ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ । ଭୁବନେଶ୍ବରରୁ ପାଟନାକୁ ଉଡିବ ଇଣ୍ଡିଗୋ ବିମାନ ।

କନକ ବ୍ୟୁରୋ : ଦେଶର ପ୍ରମୁଖ ଘରୋଇ ବିମାନସେବା କମ୍ପାନି ଇଣ୍ଡିଗୋ ଆସନ୍ତା ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଏହି ୨୨ଟି ନୂଆ ରୁଟ୍ ମଧ୍ୟରେ ଭୁବନେଶ୍ବର-ପାଟନା ରୁଟ୍ ମଧ୍ୟ ରହିଛି । ଏହି ରୁଟରେ ଆସନ୍ତା ମାର୍ଚ୍ଚ ୨୮ରୁ ନୂଆକରି ବିମାନ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ । ସେହିଭଳି ଇଣ୍ଡିଗୋ ବିମାନ ଅଗରତାଲା-ଆଇଜଲ, ଜୟପୁର-ଭରୋଦରା, ଚେନ୍ନାଇ-ଭରୋଦରା, ବାଙ୍ଗାଲୁରୁ-ଶିରଡି, ପାଟନା-କୋଚି, ରାଜମହେନ୍ଦ୍ରୀ-ତିରୁପତି, କୋଲକତା-ଗୟା,Continue reading “ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟରେ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ ଇଣ୍ଡିଗୋ । ଭୁବନେଶ୍ବରରୁ ପାଟନାକୁ ଉଡିବ ଇଣ୍ଡିଗୋ ବିମାନ ।”

ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ଦେଶର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ଅପେରା ମିସ୍ ଇଣ୍ଡିଆ ୨୦୨୧ ଅନଲାଇନ୍ ସିଜିନ୍-୨ର ତାଜ ।

କନକ ବ୍ୟୁରୋ : କଳା ସଂସ୍କୃତି ଓ ଐତିହ୍ୟର ସହର ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ସାରା ଭାରତ ବର୍ଷର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୧ ଅପେରା ମିସ୍ ଇଣ୍ଡିଆ ଅନଲାଇନ୍ ସିଜିନ୍-୨ର ତାଜ୍ ପିନ୍ଧିଲେ ମୟୂରଭଞ୍ଜର ସୁନ୍ଦରୀ ଶୁଭାଙ୍ଗୀ ଜାନା । ଛୋଟବେଳୁ ନାଚ,ଗୀତ ଓ ଅଭିନୟରେ ରୁଚି ରଖିଥିବା ଶୁଭାଙ୍ଗୀ ନିଜର ଚେଷ୍ଟା, ଆତ୍ମବିଶ୍ୱାସ ତାଙ୍କୁ ଆଜି ଏହି ସଫଳତା ଆଣିଦେଇଛି । ସର୍ବଭାରତୀୟ ସ୍ତରରେ ଆୟୋଜିତContinue reading “ବାରିପଦା ପାଇଁ ଗୌରବ ଆଣିଲେ ସୁନା ଝିଅ ଶୁଭାଙ୍ଗୀ । ଦେଶର ୨୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ଅପେରା ମିସ୍ ଇଣ୍ଡିଆ ୨୦୨୧ ଅନଲାଇନ୍ ସିଜିନ୍-୨ର ତାଜ ।”

ଭୋକ ମେଣ୍ଟାଇବା ପାଇଁ ଇଟା ଭାଟି ଠିକଣା । ଅଣ୍ଡାଳି ଅଣ୍ଡାଳି ଇଟା ଗଢୁଛନ୍ତି ଦୁନିଆ ଦେଖିପାରୁନଥିବା ମହିଳା ।

କନକ ବ୍ୟୁରୋ: ସେ ଅକ୍ଷମ ହୋଇ ବି ସକ୍ଷମ। ଦୃଷ୍ଟିହୀନ ମଣିଷ ଦେଖାଉଛନ୍ତି ସମାଜ ରେ ଆତ୍ମନିର୍ଭରଶୀଳ ର ମାର୍ଗ। ପେଟ ର ଭୋକ ଆଗରେ ସବୁକିଛି ହାର ମାନେ। ସେ ସକ୍ଷମ ମଣିଷ ହେଉ ବା ଭିନ୍ନକ୍ଷମ। ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷ ର କଥା ପଡ଼େ ସେତେବେଳେ ଜୀବନ କୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷ। ଏମିତି ଏକ ଦୃଷ୍ଟିହୀନ ମହିଳାଙ୍କୁ ଖୋଜି ପାଇଥିଲା ଆମ କନକ ନିଉଜ୍। ଦଇବContinue reading “ଭୋକ ମେଣ୍ଟାଇବା ପାଇଁ ଇଟା ଭାଟି ଠିକଣା । ଅଣ୍ଡାଳି ଅଣ୍ଡାଳି ଇଟା ଗଢୁଛନ୍ତି ଦୁନିଆ ଦେଖିପାରୁନଥିବା ମହିଳା ।”

ଓଡିଶାରେ ଆନ୍ଧ୍ରର ନିର୍ବାଚନ ବେଳେ ଗଜପତି ଗଙ୍ଗାବାଡରେ ବିଜେପି ଟିମ୍ । ସ୍ଥିତି ସଂପର୍କରେ ଆଲୋଚନା ବେଳେ ଅଧାରୁ ଉଠିଗଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ।

କନକ ବ୍ୟୁରୋ : ଆନ୍ଧ୍ରର ସୀମାନ୍ତବର୍ତ୍ତୀ ଗଜପତି ଜିଲ୍ଲାରେ ଥିବା ଗାଁରେ ବିଜେପି ପ୍ରତିନିଧି ଦଳ ସହ ଆଲୋଚନା ବେଳେ ଅଧାରୁ ଉଠି ଚାଲିଯାଇଛନ୍ତି ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେରି ଟିମ ଗଙ୍ଗବାଡ ପଂଚାୟତ ଯାଇଥିଲେ । ଏହି ସମୟରେ ନିର୍ବାଚନ ପରିଚାଳନା ପାଇଁ ଉପସ୍ଥିତ ଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା ବେଳେ ତଥ୍ୟ ଉପସ୍ଥାପନ କରିନପାରି ଅଧାରୁContinue reading “ଓଡିଶାରେ ଆନ୍ଧ୍ରର ନିର୍ବାଚନ ବେଳେ ଗଜପତି ଗଙ୍ଗାବାଡରେ ବିଜେପି ଟିମ୍ । ସ୍ଥିତି ସଂପର୍କରେ ଆଲୋଚନା ବେଳେ ଅଧାରୁ ଉଠିଗଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ।”

ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର । ଏହାସହ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଆଗରେ ରଖିବାକୁ ରାଜ୍ୟର ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । Central Govt should immediately withdraw the National Monuments Authority Draft Bylaws on Ananta Basudev & Brahmeswar TempleContinue reading “ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । କହିଲେ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର”

ତାମିଲନାଡୁର ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ୧୧ ମୃତ , ଅନେକ ଆହତ

କନକ ବ୍ୟୁରୋ : ତାମିଲନାଡୁର ଭୀରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଶୁକ୍ରବାର ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୧ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି କୌଣସି କାରଣରୁ ଏହି ବାଣ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ପୁରା କାରଖାନା ନିଆଁ ବଳୟ ଭିତରକୁ ଆସିଯାଇଥିଲା । ଫଳରେ କାରଖାନାରେ କାମContinue reading “ତାମିଲନାଡୁର ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ୧୧ ମୃତ , ଅନେକ ଆହତ”

ଶ୍ରମିକଙ୍କ ପାସବୁକ୍ ଜରିଆରେ ସରକାରୀ ଟଙ୍କା ଲୁଟ୍ । ଶ୍ରମିକଙ୍କ ପାସବୁକରେ ଟଙ୍କା ଜମାକରି ଏଟିଏମ୍ ଜରିଆରେ ଉଠାଇ ନେଇଛନ୍ତି ଅଧିକାରୀ, ଜାଣି ନାହାନ୍ତି ଶ୍ରମିକ

କନକ ବ୍ୟୁରୋ: ଯାଜପୁର ବନବିଭାଗ ବିରୋଧରେ ମହାଦୁର୍ନୀତିର ଅଭିଯୋଗ । ବନବିଭାଗ ଅଧିକାରୀ ଶ୍ରମିକଙ୍କ ପାସବୁକରେ ଲକ୍ଷ ଲକ୍ଷ ଟଙ୍କା ଜମାକରି ଏଟିଏମ୍ ଜରିଆରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି । କରୋନା ବେଳେ ଲୋକମାନେ ଭୋକ ଉପାସରେ ଦିନ କାଟୁଥିବା ବେଳେ ଶ୍ରମିକଙ୍କ ନାଁରେ ହୋଇଥିବା ଦୁର୍ନୀତି ସମ୍ପର୍କରେ କେହି କିଛି ଜାଣିନଥିଲେ । ଆଉ ଏବେ ଏହା ଜଣାପଡିବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ସମ୍ପୃକ୍ତ ବନବିଭାଗContinue reading “ଶ୍ରମିକଙ୍କ ପାସବୁକ୍ ଜରିଆରେ ସରକାରୀ ଟଙ୍କା ଲୁଟ୍ । ଶ୍ରମିକଙ୍କ ପାସବୁକରେ ଟଙ୍କା ଜମାକରି ଏଟିଏମ୍ ଜରିଆରେ ଉଠାଇ ନେଇଛନ୍ତି ଅଧିକାରୀ, ଜାଣି ନାହାନ୍ତି ଶ୍ରମିକ”

ରାଜଧାନୀରେ ମହିଳାଙ୍କ କଟାମୁଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ କୋର୍ଟରେ ହାଜର କଲା ପୋଲିସ । ୫ ଦିନିଆ ରିମାଣ୍ଡ ପାଇଁ କରିଛି ଆବେଦନ ।

କନକ ବ୍ୟୁରୋ: କୋର୍ଟରେ ପହଂଚିଲେ କଟା ମୁଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁ । କମିଶନରେଟ୍ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରିଛି । ଏଥିସହ ପୋଲିସ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ପାଖରେ ଆବେଦନ କରିଛନ୍ତି । ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ  ହତ୍ୟାକାଣ୍ଡ ସଂପର୍କରେ ଅଧିକ ସତ ପଦାକୁ ଆସିବ ବୋଲି କୁହାଯାଉଛି । ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହContinue reading “ରାଜଧାନୀରେ ମହିଳାଙ୍କ କଟାମୁଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ କୋର୍ଟରେ ହାଜର କଲା ପୋଲିସ । ୫ ଦିନିଆ ରିମାଣ୍ଡ ପାଇଁ କରିଛି ଆବେଦନ ।”

ଅଧା ଦର୍ଶକଙ୍କୁ ନେଇ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଚିଦାମ୍ବରମ ଷ୍ଟାଡିୟମରେ ଟିକେଟ୍ କାଟିଲେ ଦର୍ଶକ ।

କନକ ବ୍ୟୁରୋ: ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଆଉ କରୋନା କାଳରେ ପ୍ରଥମ ଥର ପାଇଁ ଏହି ମ୍ୟାଚରେ ଗ୍ୟାଲେରୀରେ ବସି ଖେଳ ଦେଖିବେ ଦର୍ଶକ । ଏଥିପାଇଁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକମାନେ ଟିକେଟ୍ କାଟିବା ସହିତ ଖେଳକୁ ଦେଖିବାକୁ ଉତ୍ସାହ ପ୍ରକଟ କରିଛନ୍ତି । କରୋନା ପାଇଁ ଦୀର୍ଘ ଦିନ ହେଲା କ୍ରିକେଟ୍ ଜଗତରେ ନୀରବତା ଛାଇ ରହିଥିଲା । ହେଲେ ଏବେ କରୋନା ସଂକ୍ରମଣ ଥମିଥିବାବେଳେContinue reading “ଅଧା ଦର୍ଶକଙ୍କୁ ନେଇ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଚିଦାମ୍ବରମ ଷ୍ଟାଡିୟମରେ ଟିକେଟ୍ କାଟିଲେ ଦର୍ଶକ ।”

ଏମତି ଡାକ୍ତରଙ୍କୁ ଶତ ଧିକ୍… । ‘ଚକୋଲେଟ ଡେ’ରେ ଚକୋଲେଟ ଦେଇ ଲେବର ରୁମରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡାକ୍ତର । ଥାନାରେ ପହଞ୍ଚିଲା ମାମଲା ।

କନକ ବ୍ୟୁରୋ : ମେରଠର ଜିଲ୍ଲା ହସ୍ପିଟାଲରୁ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପ୍ରେମ ସପ୍ତାହ ଚାଲିଥିବା ବେଳେ ଚକୋଲେଟ ଡେ’ରେ ଜଣେ ଡାକ୍ତରାଣୀଙ୍କୁ ଚକୋଲେଟ ଦେଇ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ପୀଡିତା ମହିଳା ଡାକ୍ତରଙ୍କ ସେଦିନ ରାତି ଡ୍ୟୁଟି ପଡ଼ିଥାଏ। ସେ ରାଉଣ୍ଡରେ ରୋଗୀଙ୍କୁ ଦେଖୁଥିବା ବେଳେ ଲେବର ରୁମକୁ ଯାଇଥିଲେ। ଡାକ୍ତରାଣୀଙ୍କୁ ଲେବର ରୁମକୁ ଯିବା ଦେଖି ସେହି ହସ୍ପିଟାଲର ବିବେକ ନାମକ ଜଣେ ଡାକ୍ତର ତାଙ୍କContinue reading “ଏମତି ଡାକ୍ତରଙ୍କୁ ଶତ ଧିକ୍… । ‘ଚକୋଲେଟ ଡେ’ରେ ଚକୋଲେଟ ଦେଇ ଲେବର ରୁମରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡାକ୍ତର । ଥାନାରେ ପହଞ୍ଚିଲା ମାମଲା ।”

Design a site like this with WordPress.com
Get started