ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା

କନକ ବ୍ୟୁରୋ : ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ତିନି ଦିନିଆ ରିମାଣ୍ଡରେ ଆଣିଥିବା ରାକେଶଠାରୁ ଗୋଟି ଗୋଟି କରି ସତ ଓଗାଳିବ କୁଆଖିଆ ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁ ପୂର୍ବରୁ ଦେଇଥିବା ବୟାନରେ କେତେ ସତ୍ୟତା ରହିଛି ତାହା ଜାଣିବା ପାଇଁ ପ୍ରଥମ ଦିନରେ ଝରାଫୁଲଙ୍କ ବାପା ଓ ରାକେଶକୁ ମୁହାଁମୁହିଁ ପଚରାଉଚରା କରିଛି ପୋଲିସ । ଝରାଫୁଲଙ୍କ ବାପାଙ୍କ ସାମନାରେ ରାକେଶକୁ ଗୁଡାଇତୁଡାଇ ପ୍ରଶ୍ନ କରିଛି ପୋଲିସ୍ ।Continue reading “ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା”

ଆସନ୍ତା ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା । କରୋନା ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା, ପ୍ରଥମ ଦଫାରେ ଏହିସବୁ ବିଭାଗର କର୍ମଚାରୀଙ୍କୁ ଦିଆଯିବ ଟୀକା ।

କନକ ବ୍ୟୁରୋ: କରୋନା ଟୀକାକରଣ ନେଇ ଦିନକୁ ଦିନ ଭଲ ଖବର ସାମ୍ନାକୁ ଆସୁଛି । ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକାକରଣ ଚାଲୁଥିବାବେଳେ ଆସନ୍ତା ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଏହି କ୍ରମରେ ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଦିଆଯିବ କରୋନା ଟିକା । ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଏଥିପାଇଁ କରାଯିବ ଟିକାକରଣ ରୁମ୍ । ପ୍ରଥମ ଦଫାରେ ଗୃହ ଓContinue reading “ଆସନ୍ତା ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା । କରୋନା ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା, ପ୍ରଥମ ଦଫାରେ ଏହିସବୁ ବିଭାଗର କର୍ମଚାରୀଙ୍କୁ ଦିଆଯିବ ଟୀକା ।”

ବାଇସିଂ ସରପଞ୍ଚ ଉପନିର୍ବାଚନ : ପ୍ରାର୍ଥୀ ପତ୍ର ନାକଚକୁ ନେଇ ଉତ୍ତେଜନା, ବିଡ଼ିଓଙ୍କୁ ଘେରାଉ

କନକ ବ୍ୟୁରୋ : ରାୟଗଡ଼ା ବ୍ଲକ୍ ବାଇସିଂ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପ୍ରାର୍ଥୀ ପତ୍ର ଯାଞ୍ଚକୁ ନେଇ ବ୍ଲକ୍ ଅଫିସ୍ ପରିସରରେ ଉତ୍ତେଜନା । ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ନାମାଙ୍କନ ଦାଖଲ କରିଥିବା ୪ ପ୍ରାର୍ଥୀଙ୍କ ମଧ୍ୟରୁ ୩ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ନେଇ ଘୋଷଣା କରିବା ପରେ କଂଗ୍ରେସ ସମେତ ଅନ୍ୟ ପ୍ରାର୍ଥୀ ବିଡ଼ିଓଙ୍କୁ ଘେରାଉ କରିଛନ୍ତି। ଦୀର୍ଘ ୭ ଘଣ୍ଟା ଧରି ବିରୋଧୀ ବିଡ଼ିଓଙ୍କୁ ଘେରାଉContinue reading “ବାଇସିଂ ସରପଞ୍ଚ ଉପନିର୍ବାଚନ : ପ୍ରାର୍ଥୀ ପତ୍ର ନାକଚକୁ ନେଇ ଉତ୍ତେଜନା, ବିଡ଼ିଓଙ୍କୁ ଘେରାଉ”

ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ : ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ପାରାଦୀପ-ଗଡ଼ ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୂର୍ବତନ କର୍ମଚାରୀ ଓ ମ୍ୟାନେଜରଙ୍କ ନାେଁରେ ଥାନାରେ ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ୨୦୧୬ରୁ ୨୦୨୦ ଭିତରେ ୧୪ ଲକ୍ଷ ୮୬ ହଜାର ୭ଶହ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବର୍ତ୍ତମାନର ବ୍ୟାଙ୍କ୍ ମ୍ୟାନେଜର, ଦୁଇ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଜଣେ ଆକାଉଂଟ ଓ ଜଣେContinue reading “ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ : ପୋଲିସର ତଦନ୍ତ ଜାରି”

କୋରାପୁଟରୁ ୧୯୩ କେଜି ଗଞ୍ଜେଇ ଜବତ, ୩ଗିରଫ । ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କଲା ପୁଲିସ

କନକ ବ୍ୟୁରୋ : ୧୯୩ କେଜି ଗଞ୍ଜେଇ ସହ ୩ ଜଣକୁ ଗରିଫ କରିଛି କୋରାପୁଟ ବୈପାରିଗୁଡ଼ା ପୁଲିସ୍ । ବୈପାରୀଗୁଡ଼ା ଲକ୍ଷ୍ମୀପୁର ଛକରେ ଗାଡ଼ି ଯାଂଚ୍ ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ଗିରଫ ବ୍ୟକ୍ତିମାନଙ୍କଠାରୁ ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କରିଛି ପୁଲିସ୍ । ଗାଡ଼ିଟି ବୈପାରୀଗୁଡ଼ାରୁ ଉତରପ୍ରଦେଶ ଗଜେଇ ଚାଲାଣ କରାଯାଉଥିବା ପୁଲିସ ସୂଚନା ଦେଇଛି । ସେହିପରି ଲମତାପୁଟ ପୁଲିସ୍ କଡ୍ର ଛକରେContinue reading “କୋରାପୁଟରୁ ୧୯୩ କେଜି ଗଞ୍ଜେଇ ଜବତ, ୩ଗିରଫ । ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କଲା ପୁଲିସ”

ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ : ଆତଙ୍କରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ; ଏଯାଏଁ ଭାଲୁ ଧରିବାରେ ବିଫଳ ହୋଇଛି ବନବିଭାଗ

କନକ ବ୍ୟୁରୋ : ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ । ଏହାକୁ ନେଇ ପୁରା ଅଂଚଳରେ ଆତଙ୍କ ଖେଳିଯାଇଛି । ଭାଲୁ ବିଶ୍ୱବିଦ୍ୟାଳୟ ପରିସରରେ ବୁଲିବା ପରେ ଆତଙ୍କରେ ଅଛନ୍ତି ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ । ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭାଲୁଟି ପଶିବା ପରେ ଚିନ୍ତାରେ ପଡିଯାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଗତକାଲି ଏହିଠାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ସୁରକ୍ଷାContinue reading “ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ : ଆତଙ୍କରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ; ଏଯାଏଁ ଭାଲୁ ଧରିବାରେ ବିଫଳ ହୋଇଛି ବନବିଭାଗ”

ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା : ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସରେ ହୋଇପାରେ ସିନ୍ ରି-କ୍ରିଏସନ

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ ମାମଲାରେ ତନାଘନା ଚଳାଇଛି ଯାଜପୁର ପୋଲିସ । ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଯାଜପୁର ଥାନାରେ ଚାଲିଛି ଜେରା । ଆଜି ଭୁବନେଶ୍ୱରକୁ ଆଣି ଧର୍ମ ବିହାର ସ୍ଥିତି ଶିବସାଇ ଗେଷ୍ଟ ହାଉସରେ ସିନ୍ ରି କ୍ରିଏସନ କରିପାରେ ପୋଲିସ । ଗତକାଲି ମୃତଦେହ ଫିଙ୍ଗିଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ । ମୃତ ଦେହକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆକୁ କେମିତି ଆଣିଥିଲେ ସେContinue reading “ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା : ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସରେ ହୋଇପାରେ ସିନ୍ ରି-କ୍ରିଏସନ”

ଆଇଆରସି ଭିଲେଜ ସରକାରୀ ସ୍କୁଲରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫେଲ ଘଟଣା : ସ୍କୁଲର ନିଷ୍ପତ୍ତିକୁ ବିରୋଧ କରି ଗେଟରେ ତାଲା ପକାଇଲେ ପିଲା

କନକ ବ୍ୟୁରୋ : ଗେଟରେ ତାଲା ପକାଇ ସ୍କୁଲ ଭିତରେ ବସିଲେ ପିଲା, ବାହାରେ ରହିଲେ ଶିକ୍ଷକ ଶିକ୍ଷୟିତ୍ରୀ । ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ସ୍କୁଲରୁ ଆସିଛି ଏଭଳି ଚିତ୍ର । ସ୍କୁଲ କର୍ତ୍ତୃପକ୍ଷ ୧୨୧ ଜଣ ପିଲାଙ୍କୁ ଫେଲ କରିଦେବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍କୁଲରେ କରୋନା ପୂର୍ବରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଶେଷ ହୋଇଥିଲା । ୪ଟି ପରୀକ୍ଷା ସରିଥିବା ବେଳେ ୨ଟିContinue reading “ଆଇଆରସି ଭିଲେଜ ସରକାରୀ ସ୍କୁଲରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫେଲ ଘଟଣା : ସ୍କୁଲର ନିଷ୍ପତ୍ତିକୁ ବିରୋଧ କରି ଗେଟରେ ତାଲା ପକାଇଲେ ପିଲା”

ରାଜ୍ୟସଭାରେ ଚାଷୀ ପ୍ରସଙ୍ଗରେ ହେବ ଆଲୋଚନା । ସରକାର ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହେଲା ସହମତି, ବିରୋଧୀଙ୍କ ଦ୍ୱନ୍ଦ ଦୂର କରିବାକୁ ପ୍ରତିଶୃତି ଦେଲା ବିଜେପି

ରାଜ୍ୟସଭାରେ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ୧୫ ଘଣ୍ଟା ଆଲୋଚନା କରିବା ନିମନ୍ତେ ଆଜି ସରକାର ଓ ବିରୋଧୀ ଦଳମାନେ ସମ୍ମତ ହୋଇଛନ୍ତି। ଗତ ଶୁକ୍ରବାର ଦିନ ଅନୁଷ୍ଠିତ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନିମନ୍ତେ ଆଗତ ଧନ୍ୟବାଦ ବିତର୍କ ଶେଷ ହେବା ପରେ ଉକ୍ତ ଆଲୋଚନା ହେବ ବୋଲି ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଘୋଷଣା କରିବା ପରେ ପୁଣି ରାଜ୍ୟସଭାରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଆମ୍‌ ଆଦ୍‌ମି ପାର୍ଟିର ତିନିଜଣ ସଦସ୍ୟ ସ୍ଲୋଗାନ୍‌ ଦେବାରୁ ଆଜିକContinue reading “ରାଜ୍ୟସଭାରେ ଚାଷୀ ପ୍ରସଙ୍ଗରେ ହେବ ଆଲୋଚନା । ସରକାର ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହେଲା ସହମତି, ବିରୋଧୀଙ୍କ ଦ୍ୱନ୍ଦ ଦୂର କରିବାକୁ ପ୍ରତିଶୃତି ଦେଲା ବିଜେପି”

ଏଣିକି ଗାଡିର କାଗଜପତ୍ର କରିବା ହେଲା ସହଜ । ଯେକୌଣସି ଆରଟିଓରେ ଚାହିଁବେ ସେଠାରେ କରିପାରିବେ ଗାଡି କାଗଜପତ୍ର

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ( ଆରଟିଓ)ର ଏଣିକି କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ। ଗାଡ଼ି ମାଲିକଙ୍କ ସୁବିଧା ପାଇଁ ‌ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପ୍ରଚଳିତ ବ୍ୟବସ୍ଥାକୁ କୋହଳ କରିଛନ୍ତି। ଗାଡ଼ି ମାଲିକ ରାଜ୍ୟର ଯେ କୌଣସି ଆର୍‌ଟିଓରେ ନିଜ ସୁବିଧା ଅନୁସାରେ ସେମାନଙ୍କ କାମ କରାଇପାରିବେ । ‌ ଯେଉଁ ଆରଟିଓରେ ଗାଡି ପଞ୍ଜିକୃତ କରିଥାନ୍ତୁ ନା କାହିଁକି ସେମାନେ ନବୀକରଣ ରାଜ୍ୟର ‌କୌଣସି ଆରଟିଓରେ ବି କରିପାରିବେ । ମାଲିକ ନିଜ ସୁବିଧାContinue reading “ଏଣିକି ଗାଡିର କାଗଜପତ୍ର କରିବା ହେଲା ସହଜ । ଯେକୌଣସି ଆରଟିଓରେ ଚାହିଁବେ ସେଠାରେ କରିପାରିବେ ଗାଡି କାଗଜପତ୍ର”

Design a site like this with WordPress.com
Get started