଚଳରୁ ନୂଆ ପଜିଟିଭ୍ ହେଲେ ଚିହ୍ନଟ”
କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ; ଯାତ୍ରୀଙ୍କୁ ଓହ୍ଲାଇଦେଲେ
କନକ ବ୍ୟୁରୋ : ରାଜଧାନୀରେ ବନ୍ଦର ପ୍ରଭାବ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଅଟୋ ଚାଳକଙ୍କୁ କଂଗ୍ରେସ କର୍ମୀ ଅଟକାଇବା ସହ ତାଙ୍କୁ ମାରପିଟ କରିଛନ୍ତି । ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ । ଅଟୋରୁ ଯାତ୍ରୀଙ୍କୁ ଓହ୍ଲାଇଦେବା ସହ ଗାଡି ଡ୍ରାଇଭରଙ୍କୁ ମାଡ ମାରିଥିଲେ । ସେପଟେ, କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନContinue reading “କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ; ଯାତ୍ରୀଙ୍କୁ ଓହ୍ଲାଇଦେଲେ”
ତେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବାଇକ ରାଲି । ବିନା ହେଲମେଟରେ ବାଇକ୍ ରାଲିରେ ନଜର ଆସିଲେ ଏକାଧିକ ଛାତ୍ର କଂଗ୍ରେସ କର୍ମୀ ।
କନକ ବ୍ୟୁରୋ: ‘ହାତ’ କରିଛି ଓଡ଼ିଶା ବନ୍ଦ । ତେଲ ର ବୃଦ୍ଧି ପ୍ରତିବାଦ ନେଇ ଓଡ଼ିଶାରୁ କେନ୍ଦ୍ର ଉପରେ ଚାପ ପକାଇବାକୁ ପ୍ରୟାସ । ବନ୍ଦ ବେଳେ ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି କରାଯାଇଛି । କିନ୍ତୁ ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଟରେ ବାଇକ ଚଳାଉଥିବା କ୍ୟାମେରାରେ କଏଦ ହୋଇଛି । ତେବେ ରାଜ୍ୟରେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ କଡ଼ା ଚେକିଂ ସହ ଫାଇନ୍ କାଟୁଛି ପୋଲିସ୍ କିନ୍ତୁContinue reading “ତେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବାଇକ ରାଲି । ବିନା ହେଲମେଟରେ ବାଇକ୍ ରାଲିରେ ନଜର ଆସିଲେ ଏକାଧିକ ଛାତ୍ର କଂଗ୍ରେସ କର୍ମୀ ।”
ଭୁବନେଶ୍ୱରରେ କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ବନ୍ଦ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ଯାତ୍ରୀ
କନକ ବ୍ୟୁରୋ : କଂଗ୍ରେସର ବନ୍ଦ ପାଳନ ଯୋଗୁ ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଚିଂବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି ବସଷ୍ଟାଣ୍ଡରେ । ସେହିପରି ବିଭିନ୍ନ ପରୀକ୍ଷା ଥିବା କାରଣରୁ ବାହାରୁ ଆସୁଥିବା ପରୀକ୍ଷାର୍ଥୀମାନେ ବିଭିନ୍ନContinue reading “ଭୁବନେଶ୍ୱରରେ କଂଗ୍ରେସର ‘ଓଡିଶା ବନ୍ଦ’ର ପ୍ରଭାବ : ବନ୍ଦ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ଯାତ୍ରୀ”
ଜୋଶୀମଠ ଜଳପ୍ରଳୟ ଅପଡେଟ୍: ଦୁଇଟି ସ୍ଥାନରୁ ୧୫ଟି ଶବ ଉଦ୍ଧାର, ଏବେ ବି ୧୭୯ ଜଣ ନିଖୋଜ, ଚାଲିଛି ଉଦ୍ଧାରକାର୍ଯ୍ୟ ।
କନକ ବ୍ୟୁରୋ: କନକ ବ୍ୟୁରୋ: ପୁଣି ମିଳିଲା ଆଉ ୧୫ଟି ଶବ । ତପୋବନ ସୁଡ଼ଙ୍ଗରୁ ୮ଟି ଶବ ଉଦ୍ଧାର ହୋଇଥିବାବେଳେ ରାଇନୀ ଅଞ୍ଚଳରୁ ୭ଟି ଶବ ଉଦ୍ଧାର କରିଛି ଏନଡିଆରଏଫ । ତେବେ ଜୋଶୀମଠ ଜଳପ୍ରଳୟ ପରେ ୯ ଦିନ ପରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଏଯାବତ୍ ୫୩ଟି ଶବ ମିଳିଥିବାବେଳେ ୧୭୯ ଜଣ ନିଖୋଜ ଥିବା ଜୋଶୀମଠ ଥାନାରେ ମାମଲା ଦାୟର ହୋଇଛି । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ସଂଘଟିତ ହିମପ୍ରବାହContinue reading “ଜୋଶୀମଠ ଜଳପ୍ରଳୟ ଅପଡେଟ୍: ଦୁଇଟି ସ୍ଥାନରୁ ୧୫ଟି ଶବ ଉଦ୍ଧାର, ଏବେ ବି ୧୭୯ ଜଣ ନିଖୋଜ, ଚାଲିଛି ଉଦ୍ଧାରକାର୍ଯ୍ୟ ।”
ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ : ପଦ୍ମପୁରରୁ ଆସିଲା ଅଭାବନୀୟ ଚିତ୍ର; କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇଦେଲେ ଚାଷୀ
କନକ ବ୍ୟୁରୋ : ମଣ୍ଡିରୁ ପଡି ରହିଛି ଧାନ ଗଦା । ଧାନ ଗଦା ହୋଇ ରହିଥିବାରୁ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ମଣ୍ଡିରୁ ଧାନ ଉଠୁନଥିବାରୁ କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡ ଲଖମରା ମଣ୍ଡିରେ ଚାଷୀ ଯୁଧିଷ୍ଠର ସର୍ବ ସମ୍ମୁଖରେ ନିଜ ଧାନରେ ନିଆଁ ଲଗାଇଦେବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡି ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତିContinue reading “ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ : ପଦ୍ମପୁରରୁ ଆସିଲା ଅଭାବନୀୟ ଚିତ୍ର; କଷ୍ଟ ଅର୍ଜିତ ଧାନରେ ନିଆଁ ଲଗାଇଦେଲେ ଚାଷୀ”
ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ : କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ
କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଜାରି ରହିଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିଛି । ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ କଂଗ୍ରେସ କର୍ମୀ ଆସିଥିବାର ଦେଖିବାକୁ ମିଳିଛି। ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡ଼ିContinue reading “ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ : କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ”