ପୂୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲର ମୂଲ୍ୟ । ମୁମ୍ବାଇରେ ପେଟ୍ରୋଲ ୯୪ ଟଙ୍କା ପାର

କନକ ବ୍ୟୁରୋ : ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଆଜି ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି କରାଯାଇଛି । ଏହା ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ଭାଙ୍ଗି ୯୪ ଟଙ୍କା ପାର କରିଥିବା ବେଳେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୭.୬୦ ଟଙ୍କାରେ ପହଂଚିଛି । ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଆଜି ପେଟ୍ରୋଲ ଉପରେ ଲିଟର ପିଛା ୩୦ ପଇଷା ଓ ଡିଜେଲ ଉପରେ ୨୫ ପଇଷା ମୂଲ୍ୟ ବୃଦ୍ଧି କରାଯାଇଛିContinue reading “ପୂୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲର ମୂଲ୍ୟ । ମୁମ୍ବାଇରେ ପେଟ୍ରୋଲ ୯୪ ଟଙ୍କା ପାର”

ଆଜିଠୁ ଖୋଲିବ ଇଞ୍ଜିନିୟରିଂ କଲେଜ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ ।

କନକ ବ୍ୟୁରୋ : ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଆଜିଠୁ ଖୋଲିବ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ । କୋଭିଡ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ ।  ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ବି ଆରମ୍ଭ ହେବ ପାଠପଢା ।  କୋଭିଡ ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲାContinue reading “ଆଜିଠୁ ଖୋଲିବ ଇଞ୍ଜିନିୟରିଂ କଲେଜ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ ।”

କରୋନା ଚିହ୍ନୁଛି କୁକୁର । ସଂକ୍ରମଣ ହୋଇଛି କି ନା ସୁଙ୍ଘି ସୁଙ୍ଘି ଜାଣୁଛି ସେନାର କୁକୁର । 

କନକ ବ୍ୟୁରୋ : କରୋନା ଭୂତାଣୁର ଚିହ୍ନଟ କରିବା ପାଇଁ ବିଭିନ୍ନ ପ୍ରକାରର ଟେଷ୍ଟିଂ କିଟ ବାହାର କରାଯାଇଛି। ପାଟିରୁ ଏବଂ ନାକରୁ ସ୍ବାବ ନମୁନା ନେଇ ପରୀକ୍ଷା କରାଯିବା ସହ ବ୍ୟକ୍ତିଜଣକ କରୋନା ଆକ୍ରାନ୍ତ କି ନାହିଁ ଚିହ୍ନଟ କରାଯାଉଛି। ହେଲେ ଭାରତୀୟ ସେନାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ କୁକୁରକୁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଭାରତୀୟ ସେନାରେ ଥିବା କକର ସ୍ପାନିଏଲ ପ୍ରଜାତିର କୁକୁର କାସପରକୁ ଏହି କାମରେ ଲଗାଯାଇଛି। କାସପର ଭାରତୀୟContinue reading “କରୋନା ଚିହ୍ନୁଛି କୁକୁର । ସଂକ୍ରମଣ ହୋଇଛି କି ନା ସୁଙ୍ଘି ସୁଙ୍ଘି ଜାଣୁଛି ସେନାର କୁକୁର । “

କରୋନା ଟିକାକରଣକୁ ନେଇ ଆସିଲା ଭଲ ଖବର : ଟିକା ନେଇ ସନ୍ତୁଷ୍ଟ ଅଛନ୍ତି ୯୭ ପ୍ରତିଶତ ଲୋକ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାରି ଭିତରେ କରୋନା ଟିକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟିକାକରଣଶ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସମଗ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ଆଗଧାଡିର କର୍ମୀଙ୍କୁ ଟିକା ଦେବା ପ୍ରକ୍ରିୟା ଶେଷ କରିବାକୁContinue reading “କରୋନା ଟିକାକରଣକୁ ନେଇ ଆସିଲା ଭଲ ଖବର : ଟିକା ନେଇ ସନ୍ତୁଷ୍ଟ ଅଛନ୍ତି ୯୭ ପ୍ରତିଶତ ଲୋକ”

ଟ୍ୟୁସନ ଶିକ୍ଷକଙ୍କ ମାଡରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର । ଥାନାରେ ଅଭିଯୋଗ, ଶିକ୍ଷକ ଅଟକ । 

କନକ ବ୍ୟୁରୋ : ଟ୍ୟୁସନ୍‌ ଶିକ୍ଷକଙ୍କ ମାଡ଼ରେ ସ୍ଥାନୀୟ କୋଳିଅଠା ଗ୍ରାମର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଛି । ଆହତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ମୁତାବକ, ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର କିଶୋର ମାଢ଼େଇଙ୍କ ପୁଅ ସୁଶିଲ ମାଢ଼େଇଙ୍କୁContinue reading “ଟ୍ୟୁସନ ଶିକ୍ଷକଙ୍କ ମାଡରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର । ଥାନାରେ ଅଭିଯୋଗ, ଶିକ୍ଷକ ଅଟକ । “

କୃଷକ ଆନ୍ଦୋଳନ ଦେଇ ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ବୟାନ । କହିଲେ ୪ ଲକ୍ଷ ନୁହେଁ ଏବେ ସରକାର ଦେଖିବେ ୪୦ ଲକ୍ଷ ଟ୍ରାକ୍ଟର ରାଲି । ଆହୁରି ଘମାଘୋଟ ହେବ ଲଢେଇ

କନକ ବ୍ୟୁରୋ : ନୂତନ କୃଷିବିଲକୁ ବିରୋଧ କରି ପ୍ରତିବାଦ କରୁଥିବା କୃଷକ ମାନେ ଏବେ ଆନ୍ଦୋଳନ ଆଡକୁ ଢଳିଛନ୍ତି । ଏନେଇ କୃଷକ ନେତା ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାପଞ୍ଚାୟତ ଆୟୋଜନ କରାଯାଇ ହଜାର ହଜାର କୃଷକ ମାନଙ୍କୁ ଆନ୍ଦୋଳନ ସହିତ ଯୋଡିବାକୁ ଚେଷ୍ଟା କରାଯାଉଛି । କୁରୁକ୍ଷେତ୍ରର ପିହୁଆ ଠାରେ ଆୟୋଜିତ ମହାପଞ୍ଚାୟତକୁ ସମ୍ବୋଧିତ କରି କିଷାନ ଆନ୍ଦୋଳନର ମୁ୍ଖ୍ୟ ତଥା ଭାରତୀୟ କିଷାନ ୟୁନିୟନର ସଭାପତି ରାକେଶ ଟିକାୟତ କହିଛନ୍ତି କିContinue reading “କୃଷକ ଆନ୍ଦୋଳନ ଦେଇ ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ବୟାନ । କହିଲେ ୪ ଲକ୍ଷ ନୁହେଁ ଏବେ ସରକାର ଦେଖିବେ ୪୦ ଲକ୍ଷ ଟ୍ରାକ୍ଟର ରାଲି । ଆହୁରି ଘମାଘୋଟ ହେବ ଲଢେଇ”

୧୧ କୋଟି ଟଙ୍କାରେ ବିକ୍ରି ହେଉଛି ୪୫ ବର୍ଷର ପୁରୁଣା କମ୍ପ୍ୟୁଟର । ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ସମଗ୍ର ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢୁଛି । ଲୋକମାନେ ନୂଆ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ଏପରି ପରିସ୍ଥିତିରେ ୪୫ ବର୍ଷ ପୁରୁଣା କମ୍ପ୍ୟୁଟରର ଚାହିଦା ବଢିବା ଭଳି ଖବର ସାମ୍ନାକୁ ଆସିଛି । ବାସ୍ତବରେ ଏହି ପୁରୁଣା କମ୍ପ୍ୟୁଟର ଏବେ,୧୧ କୋଟି ଟଙ୍କାରେ ବିକ୍ରି ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଏତେContinue reading “୧୧ କୋଟି ଟଙ୍କାରେ ବିକ୍ରି ହେଉଛି ୪୫ ବର୍ଷର ପୁରୁଣା କମ୍ପ୍ୟୁଟର । ଜାଣନ୍ତୁ କାହିଁକି ?”

ଭଦ୍ରକ ଡାହାଣୀଗଡିଆ ହରିଶଙ୍କର ଗ୍ୟାରେଜରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୪ଟି ବସ ଓ ୨ଟି ସ୍କପ୍ରିଓ

କନକ ବ୍ୟୁରୋ : ଭଦ୍ରକ ଟାଉନଥାନା ଡାହାଣୀଗଡିଆ ସ୍ଥିତ ହରିଶଙ୍କର ଗ୍ୟାରେଜରେ ଅଗ୍ନିକାଣ୍ଡ । ନିଆଁ ଲାଗି ଗ୍ୟାରେଜରେ ଥିବା ୪ଟି ବସ ଓ ୨ଟି ସ୍କପ୍ରିଓ ଜଳିଯାଇଛି । ଅଗ୍ନିଶମ ବାହିନୀ ପହଚିଂ ନିଆଁକୁ ଆୟତ କରିଛି । ବିଳମ୍ବତ ରାତିରେ ଗ୍ୟାରେଜରେ ନିଆଁ ଲାଗିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ସେପଟେ, ଭଦ୍ରକ ବ୍ଲକ୍ କଲେଇ ଜିପିର ବଲାଜିତ୍ ପଡା ଗ୍ରାମରେ  ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରାContinue reading “ଭଦ୍ରକ ଡାହାଣୀଗଡିଆ ହରିଶଙ୍କର ଗ୍ୟାରେଜରେ ଅଗ୍ନିକାଣ୍ଡ : ନିଆଁ ଲାଗି ଜଳିଗଲା ୪ଟି ବସ ଓ ୨ଟି ସ୍କପ୍ରିଓ”

ଦିନ ଯାଇଛି, ଦରଜ ଯାଇନି । ମେନ୍ଦ୍ରାଜପୁର ବସ ଟ୍ରାଜେଡିରୁ ବର୍ଷେ । ଛାତିଥରା ଦୁର୍ଘଟଣାକୁ ଏବେବି ଭୁଲିପାରୁ ନାହାନ୍ତି ବିବାହ କରିଥିବା ଦମ୍ପତ୍ତି ।

କନକ ବ୍ୟୁରୋ: ମେଣ୍ଡରାଜପୁରର ଭୟାନକ ବସ୍‌ ଅଘଟଣ ୧୦ଜଣ ବନ୍ଧୁ ପରିଜନଙ୍କ ସହ ମୋର ଦୁଇ ଭଉଣୀଙ୍କୁ ମୋ ଠାରୁ ଅଫେରା ରାଇଜକୁ ନେଇଯାଇଛି। ସେହି ଘଟଣାକୁ ବର୍ଷେ ପୂରିଛି। ସମୟ ବିତିଯାଇଛି କିନ୍ତୁ ସେହି ଛାତିଥରା ଅଘଟଣ ଆଜି ବି ମୋ ଆଖି ଆଗରେ ନାଚି ଉଠୁଛି। ଘଟଣାକୁ ସାରା ଜୀବନ ଭୁଲିବା ସମ୍ଭବ ନୁହେଁ’ ବୋଲି କହିଛନ୍ତି ଡଙ୍କଲପାଡ଼ୁ ଗାଁର ଅଶୋକ ରେଡ୍ଡୀ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମର ୟୁ. ସନ୍ୟାସୀContinue reading “ଦିନ ଯାଇଛି, ଦରଜ ଯାଇନି । ମେନ୍ଦ୍ରାଜପୁର ବସ ଟ୍ରାଜେଡିରୁ ବର୍ଷେ । ଛାତିଥରା ଦୁର୍ଘଟଣାକୁ ଏବେବି ଭୁଲିପାରୁ ନାହାନ୍ତି ବିବାହ କରିଥିବା ଦମ୍ପତ୍ତି ।”

ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ

କନକ ବ୍ୟୁରୋ : ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଆଜି ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ଜିଆର୍ କେସ୍‌ ନମ୍ବର ୧୩୫/୨୦୧୩ ତଥା ଛତ୍ରପୁର ଥାନା କେସ୍‌ ନମ୍ବର ୬୮/୧୩ରେ ଜାମିନ୍‌ ପାଇଁ ପ୍ରଦୀପଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜାରଞ୍ଜନ ପାଢୀଙ୍କ କୋର୍ଟରେ ଆବେଦନ ହୋଇଥିଲା। ଆବେଦନର ଶୁଣାଣି କରି ମାନ୍ୟବର କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସରକାରଙ୍କContinue reading “ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ”

Design a site like this with WordPress.com
Get started