ଗୁଲାମ ନବୀ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ହେବେ ମଲ୍ଲିକାର୍ଜୁନ ଖଡଗେ । ସୂଚନା ଦେଲେ କଂଗ୍ରେସ ମହାସଚିବ ବେଣୁଗୋପାଳ

କନକ ବ୍ୟୁରୋ : ରାଜ୍ୟସଭାରେ ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହା ପରେ ରାଜ୍ୟସଭାରେ ବିରୋଧିଦଳ ନେତା ଭାବେ କଂଗ୍ରେସ ପକ୍ଷରୁ ଲୋକସଭାରେ ବିରୋଧୀଦଳ ନେତା ଭୁମିକା ତୁଲାଇଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ପଦରେ ଅବସ୍ଥାପିତ କରାଯିବ ବୋଲି କୁହାଯାଇଛି । ଏନେଇ କଂଗ୍ରେସର ମହାସଚିବ ବେଣୁଗୋପାଳ ରାଓ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏନେଇ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁଙ୍କୁ ସୂଚନା ଦିଆଯାଇଛିContinue reading “ଗୁଲାମ ନବୀ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ହେବେ ମଲ୍ଲିକାର୍ଜୁନ ଖଡଗେ । ସୂଚନା ଦେଲେ କଂଗ୍ରେସ ମହାସଚିବ ବେଣୁଗୋପାଳ”

ଅନୁଗୁଳରେ ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ : କଣିହାଁ ଥାନା ସାନଜରଡ଼ା ଗାଁରେ ଅଘଟଣ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା ସାନ ଜରଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଘରେ ଶୋଇଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ, ଦୁଖବନ୍ଧୁ ସାହୁ ଏବଂ ପଂଚାଳି ସାହୁ । ଗତକାଲି ରାତିରେ ଶୋଇଥିଲେ । ଆଜି ସକାଳୁ ଦେଖିଲା ବେଳକୁ ଘର ଭିତରେ ଉଭୟ ମରି ଶୋଇଥିଲେ । ମୃତ୍ୟୁର କାରଣ ଯଦିଓ ସ୍ପଷ୍ଟContinue reading “ଅନୁଗୁଳରେ ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ : କଣିହାଁ ଥାନା ସାନଜରଡ଼ା ଗାଁରେ ଅଘଟଣ”

ହଠାତ୍ କରୋନା ଟିକା କେନ୍ଦ୍ରରେ ପହଂଚିଗଲେ ଯମରାଜ । କହିଲେ ମୃତ୍ୟୁକୁ ନୁହେଁ ମୋର କରୋନାକୁ ଭାରି ଡର । ଉପସ୍ଥିତ ଲୋକ ଚକିତ ।

କନକ ବ୍ୟୁରୋ : ଦେଶରେ ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଚାଲିଛି । କରୋନାକୁ ଶେଷ କରିବା ଲାଗି ଦେଶରେ ଚାଲିଛି ବିଶ୍ୱର ସବୁଠାରୁ ବୃହତ ଟିକାକରଣ କାର୍ଯ୍ୟକ୍ରମ । ଦେଶରେ ଏପର୍ଯ୍ୟନ୍ତ ୬୬ ଲକ୍ଷରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ହେଲେ କିଛି ଲୋକ ଏହି ଟିକା ନେବାକୁ ଭୟ କରୁଥିବା ଦେଖି ଖୋଦ ଯମରାଜ ଟିକା କେନ୍ଦ୍ରରେ ପହଂଚି ଟିକା ନେଇଛନ୍ତି । ବାସ୍ତବରେ ଯମରାଜ କ’ଣ ସ୍ୱର୍ଗରୁ ଆସିContinue reading “ହଠାତ୍ କରୋନା ଟିକା କେନ୍ଦ୍ରରେ ପହଂଚିଗଲେ ଯମରାଜ । କହିଲେ ମୃତ୍ୟୁକୁ ନୁହେଁ ମୋର କରୋନାକୁ ଭାରି ଡର । ଉପସ୍ଥିତ ଲୋକ ଚକିତ ।”

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଜେପିରେ ଯୋଗଦେବା ନେଇ ଉଠୁଥିବା ଗୁଜବର ଜବାବ ଦେଲେ ଆଜାଦ୍ । କହିଲେ ଯେବେ କାଶ୍ମୀରରେ କଳାବରଫ ପଡିବ ତେବେ ମୁଁ ବିଜେପିରେ ଯୋଗ ଦେବି

କନକ ବ୍ୟୁରୋ : ରାଜ୍ୟସଭା ସଂସଦରେ କଂଗ୍ରେସର ବରିଷ୍ଠ ନେତା ଗୋଲାବ ନବୀ ଆଜାଦଙ୍କ କାର୍ଯ୍ୟକାଳ ସରିବା ଦିନ ପ୍ରଧାନମନ୍ତ୍ରୀ ମୋଦି ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ତାଙ୍କର ଏଭଳି ଭାବପ୍ରବଣାତା ଦେଖି ଦେଶର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଆଶଙ୍କା କରୁଛନ୍ତି କି ଆଜାଦ ଏବେ ବିଜେପିରେ ଯୋଗ ଦେଇ ପାରନ୍ତି । ଏନେଇ ଆଲୋଚନା ହେବା ସହ ବିଭିନ୍ନ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଛି । ହେଲେ ଏହାର ଜବାବ୍ ରଖିଛନ୍ତି ଗୁଲାମContinue reading “ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଜେପିରେ ଯୋଗଦେବା ନେଇ ଉଠୁଥିବା ଗୁଜବର ଜବାବ ଦେଲେ ଆଜାଦ୍ । କହିଲେ ଯେବେ କାଶ୍ମୀରରେ କଳାବରଫ ପଡିବ ତେବେ ମୁଁ ବିଜେପିରେ ଯୋଗ ଦେବି”

ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର : ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ବ୍ୟବହାର କରିବାକୁ ପ୍ରୋତ୍ସାହନ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲ ଟ୍ୱିଟ କରି ସେ ‘କୁ’ ଆପ ବ୍ୟବହାର କରୁଥିବା ଲେଖିଛନ୍ତି । ଏପରିକି ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମେରିକା କମ୍ପାନି ଟ୍ୱିଟର ସହିତ ବିବାଦ ପରେ କେବଳ କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲ କାହିଁକି ଏକାଧିକ ମନ୍ତ୍ରୀ ଓ ସାଂସଦ ଏହି ଦେଶୀ ଆପକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । ଆତ୍ମନିର୍ଭର ଭାରତ ପ୍ରତିଯୋଦିତାରେContinue reading “ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର : ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ବ୍ୟବହାର କରିବାକୁ ପ୍ରୋତ୍ସାହନ”

ଚାଷୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆଉ ପାଦେ ଆଗେଇବ ବିଜେପି : ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ୩ ଘଂଟିଆ ଚକାଜାମ୍ କରିବ ଦଳ

କନକ ବ୍ୟୁରୋ : ଆସନ୍ତାକାଲି ପଶ୍ଚିମ ଓଡିଶାରେ ୩ ଘଂଟିଆ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେବ ରାଜ୍ୟ ବିଜେପି । ଏଥିପାଇଁ ଆସନ୍ତାକାଲି ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ୩ ଘଂଟା ଚକାଜାମ ଆନ୍ଦୋଳନ କରିବ ବୋଲି ଦଳ ଘୋଷଣା କରିଛି । ଏନେଇ ଗୁରୁବାର ସମ୍ବଲପୁର ଜିଲ୍ଲା ବିଜେପିContinue reading “ଚାଷୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆଉ ପାଦେ ଆଗେଇବ ବିଜେପି : ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ୩ ଘଂଟିଆ ଚକାଜାମ୍ କରିବ ଦଳ”

ବିବିସିର ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ରୋକ୍ ଲଗାଇଲେ ଚୀନ ସରକାର । ଚୀନ ସରକାରୀ ଗଣମାଧ୍ୟମ ପ୍ରସାରଣ ଉପରେ ବ୍ରିଟେନ୍ ରୋକ ଲଗାଇବା ପରେ ଏମିତି କଲା ଚୀନ

କନକ ବ୍ୟୁରୋ : ଦେଶ ଦେଶ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଅନେକ ତିକ୍ତ ସଂପର୍କର ଅନୁଭୁତି ଆମେ ପାଇଛୁ । ହେଲେ ଦେଶ ଦେଶ ମଧ୍ୟରେ ଗଣମାଧ୍ୟମ ପ୍ରସାରଣକୁ ନେଇ ବିବାଦ ଦେଖାଦେବା ଏକ ବିରଳ ଘଟଣା । ଯାହାକି ଏବେ ଚୀନ ଓ ବ୍ରିଟେନ ମଧ୍ୟରେ ଦେଖିବାକୁ ମିଳିଛି । ବିବିସି ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ଚୀନର ଜାତୀୟ ବେତାର ଓ ଟେଲିଭିଜନ ଆଡମିନେଷ୍ଟେସନ(ସିଏନଆରଟି) ଗୁରୁବାର ଦିନ କଟକଣା ଜାରି କରିଛନ୍ତି ।Continue reading “ବିବିସିର ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ରୋକ୍ ଲଗାଇଲେ ଚୀନ ସରକାର । ଚୀନ ସରକାରୀ ଗଣମାଧ୍ୟମ ପ୍ରସାରଣ ଉପରେ ବ୍ରିଟେନ୍ ରୋକ ଲଗାଇବା ପରେ ଏମିତି କଲା ଚୀନ”

ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ : ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପାଚେରୀରେ ବହୁ ଦିନରୁ ଥିଲା ଫାଟ

କନକ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ ହୋଇଛି । ସେହିଭଳି ଶ୍ରୀମନ୍ଦିର ଭିତରେ ବି ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନାଟମଣ୍ଡପ-ଜଗମୋହନ ସଂଯୋଗ ସ୍ଥଳରେ ଲୁହାର ଭାରା ମଧ୍ୟ ବନ୍ଧାଯାଇଛି । ସେପଟେ ସିଂହଦ୍ବାର ନିକଟ ରାମଦୟା ପରିଷଦ ଘର ପାଖକୁ ଲାଗି ରହିଥିବା ମେଘନାଦ ପ୍ରାଚୀର ମରାମତି ପାଇଁ ବି ଭାରା ବନ୍ଧା ହୋଇଛି । ବହୁଦିନରୁ ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପ୍ରାଚୀରରେ ଫାଟContinue reading “ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ : ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପାଚେରୀରେ ବହୁ ଦିନରୁ ଥିଲା ଫାଟ”

ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ : କୁଲାଡ଼ିବାସୀଙ୍କୁ ମନେଇବାରେ ପ୍ରଶାସନ ସଫଳ : ଆନ୍ଧ୍ର ନିର୍ବାଚନରେ ଦେବୁନି ଭୋଟ୍‌

କନକ ବ୍ୟୁରୋ : ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ ହେବାକୁ ଯାଉଛି । ହେଲେ ଓଡିଶା ଗାଁର ଲୋକେ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ଶପଥ କରିଛନ୍ତି । ଆନ୍ଧ୍ର ସୀମାନ୍ତରେ ଥିବା ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଂଚାୟତର କୁଲାହାଡି ଗାଁର ଲୋକେ ଶପଥ କରିଛନ୍ତି ଆନ୍ଧ୍ରର ନିର୍ବାଚନରେ ଭୋଟ ଦେବେ ନାହିଁ । ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନ କରାଉଥିବା ଖବର ମିଳିବା ପରେContinue reading “ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ : କୁଲାଡ଼ିବାସୀଙ୍କୁ ମନେଇବାରେ ପ୍ରଶାସନ ସଫଳ : ଆନ୍ଧ୍ର ନିର୍ବାଚନରେ ଦେବୁନି ଭୋଟ୍‌”

ଚାଲ ଖେଳୁନାହିଁ ତ ଚୀନ୍? ୨ ଦିନରେ ୨୦୦ରୁ ଅଧିକ ଯୁଦ୍ଧ କମାଣ ପୋଙ୍ଗାଙ୍ଗ ହ୍ରଦ ନିକଟରୁ ପ୍ରତ୍ୟାହାର କରିଛି ଡ୍ରାଗନବାହିନୀ, ଆଚମ୍ବିତ କରୁଛି ଅପସାରଣ ବେଗ ।

କନକ ବ୍ୟୁରୋ : ଚୀନର ‘ପିପୁଲସ୍‌ ଲିବରେସନ୍‌ ଆର୍ମି’ ଗୁରୁବାର ସୁଦ୍ଧା ପାଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣକୂଳରୁ ୨୦୦ରୁ ଅଧିକ ଯୁଦ୍ଧ କମାଣ ପ୍ରତ୍ୟାହାର କରିଛି। କେବଳ ସେତିକି ନୁହେଁ, ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତରକୂଳରୁ ଶ୍ରୀଜାପ ସେକ୍ଟର୍‌ ‘ଫିଙ୍ଗର୍‌’  ଏବଂ ‘ଫିଙ୍ଗର୍‌ ୮’ର ପୂର୍ବପାର୍ଶ୍ୱରୁ ସୈନିକମାନଙ୍କୁ ନେବା ଲାଗି ଚୀନ୍‌ ପାଖାପାଖି ୧୦୦ରୁ ଭାରୀଯାନ ପ୍ରସ୍ତୁତ କରି ରଖିଛି। ମାତ୍ର ଦୁଇ ଦିନ ମଧ୍ୟରେ ଚୀନର ଏ ପ୍ରକାର ତ୍ୱରିତ୍ୱ ଅପସାରଣ ଭାରତୀୟ ସେନା ଅଧିକାରୀ ଏବଂ ଜାତୀୟContinue reading “ଚାଲ ଖେଳୁନାହିଁ ତ ଚୀନ୍? ୨ ଦିନରେ ୨୦୦ରୁ ଅଧିକ ଯୁଦ୍ଧ କମାଣ ପୋଙ୍ଗାଙ୍ଗ ହ୍ରଦ ନିକଟରୁ ପ୍ରତ୍ୟାହାର କରିଛି ଡ୍ରାଗନବାହିନୀ, ଆଚମ୍ବିତ କରୁଛି ଅପସାରଣ ବେଗ ।”

Design a site like this with WordPress.com
Get started