ନୟାଗଡରେ ରାସ୍ତାକୁ କେନ୍ଦ୍ରକରି ତେଜିଲା ବିବାଦ : ଗୁଡୁପାଙ୍ଗୀ ଗ୍ରାମବାସୀଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ୧୭ ଖଣ୍ଡ ଗାଁ ଲୋକ

କନକ ବ୍ୟୁରୋ : ରାସ୍ତା ପାଇଁ ରାସ୍ତାରୋକ । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ନୟାଗଡ ଜିଲ୍ଲାରେ । ରାସ୍ତାକୁ କେନ୍ଦ୍ରକରି ଜିଲ୍ଲାର ଗୁଡୁପାଙ୍ଗୀ ଗାଁ ଲୋକଙ୍କୁ ବିରୋଧ କରିଛନ୍ତି ୩ଟି ପଂଚାୟତର ୧୭ଟି ଗାଁ ଲୋକ । ଗୁଡୁପାଙ୍ଗୀ ଗାଁକୁ ଚାରିପଟୁ ଅବରୋଧ କରାଯାଇଛି । ରାସ୍ତା ଉପରେ ଗଛ, ପଥର ପକାଇ ଅବରୋଧ କରାଯାଇଛି । ଗୁଡୁପାଙ୍ଗୀ ଗାଁର ରାସ୍ତା ଦେଇ ୧୭ଟି ଗାଁର ଲୋକେ ଯିବା ଆସିବା କରନ୍ତି । କିନ୍ତୁ ଗୁଡୁପାଙ୍ଗୀContinue reading “ନୟାଗଡରେ ରାସ୍ତାକୁ କେନ୍ଦ୍ରକରି ତେଜିଲା ବିବାଦ : ଗୁଡୁପାଙ୍ଗୀ ଗ୍ରାମବାସୀଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ୧୭ ଖଣ୍ଡ ଗାଁ ଲୋକ”

ବଲାଙ୍ଗୀର ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗଛରେ ପିଟିହେଲା ଦ୍ରୁତଗାମୀ ଇନୋଭା କାର; ୨ ମୃତ

କନକ ବ୍ୟୁରୋ : ବଲାଙ୍ଗୀର-ଟିଟଲାଗଡ ରାସ୍ତାର ସାଗରପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର ହୋଇଛନ୍ତି । ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ଇନୋଭା ଗାଡିଟି ସାଗରପାଲି ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭର ସମେତ ୨ ଜଣ ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରାଇଛିContinue reading “ବଲାଙ୍ଗୀର ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗଛରେ ପିଟିହେଲା ଦ୍ରୁତଗାମୀ ଇନୋଭା କାର; ୨ ମୃତ”

ମୋବାଇଲ ଖୋଲିବ କି ମୃତ୍ୟୁ ମିଷ୍ଟ୍ରି ? ଅଭିଯୁକ୍ତ ରାକେଶର ମୋବାଇଲ ସହ ଘଟଣା ଦିନ ପିନ୍ଧିଥିବା ପ୍ୟାଣ୍ଟ, ସାର୍ଟ ଜବତ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁର ମୋବାଇଲ୍ ଜବତ । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କଲା କୁଆଖିଆ ପୋଲିସ । ସେପଟେ ଆଜି ସରୁଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ତାକୁ କୋର୍ଟରେ ହାଜର କରାଯିବ । ୩ ଦିନିଆ ରିମାଣ୍ଡରେ ନେଇ କୁଆଖିଆ ପୋଲିସ ରାକେଶ ସ୍ୱାଇଁ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛିContinue reading “ମୋବାଇଲ ଖୋଲିବ କି ମୃତ୍ୟୁ ମିଷ୍ଟ୍ରି ? ଅଭିଯୁକ୍ତ ରାକେଶର ମୋବାଇଲ ସହ ଘଟଣା ଦିନ ପିନ୍ଧିଥିବା ପ୍ୟାଣ୍ଟ, ସାର୍ଟ ଜବତ ।”

ପୋଲିସକୁ ଆକ୍ରମଣ କରି ୱାରେଣ୍ଟିକୁ ଛଡାଇ ନେବା ଘଟଣା : ଆକ୍ରମଣ ଘଟଣାରେ ୭ଅଟକ; ଗାଁ ସିଲ୍

କନକ ବ୍ୟୁରୋ : ପୋଲିସକୁ ଆକ୍ରମଣ କରି ୱାରେଣ୍ଟିକୁ ଛଡାଇ ନେବା ଘଟଣା । ଆକ୍ରମଣ ଘଟଣାରେ ୭ଜଣଙ୍କୁ ଅଟକ ରଖିଛି ପୋଲିସ । କାଲି ଦଳେଇ ସାହିକୁ ୱାରେଣ୍ଟିକୁ ଧରିବାକୁ ଯାଇଥିଲା ପୋଲିସ । ଲୋକଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଥିଲେ । ସୂଚନା ମୁତାବକ ପାରାଦୀପ ଗଡ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାଁରେ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ରହିଥିଲା । ଦୀର୍ଘ ଦିନ ହେଲା ସେ ଫେରାର ଥିଲା ।Continue reading “ପୋଲିସକୁ ଆକ୍ରମଣ କରି ୱାରେଣ୍ଟିକୁ ଛଡାଇ ନେବା ଘଟଣା : ଆକ୍ରମଣ ଘଟଣାରେ ୭ଅଟକ; ଗାଁ ସିଲ୍”

ନବରଙ୍ଗପୁରରେ ଦିନରେ ରାସ୍ତାରେ ବୁଲୁଛନ୍ତି ଭାଲୁ : ତେନ୍ତୁଳିଖୁଂଟି ବ୍ଲକର ଉଦୟପୁର ରାସ୍ତାରେ ଯା’ ଆସ ପାଇଁ ଡରୁଛନ୍ତି ଲୋକେ; ବନବିଭାଗ ଠାରୁ ସୁରକ୍ଷା ଦାବି 

କନକ ବ୍ୟୁରୋ : ଦିନ ଦ୍ୱିପହରରେ ରାସ୍ତା ଉପରେ ବୁଲୁଛି ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟ ବ୍ଲକ ଅନ୍ତର୍ଗତ ଦିଗିସଲପାଠାରୁ ଉଦୟପୁର ରାସ୍ତା ମଧ୍ୟରେ । ଏହି ରାସ୍ତା ଦେଇ କାରରେ ଯାଉଥିବା ଜଣେ ବ୍ୟକ୍ତି ରାସ୍ତା ଉପରେ ଭାଲୁ ଯାଉଥିବା ଦେଖି ମୋବାଇଲରେ ଭିଡିଓ ସୁଟ କରିଥିଲେ । ସଂପୃକ୍ତ ଅଂଚଳରେ ସାଧାରଣତଃ ଖାଦ୍ୟ ଅନ୍ୱେଷଣରେ ଭାଲୁ ରାତିରେ ଗାଁ ମୁହାଁ ହୋଇଥାଏ । କିନ୍ତୁ ଦିନରେ ବୁଲିବାContinue reading “ନବରଙ୍ଗପୁରରେ ଦିନରେ ରାସ୍ତାରେ ବୁଲୁଛନ୍ତି ଭାଲୁ : ତେନ୍ତୁଳିଖୁଂଟି ବ୍ଲକର ଉଦୟପୁର ରାସ୍ତାରେ ଯା’ ଆସ ପାଇଁ ଡରୁଛନ୍ତି ଲୋକେ; ବନବିଭାଗ ଠାରୁ ସୁରକ୍ଷା ଦାବି “

ଖଣ୍ଡିଗିରି ମେଳାରେ ଯାତ୍ରାକୁ ନେଇ ଆଜି ଆସିବ ନିଷ୍ପତ୍ତି : ୫୦ ପ୍ରତିଶତ ଦର୍ଶକରେ ଯାତ୍ରା କରିବାକୁ ଯାତ୍ରା କମିଟିର ପ୍ରସ୍ତାବ

କନକ ବ୍ୟୁରୋ : ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଏ ନେଇ ବିଏମସି କମିଶନର ଆଜି ଚୂଡାନ୍ତ ନିଷ୍ପତ୍ତି ଶୁଣାଣି । ଯାତ୍ରା କରିବାକୁ ଗତକାଲି ପ୍ରସ୍ତାବ ଦେଇଛି ଯାତ୍ରା କମିଟି । ଏଥିରେ କୁହାଯାଇଛି ଯେ, ୫୦ ପ୍ରତିଶତ ଦର୍ଶକରେ ଯାତ୍ରା ହେଉ । ବିଏମସି ଓ କୋଭିଡ କଟକଣା ମାନି ଯାତ୍ରା କରିବୁ । ଗୋଟିଏ ଯାତ୍ରା ମଂଚରେ ୫୦ ପ୍ରତିଶତ ଚେୟାରContinue reading “ଖଣ୍ଡିଗିରି ମେଳାରେ ଯାତ୍ରାକୁ ନେଇ ଆଜି ଆସିବ ନିଷ୍ପତ୍ତି : ୫୦ ପ୍ରତିଶତ ଦର୍ଶକରେ ଯାତ୍ରା କରିବାକୁ ଯାତ୍ରା କମିଟିର ପ୍ରସ୍ତାବ”

ଗୋଟିଏ ହାତ ନାହିଁ, ଅନ୍ୟଟି ଅଚଳ । ଅକ୍ଷମତା ସତ୍ୱେ ଘାରିଛି ପାଠ ପଢିବାର ନିଶା । ପାଦରେ ଲେଖି ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ମହେଶ ।

କନକ ବ୍ୟୁରୋ: ମୁଁ ପାଠ ପଢିବି, ବଡ ମଣିଷ ହେବି… ଅଭାବ, ଅନଟନ ଭିତରେ ବି ଆଗକୁ ବଢିବି… ଆସୁ ଯେତେ ଝଡ, ହଉ ଯେତେ ଯନ୍ତ୍ରଣା, ସମୟ ସହ ସାଲିସ ନକରି ସଙ୍ଘର୍ଷ କରିବି, ସଫଳ ହେବି । ହାତ ନଥାଉ, ପାଦରେ ଲେଖି ମୁଁ ପରୀକ୍ଷା ଦେବି, ମାଟ୍ରିକ ପାସ୍ କରିବି… ମୁଁ ଜିତିବି, ନିଶ୍ଚୟ ଜିତିବି… କୁହାଯାଏ ଦୃଢ ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ ହୁଏ । ଆଉ ଯଦିContinue reading “ଗୋଟିଏ ହାତ ନାହିଁ, ଅନ୍ୟଟି ଅଚଳ । ଅକ୍ଷମତା ସତ୍ୱେ ଘାରିଛି ପାଠ ପଢିବାର ନିଶା । ପାଦରେ ଲେଖି ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ମହେଶ ।”

କଟକରେ ରିଚାର୍ଜ ଠକେଇ ନେଇ ଥାନାରେ ମାମଲା : କମ୍ ଟଙ୍କାରେ ବର୍ଷକର ରିଚାର୍ଜ କରାଇଦେବାକୁ କହି ଦଲାଲ ଠକୁଛନ୍ତି ଟଙ୍କା

କନକ ବ୍ୟୁରୋ : କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି ଆପଣଙ୍କୁ ଅଫର ଦେଉଛନ୍ତି କି ? ସାବଧାନ ଥାଆନ୍ତୁ । ନଚେତ୍ ଆପଣବି ହୋଇପାରନ୍ତି ଠକାମୀର ଶିକାର । ଏପରି ଅଭିଯୋଗକୁ ନେଇ କଟକରେ ଥାନାରେ ଦାଏର ହୋଇଛି ମାମଲା । କଟକ ୪୨ ମୌଜା ଅଂଚଳରେ ଥିବା ସାଂଘଭୀ ଏଂଟରପ୍ରାଇଜର୍ସ କଟକରେ ପ୍ରାୟ ୩୦୦ରୁ ଅଧିକ ଏଜେଂଟଙ୍କ ଜରିଆରେ ୫୦ ହଜାର ଲୋକଙ୍କୁ ଏପରି ସ୍କିମରେ ସାମିଲ କରିଥିଲା ।Continue reading “କଟକରେ ରିଚାର୍ଜ ଠକେଇ ନେଇ ଥାନାରେ ମାମଲା : କମ୍ ଟଙ୍କାରେ ବର୍ଷକର ରିଚାର୍ଜ କରାଇଦେବାକୁ କହି ଦଲାଲ ଠକୁଛନ୍ତି ଟଙ୍କା”

ଜାଲ କାଗଜପତ୍ରରେ ଟେଣ୍ଡର ହାତେଇବା ପଡିଲା ମହଙ୍ଗା । ଠିକାଦାର ଦେବେନ୍ଦ୍ର ଜେନା ଟାଉନ ପୋଲିସ ଦ୍ୱାରା ଗିରଫ

କନକ ବ୍ୟୁରୋ : ଜାଲ ପ୍ରମାଣ ପତ୍ର ଦେଇ ଟେଣ୍ଡର ହାତେଇଥିବା ଅଭିଯୋଗରେ ଠିକାଦାର ଗିରଫ । ଠିକାଦାର ଦେବେନ୍ଦ୍ର ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ଟାଉନଥାନା ପୁଲିସ । କେନ୍ଦୁଝର ଗ୍ରାମ୍ୟ ଉନ୍ନୟ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ମିଛ ପ୍ରମାଣପତ୍ର ଦେଇ ଟେଣ୍ଡର ହାତେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଗତ ୨୯ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ୩ ଜଣ ଠିକାଦାରଙ୍କ ନାଁରେ କେଉଁଝରContinue reading “ଜାଲ କାଗଜପତ୍ରରେ ଟେଣ୍ଡର ହାତେଇବା ପଡିଲା ମହଙ୍ଗା । ଠିକାଦାର ଦେବେନ୍ଦ୍ର ଜେନା ଟାଉନ ପୋଲିସ ଦ୍ୱାରା ଗିରଫ”

ଛୁଆକୁ ଧରି କଲେଜରେ କ୍ଲାସ କରୁଛନ୍ତି ପ୍ରଫେସର । ସାମ୍ନାକୁ ଆସିଲା ଶିକ୍ଷକତା ଭିତରେ ସ୍ନେହର ଚିତ୍ର । ସୋସିଆଲ ମିଡିଆରେ ସାଲ୍ୟୁଟ୍ ସାଉଁଟିଲା ଭାବଭରା ଫଟୋ ।

କନକ ବ୍ୟୁରୋ: ମାଆ ନାହିଁ ଯାହାର ସାହା ନାହିଁ ତାହାର । ମାଆ ବିନା ବଞ୍ଚିବା, ମାଆ ବିନା ବଡ ହେବା ଭାରି ମୁସ୍କିଲ । ଜନ୍ମରୁ ମୃତ୍ୟୁ ଯାଏଁ, ଶୈଶବରୁ ବୃଦ୍ଧାବସ୍ଥା, ଯେଉଁ ଜୀବନରେ ମାଆର ମମତା ନାହିଁ, ମାଆର ସ୍ନେହବୋଳା ହାତ ଦେହରେ ବାଜିନି ସେ ଜୀବନର ମାନେ କିଛି ନାହିଁ । ଆଉ ମାଆ ବିନା ପିଲାକୁ ବଡ କରିବା କାଠିକର ପାଠ, ବିରାଟ ଦାୟିତ୍ୱ । ଯାହା ଏ ଫଟୋ ହିଁContinue reading “ଛୁଆକୁ ଧରି କଲେଜରେ କ୍ଲାସ କରୁଛନ୍ତି ପ୍ରଫେସର । ସାମ୍ନାକୁ ଆସିଲା ଶିକ୍ଷକତା ଭିତରେ ସ୍ନେହର ଚିତ୍ର । ସୋସିଆଲ ମିଡିଆରେ ସାଲ୍ୟୁଟ୍ ସାଉଁଟିଲା ଭାବଭରା ଫଟୋ ।”

Design a site like this with WordPress.com
Get started