କନକ ବ୍ୟୁରୋ: ଏକ ଭୟଙ୍କର ରାତିରେ ମୃତ୍ୟୁ ସହ ଭେଟାଭେଟି ହୋଇଥିଲା ଜୀବନ । ମୃତ୍ୟୁର ମୁହଁରୁ ଜୀବନ ସିନା ସୂତେ ସୂତେରେ ବଞ୍ଚିଗଲା ହେଲେ ଯନ୍ତ୍ରଣାର ଜୁଇରେ ଜାଳି ଦେଇଗଲା ଯମ । ଆଉ ତାପରେ ପଙ୍ଗୁ ପାଲଟିଗଲା ପଶୁ । ଦେହରେ ଆତ୍ମା ଅଛି ସତ ହେଲେ ଅଙ୍ଗ ଅକାମୀ ହୋଇଛି । ଅଣ୍ଟା ଉପରେ କାର ଚଢିଯିବା ପରେ ଚାରି ଗୋଡରୁ ୨ ଗୋଡରେ ଏମିତି ଘୁସୁରି ଘୁସୁରୀ ମରିମରି ଜିଉଁଛି ଏContinue reading “ଅନ୍ଧାର ରାତିରେ କୁକୁର ଉପରେ କାର ଚଢାଇ ଦେଲା ମଣିଷ । ଭାଙ୍ଗିଗଲା ଅଣ୍ଟା, ଅକାମୀ ହୋଇଗଲା ଗୋଡ । ପଶୁର ପ୍ରଶ୍ନ, ହେ ମଣିଷ ! ମୋର କି ଦୋଷ…?”
Tag Archives: News
ସମାଜର ମୁଖ୍ୟ ସ୍ରୋତରେ କିନ୍ନର ମାନଙ୍କୁ ସାମିଲ କରିବାକୁ ବିହାର ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ । ରାଜ୍ୟରେ କିନ୍ନର ମାନଙ୍କୁ ଦାରୋଗା ଓ ସିପାହୀ ପଦବୀରେ ସିଧା ସଳଖ ମିିଳିବ ନିଯୁକ୍ତି ।
କନକ ବ୍ୟୁରୋ : ଦୁନିଆର ସବୁଠାରୁ ବେସି ପୋଲିସ ଅତ୍ୟାଚରରେ ଶିକାର ହେଉଥିବା କିନ୍ନର ମାନଙ୍କୁ ମିଳିବ ପୋଲିସ ବିଭାଗରେ ଚାକିରୀ । ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାସନ ବାବୁଙ୍କ ଘୋଷଣା ମୁତାବକ ଏଣିକି ବିହାରର ପୋଲିସ ବିଭାଗରେ କିନ୍ନର ମାନଙ୍କୁ ସିଧା ସଳଖ ନିଯୁକ୍ତି ଦିଆଯିବ । ସେମାନଙ୍କୁ ସିପାହୀ ଓ ଦାରୋଗା ପଦବୀରେ ନିଯୁକ୍ତି ମିଳବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ରାଜ୍ୟରେ ବଢୁଥିବାContinue reading “ସମାଜର ମୁଖ୍ୟ ସ୍ରୋତରେ କିନ୍ନର ମାନଙ୍କୁ ସାମିଲ କରିବାକୁ ବିହାର ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ । ରାଜ୍ୟରେ କିନ୍ନର ମାନଙ୍କୁ ଦାରୋଗା ଓ ସିପାହୀ ପଦବୀରେ ସିଧା ସଳଖ ମିିଳିବ ନିଯୁକ୍ତି ।”
ଆଉ ୨ଦିନ ଜାରି ରହିବ ଶୀତର ପ୍ରକୋପ: ରାଜ୍ୟର ୭ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର
କନକ ବ୍ୟୁରୋ: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ ଏବଂ ତାପରେ ତାପମାତ୍ରା ୩ ରୁ ୪ ଡିଗ୍ରି ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଭାବେ ଶୀତର ପ୍ରକୋପ ରହିଛି। ରାଜ୍ୟର ବୌଦ୍ଧ ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କୁହୁଡ଼ି ପରିଲକ୍ଷିତContinue reading “ଆଉ ୨ଦିନ ଜାରି ରହିବ ଶୀତର ପ୍ରକୋପ: ରାଜ୍ୟର ୭ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର”
ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ: ୩ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ୍ ପୋଲିସ
କନକ ବ୍ୟୁରୋ: ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ । ତିନି ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ । କିଡନୀ ରାକେଟ୍ ପଛରେ କାହାର ହାତ ରହିଛି, ଏନେଇ ଏହି ରିମାଣ୍ଡ ଅବଧିରେ ପଚରାଉଚରା କରି କିଡନୀ ଠକ ଠାରୁ ସତ ଓଗାଳିବ ପୋଲିସ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କିଡନୀ ଆବଶ୍ୟକ ଥିବା ଲୋକଙ୍କ ପାଖରେ କିପରି ପହଂଚିପାରୁଥିଲା ହିମାଂଶୁ । ଲୋକଙ୍କ ଡାଟା କେମିତି ତାକୁ ମିଳୁଥିଲାContinue reading “ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ: ୩ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ୍ ପୋଲିସ”
ଏବିପି ସର୍ଭେରେ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିବା ପରେ ଶୁଭେଚ୍ଛା: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଳୀୟ କର୍ମୀ ଓ ନେତା
କନକ ବ୍ୟୁରୋ: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ । ଏବିପି-ସିଭୋଟର ସର୍ଭେରୁ ଏହି ତଥ୍ୟ ଆସିଛି । ନବୀନ ପଟ୍ଟନାୟକ ଦେଶର ନଂବର ୱାନ ମୁଖ୍ୟମନ୍ତ୍ରୀ ବୋଲି ଏବିପି ସର୍ଭେରେ ଘୋଷଣା କରିବା ପରେ ଆଜି ବିଜେଡି ନେତା ଓ କର୍ମୀ ବିଜେଡି ମୁଖିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦଳୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନେତା,କର୍ମୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁContinue reading “ଏବିପି ସର୍ଭେରେ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିବା ପରେ ଶୁଭେଚ୍ଛା: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଳୀୟ କର୍ମୀ ଓ ନେତା”
ଦିଲ୍ଲୀ ଏମ୍ସରୁ ଆରମ୍ଭ ହେଲା ଦେଶରେ ଟିକାକରଣ: ସଫେଇ କର୍ମଚାରୀ ମନୀଷ କୁମାର ନେଲେ ପ୍ରଥମ ଟିକା
କନକ ବ୍ୟୁରୋ: ଆସିଲା ଟିକା, ହାରିବ କରୋନା । ମହାମାରୀ ଉପରେ ବିଜୟ ହାସଲ କରିବ ମଣିଷ । ଆଜି ସାରା ଦେଶରେ ମେଗା ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଦିଲ୍ଲୀ ଏମସ୍ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏମସ୍ ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ସାରା ଦେଶରେ ଟିକାକରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏହି ବ୍ୟକ୍ତିଙ୍କୁ ସର୍ବ ପ୍ରଥମେ ଟିକା ଦିଆଯାଇଛି ।Continue reading “ଦିଲ୍ଲୀ ଏମ୍ସରୁ ଆରମ୍ଭ ହେଲା ଦେଶରେ ଟିକାକରଣ: ସଫେଇ କର୍ମଚାରୀ ମନୀଷ କୁମାର ନେଲେ ପ୍ରଥମ ଟିକା”
ଆଜିଠୁ ଦେଶରେ ମେଗା ଟିକାକରଣ: ୩ ହଜାର ୬ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଟିକା ନେଲେ ପ୍ରାୟ ୩ କୋଟି ଲୋକ; କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡିଲେ ମୋଦି
କନକ ବ୍ୟୁରୋ: ଦେଶବ୍ୟାପୀ ମେଗା ଟିକାକରଣର ଶୁଭାରମ୍ଭ କରି ଭାବବିହ୍ୱଳ ହୋଇପଡିଲେ ପ୍ରଧାନମନ୍ତ୍ରୀ । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କରୋନ । ବିରୋଧୀ ନିର୍ଣ୍ଣାୟକ ଲଢେଇ ଆଜିଠାରୁ ଆରମ୍ଭ ହୋଇଛି । ସାରା ବିଶ୍ୱର ନଜର ଭାରତ ଉପରେ ଅଟକି ରହିଥିବା ବେଳେ କରୋନା କାଳର ସଂକଟଜନକ ସମୟକୁ ବାବଦରେ ମନେ ପକାଇଛନ୍ତି ମୋଦି । ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ମୋଦି ଭାବବିହ୍ୱଳ ହୋଇପଡ଼ଛନ୍ତି । ଏପରି କିContinue reading “ଆଜିଠୁ ଦେଶରେ ମେଗା ଟିକାକରଣ: ୩ ହଜାର ୬ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଟିକା ନେଲେ ପ୍ରାୟ ୩ କୋଟି ଲୋକ; କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡିଲେ ମୋଦି”
ଟିକାକରଣ ଭିତରେ ନିଆଳିରୁ ଆସିଲା ବିରୋଧର ଚିତ୍ର: ନିଆଳି ଡାକ୍ତରଖାନାରେ କରୋନା ଟିକାକୁ ବର୍ଜନ କଲେ ଏଏନମ୍ କର୍ମୀ
କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ଟିକା ନେଲେ ଲାହିଁ ସ୍ୱାସ୍ଥ୍ୟକର୍ମୀ । ଟିକା ବର୍ଜନ କରିବା ସହ ଗଣ ଧାରଣ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । କୋଭିଡ୍ କେୟାର ହୋମ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପୁୁନଃ ନିଯୁକ୍ତି ଦାବି କରି ଟିକା ନେଲେ ନାହିଁ ୧୫ରୁ ୧୬ ଜଣ ସ୍ୱାସ୍ଥ୍ୟକର୍ମୀ । ସେମାନେ ବିଭିନ୍ନ ଗ୍ରାମ ପଂଚାୟତରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଂଟରରେ କାମ କରୁଥିଲେ । ଜରୁରୀ ସମୟରେContinue reading “ଟିକାକରଣ ଭିତରେ ନିଆଳିରୁ ଆସିଲା ବିରୋଧର ଚିତ୍ର: ନିଆଳି ଡାକ୍ତରଖାନାରେ କରୋନା ଟିକାକୁ ବର୍ଜନ କଲେ ଏଏନମ୍ କର୍ମୀ”
ଏଣିକି ଓଡିଆ ସ୍କୁଲରେ ପଢାଯିବ ବାଣିଜ୍ୟ ପାଠ: ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍; ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
କନକ ବ୍ୟୁରୋ: ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ଷ୍ଟ୍ରୀମ । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ଘରୋଇ ସ୍ତୁଲ ଗୁଡିକରେ ଆର୍ଥୀକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଡବ୍ଲୁଏସ କୋଟରେ ଆଡମିଶନ ଅନଲାଇନ ଜରିଆରେ କରାଯିବ । ଯାହା ଫଳରେ ସ୍ୱଚ୍ଛତା ରହିପାରିବ । କିଛି ସ୍ଥାନରୁ ଆଡମିଶନ ସଂପର୍କିତContinue reading “ଏଣିକି ଓଡିଆ ସ୍କୁଲରେ ପଢାଯିବ ବାଣିଜ୍ୟ ପାଠ: ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍; ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା”
ଦେଶରେ ଆରମ୍ଭ ହେଲା କରୋନା ପାଇଁ ଟିକା କରଣ । ଟିକା ନେବା ପୂର୍ବରୁ ପରେ କେମିତି ରହିବେ ସାବଧାନ । ଟିକା ନେବା ପୂର୍ବରୁ ଓ ନେବା ପରେ ମଦ ପିଇଲେ କ’ଣ ହେବ ପାଶ୍ୱ ପ୍ରତିକ୍ରିୟା ?
କନକ ବ୍ୟୁରୋ : ଆଜି ଭାରତରେ କରୋନା ଟିକାକରଣର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧା ମାନଙ୍କୁ ଦିଆଯାଉଛି ଟିକା । ଏହାର ପରବର୍ତ୍ତି ପର୍ଯ୍ୟାୟରେ ସାଧାରଣ ଲୋକଙ୍କୁ ଟିକା ଦିଆଯିବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ହେଲେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକା ନେବା ପୂର୍ବରୁ ଓ ଟିକା ନେବା ପରେ ମଦ ପିଇବା ଉପରେ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ହେଲେ ବିଶ୍ୱର ଅନ୍ୟContinue reading “ଦେଶରେ ଆରମ୍ଭ ହେଲା କରୋନା ପାଇଁ ଟିକା କରଣ । ଟିକା ନେବା ପୂର୍ବରୁ ପରେ କେମିତି ରହିବେ ସାବଧାନ । ଟିକା ନେବା ପୂର୍ବରୁ ଓ ନେବା ପରେ ମଦ ପିଇଲେ କ’ଣ ହେବ ପାଶ୍ୱ ପ୍ରତିକ୍ରିୟା ?”