କନକ ବ୍ୟୁରୋ : ହିମସ୍ଖଳନ ବେଳେ କେମିତି ଥିଲା ସ୍ଥିତି ତାର ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ହିମସ୍ଖଳନ ବେଳେ ଋଷିଗଙ୍ଗା ହାଇଡ୍ରୋ ଇଲେକଟ୍ରିକ ପ୍ରୋଜେକ୍ଟର କର୍ମଚାରୀ କିପରି କାଦୁଅ ପାଣିରେ ଭାସିଯାଇଛନ୍ତି ସେହି ସମୟରଦୃଶ୍ୟ । ହିମସ୍ଖଳନ ପରେ ଯେତେବେଳେ କାଦୁଅ ପାଣି ପ୍ରବଳ ବେଗରେ ମାଡି ଆସିଥିଲେ ଜୀବନ ବଂଚାଇବା ପାଇଁ ଡ୍ୟାମର କିଛି କର୍ମଚାରୀ ଉପରକୁ ଚଢିଯାଇଥିଲେ । ହେଲେ ନିଜକୁ ବଂଚାଇ ପାରିନଥିଲେ । ଆଖି ପିଛୁଳାକେ ପାହାଡContinue reading “କେମିତି ଅଚାନକ୍ ପାହାଡ ଉପରୁ ମାଡି ଆସିଥିଲା ପ୍ରଳୟ । ସାମ୍ନାକୁ ଆସିଲା ଘଟଣା ବେଳର ଦୃଶ୍ୟ ।”
Tag Archives: News
ଶ୍ରୀମନ୍ଦିରରୁ ବାଇ-ଲ’ ହଟିବା ପରେ ଜୋର ଧରିଲା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଅଧିନିୟମ ପ୍ରତ୍ୟାହାର ଦାବି । ମୁହାଁମୁହିଁ ହେଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ସାସଂଦ ଅପରାଜିତା ଷଡ଼ଙ୍ଗୀ ।
କନକ ବ୍ୟୁରୋ : ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପୁରୀରୁ ହଟିଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ କାଏମ ରହିଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସଗରମ ହୋଇଛି । ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ କରି ଭୁବନେଶ୍ୱର ସାଂସଦଙ୍କୁ କଡା ଟିପ୍ପଣୀ କରିଛନ୍ତି । ସେପଟେ ସେବାୟତ କହିଛନ୍ତି ଏକାମ୍ରକ୍ଷେତ୍ର ସହ ଧୋକ୍କା ହୋଇଛି । ତୁରନ୍ତ ବାଇ-ଲ’ ପ୍ରତ୍ୟାହୃତ ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ରକ୍ଷେତ୍ର ପୁରାଇ ଦିଆଯିବ ନାହିଁContinue reading “ଶ୍ରୀମନ୍ଦିରରୁ ବାଇ-ଲ’ ହଟିବା ପରେ ଜୋର ଧରିଲା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଅଧିନିୟମ ପ୍ରତ୍ୟାହାର ଦାବି । ମୁହାଁମୁହିଁ ହେଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ସାସଂଦ ଅପରାଜିତା ଷଡ଼ଙ୍ଗୀ ।”
ଓଡ଼ିଶାରେ ଆନ୍ଧ୍ର କରୁଛି ମାମଲତି । ଆନ୍ଧ୍ର ଭୋଟରେ ଭାଗ ନେବା ପାଇଁ ଓଡ଼ିଶା ଲୋକଙ୍କୁ ବୁଝାଉଛନ୍ତି ଆନ୍ଧ୍ର ଅଫିସର, ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।
କନକ ବ୍ୟୁରୋ : ଆସନ୍ତା ୧୩ ତାରିଖରେ କୋଟିଆରେ ଆନ୍ଧ୍ର ସରକାର କରୁଛନ୍ତି ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ଏବେ କୋଟିଆରେ ଡେରା ପକାଇଛନ୍ତି । ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ବୁଝାଇବା ସହିତ ମତଦାନ କିପରି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ସହିତ କଥା ହେଉଛନ୍ତି । ଅନ୍ୟପଟେ ଆନ୍ଧ୍ରର ଏହି ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇବାକୁ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।Continue reading “ଓଡ଼ିଶାରେ ଆନ୍ଧ୍ର କରୁଛି ମାମଲତି । ଆନ୍ଧ୍ର ଭୋଟରେ ଭାଗ ନେବା ପାଇଁ ଓଡ଼ିଶା ଲୋକଙ୍କୁ ବୁଝାଉଛନ୍ତି ଆନ୍ଧ୍ର ଅଫିସର, ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।”
ରାଜଧାନୀରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣା । ଚିହ୍ନଟ ପାଇଁ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କଲା କମିଶନରେଟ ପୋଲିସ ।
କନକ ବ୍ୟୁରୋ : ମୁଣ୍ଡ ବିହିନ ମୃତ ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗ୍ରହ କଲା ପୋଲିସ । ଭୁବନେଶ୍ୱର ଚନ୍ଦକା ଦାସପୁର ରାସ୍ତାକଡରୁ ମହିଳାଙ୍କ ମୂୁଣ୍ଡ ବିହୀନ ମୃତଦେହ ମିଳିଥିଲା । କଟାମୁଣ୍ଡ ଏଯାଏଁ ମିଳିନଥିବା ବେଳେ ମୃତ ମହିଳାଙ୍କ ପରିଚୟ ବି ମିଳିନାହିଁ । ମହିଳାଙ୍କ ପରିଚୟ ଖୋଜୁଥିବା କମିଶନରେଟ ପୋଲିସ ମୃତ ମହିଳାଙ୍କ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କରିଛି । ଡ଼ିଜିଟାଇଜ ଦ୍ୱାରା ତାଙ୍କର ଫିଙ୍ଗର ପ୍ରିଂଟ ସଂଗ୍ରହ କରାଯାଇଛି । ଏନସିଆରବିContinue reading “ରାଜଧାନୀରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣା । ଚିହ୍ନଟ ପାଇଁ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କଲା କମିଶନରେଟ ପୋଲିସ ।”
ଓଡ଼ିଶାରେ ଆସିବ ନୂଆ କୃଷି ଆଇନ । ରାଜ୍ୟ ଭିତରେ ଯେଉଁଠି ଚାହିଁବ ଫସଲ ବିକ୍ରି କରି ପାରିବ ଚାଷୀ, ଖୁବଶୀଘ୍ର ଅଧ୍ୟାଦେଶ ଆଣିବେ ସରକାର ।
କନକ ବ୍ୟୁରୋ : ଓଡିଶାରେ ଆସିବ ନୂଆ କୃଷି ଆଇନ୍ । ନୂଆ ଆଇନ୍ ଅନୁସାରେ ଚାଷୀ ରାଜ୍ୟ ଭିତରେ ଯେଉଁଠି ଚାହିଁବ, ନିଜ ଧାନ ବିକ୍ରି କରିପାରିବ । ଏନେଇ ଖୁବ୍ ଶୀଘ୍ର ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି ସରକାର । ସେପଟେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ସହ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କContinue reading “ଓଡ଼ିଶାରେ ଆସିବ ନୂଆ କୃଷି ଆଇନ । ରାଜ୍ୟ ଭିତରେ ଯେଉଁଠି ଚାହିଁବ ଫସଲ ବିକ୍ରି କରି ପାରିବ ଚାଷୀ, ଖୁବଶୀଘ୍ର ଅଧ୍ୟାଦେଶ ଆଣିବେ ସରକାର ।”
ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଓ ପଲିଥିନ ନେଲେ ୧୦୦ ଟଙ୍କା ଜରିମାନା
କନକ ବ୍ୟୁରୋ : ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ସକାଳ ୭ଟାରୁ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରୀମନ୍ଦିର ଭିତରେ ନିର୍ଦ୍ଧାରିତ ସ୍ଥାନରେ ଭକ୍ତ ଜାଳିପାରିବେ ଦୀପ । ଏଣିକି ଆନନ୍ଦ ବଜାର ଭିତରେ ମଧ୍ୟ ଭକ୍ତ ସେବନ କରିପାରିବେ ମହାପ୍ରସାଦ । ଏହାସହ ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଟଙ୍କା ଜରିମାନା ଦେବାକୁ ହେବ ।Continue reading “ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଓ ପଲିଥିନ ନେଲେ ୧୦୦ ଟଙ୍କା ଜରିମାନା “
ପୁରୀ ପାଇଁ ଗୋଟେ ନିୟମ… ଏକାମ୍ରକ୍ଷେତ୍ର ପାଇଁ ଆଉ ଗୋଟେ?
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଓଡିଶାର ସାଂସଦମାନେ ଭେଟିବା ପରେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର କରାଯାଇଛି । ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’କୁ ହଟାଇ ନିଆଯାଇଥିବାବେଳେ, ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ପାଇଁ ଏହି ନିୟମକୁ ପ୍ରତ୍ୟାହାର କରାଯାଇ ନାହିଁ । ଏହା ଜଣାପଡିବା ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷ କରି ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କContinue reading “ପୁରୀ ପାଇଁ ଗୋଟେ ନିୟମ… ଏକାମ୍ରକ୍ଷେତ୍ର ପାଇଁ ଆଉ ଗୋଟେ?”
ଟୀକାକରଣରେ ସନ୍ତୁଷ୍ଟ ୯୭% ଲୋକ : କେନ୍ଦ୍ର
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା କମିଛି । ଏହାରି ଭିତରେ କରୋନା ଟୀକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟୀକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସମଗ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ଆଗଧାଡିର କର୍ମୀଙ୍କୁ ଟୀକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବContinue reading “ଟୀକାକରଣରେ ସନ୍ତୁଷ୍ଟ ୯୭% ଲୋକ : କେନ୍ଦ୍ର”
ନାଗାର୍ଜୁନ ବେଶ… ଆଶା ଥିଲା, ମଉଳିଗଲା !
କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜ୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରକ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନContinue reading “ନାଗାର୍ଜୁନ ବେଶ… ଆଶା ଥିଲା, ମଉଳିଗଲା !”
ବିଭତ୍ସ… ରାଉରକେଲାରେ ହୋଟେଲ ମାଲିକଙ୍କୁ ହତ୍ୟା
କନକ ବ୍ୟୁରୋ : ରାଉରକେଲାରେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଘରେ ପଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାଉରକେଲା ଡିଏଭି ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ବସେରା ହୋଟେଲର ମାଲିକ ସଜ୍ଜନ ମିତଲଙ୍କୁ ହତ୍ୟା କରାଯାଇଛି । ଲୁହାରଡ଼ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଜମିଜମା ବିବାଦ ଓContinue reading “ବିଭତ୍ସ… ରାଉରକେଲାରେ ହୋଟେଲ ମାଲିକଙ୍କୁ ହତ୍ୟା”