ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : ଓଡିଶା ଦାଏର କରିଥିବା ଅଦାଲତ ଅବମାନନା ପିଟିସନର ଆଜି ହେବ ଶୁଣାଣି

କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣି । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରିଛି ଓଡିଶା । ସୁପ୍ରିମକୋର୍ଟଙ୍କ ୧୯୬୮ ଓ ୨୦୦୬ର ନିର୍ଦ୍ଦେଶକୁ ଆନ୍ଧ୍ର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରୁଥିବାରୁ ଏହାକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଆଇନଜୀବୀ ଦଳ ଓଡିଶା ପକ୍ଷରୁ ମାମଲା ପରିଚାଳନା କରିବେ । ଆସନ୍ତାContinue reading “ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : ଓଡିଶା ଦାଏର କରିଥିବା ଅଦାଲତ ଅବମାନନା ପିଟିସନର ଆଜି ହେବ ଶୁଣାଣି”

ଆମେରିକୀୟ ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟଙ୍କ ଆତ୍ମହତ୍ୟା । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେଆର କରି ଲେଖିଥିଲେ ‘ଏହା ମୋର ଶେଷ ପୋଷ୍ଟ’ 

କନକ ବ୍ୟୁରୋ: ଆମେରିକାର ଜଣାଶୁଣା ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟ ନୋୟାସଙ୍କ ଆତ୍ମହତ୍ୟା । ସୋମବାର ମାତ୍ର ୧୮ ବର୍ଷ ବୟସରେ ଏହି ଟିକଟକ୍ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେଆର୍ କରିଥିଲେ ଯାହା ତାଙ୍କର ଶେଷ ପୋଷ୍ଟ ବୋଲି ସେ ଉଲ୍ଲେଖ କରିଥିଲେ । ହେଲେ ସେତେବେଳେ ସେ ମଜାକ୍ କରୁଛନ୍ତି ବୋଲି ତାଙ୍କ ଫ୍ୟାନମାନେ ଭାବିନେଇଥିଲେ । ହେଲେ ତାଙ୍କରContinue reading “ଆମେରିକୀୟ ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟଙ୍କ ଆତ୍ମହତ୍ୟା । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେଆର କରି ଲେଖିଥିଲେ ‘ଏହା ମୋର ଶେଷ ପୋଷ୍ଟ’ “

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହେଲେ ମୋଦୀ । କରୋନା ଟିକା ଯୋଗାଇବା ପାଇଁ ରାଜି ହେଲା ଭାରତ ।

କନକ ବ୍ୟୁରୋ: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଭାରତ ମିତ୍ର ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗାଇ ଦେଉଛି । ଏହି ପରିପ୍ରେକ୍ଷୀରେ କାନାଡାକୁ ମଧ୍ୟ କୋଭିଡ ଟିକା ଯୋଗାଇବ ଭାରତ । ତେବେ ଏହା ଏକ ବ୍ୟବସାୟିକ ବିକ୍ରୟ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଷ୍ଟିନ ଟ୍ରୁଡୋଙ୍କ ଫୋନ୍Continue reading “କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହେଲେ ମୋଦୀ । କରୋନା ଟିକା ଯୋଗାଇବା ପାଇଁ ରାଜି ହେଲା ଭାରତ ।”

ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଶାହା । ଜୟ ଶ୍ରୀ ରାମ ନାରାକୁ ନେଇ ଜୋର ଧରିଲା ରାଜନୀତି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି ଜୟ ଶ୍ରୀରାମ ନାରା । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯଦି ପଶ୍ଚିମବଙ୍ଗରେ ନୁହେଁ ତେବେ କଣ ପାକିସ୍ତାନରେ ଜୟ ଶ୍ରୀ ରାମ ନାରା ଦିଆଯିବ କି ବୋଲି ପ୍ରଶ୍ନ କରିଛନ୍ତି । କୁଚContinue reading “ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଶାହା । ଜୟ ଶ୍ରୀ ରାମ ନାରାକୁ ନେଇ ଜୋର ଧରିଲା ରାଜନୀତି ।”

ଚୀନ୍ ଓ ଭାରତ ସୀମା ବିବାଦରେ ବଡ ସଫଳତା । ବିବାଦୀୟ ପେଙ୍ଗଙ୍ଗ ହ୍ରଦରୁ ପଛକୁ ହଟିବା ପାଇଁ ରାଜି ହେଲେ ଉଭୟ ଦେଶର ସେନା ।

କନକ ବ୍ୟୁରୋ: ଭାରତ ସୀମା ଭିତରକୁ ଜୋରଜବରଦସ୍ତ ପସି ଆସିଥିବା ଚୀନ୍ ଶେଷରେ ପଛକୁ ଫେରିଛି । ଭାରତ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନ ଆଡକୁ ଗତି କରୁଛି । ଉଭୟ ରାଷ୍ଟ୍ର ମଧ୍ୟରେ ବୁଝାମଣା ପରେ ଗୁରୁବାର ଦିନ ଭାରତ ଓ ଚୀନର ଟ୍ୟାଙ୍କର ବିବାଦୀୟ ଅଂଚଳରୁ ପଛକୁ ଫେରିଛନ୍ତି । ଗତ ବର୍ଷ ଜୁନ୍ ମାସରୁ ଏହି ଅଂଚଳରେ ସୀମା ବିବାଦ ଆରମ୍ଭ ହୋଇଥିଲା । ଜାନୁୟାରୀ  ୨୪ତାରିଖରେ ବୈଠକContinue reading “ଚୀନ୍ ଓ ଭାରତ ସୀମା ବିବାଦରେ ବଡ ସଫଳତା । ବିବାଦୀୟ ପେଙ୍ଗଙ୍ଗ ହ୍ରଦରୁ ପଛକୁ ହଟିବା ପାଇଁ ରାଜି ହେଲେ ଉଭୟ ଦେଶର ସେନା ।”

ଟ୍ୱିଟର ଓ ଫେସବୁକକୁ ଭାରତ ସରକାରଙ୍କ କଡା ଚେତାବନୀ । ବ୍ୟବସାୟ କରିବାକୁ ହେଲେ ମାନିବାକୁ ପଡିବ ନିୟମ ।

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତ ସରକାରଙ୍କ କଡା ଚେତାବନୀ । ଭାରତରେ ରହି ବ୍ୟବସାୟ କଲେ ଭାରତୀୟ ନିୟମ ମାନିବାକୁ ପଡିବ ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆମେରିକାର କ୍ୟାପିଟଲ ହିଲ ଆକ୍ରମଣ ଘଟଣାରେ ଟ୍ୱିଟର କମ୍ପାନୀର ଭିନ୍ନ ଆଭିମୁଖ୍ୟ ଥିବା ବେଳେ ଦିଲ୍ଲୀର ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ଟ୍ୱିଟରର ଭିନ୍ନ ଆଭିମୁଖ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ । କ୍ୟାପିଟଲ ହିଲ୍Continue reading “ଟ୍ୱିଟର ଓ ଫେସବୁକକୁ ଭାରତ ସରକାରଙ୍କ କଡା ଚେତାବନୀ । ବ୍ୟବସାୟ କରିବାକୁ ହେଲେ ମାନିବାକୁ ପଡିବ ନିୟମ ।”

ସୁନ୍ଦରଗଡ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ୨ ଘଣ୍ଟା ଅଟକ । ରାସ୍ତା ଅବରୋଧ କରି ମନ୍ତ୍ରୀଙ୍କୁ ଅଟକ ରଖିଲେ ଚାଷୀ ।

କନକ ବ୍ୟୁରୋ: ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ । ଫଳରେ ସୁନ୍ଦରଗଡର ସର୍କିଟ ହାଉସରେ ଦୁଇ ଘଂଟା ଧରି ଅଟକି ରହିଥିଲେ ମନ୍ତ୍ରୀ ପ୍ରତାପ ଜେନା । ସର୍କିଟ ହାଉସ ରାସ୍ତାରେ ଚାଷୀମାନେ ବସି ରାସ୍ତା ଅବରୋଧ କରିଥିବାରୁ ମନ୍ତ୍ରୀ ଅଟକି ରହିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ବଳପ୍ରୟୋଗ କରି ଚାଷୀଙ୍କୁ ଉଠାଇବା ପରେ ମନ୍ତ୍ରୀ ମୁକୁଳିଛନ୍ତି । ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁନ୍ଦରଗଡରେContinue reading “ସୁନ୍ଦରଗଡ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ୨ ଘଣ୍ଟା ଅଟକ । ରାସ୍ତା ଅବରୋଧ କରି ମନ୍ତ୍ରୀଙ୍କୁ ଅଟକ ରଖିଲେ ଚାଷୀ ।”

ଆନ୍ଧ୍ର ସ୍କୁଲ ମୁହାଁ ଓଡିଶା ପିଲା । ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲରେ ପଢୁଛନ୍ତି ସୀମାନ୍ତ ଅଞ୍ଚଳର ଓଡିଆ ପିଲା ।

କନକ ବ୍ୟୁରୋ: ଗୋଟିଏ ପଟେ ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନ କରୁଥିବା ନେଇ ତମ୍ବି ତୋଫାନ ଆରମ୍ଭ ହୋଇଛି । ଅନ୍ୟପଟେ କିନ୍ତୁ ଆନ୍ଧ୍ର ସ୍କୁଲ ମୁହାଁ ହେଉଛନ୍ତି ଓଡିଶା ପିଲା । ଆନ୍ଧ୍ରର ସରକାରୀ ସ୍କୁଲର ବିଭିନ୍ନ ଯୋଜନା ଓଡିଶାର ପିଲାଙ୍କୁ ଆକର୍ଷିତ କରୁଛି । ଆମ୍ମାବଡି ଯୋଜନାରେ ପିଲାଙ୍କ ମାଆଙ୍କ ଖାତାକୁ ସିଧା ସଳଖ ୧୫ ହଜାର ଟଙ୍କା ଆସୁଥିବାରୁ ଆନ୍ଧ୍ର ସରକାରୀ ସ୍କୁଲ ପ୍ରତି ଆକର୍ଷଣ ବଢିଛି । ଗୋଟିଏ ପଟେ କରୋନାContinue reading “ଆନ୍ଧ୍ର ସ୍କୁଲ ମୁହାଁ ଓଡିଶା ପିଲା । ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲରେ ପଢୁଛନ୍ତି ସୀମାନ୍ତ ଅଞ୍ଚଳର ଓଡିଆ ପିଲା ।”

ଓଡିଶାରେ କାହିଁକି ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା । ଭୁବନେଶ୍ୱରରେ କେବେ ଚାଲିବ ମେଟ୍ରୋ ଟ୍ରେନ । ପଢନ୍ତୁ, ଏହି ରିପୋର୍ଟ

କନକ ବ୍ୟୁରୋ: କଟକ ଭୁବନେଶ୍ୱର ମେଟ୍ରୋଟ୍ରେନର ଆଶା ମଉଳି ଯାଇଛି । ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ନାହିଁ । କିନ୍ତୁ ୨୦୧୪ ମସିହାରୁ ମେଟ୍ରୋ ଟ୍ରେନ ପାଇଁ ଅନେକ ପୁଳାପୁଳା ପ୍ରତିଶ୍ରୁତି ଦେଇଆସିଛନ୍ତି ରାଜ୍ୟ ସରକାର । ହେଲେ କାହିଁକି ଓଡିଶାରେ ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା? ଟ୍ୱିନ ସିଟିରେ ମେଟ୍ରୋ ଟ୍ରେନକୁ ନେଇ ବୈଠକ ପରେ ବୈଠକ ବସିଛିContinue reading “ଓଡିଶାରେ କାହିଁକି ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା । ଭୁବନେଶ୍ୱରରେ କେବେ ଚାଲିବ ମେଟ୍ରୋ ଟ୍ରେନ । ପଢନ୍ତୁ, ଏହି ରିପୋର୍ଟ”

ରାଜଧାନୀରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପୋଷ୍ଟର ମାରିବା ଘଟଣାକୁ ନେଇ ଗୋଷ୍ଠୀସଂଘର୍ଷ । ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ପୁଣି ଅପରାଜିତାଙ୍କୁ ନେଇ ବିବାଦ । ପ୍ରଥମ ଥର ପାଇଁ ସାଂସଦ ବନିଥିବା ଅପରାଜିତା କିନ୍ତୁ ଏଥର ମନ୍ଦିର ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି । ଏକାମ୍ରକ୍ଷେତ୍ର ଉପରେ ବାଇ-ଲ କଟକଣା ସତ୍ତେ୍ୱ କାହିଁକି ଅପରାଜିତା ଚୁପ ରହିଲେ, ତାକୁ ନେଇ ପ୍ରଶ୍ନ ଉଠିଛି । ରାଜଧାନୀରେ ଲାଗିଛି ସାଂସଦଙ୍କ ନିଖୋଜ ପୋଷ୍ଟର । କାନ୍ଥବାଡ, ଗଳିକନ୍ଦିରେ ଲାଗିଥିବା ଏହି ପୋଷ୍ଟରରେ ବଡ ବଡ ଅକ୍ଷରରେ ଲେଖାଯାଇଛି, ଭୁବନେଶ୍ୱର ସାଂସଦ ନିଖୋଜ?Continue reading “ରାଜଧାନୀରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପୋଷ୍ଟର ମାରିବା ଘଟଣାକୁ ନେଇ ଗୋଷ୍ଠୀସଂଘର୍ଷ । ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କଲା ପୋଲିସ ।”

Design a site like this with WordPress.com
Get started