କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାର ମେଣ୍ଢା ଚରାଇ ପରିବାର ପୋଷୁଥିବା କଲେଜ ଛାତ୍ରୀ ସସ୍ମିତାଙ୍କୁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ଘରେ ବାପା ରୋଗଗ୍ରସ୍ତ, ପରିବାର ଚାଇବାକୁ ସଂଘର୍ଷ କରିବା ଭିତରେ ସେ ମେଣ୍ଢା ଚରାଉଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ । ତେଣୁ ସେ ଏପଟେ ପାଠପଢ଼ା, ସେପଟେ କଲେଜରୁ ଫେରି ମେଣ୍ଢା ଚରାଉଛନ୍ତି । ତେବେ ଏହି ଘଟଣାContinue reading “ବାଲିପାଟଣାର ଛାତ୍ରୀଙ୍କୁ ସହଯୋଗର ହାତ ବଢାଇଲେ ରାନୀ ପଣ୍ଡା: ପରିବାର ଚଳାଇବାକୁ ମେଣ୍ଢା ଚରାଉଛନ୍ତି ସସ୍ମିତା; ପାଠପଢା ପାଇଁ ସମସ୍ତ ସହାୟତା ଦେବାକୁ ରାନୀଙ୍କ ପ୍ରତିଶ୍ରୁତି”
Tag Archives: News
ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କଲେ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ: ହେଲେ ସଂସଦରେ ଉପସ୍ଥିତ ରହିଲା ବିଜେଡି; ଦଳୀୟ ସାଂସଦ କହିଲେ, ସାମ୍ବିଧାନିକ ବ୍ୟବସ୍ଥାକୁ ଦିଆଯାଇଛି ସମ୍ମାନ
କନକ ବ୍ୟୁରୋ: ଗତକାଲି ଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନର ପ୍ରଥମ ଦିନ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ ବର୍ଜନ କରିଥିବା ବେଳେ ବିରୋଧୀଙ୍କ ସାଙ୍ଗରେ ବିଜେଡି ରହିନାହିଁ । ଦଳର ସାଂସଦମାନେ ଗୃହରେ ଉପସ୍ଥିତ ରହିଥିଲେ । ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ସରକାରଙ୍କ ଭାବି ଯୋଜନାର ରୂପରେଖ ବାବଦରେ ସୂଚନାContinue reading “ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କଲେ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ: ହେଲେ ସଂସଦରେ ଉପସ୍ଥିତ ରହିଲା ବିଜେଡି; ଦଳୀୟ ସାଂସଦ କହିଲେ, ସାମ୍ବିଧାନିକ ବ୍ୟବସ୍ଥାକୁ ଦିଆଯାଇଛି ସମ୍ମାନ”
ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ: ଧ୍ୱଜାବତରଣ ଉତ୍ସବ ସ୍ଥଳରୁ ମାତ୍ର ଦେଢ଼ କି.ମି ଦୂରରେ ଫୁଟିଲା ବୋମା, ଦିଲ୍ଲୀ ପୋଲିସର ତନାଘନା
କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପରେ ସୁରକ୍ଷା ଅଧିକ କଡାକଡି କରାଯାଇଛି । ବିଶେଷଜ୍ଞଙ୍କ ମତରେ ଆଇଇଡି ଦ୍ୱାରା ଆତଙ୍କବାଦୀମାନେ ଏପରି ବିସ୍ଫୋରଣକୁ ଘଟାଇଥାନ୍ତି । ଏହାକୁ ଆତଙ୍କବାଦୀମାନେ ମାଟି ତଳେ ରଖିଥାନ୍ତି । ଯାହାକି ସାମାନ୍ୟ ଚାପ ପାଇ ଫାଟି ଉଠେ, ଯେମିତିକି ପାଦ ପଡିଲେ ବା ଗାଡିର ଚକ ଚାଲିଲେ ଏହା ବିସ୍ଫୋରଣ ଘଟେ । ସୂଚନା ଅନୁସାରେ ଏନେଇ କୌଣସି କ୍ଷତି ହୋଇନାହିଁ ବୋଲି ଦିଲ୍ଲୀ ପୋଲିସ ତରଫରୁContinue reading “ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ: ଧ୍ୱଜାବତରଣ ଉତ୍ସବ ସ୍ଥଳରୁ ମାତ୍ର ଦେଢ଼ କି.ମି ଦୂରରେ ଫୁଟିଲା ବୋମା, ଦିଲ୍ଲୀ ପୋଲିସର ତନାଘନା”
ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଦିନିକିଆ ଉପବାସ: ଆନ୍ଦୋଳନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ
କନକ ବ୍ୟୁରୋ: ଆଜି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ସୂଚନା ଦିଆଯାଇଛି । ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଂଟା ଭିଡିଛନ୍ତି ଚାଷୀContinue reading “ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଦିନିକିଆ ଉପବାସ: ଆନ୍ଦୋଳନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ”
ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୁହୁଡି କରିବ କଲବଲ: ଘନକୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ସତର୍କତା; ଗତ ୨୪ ଘଂଟାରେ ୭ ସହରର ପାରା ୧୫ ଡିଗ୍ରୀ ତଳେ
କନକ ବ୍ୟୁରୋ: ଆଜି ଠାରୁ ରାଜ୍ୟରେ ୩ ଦିନ ଦେଖାଦେବ ଘନକୁହୁଡି । ଆଜି ଝାରସୁୁଗୁଡା, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ, ମୟୂରଭଂଜ ଏବଂ ବାଲେଶ୍ୱର ଜିଲ୍ଲାରେ ଘନକୁହୁଡି ସମ୍ଭାବନା ରହିଛି । ଆସନ୍ତାକାଲି ଏବଂ ୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ପୁରୀ, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଘନକୁହୁଡି ଦେଖାଯିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକୁ ଆସନ୍ତାContinue reading “ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୁହୁଡି କରିବ କଲବଲ: ଘନକୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ସତର୍କତା; ଗତ ୨୪ ଘଂଟାରେ ୭ ସହରର ପାରା ୧୫ ଡିଗ୍ରୀ ତଳେ”
ଆସନ୍ତାକାଲି ସାରା ଦେଶରେ ଚାଷୀ ପାଳିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବେ ଚାଷୀ
କନକ ବ୍ୟୁରୋ: ଆସନ୍ତାକାଲି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ଆଜି ନିଷ୍ପତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ଆଜି ସୂଚନା ଦିଆଯାଇଛି । ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଂଟା ଭିଡିଛନ୍ତିContinue reading “ଆସନ୍ତାକାଲି ସାରା ଦେଶରେ ଚାଷୀ ପାଳିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବେ ଚାଷୀ”
କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ବରଫ ଭିତରେ ଗରମ ଖାଦ୍ୟର ମଜା ନେଉଛନ୍ତି ଲୋକ
କନକ ବ୍ୟୁରୋ: କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ପ୍ରବଳ ତୁଷାରପାତ ଭିତରେ ବରଫରେ ଏହା ନିର୍ମାଣ ହୋଇଛି । ଏଠାରେ ବରଫରେ ନିର୍ମିତ ଟେବୁଲ ରହିଥିବା ବେଳେ ଗରମ ଗରମ ଖାଦ୍ୟ ପରସା ଯାଉଛି । କଶ୍ମୀର ଗୁଲମର୍ଗର କୋଲାହାଇ ସ୍କି ରେସର୍ଟ ପରିସରରେ ଆରମ୍ଭ ହୋଇଥିବା ଏହି ଇଗଲୁ କାଫେରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି। ଏହି ଇଗଲୁ କାଫେ ପ୍ରାୟ ୧୫ଫୁଟ ଉଚ୍ଚ ଓ ୨୬ଫୁଟ ଗୋଲାକାର ଆକୃତିରContinue reading “କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ବରଫ ଭିତରେ ଗରମ ଖାଦ୍ୟର ମଜା ନେଉଛନ୍ତି ଲୋକ”
ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଲେ ଭାରତ ଉପରେ ଭରସା ଅଛି
କନକ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଭାରତ ଉପରେ ତାଙ୍କ ଯଥେଷ୍ଟ ଭରସା ଅଛି ବୋଲି ସେ କହିଛନ୍ତି । ଏଥିସହ ତାଙ୍କୁ ଘଟଣା ସମ୍ପର୍କରେ ପ୍ରତିଟି ଅପଡେଟ୍ ଦିଆଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ଏହା ପରେ ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସରContinue reading “ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଲେ ଭାରତ ଉପରେ ଭରସା ଅଛି”
ଦିଲ୍ଲୀ ସିଂଘୁ ସୀମାରେ ସଂଘର୍ଷ । ଆନ୍ଦୋଳନରତ ଚାଷୀ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ । ସ୍ଥିତି ଅସମ୍ଭାଳ ହେବାରୁ ପୋଲିସର ଲାଠି ଚାର୍ଜ, ଲୁହବୁହା ଗ୍ୟାସ ମାଡ଼ ।
କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ତିନି ଦିନ ହେଲା ସିଂଘୁ ସୀମାରେ ଚାପା ଉତେଜନା ଲାଗି ରହିଛି । ଉତେଜନାକୁ ନଜରରେ ରଖି ସୀମାରେ ବହୁ ସଂଖ୍ୟାରେ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ ଗୁରୁବାର ଚାଷୀ ନେତା ରାକେଶ ଟିକାୟତଙ୍କ ଡାକରା ପରେ ପୁଣି ଥରେ ଚାଷୀ ଆନ୍ଦୋଳନ ତେଜିବା ସହ ହିଂସାକାଣ୍ଡର ଆଶଙ୍କା କରି ଶୁକ୍ରବାର ସକାଳୁ ସକାଳୁ ସୁରକ୍ଷା ବ୍ୟବସ୍ଥାକୁContinue reading “ଦିଲ୍ଲୀ ସିଂଘୁ ସୀମାରେ ସଂଘର୍ଷ । ଆନ୍ଦୋଳନରତ ଚାଷୀ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ । ସ୍ଥିତି ଅସମ୍ଭାଳ ହେବାରୁ ପୋଲିସର ଲାଠି ଚାର୍ଜ, ଲୁହବୁହା ଗ୍ୟାସ ମାଡ଼ ।”
ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ ।
କନକ ବ୍ୟୁରୋ : ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ । ୭ ଦିନ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ । ମହିଳା କର୍ମଚାରୀ ପାଇଁ ସମୟ କଟକଣାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ । ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ, ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲାContinue reading “ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ ।”