ନବରଙ୍ଗପୁରରେ ବିଜେଡ଼ି ନେତାଙ୍କୁ ବିରୋଧ : କୃଷି ସୂଚନା କେନ୍ଦ୍ର ଉଦଘାଟନ ପାଇଁ ଯାଇଥିବା ସଂଜୟ ଓ ପ୍ରଣବଙ୍କ ବାଟ ଓଗାଳିଲେ ଚାଷୀ ଓ ବିଜେପି ନେତା

କନକ ବ୍ୟୁରୋ : ଉଦଘାଟନୀ କାର୍ଯ୍ୟକ୍ରମରେ ବାଟ ଓଗାଳିଲେ ଚାଷୀ ଓ ବିଜେପି ନେତା । ନବରଙ୍ଗପୁର ଗ୍ରସ୍ତରେ ଯାଇଥିବା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାଶବର୍ମା ଏବଂ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକ କାର୍ଯ୍ୟକ୍ରମରେ ହଟଗୋଳ କରିଛନ୍ତି ଚାଷୀ । ଜିଲ୍ଲା ଗ୍ରସ୍ତରେ ଯାଇଥିବା ଦୁଇ ନେତା ସେଠାରେ ଅନେକ ଯୋଜନାର ଉଦଘାଟନ କରିଥିଲେ । ସଂଧ୍ୟା ସମୟରେ ନବରଙ୍ଗପୁର ଆରଏମସି କାର୍ଯ୍ୟାଳୟ ଠାରେ ନିର୍ମିତ ହୋଇଥିବା କୃଷକ ସୂଚନାContinue reading “ନବରଙ୍ଗପୁରରେ ବିଜେଡ଼ି ନେତାଙ୍କୁ ବିରୋଧ : କୃଷି ସୂଚନା କେନ୍ଦ୍ର ଉଦଘାଟନ ପାଇଁ ଯାଇଥିବା ସଂଜୟ ଓ ପ୍ରଣବଙ୍କ ବାଟ ଓଗାଳିଲେ ଚାଷୀ ଓ ବିଜେପି ନେତା”

ଭାରତୀୟ ସେୟାର ବଜାର ଉପରେ ବଜେଟର ପ୍ରଭାବ : ସେନସେକ୍ସରେ ୨ ଦିନର ଉତ୍ସାହ ପରେ ଆଜି ଫ୍ଲାଟ ରହିଲା କାରବାର

କନକ ବ୍ୟୁରୋ : ଭାରତୀୟ ସେୟାର ବଜାର ଉପରେ ବଜେଟର ପ୍ରଭାବ । ୨ ଦିନ କ୍ରମାଗତ ଉଚ୍ଚ ସ୍ତରରେ ରହିଲା ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ । ଆଜି କାରବାର ଆରମ୍ଭରୁ ୨ ଶହ ୬୯ ପଏଂଟ ଖସିଥିଲା ସେନସେକ୍ସ । ସେହିପରି ନାସନାଲ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ୭୦ ପଏଂଟ ହ୍ରାସ ପାଇଥିଲା । ପରେ ଏଥିରେ ସୁଧାର ଆସି କାରବାର ଫ୍ଲାଟ ରହିଛି । ତେବେ ଗତ ୨ ଦିନରେ ଷ୍ଟକ ମାର୍କେଟରେContinue reading “ଭାରତୀୟ ସେୟାର ବଜାର ଉପରେ ବଜେଟର ପ୍ରଭାବ : ସେନସେକ୍ସରେ ୨ ଦିନର ଉତ୍ସାହ ପରେ ଆଜି ଫ୍ଲାଟ ରହିଲା କାରବାର”

୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କୋରନା ଟିକା : ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି, ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ; ଆଜି ସୁଦ୍ଧା ପ୍ରସ୍ତୁତି ନେଇ ଦେବାକୁ ହେବ ରିପୋର୍ଟ

କନକ ବ୍ୟୁରୋ : ଆସନ୍ତା ୬ ତାରିଖରୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦଦେଇ ଅନ୍ୟ ଟିକାଦାତା ଟିମ ଚିହ୍ନଟ କରାଯାଉ । ସେମାନେ ଯେଭଳି ଉପଯୁକ୍ତ ତାଲିମContinue reading “୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କୋରନା ଟିକା : ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି, ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ; ଆଜି ସୁଦ୍ଧା ପ୍ରସ୍ତୁତି ନେଇ ଦେବାକୁ ହେବ ରିପୋର୍ଟ”

ଶେଷ ହେଲା ୭ ମାସର ଲୁଚକାଳି ଖେଳ : ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି

କନକ ବ୍ୟୁରୋ : ଜେଲ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ । ଲାଂଚ ମାମଲାରେ ଛନ୍ଦି ହୋଇ ଭିଜିଲାନ୍ସ ବିଭାଗ ସହ ୭ ମାସ ଧରି ଲୁଚକାଳି ଖେଳିବା ପରେ ଶେଷରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୨ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବାବେଳେ ଏକ ଜମିଜମା ବିବାଦର ସମାଧାନContinue reading “ଶେଷ ହେଲା ୭ ମାସର ଲୁଚକାଳି ଖେଳ : ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି”

ଅଲିଭ ରିଡଲେଙ୍କ ସୁରକ୍ଷା ଲାଗି ମାଛଧରା ଉପରେ କଟକଣା : ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ..ସରକାରୀ ସୁବିଧା ବି ମିଳୁନି

କନକ ବ୍ୟୁରୋ : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ବନ ବିଭାଗ ତରଫରୁ ଜାରି କରାଯାଇଛି କଟକଣା । ମାଛ ମାରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତବର୍ଷ ନଭେମ୍ବର ମାସରୁ କଟକଣା ଜାରି ହୋଇଥିବା ବେଳେ ଏପ୍ରିଲ ମାସରୁ ଲକଡାଉନ କାରଣରୁ ଦୀର୍ଘ ୧୦ମାସ ଧରି ଶହଶହ ମତ୍ସ୍ୟଜୀବୀ ହାତ ବାନ୍ଧି ବସିଛନ୍ତି । ବନ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଯୋଗାଇContinue reading “ଅଲିଭ ରିଡଲେଙ୍କ ସୁରକ୍ଷା ଲାଗି ମାଛଧରା ଉପରେ କଟକଣା : ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ..ସରକାରୀ ସୁବିଧା ବି ମିଳୁନି”

ରାଜପଥରେ ମଦ ପିଇ ଗାଡି ଚଳାଉଥିଲେ ସାବଧାନ : ଜାତୀୟ ଓ ରାଜ୍ୟ ରାଜପଥରେ ବୁଲିବ ହାଇୱେ ପେଟ୍ରୋଲିଂ ଗାଡି

କନକ ବ୍ଯୁରୋ : ହାଇୱେ ପାଟ୍ରୋଲିଂ ସେବାକୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନସିଂ ଜରିଆରେ ହାଇୱେ ପାଟ୍ରୋଲିଂ ସେବାର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ସେବାର ଆରମ୍ଭ କରିଛନ୍ତି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ଟି ଜିଲ୍ଳାର ଜାତୀୟ ଓ ରାଜ୍ୟ ରାଜପଥ ଗୁଡ଼ିକରେ ୩୬ଟି ହାଇୱେ ପାଟ୍ରୋଲିଂ ଗାଡ଼ି ବୁଲିବ । ଭୁବନେଶ୍ୱର, ଖୋର୍ଦ୍ଧା, ମଙ୍ଗୁଳି, ପାଣିକୋଇଲି) ରାଜପଥ ଉପରେContinue reading “ରାଜପଥରେ ମଦ ପିଇ ଗାଡି ଚଳାଉଥିଲେ ସାବଧାନ : ଜାତୀୟ ଓ ରାଜ୍ୟ ରାଜପଥରେ ବୁଲିବ ହାଇୱେ ପେଟ୍ରୋଲିଂ ଗାଡି”

ଆସିବ ଯୋଦ୍ଧା, ଜଗିବ ସୀମା… ଶତ୍ରୁର ମୁକାବିଲା ପାଇଁ ସ୍ୱଦେଶୀର ଜ୍ଞାନ କୌଶଳରେ ଭାରତ ତିଆରି କଲା ୱାରିଅର ଡ୍ରୋନ । ଆକାଶରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେବାର ରହିଛି କ୍ଷମତା

ଉଭୟ ପାକିସ୍ତାନ ଓ ଚୀନ ସୀମାରେ ଲାଗିରହିଥିବା ଉତେଜନା କାରଣରୁ ଭାରତ ପାଇଁ ଏବେ ସୀମାର ସୁରକ୍ଷା ଅଧିକ ଜରୁରୀ ହୋଇପଡିଛି । ଚୀନ ସାମାକୁ ଲାଗିରହିଥିବା ନିୟନ୍ତ୍ରଣ ରେଖା ଏଲଏସି ଏବଂ ପାକିସ୍ତାନ ସୀମାକୁ ଲାଗିଥିବା ଏଲଓସିରେ ଏବେ ସର୍ବାଧିକ ଆଲର୍ଟରେ ରହିଛି ସେନା । ଏଭଳି ସମୟରେ ସୀମାରେ ଶତ୍ରୁର ମୁକାବିଲା ପାଇଁ ଭାରତ ରିଆରି କରୁଥବା ଷ୍ଟିଲଥ ଡ୍ରୋନ, ଆଗାମୀ ଦିନରେ ବାୟୁସେନାର କ୍ଷମତାକୁ ଆହୁରି ବଢାଇ ଦେବ ବୋଲି ଆକଳନ କରାଯାଉଛିContinue reading “ଆସିବ ଯୋଦ୍ଧା, ଜଗିବ ସୀମା… ଶତ୍ରୁର ମୁକାବିଲା ପାଇଁ ସ୍ୱଦେଶୀର ଜ୍ଞାନ କୌଶଳରେ ଭାରତ ତିଆରି କଲା ୱାରିଅର ଡ୍ରୋନ । ଆକାଶରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେବାର ରହିଛି କ୍ଷମତା”

ଆଜି ମହାପ୍ରଭୁଙ୍କ ବନକଲାଗି ବେଶ : ୪ ଘଂଟା ବନ୍ଦ ରହିବ ଦର୍ଶନ, ଶ୍ରୀମୁଖ ସିଂହାର ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏଁ ବନ୍ଦ ରହିବ ଦର୍ଶନ

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବନକଲାଗି ବେଶ । ୪ ଘଂଟା ବନ୍ଦ ରହିବ ଦର୍ଶନ । ମାଘ କୃଷ୍ଣପକ୍ଷ ପଂଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ବେଶ ଅନୁଷ୍ଠିତ ହେବ । ତେଣୁ ଆଜି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେନି ଶ୍ରଦ୍ଧାଳୁ । ଦତ ମହାପାତ୍ର ସେବକଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯାଉଥିବା ବେଳେ ୪ ଘଂଟା ଧରି ମହାପ୍ରଭୁଙ୍କ ଦର୍ଶନ ମିଳିବContinue reading “ଆଜି ମହାପ୍ରଭୁଙ୍କ ବନକଲାଗି ବେଶ : ୪ ଘଂଟା ବନ୍ଦ ରହିବ ଦର୍ଶନ, ଶ୍ରୀମୁଖ ସିଂହାର ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏଁ ବନ୍ଦ ରହିବ ଦର୍ଶନ”

ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟର ୱାର: ଇଂଟରନେଟ୍ ସେବା ବନ୍ଦ ନେଇ ଗାୟିକା ରିହାନା କହିଲେ,ଏହାକୁ ନେଇ କାହିଁକି ଚର୍ଚ୍ଚା କରୁନ; ଅଭିନେତ୍ରୀ କଙ୍ଗନାଙ୍କ ଜବାବ୍, ସେମାନେ ଚାଷୀ ନୁହେଁ ଆତଙ୍କବାଦୀ

କନକ ବ୍ୟୁରୋ : ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ଗାୟିକା ଓ ନାୟିକାଙ୍କ ଭିତରେ ଟ୍ୱିଟର ୱାର । ଦିଲ୍ଲୀ ଚାଷୀ ଆନ୍ଦୋଳନ ଯୋଗୁଁ ଇଂଟରନେଟ୍ ସେବା ବନ୍ଦ ନେଇ ଅନ୍ତଜାର୍ତୀୟ ଖ୍ୟାତି ସଂପନ୍ନ ଗାୟିକା ରିହାନାଙ୍କ ଟ୍ୱିଟ୍ କରି ଲେଖିଛନ୍ତି, ଆମେ ଏହାକୁ ନେଇ କାହିଁକି ଚର୍ଚ୍ଚା କରୁନାହୁଁ ? why aren’t we talking about this?! #FarmersProtest https://t.co/obmIlXhK9S — Rihanna (@rihanna) February 2, 2021 ସିଏନ୍ଏନର ଏ ରିପୋର୍ଟକୁ ଟ୍ୟାକ୍Continue reading “ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟର ୱାର: ଇଂଟରନେଟ୍ ସେବା ବନ୍ଦ ନେଇ ଗାୟିକା ରିହାନା କହିଲେ,ଏହାକୁ ନେଇ କାହିଁକି ଚର୍ଚ୍ଚା କରୁନ; ଅଭିନେତ୍ରୀ କଙ୍ଗନାଙ୍କ ଜବାବ୍, ସେମାନେ ଚାଷୀ ନୁହେଁ ଆତଙ୍କବାଦୀ”

ମେ ୪ ତାରିଖରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା : ଦଶମର ଗୋଟିଏ ଓ ଦ୍ୱାଦଶର ଦୁଇଟି ସିଫ୍ଟରେ ହେବ ପରୀକ୍ଷା

କନକ ବ୍ୟୁରୋ : ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ପ୍ରକାଶ ପାଇଲା ସଂପୂର୍ଣ୍ଣ ପରୀକ୍ଷା ସୂଚୀ । ମେ ୪ ରୁ ଜୁନ୍ ୧୧ ଯାଏଁ ଚାଲିବ ସିବିଏସଇ ବୋର୍ଡ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସିବିଏସଇର ୨୦୨୧ ଡାଟା ସିଟ୍ ଜାରି କରିବା ସହିତ ଏନେଇ ସୂଚନା ଦେଇଛନ୍ତି । ମେ ୪ ତାରିଖରୁ ଓଡିଆ,କନ୍ନଡ଼ ଓ ଲେପଚା ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ପ୍ରମୁଖContinue reading “ମେ ୪ ତାରିଖରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା : ଦଶମର ଗୋଟିଏ ଓ ଦ୍ୱାଦଶର ଦୁଇଟି ସିଫ୍ଟରେ ହେବ ପରୀକ୍ଷା”

Design a site like this with WordPress.com
Get started