ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିବା ସଂଜୟ କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା । କାହିଁକି ପ୍ରେମିକରୁ ସେ ସୈତାନ ବନିଗଲା?

କନକ ବ୍ୟୁରୋ: ପ୍ରେମ, ପ୍ରତିହିଂସା, ପ୍ରତାରଣା ଓ ଶେଷରେ ହତ୍ୟା । ରାଜଧାନୀରେ ମୁଣ୍ଡକାଟି ହତ୍ୟା କରାଯାଇଥିବା ମହିଳା ପୁଷ୍ପଲତାଙ୍କ କାହାଣୀ ଥିଲା କିଛି ଏହିପରି… ସ୍ୱାମୀଙ୍କ ମୃତ୍ୟୁ ପରେ ସଂଜୟ ଓରଫ ଅଙ୍ଗଦକୁ ଏକ ପ୍ରକାର ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ ପୁଷ୍ପଲତା । କିନ୍ତୁ ସଂଜୟ ଯେ ଖେଳ ଖେଳୁଥିଲା, ଏହା ପୁଷ୍ପଲତା ବୁଝିପାରିନଥିଲେ । ପୂର୍ବରୁ ବିବାହିତ ଥିବା ସଂଜୟ, ପୁଷ୍ପଲତାଙ୍କୁ କେବଳ ଏକ ଉପଭୋଗର ସାମଗ୍ରୀ କରିଦେଇଥିଲା । କିନ୍ତୁ ପୁଷ୍ପଲତା,Continue reading “ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିବା ସଂଜୟ କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା । କାହିଁକି ପ୍ରେମିକରୁ ସେ ସୈତାନ ବନିଗଲା?”

ସୁପ୍ରିମକୋର୍ଟରେ ଓଡିଶା ସୀମାବର୍ତ୍ତୀ ଗାଁକୁ ନିଜ ଅଂଚଳ କହିଲା ଆନ୍ଧ୍ର । ତଥ୍ୟ ଓ ପ୍ରମାଣ ଥିବା ଖଣ୍ଡପୀଠ ଆଗରେ ଦାବିକଲେ ଓକିଲ ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଂଚାୟତର ୨୧ଟି ଗାଁରେ ନିର୍ବାଚନ କରୁଛି ଆନ୍ଧ୍ର । ଏହି ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ଆଜି ମାମଲାର ଶୁଣାଣି ହୋଇଛି । ତେବେ ଶୁଣାଣି ସମୟରେ ଆନ୍ଧ୍ର ସରକାରଙ୍କ ଓକିଲ, କହିଛନ୍ତି ନିର୍ବାଚନ ହେଉଥିବା ଗାଁ ଗୁଡିକ ଆନ୍ଧ୍ରରେ ଅଛି । ଏପରିକି ଏହାର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି । ପୂର୍ବରୁContinue reading “ସୁପ୍ରିମକୋର୍ଟରେ ଓଡିଶା ସୀମାବର୍ତ୍ତୀ ଗାଁକୁ ନିଜ ଅଂଚଳ କହିଲା ଆନ୍ଧ୍ର । ତଥ୍ୟ ଓ ପ୍ରମାଣ ଥିବା ଖଣ୍ଡପୀଠ ଆଗରେ ଦାବିକଲେ ଓକିଲ ।”

ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ ବିରୋଧ । ଲିଙ୍ଗରାଜ ମନ୍ଦିର ଆଗରେ ଜଳିଲା ହଜାର ହଜାର ଦୀପ ।

କନକ ବ୍ୟୁରୋ: ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ କଡା ବିରୋଧ । ଆଜି ଲିଙ୍ଗରାଜ ମନ୍ଦିର ଆଗରେ ପ୍ରାୟ ୫ ମାଇଲ ଦୂରତା ଯାଏଁ ସାମୂହିକ ଦୀପ ଦାନ କରି ବିରୋଧ କରିଛନ୍ତି ହଜାର ହଜାର ଲୋକ । ପ୍ରାୟ ୧୦ହଜାର ରାଜଧାନୀ ବାସିନ୍ଦା ଦୀପ ଦାନ କରି ତୁରନ୍ତ ବାଇ-ଲ’କୁ ହଟାଇବାକୁ ଦାବି କରିଛନ୍ତି । ନେସନାଲ ମନୁମେଣ୍ଟ ଅଥରିଟି ଜାତୀୟ ସ୍ମାରକ କର୍ତୃପକ୍ଷଙ୍କ ବାଇ-ଲକୁ ଗ୍ରହଣ କରୁନାହିଁ ଭୁବନେଶ୍ୱର । ବାଇ-ଲ’କୁContinue reading “ଜାତୀୟ ସ୍ମାରକ କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଭୁବନେଶ୍ୱର ବାସିନ୍ଦାଙ୍କ ବିରୋଧ । ଲିଙ୍ଗରାଜ ମନ୍ଦିର ଆଗରେ ଜଳିଲା ହଜାର ହଜାର ଦୀପ ।”

ଚାଷୀମାନଙ୍କୁ ପଠାଗଲା କାଳିଆ ଟଙ୍କା । ଟଙ୍କା ପଠାଇବା ପରେ ଚାଷୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

କନକ ବ୍ୟୁରୋ: କାଳିଆ ଟଙ୍କା ପଠାଇବା ପରେ ଚାଷୀଙ୍କ ସହ କଥା ହେଲେ ନବୀନ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ କିସ୍ତି ଟଙ୍କା ପଠାଇବା ପରେ ୫ ଜଣ ଚାଷୀଙ୍କ ସହ କଥା ହୋଇଛନ୍ତି । ସେମାନଙ୍କ ଭିତରେ ସୁନ୍ଦରଗଡ, ବରଗଡ,ନବରଙ୍ଗପୁର, ନୟାଗଡ ଓ ମୟୂରଭଞ୍ଜର ଜଣେ ଲେଖାଏଁ ଚାଷୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆContinue reading “ଚାଷୀମାନଙ୍କୁ ପଠାଗଲା କାଳିଆ ଟଙ୍କା । ଟଙ୍କା ପଠାଇବା ପରେ ଚାଷୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “

ବନ୍ଧୁ ହେଲା ହତ୍ୟାକାରୀ । ଜନ୍ମଦିନ ପାର୍ଟିରେ ବଚସା ହେବାରୁ ସାଙ୍ଗକୁ ଛୁରୀ ମାରି ହତ୍ୟା କଲା ସାଙ୍ଗ ।

କନକ ବ୍ୟୁରୋ : ବନ୍ଧୁ ହେଲା ହତ୍ୟାକାରୀ । ଜନ୍ମଦିନ ପାର୍ଟିରେ ବଚସା ହେବାରୁ ସାଙ୍ଗକୁ ଛୁରୀ ମାରି ହତ୍ୟା କଲା ସାଙ୍ଗ । ଏଭଳି ଦୁଃଖଦ ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀରେ । ଏହି ଘଟଣା ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଫେବୃଆରୀ ୧୦ ତାରିଖର ଘଟଣା । ଦିଲ୍ଲୀର ମଙ୍ଗୋଲୀପୁର ଅଞ୍ଚଳରେ କିଛି ସାଙ୍ଗ ମିଶି ଜନ୍ମଦିନ ପାର୍ଟି କରୁଥାନ୍ତି । ସବୁ କିଛି ଠିକଠାକContinue reading “ବନ୍ଧୁ ହେଲା ହତ୍ୟାକାରୀ । ଜନ୍ମଦିନ ପାର୍ଟିରେ ବଚସା ହେବାରୁ ସାଙ୍ଗକୁ ଛୁରୀ ମାରି ହତ୍ୟା କଲା ସାଙ୍ଗ ।”

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ ଟଙ୍କା’ । ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଯିବ ଟଙ୍କା ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନାContinue reading “ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ ଟଙ୍କା’ । ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଯିବ ଟଙ୍କା ।”

ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ । ନେଗେଟିଭ୍ ହେଲେ ପ୍ରବେଶ ପାଇଁ ମିଳିବ ଅନୁମତି ।

କନକ ବ୍ୟୁରୋ: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ । ଆସନ୍ତା ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ ଏହି ଟେଷ୍ଟ ହେବ । ଏହି ଟେଷ୍ଟରେ ବିଧାୟକମାନଙ୍କ ସହିତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନେ ବି ସାମିଲ ହେବେ ବୋଲି କୁହାଯାଇଛି । ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବାକୁ ଯାଉଛି । ଏହାପୂର୍ବରୁ କୋଭିଡ୍ ସଚେତନତା ପୂର୍ବକ ଏହି କରୋନା ଟେଷ୍ଟ ହେବ ।Continue reading “ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ । ନେଗେଟିଭ୍ ହେଲେ ପ୍ରବେଶ ପାଇଁ ମିଳିବ ଅନୁମତି ।”

ହାତୀ ଦାନ୍ତ ବିକ୍ରି କରିବାକୁ ହେଉଥିଲା ଷଡଯନ୍ତ୍ର । ଅତର୍କିତ ଚଢାଉ କଲା ଏସଟିଏଫ, ୩ ଗିରଫ

କନକ ବ୍ୟୁରୋ : ହାତୀଦାନ୍ତ ବିକ୍ରି କରିବାକୁ ଯୋଜନା କରୁଥିବା ସମୟରେ ଏସ୍‌ଟିଏଫ୍‌ ଅତର୍କିତ ଭାବେ ଚଢ଼ାଉ କରିଛି। ଏସଟିଏଫ୍‌ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଖଣ୍ଡ ହାତୀଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ଭଗବାନପୁର ଗାଁର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ ଓ ଯାଜପୁର ଜିଲ୍ଲା କବାଟବନ୍ଧର ଅମ୍ବୁଜା ପ୍ରଧାନ। ସୂଚନା ଅନୁସାରେ ଉପରୋକ୍ତ ୩ ଜଣ ଅଭିଯୁକ୍ତ ଆଜି ସକାଳୁ ଯାଜପୁରContinue reading “ହାତୀ ଦାନ୍ତ ବିକ୍ରି କରିବାକୁ ହେଉଥିଲା ଷଡଯନ୍ତ୍ର । ଅତର୍କିତ ଚଢାଉ କଲା ଏସଟିଏଫ, ୩ ଗିରଫ”

ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଜେଏମଏଫସି କୋର୍ଟ । ଶୁକ୍ରବାର କମିଶନରେଟ୍ ପୋଲିସ ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହିତ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଯାହାର ବିଚାର କରି ରାୟକୁ ସଂରକ୍ଷିତ ରଖାଯାଇଛି । ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମାମଲାର ଛାନଭିନ୍ କରିContinue reading “ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ ।”

ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳର ଏକାଧିକ ଯୁବ ଖେଳାଳି ଫିଟନେସ୍ ଟେଷ୍ଟରେ ଫେଲ୍ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦିନିକିଆ ଓ ଟି-୨୦ ସିରିଜରେ ଅଡୁଆରେ ପଡିପାରେ ଟିମ୍ ଇଣ୍ଡିଆ । କାହିଁକି ନା ଦଳର ଏକାଧିକ ଖେଳାଳି ଏବେ ଫିଟନେସ୍ ଟେଷ୍ଟରେ ପାସ୍ ନହୋଇପାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଆଗକୁ ଇଂଲଣ୍ଡ ସହ ଲିମିଟେଡ୍ ଓଭର ସିରିଜ୍ ଥିବାରୁ ଫିଟନେସ୍ ସମସ୍ୟା ହେତୁ ଏହି ଖେଳାଳିମାନେ ଦଳରୁ ବାହାର ହୋଇପାରନ୍ତି ବୋଲି କୁହାଯାଉଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପୂର୍ବରୁ ଖେଳାଳିମାନଙ୍କ ଫିଟନେସ୍Continue reading “ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳର ଏକାଧିକ ଯୁବ ଖେଳାଳି ଫିଟନେସ୍ ଟେଷ୍ଟରେ ଫେଲ୍ ।”

Design a site like this with WordPress.com
Get started