କନକ ବ୍ୟୁରୋ: ଆସନ୍ତାକାଲି ଓଡିଶା ବନ୍ଦ । ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଫେବୃଆରୀ ୧୫ରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ଏହିଦିନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ପାଳନ ହେବ । ତେବେ କଂଗ୍ରେସ କର୍ମୀମାନେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି । ସାଧାରଣ ଲୋକContinue reading “ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ଟାରୁ ଦିନ ୧ଟା ଅଖଚକ ସବୁ ବନ୍ଦ । “
Tag Archives: News
କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶନାମା । ଫେବୃଆରୀ ୧୫ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡିବ ଦୁଇଗୁଣା ଟୋଲ୍ ।
କନକ ବ୍ୟୁରୋ: ଫାସ ଟ୍ୟାଗ ନଥିଲେ ଏଣିକି ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ପଇସା । କେନ୍ଦ୍ର ପରିବହନ ମନ୍ତ୍ରାଳୟା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫେବୃୟାରୀ ୧୫ ମଧ୍ୟ ରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ । ନୂଆବର୍ଷରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଘୋଷଣା କରିଥିଲେ । କିନ୍ତୁ ପରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ଫାସଟ୍ୟାଗ୍ ଲଗାଇଥିଲେ ଟୋଲପ୍ଲାଜାରେ ଟୋଲ ଦେବା ପାଇଁ ଆଉContinue reading “କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶନାମା । ଫେବୃଆରୀ ୧୫ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡିବ ଦୁଇଗୁଣା ଟୋଲ୍ ।”
ଲାଜେଇ ଆଖି, ଲାଜମିଶା ଲଭ ଲେଟର । ଚୋରା ଚାହାଣୀରୁ ଚକଲେଟ ଦିଆନିଆ । ପ୍ରେମର ପଣକିଆ ଡାକୁଥିବା ପ୍ରେମୀ ପାଇଁ ଶୀତ, ବସନ୍ତ ସବୁ ନୂଆ ନୂଆ ।
କନକ ବ୍ୟୁରୋ: ପ୍ରେମ ଶ୍ୱାଶତ, ପ୍ରେମ ଚିରନ୍ତନ, ପ୍ରେମ ଅମର । ପ୍ରେମ ପ୍ରେମିକର ଭାବନା… ପ୍ରେମିକାର ଆନମନା… ପ୍ରେମ ଆଖିରେ ହୁଏ, ଛାତିରେ ହୁଏ… ପ୍ରେମ ବି ହୋଇଯାଏ ପ୍ରଥମ ଛୁଆଁରେ… କିଏ କୁହେ ପ୍ରେମ ଅଢେଇ ଅକ୍ଷର ତ … ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ.. ଦୁଇ ପ୍ରେମ ପକ୍ଷୀଙ୍କ ରାଗ, ରୁଷା, ଅଭିମାନ, ଆକର୍ଷଣର ଫେଣ୍ଟାଫେଣ୍ଟି ରୂପର ନାଁ ପ୍ରେମ । ତେଣୁ ତ ପ୍ରେମ ସୀମାହୀନ ସାଗର,Continue reading “ଲାଜେଇ ଆଖି, ଲାଜମିଶା ଲଭ ଲେଟର । ଚୋରା ଚାହାଣୀରୁ ଚକଲେଟ ଦିଆନିଆ । ପ୍ରେମର ପଣକିଆ ଡାକୁଥିବା ପ୍ରେମୀ ପାଇଁ ଶୀତ, ବସନ୍ତ ସବୁ ନୂଆ ନୂଆ ।”
ପୋଲିସ କିଭଳି ଜନତାଙ୍କ ସେବା କରିଥାଏ ତାକୁ କାମରେ କରି ଦେଖାଇଛନ୍ତି ଜଣେ ହାବିଲଦାର । ନିଷ୍ଠାପର କର୍ତ୍ତବ୍ୟ କରି ୩ କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇ ଦେଲେ ହାବିଲଦାର ନରେନ୍ଦ୍ରନାଥ ସୋରେନ ।
କନକ ବ୍ୟୁରୋ : ହୃଦୟ ଜିଣିଲେ ହାବିଲଦାର । ଜଣେ ସୁରକ୍ଷାକର୍ମୀ କିଭଳି ଜନତାଙ୍କ ସୁରକ୍ଷା ଓ ଜୀବନ ରକ୍ଷା ପାଇଁ ଶପଥ କରିଥାଏ । ଆଉ ସେହି ନିଷ୍ଠାପର କର୍ତ୍ତବ୍ୟ କରି ଦେଖାଇଛନ୍ତି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଏହି ହାବିଲଦାର । ଜଣେ ସାଧାରଣ ହାବିଲଦାର ନରେନ୍ଦ୍ରନାଥ ସୋରେନଙ୍କ ଯୋଗୁଁ ବଞ୍ଚିଯାଇଛି ୩ ନୀରିହ ଶିଶୁଙ୍କ ଜୀବନ । ବର୍ତ୍ତମାନ ହାବିଲଦାରଙ୍କ ଏହି କାମ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ହାବିଲଦାରଙ୍କ ଏହି କାମ ଶୁଣିଲେContinue reading “ପୋଲିସ କିଭଳି ଜନତାଙ୍କ ସେବା କରିଥାଏ ତାକୁ କାମରେ କରି ଦେଖାଇଛନ୍ତି ଜଣେ ହାବିଲଦାର । ନିଷ୍ଠାପର କର୍ତ୍ତବ୍ୟ କରି ୩ କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇ ଦେଲେ ହାବିଲଦାର ନରେନ୍ଦ୍ରନାଥ ସୋରେନ ।”
ଆସାମରେ ରାହୁଲ ଗାନ୍ଧୀଙ୍କ ରାଲି । ସରକାରକୁ ଆସିଲେ ସିଏଏ ଲାଗୁ ନକରିବାକୁ ଦେଲେ ପ୍ରତିଶୃତି ।
କନକ ବ୍ୟୁରୋ: ଆସାମରେ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରବିବାର ଶିବସାଗରରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ରାହୁଲ ସିଏଏ ବିରୋଧରେ ଗର୍ଜିବା ସହିତ ମୋଦୀ ସରକାରକୁ ନିନ୍ଦା କରିଛନ୍ତି । ରାହୁଲ କହିଛନ୍ତି , ଆସାମରେ ଯଦି କଂଗ୍ରେସ ସରକାର ଆସିବ ତେବେ ସେଠାରେ ସିଏଏ କଦାପି ଲାଗୁ କରାଯିବ ନାହିଁ । ଆପଣଙ୍କୁ ଦେଶର ଯେତିକି ଆବଶ୍ୟକତା ଅଛି, ଦେଶକୁ ମଧ୍ୟ ଆସାମର ସେତିକି ଆବଶ୍ୟକତାContinue reading “ଆସାମରେ ରାହୁଲ ଗାନ୍ଧୀଙ୍କ ରାଲି । ସରକାରକୁ ଆସିଲେ ସିଏଏ ଲାଗୁ ନକରିବାକୁ ଦେଲେ ପ୍ରତିଶୃତି ।”
ଯେବେ ପୁଲୱାମାରେ ପାଶବିକତା ରଚିଥିଲା ସୈତାନ ପାକିସ୍ତାନ । ଭାରତ ମାତାର କୋଳ ହୋଇଥିଲା ଶୂନ୍ୟ । ୪୦ ଯବାନ ସହିଦ ହେବା ପରେ କାନ୍ଦିଥିଲା ଦେଶ । ସାରା ଦେଶକୁ ଦୋହଲାଇ ଦେଇଥିବା ଦୁଃଖର ଦିନକୁ ପୂରିଛି ଦୁଇବର୍ଷ ।
କନକ ବ୍ୟୁରୋ: ବିତିଛି ଦିନ, ରହିଛି ଚିହ୍ନ । ଦୁଇ ବର୍ଷ ତଳେ ଦେଶ ଦେଖିଥିଲା ପାକିସ୍ତାନର ପୁଲୱାମା ପାପ । ସୈତାନ ପାକିସ୍ତାନର ଷଡଯନ୍ତ୍ର ସାମ୍ନାରେ ଦୋହଲିଯାଇଥିଲା ଦେଶ । ଭୟଙ୍କର ବିସ୍ଫୋରଣରେ ସହିଦ ହୋଇଥିଲେ ବୀର ଯବାନ । ଭାରତ ମାତା କୋଳରୁ ତା ସାହସୀ ପୁଅଙ୍କୁ ଛଡାଇ ନେଇଥିଲା ପାପୀ ପାକିସ୍ତାନ । ଆଉ ଆଜି ସେହି କଳାଦିନକୁ ପୂରିଛି ଦୁଇ ବର୍ଷ । କ୍ୟାଲେଣ୍ଡରେ ଦିନ ଗଡିଯାଇଛି ସତ ହେଲେ ଏବେContinue reading “ଯେବେ ପୁଲୱାମାରେ ପାଶବିକତା ରଚିଥିଲା ସୈତାନ ପାକିସ୍ତାନ । ଭାରତ ମାତାର କୋଳ ହୋଇଥିଲା ଶୂନ୍ୟ । ୪୦ ଯବାନ ସହିଦ ହେବା ପରେ କାନ୍ଦିଥିଲା ଦେଶ । ସାରା ଦେଶକୁ ଦୋହଲାଇ ଦେଇଥିବା ଦୁଃଖର ଦିନକୁ ପୂରିଛି ଦୁଇବର୍ଷ ।”
ଚମୋଲି ଜଳ ପ୍ରଳୟ: ଗୋଟିଏ ଦିନରେ ୧୨ ଶବ ଉଦ୍ଧାର । ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା । ଉଦ୍ଧାର କାର୍ଯ୍ୟ ଜାରି
କନକ ବ୍ୟୁରୋ : କିଛିଦିନ ତଳେ ଉତ୍ତରାଖଣ୍ଡର ଚମୋଲି ଠାରେ ହୋଇଥିବା ହିମସ୍କଳନ ଘଟଣାରେ ମୃତକଙ୍କ ସଂଖ୍ୟା ୫୦ ଛୁଇଁଛି । ଆଜି ଗୋଟିଏ ଦିନରେ ଉଦ୍ଧାରକାରୀ ଦଳ ସୁଡଙ୍ଗ ଭିତରୁ ୧୨ ଜଣଙ୍କ ଶବ ଉଦ୍ଧାର କରିଛି । ଚମୋଲି ଜିଲ୍ଲାପାଳ ସ୍ୱାତୀ ଭଦୋରିଆ କହିଛନ୍ତି କି ସୁଡଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯରାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ୧୪ ରୁ ୧୬ ତାରିଖ ଯାଏ ସେହି ଅଞ୍ଚଳରେ ପାଗ ଖରାପContinue reading “ଚମୋଲି ଜଳ ପ୍ରଳୟ: ଗୋଟିଏ ଦିନରେ ୧୨ ଶବ ଉଦ୍ଧାର । ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା । ଉଦ୍ଧାର କାର୍ଯ୍ୟ ଜାରି”
ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ ଟକ୍କର ଦେବ ଟିଏମସିର ‘ଦିଦିର ଦୂତ’ । ସୋନାରପୁରରେ ଶୁଭାରମ୍ଭ କଲେ ଅଭିଷେକ ବାନାର୍ଜୀ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିଜେପି ମମତା ସରକାରଙ୍କ ବିରୋଧରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିବାବେଳେ ଟିଏମସି(ତୃଣମୂଳ କଂଗ୍ରେସ) ‘ଦିଦିର ଦୂତ’ ଯାତ୍ରା ଶୁଭାରମ୍ଭ କରିଛି । ଶନିବାର ଦିନ ସୋନାରପୁରରେ ତୃଣମୂଳ କଂଗ୍ରେସ ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ‘ଦିଦିର ଦୂତ’ ଯାତ୍ରାର ଶୁଭାରମ୍ଭ କରିଛନ୍ତିContinue reading “ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ ଟକ୍କର ଦେବ ଟିଏମସିର ‘ଦିଦିର ଦୂତ’ । ସୋନାରପୁରରେ ଶୁଭାରମ୍ଭ କଲେ ଅଭିଷେକ ବାନାର୍ଜୀ”
ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଅଶ୍ୱିନୀଙ୍କ ଯାଦୁଗରୀ ବୋଲିଂ ଆଗରେ ଆଣ୍ଠେଇଲା ବ୍ରିଟିଶ ଦଳ । ପ୍ରଥମ ଇଂନିସରେ ୧୩୪ ରନରେ ଅଲଆଉଟ୍ ।
କନକ ବ୍ୟୁରୋ: ଆର ଅଶ୍ୱିନୀଙ୍କ ସ୍ପିନ ବୋଲିଂ ଆଗରେ ଆଣ୍ଠେଇଛି ଇଂଲଣ୍ଡ ଦଳ । ଯାହା ଫଳରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଇଂଲଣ୍ଡ ମାତ୍ର୍ ୧୩୪ ରନ କରି ଅଲଆଉଟ୍ ହୋଇଯାଇଛି । ଦଳ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ବି ଛୁଇଁପାରିନାହାନ୍ତି । ରବିବାର ଭାରତୀୟ ଦଳ ନିଜ ବ୍ୟାଟିଂ ଜାରି ରଖିବା ସହିତ ପ୍ରଥମ ଇଂନିସରେ ୩୨୯ ରନ କରି ଅଲଆଉଟ୍ ହୋଇଥିଲା । ଦଳContinue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଅଶ୍ୱିନୀଙ୍କ ଯାଦୁଗରୀ ବୋଲିଂ ଆଗରେ ଆଣ୍ଠେଇଲା ବ୍ରିଟିଶ ଦଳ । ପ୍ରଥମ ଇଂନିସରେ ୧୩୪ ରନରେ ଅଲଆଉଟ୍ ।”
ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ମୁଖ୍ୟ ପଦବୀରେ ନିଯୁକ୍ତି ଦେଲା ବାଇଡେନ୍ ପ୍ରଶାସନ
କନକ ବ୍ୟୁରୋ : ସ୍ୱେଚ୍ଛାସେବକ ଏବଂ ସେବା କ୍ଷେତ୍ର ନିମନ୍ତେ ଉଦ୍ଦିଷ୍ଟ ଫେଡେରାଲ୍ ଏଜେନ୍ସି ‘ଆମେରିକର୍ପସ୍’ର ମୁଖ୍ୟ ପଦବୀରେ ବାଇଡେନ୍ ପ୍ରଶାସନ ‘ସାଧାରଣ ସେବାରେ ପ୍ରବୀଣ’ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତ କରିଛି। ସେ ଦୁଇଜଣ ହେଉଛନ୍ତି ସୋନାଲୀ ନିଜ୍ହଓ୍ଵାନ୍ ଏବଂ ପ୍ରିଷ୍ଟୋନ୍ କୁଲକର୍ଣ୍ଣି। ସୋନାଲୀଙ୍କୁ ‘ଡାଇରେକ୍ଟର୍ ଅଫ୍ ଆମେରିକର୍ପସ୍ ଷ୍ଟେଟ୍ ଆଣ୍ଡ୍ ନ୍ୟାସ୍ନାଲ୍’ର ନିର୍ଦେଶକ ଏବଂ ପ୍ରିଷ୍ଟନ୍ଙ୍କୁ ‘ଏକ୍ଷ୍ଟର୍ନାଲ୍ ଆଫେୟାର୍ସ’ର ନୂତନ ମୁଖ୍ୟ ଭାବେ ମନୋନୀତ କରାଯାଇଛି। କଂଗ୍ରେସ ପାଇଁ ଟେକ୍ସାସ୍ରୁ ଦୁଇ ଥର ପ୍ରତିଦ୍ୱନ୍ଦ୍ୱିତାContinue reading ” ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ମୁଖ୍ୟ ପଦବୀରେ ନିଯୁକ୍ତି ଦେଲା ବାଇଡେନ୍ ପ୍ରଶାସନ”